Sign in
Sign in
Recover your password.
A password will be e-mailed to you.
ଭାରତ-ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍ ଟିକେଟ ଲକ୍ଷେ ଟଙ୍କାରେ ବିକ୍ରି କରି ବନ୍ଧା ହେଲେ ଯୁବକ…
ମୁମ୍ବାଇ :ଆସନ୍ତାକାଲି ଭାରତ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ବିଶ୍ୱକପର ପ୍ରଥମ ସେମି ଫାଇନାଲ ମ୍ୟାଚ୍ ଖେଳାଯିବ। ଏଥିପାଇଁ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମ ପ୍ରସ୍ତୁତ ହୋଇ ରହିଛି। ତେବେ ଏହାପୂର୍ବରୁ ଭାରତ-ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍ ଟିକେଟର କଳାବଜାରୀ ଆରମ୍ଭ ହୋଇଯାଇଛି।…
୧୬ରେ ସରିବ ସୈନିକ ସ୍କୁଲରେ ନାମଲେଖା ପ୍ରବେଶିକା ପରୀକ୍ଷା ନିମନ୍ତେ ଅନ୍ଲାଇନ୍ ପଞ୍ଜୀକରଣ
ଭୁବନେଶ୍ୱର: ଦେଶର ୩୩ଟି ସୈନିକ ସ୍କୁଲ୍ରେ ଷଷ୍ଠ ଓ ନବମ ଶ୍ରେଣୀରେ ନାମ ଲେଖା ନିମନ୍ତେ ଆସନ୍ତା ୨୧ ଜାନୁଆରି ୨୦୨୪ରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ୨୦୨୪-୨୫ ଶିକ୍ଷା ବର୍ଷ ପାଇଁ ଜାତୀୟ ପରୀକ୍ଷା…
“ମୁଁ ଜାତି ଲୁଚାଏ ନାହିଁ“ ଜାଲ୍ ଜାତି ପ୍ରମାଣପତ୍ର ଭାଇରାଲ ହେବା ପରେ କହିଲେ ଶରଦ ପାଓ୍ବାର…
ମୁମ୍ବାଇ : ନିକଟରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ନାମଥିବା ଏକ ସାର୍ଟିଫିକେଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା । ଯେଉଁଥିରେ ଶରଦ ପାୱାର ଓବିସି ବର୍ଗର ବୋଲି କୁହାଯାଇଛି। ଏହି ଦସ୍ତାବିଜକୁ ତାଙ୍କ ଝିଅ ସୁପ୍ରିୟା ସୁଲେ ଜାଲ୍ ବୋଲି କହିଥିଲେ। ଏବେ ଶରଦ…
ନିଃସର୍ତ୍ତ ର ପ୍ରଭାବ ଛତ୍ରପୁର ସ୍ଥିତ ଆର୍ଟିଓ ଅଫିସ ପରିସରୁ ଚାରି ଦଲାଲକୁ ଗିରଫ କଲା ପୋଲିସ…
ବ୍ରହ୍ମପୁର//ଛତ୍ରପୁର : ୧୪-୧୧ ନିସର୍ତ୍ତ ରେ ରୀତିମତ ଛତ୍ରପୁର ଆରଟିଓ ସମେତ ଅଗସ୍ତି ନୂଆଗାଁ ଓ ବ୍ରହ୍ମପୁର ସ୍ଥିତ ହଳିଦିଆ ପଦରେ ଦଲାଲ ମାନଙ୍କ ଦୌରାତ୍ମ୍ୟ ସମ୍ପର୍କ ରେ ଖବର ପ୍ରକାଶ ହେଉଥିଲା। ଡେରିରେ ହେଲେ ମଧ୍ୟ ଆଜି ଛତ୍ରପୁର ପୋଲିସ କୁ ସଫଳତା ମିଳିଛି। ଆର ଟି ଓ କାର୍ଯ୍ୟଳୟ ପରିସରରେ!-->…
ଶିଶୁଦିବସପାଳନ ଏବଂ ନଗରରେ ଘୋଷ ସଞ୍ଚଳନ…
ଛତ୍ରପୁର : ସ୍ଥାନୀୟ ଶ୍ରୀରାମନଗର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସର ରେ ଶିଶୁ ଦିବସ ପାଳନ ସହିତ ନଗରରେ ଘୋଷବାଦ୍ୟ ସହିତ ସଞ୍ଚଳନ ଅନୁଷ୍ଠିତ ହୋଇଥିଲା। ଆଜି ପଣ୍ଡିତ ଜବାହରଲାଲ ନେହେରୁଙ୍କ ଫୋଟଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ସହିତ ପ୍ରଧାନାଚାର୍ଯ୍ଯ ଶ୍ରୀ ରବୀନ୍ଦ୍ରନାଥ ଦାଶ!-->!-->!-->…
କନ୍ଧମାଳ ଜିଲ୍ଲାରୁ କେ,ବି,କେ,ଜିଲ୍ଲର ହୋମଗାର୍ଡ ମାନଙ୍କୁ ଛତିଶଗଡ଼ ଇଲେକ୍ସନ ଡିୟୁଟିରେ ମୂତୟନ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଏବଂ ଓଡ଼ିଶାର ବିଭିନ୍ନ କେ,ବି,କେ, ଜିଲ୍ଲାର ତଥା,ବଉଦ, ସୋନପୁର, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କେନ୍ଦୁଝର, ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ବ ହୋମଗାର୍ଡ ଭାଇ ମାନଙ୍କୁ ଛତିଶଗଡ଼ ବିଧାନ ସଭା ନିର୍ବାଚନ ନିମନ୍ତେ ଡିୟୁଟି ମୃତୟନ କରାଯାଇଛି।!-->!-->!-->…
ଡି ଏଲ ଏସ ପକ୍ଷରୁ ମାନବ ଶୃଙ୍ଖଳ ପଦଯାତ୍ରା…
ଫୁଲବାଣୀ:୧୪/୧୧ ନଭେମ୍ବର ୧୪ ସାରା ଦେଶରେ ଶିଶୁ ଦିବସ ଭାବରେ ପାଳନ କରାଯାଏ ସ୍ଵାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମ ବାର୍ଷିକୀ ପାଳନ କରିବାକୁ ଏହି ଦିନ ବିଦ୍ୟାଳୟ, ଶିକ୍ଷାନୁଷ୍ଠାନ ତଥା ପିଲାମାନଙ୍କ ପାଇଁ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ!-->!-->!-->…
ସାଇବର ଅପରାଧ ରୋକିବା ସମ୍ବନ୍ଧ ରେ ସଚେତନତା କରାଇଲେ ସ୍ତୁଡେଣ୍ଟ ପୋଲିସ କେଡେଟ ଛାତ୍ର ଛାତ୍ରୀ…
ଛତ୍ରପୁର : ସ୍ଥାନୀୟ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପବିତ୍ର ଶିଶୁ ଦିବସ ଅବସର ରେ ସ୍ଟଡେଣ୍ଟ ପୋଲିସ କେଡେଟ(ଏସପିସି )ମାନଙ୍କ ଦ୍ୱାରା ଏକ ସଚେତନତା କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଚିତ୍ରା ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଗଞ୍ଜାମ!-->!-->!-->…
ସମବାୟ ବିଭାଗ ପକ୍ଷରୁ ସଚେତନତା ରଥର ଶୁଭାରମ୍ଭ
ଛତ୍ରପୁର ; ଓଡିଶା ସରକାରଙ୍କ ସମବାୟ ବିଭାଗ ପକ୍ଷରୁ ୭୦ ତମ ସର୍ବଭାରତୀୟ ସମବାୟ ସପ୍ତାହ ୨୦୨୩ ପାଳନ ଅବସରରେ ସଚେତନତା ରଥ ଶୁଭାରମ୍ଭ ହୋଇଯାଇଛି । ଏନେଇ ମଙ୍ଗଳବାର ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସମବାୟ ବିଭାଗର ୩ ଟି ସଚେତନତା ରଥକୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି!-->!-->!-->…
ନକଲି ୱାଇ-ଫର୍ମ ର ଚେର ର ଟେର ପାଉନି କି ପୋଲିସ.. ! : ସମ୍ରାଟ ଜେଲରେ ପୁଣି ବାଲି ମାଫିଆ ମାନେ ସକ୍ରିୟ…
ଭୁବନେଶ୍ୱର : ଅକ୍ଟୋବର ମାସ ର ଦ୍ୱିତୀୟ ସପ୍ତାହ ରେ ଗଞ୍ଜାମ ଜିଲ୍ଲାର କୋଦଳା ପୋଲିସ ହାତରେ ନକଲି ୱାଇ- ଫର୍ମ ରେ ବାଲି ଚାଲାଣ ର ଗୁମର ଖୋଲିଥିଲା। ଏଥିରେ ଚୋରା ବାଲି ସମ୍ରାଟ କୃପାସିନ୍ଧୁ ମୁଦୁଲି କୁ ନକଲି ୱାଇ-ଫର୍ମ ରେ ଚୋରା ବାଲି ଚାଲାଣ ଅଭିଯୋଗ ରେ ଗିରଫ କରାଯାଇଥିଲା। ସେହି ସମୟରେ!-->…