Sign in
Sign in
Recover your password.
A password will be e-mailed to you.
ସ୍ବ-ଜାତିରେ ବାହା ହେବାକୁ ଝିଅମାନଙ୍କୁ ‘ଶପଥ’ କରାଇଲେ ‘ଡିଏମ୍କେ’ ସହଯୋଗୀ ଦଳର ନେତା…
ଚେନ୍ନାଇ: ସ୍ବ-ଜାତି ବା ଆପଣା ସମ୍ପ୍ରଦାୟରେ ବିବାହ କରିବା ଲାଗି ତାମିଲନାଡୁର ଶାସକ ‘ଡିଏମ୍କେ’ର ଅନ୍ୟତମ ସହଯୋଗୀ ଦଳ ‘କୋଙ୍ଗୁ ନାଡୁ ମକ୍କଲ ଦେଶୀୟା କାତ୍ଚି’ର କୋଷାଧ୍ୟକ୍ଷ କେ.କେ.ସି. ବାଲୁ ଦଳେ ଝିଅଙ୍କୁ ‘ଶପଥ’ କରାଇଥିବା ଗୋଟାଏ ଭିଡିଓରେ ଦେଖାଯାଉଛି।…
ରାବିଡ଼ିଙ୍କ ନୁହେଁ, କଣ ତମ ପତ୍ନୀଙ୍କୁ ମୁଖ୍ୟମନ୍ତ୍ରୀ କରିଥାନ୍ତି ? ଲାଲୁଙ୍କ ଟାର୍ଗେଟରେ କେନ୍ଦ୍ରମନ୍ତ୍ରୀ…
ପାଟନା: କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କୁ ନିଜର ଚିରାଚରିତ ମଜାଳିଆ ଢଙ୍ଗରେ ଟାର୍ଗେଟ କରିଛନ୍ତି ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ। ସେ କହିଛନ୍ତି ଯେ, ରାବିଡ଼ି ଦେବୀଙ୍କୁ ବିହାରର ମୁଖ୍ୟମନ୍ତ୍ରୀ ନ କରି କଣ ନିତ୍ୟାନନ୍ଦଙ୍କ ପତ୍ନୀଙ୍କୁ ମୁଖ୍ୟମନ୍ତ୍ରୀ…
୧୬ ବର୍ଷ ପରେ ଗାଜା ଷ୍ଟ୍ରିପ୍ ଉପରୁ ନିୟନ୍ତ୍ରଣ ହରାଇଛି ହମାସ୍: ଇସ୍ରାଏଲ୍ର ପ୍ରତିରକ୍ଷା ମନ୍ତ୍ରୀ…
ଜେରୁଜେଲମ୍: ଦୀର୍ଘ ୧୬ ବର୍ଷ ଶାସନ କରିବା ପରେ ହମାସ୍ ଗାଜା ଷ୍ଟ୍ରିପ୍ ଉପରୁ ନିୟନ୍ତ୍ରଣ ହରାଇଥିବା କଥା ଆଜି ଇସ୍ରାଏଲ୍ର ପ୍ରତିରକ୍ଷା ମନ୍ତ୍ରୀ ୟୋୟଭ୍ ଗାଲାଣ୍ଟ୍ କହିଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ଏଏଫ୍ପି’ ରିପୋର୍ଟ କରିଛି।
ଇସ୍ରାଏଲ୍ର ମୁଖ୍ୟ…
‘ହସ୍ପିଟାଲକୁ ଲମ୍ବିଛି ହମାସର ଟନେଲ, ଲାଗିଛି ବୁଲେଟ୍ପ୍ରୁଫ୍ ଗେଟ୍’…
ନୂଆଦିଲ୍ଲୀ : ଗାଜାର ହସ୍ପିଟାଲକୁ ଲମ୍ବିଛି ହମାସ ଆତଙ୍କୀଙ୍କ ଟନେଲ। ଏହି ଟନେଲରେ ଲାଗିଛି ବୁଲେଟ୍ପ୍ରୁଫ୍ ଗେଟ୍। ନିଜର ଆତଙ୍କୀ ଗତିବିଧି ପାଇଁ ହମାସ ହସ୍ପିଟାଲକୁ ବ୍ୟବହାର କରୁଛି। ଟନେଲ ରାସ୍ତା ଦେଇ ହସ୍ପିଟାଲକୁ ଯିବା ଆସିବା କରୁଛନ୍ତି ହମାସ ଆତଙ୍କୀ। ଏଭଳି…
ହରିଦ୍ବାର ଯାଉଥିବା ୬ ବନ୍ଧୁ ମୃତ…
ମୁଜାଫରନଗର: ଗତ ପାହାନ୍ତାରେ ଉତ୍ତର ପ୍ରଦେଶର ମୁଜାଫରନଗର ଜିଲ୍ଲା ଦେଇ ଯାଇଥିବା ଦିଲ୍ଲୀ-ଡେରାଡୁନ୍ ରାଜପଥରେ ଗୋଟାଏ କାର୍ ଓ ଗୋଟାଏ ଟ୍ରକ୍ ମଧ୍ୟରେ ଧକ୍କା ଲାଗିବାରୁ ଅନ୍ୟୂନ ୬ଜଣଙ୍କର ମୃତ୍ୟୁ ଘଟିଥିବା କଥା ପୁଲିସ କହିଛି।
ମୃତ ବ୍ୟକ୍ତିମାନେ ଥିଲେ ପରସ୍ପରର…
ଇଣ୍ଡିଆ ମେଣ୍ଟରେ ଫାଟ, ରାହୁଲଙ୍କୁ ଟାର୍ଗେଟ୍ କଲେ ଅଖିଲେଶ…
ନୂଆଦିଲ୍ଲୀ : ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଦୋହଲିଲାଣି ଇଣ୍ଡିଆ ମେଣ୍ଟ। ସାଧାରଣ ନିର୍ବାଚନ ପୂର୍ବରୁ ସୃଷ୍ଟି ହେଲାଣି ଫାଟ। ବଢ଼ିଲାଣି ମନାନ୍ତର ଓ ମତାନ୍ତର। ଉତ୍ତରପ୍ରଦେଶର ପ୍ରମୁଖ ବିରୋଧୀ ଦଳ ସମାଜବାଦୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ବଢ଼ୁଥିବା କନ୍ଦଳ ଏବେ…
ଚାଲିଛି ଉଦ୍ଧାର କାର୍ଯ୍ୟ, ପୁଷ୍କର ଧାମୀଙ୍କ ସହିତ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ…
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ସହିତ ଫୋନ୍ ଯୋଗେ କଥାବାର୍ତ୍ତା କରି ଉତ୍ତରକାଶୀ ଅନ୍ତର୍ଗତ ସିଲ୍କ୍ୟାରା-ବଡ଼କୋଟ ସୁଡ଼ଙ୍ଗ ଅଘଟଣସ୍ଥଳରେ ଚାଲିଥିବା ଉଦ୍ଧାର କାର୍ଯ୍ୟ ବିଷୟରେ ପଚାରି…
‘ଓବେରୟ ଗ୍ରୁପ୍’ ମାଲିକ ପୃଥ୍ୱୀରାଜ ସିଂହ ଓବେରୟଙ୍କ ଦେହାନ୍ତ…
ନୂଆଦିଲ୍ଲୀ : ଆଉ ନାହାନ୍ତି ‘ଓବେରୟ ଗ୍ରୁପ୍’ର ଅଧ୍ୟକ୍ଷ ପୃଥ୍ୱୀରାଜ ସିଂହ ଓବେରୟ। ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି। ସେ ୯୫ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଭାରତୀୟ ହୋଟେଲ୍ ଶିଳ୍ପର ଜନକ ଭାବେ ସୁପରିଚିତ ପିଆର୍ଏସ୍ ଓବେରୟଙ୍କ ମୃତ୍ୟୁ…
କର୍ଣ୍ଣାଟକ ନିଯୁକ୍ତି ପରୀକ୍ଷା ହଲକୁ ମଙ୍ଗଳସୂତ୍ରକୁ ମିଳିଲା ଅନୁମତି, ମୁଣ୍ଡ ଘୋଡଣୀ ନିଷେଧ…
ବେଙ୍ଗାଲୁର : ନିଯୁକ୍ତି ପରୀକ୍ଷାରେ ହେଡ୍ କଭର୍ ବାରଣ କଲେ କର୍ଣ୍ଣାଟକ ସରକାର। କର୍ଣ୍ଣାଟକ ପରୀକ୍ଷା ପ୍ରାଧିକରଣ (KEA) ବିଭିନ୍ନ ବୋର୍ଡ ଏବଂ କର୍ପୋରେଟର ପାଇଁ ନିଯୁକ୍ତି ପରୀକ୍ଷା ସମୟରେ ପରୀକ୍ଷା ହଲରେ ସମସ୍ତ ପ୍ରକାରର ହେଡ୍ କଭର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।…
ଅଭିଯୁକ୍ତମାନଙ୍କ ମଧ୍ୟରେ ଅଛନ୍ତି ‘ଡାବର୍ ଗ୍ରୁପ୍’ର ଅଧ୍ୟକ୍ଷ ଓ ନିର୍ଦେଶକ
ମୁମ୍ବାଇ: ‘ମହାଦେବ ବେଟିଙ୍ଗ୍ ଆପ୍’ ମାମଲାରେ ମୁମ୍ବାଇ ପୁଲିସ ଫାଇଲ୍ କରିଥିବା ‘ଏଫ୍ଆଇଆର୍’ରେ ଅଭିଯୁକ୍ତ ବୋଲି ଦର୍ଶାଯାଇଥିବା ୩୧ଜଣ ବ୍ୟକ୍ତିଙ୍କ ମଧ୍ୟରେ ‘ଡାବର୍ ଗ୍ରୁପ୍’ର ଅଧ୍ୟକ୍ଷ ମୋହିତ…