Sign in
Sign in
Recover your password.
A password will be e-mailed to you.
ମହଲତ ପାଇଁ ବିଧାୟକଙ୍କୁ ୧୦ ହଜାର ଜରିମାନା…
କଟକ : ବାରବାଟୀ-କଟକ ନିର୍ବାଚନୀ ମାମଲାର ବିଧାୟକ ମହମ୍ମଦ ମୋକିମ୍ଙ୍କ ପକ୍ଷରୁ ଯୁକ୍ତି ବାଢ଼ିବାକୁ ଓକିଲ ମହଲତ ମାଗିବାରୁ ହାଇକୋର୍ଟ ୧୦ ହଜାର ଟଙ୍କା ଜରିମାନା ଦାଖଲ କରିବାକୁ ଆଦେଶ ଦେଇଛନ୍ତି। ସୋମବାର ଶୁଣାଣିରେ ବିଧାୟକଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ…
ସ୍ବାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀଙ୍କ ଆତ୍ମହତ୍ୟା…
ଖୋର୍ଦ୍ଧା : ସ୍ବାମୀଙ୍କ ଦୁର୍ଘଟଣାରେ ମତ୍ୟୁ ପରେ ସ୍ତ୍ରୀଙ୍କ ଆତ୍ମହତ୍ୟା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବୋଲଗଡ଼ ଥାନା ଅନ୍ତର୍ଗତ ବାଙ୍କୋଇ ନିକଟ ବେଣାଗାଡ଼ିଆରେ। ମୃତକ ଜଣକ ହେଲେ ଅନିନ୍ଦିତା ସୁବୁଦ୍ଧି। ପୋଲିସ ମୃତଦେହ ଜବତ କରି ଖୋର୍ଦ୍ଧା ମେଡିକାଲରେ…
୫ଟି, ନବୀନ ଓଡିଶାର ଅଧ୍ୟକ୍ଷଙ୍କୁ ସାକ୍ଷାତ କଲେ ଜିଲାର ୩ ବିଧାୟକ…
ଭୁବେନଶ୍ବର : ୫ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ ଭି. କେ ପାଣ୍ଡିଆନଙ୍କୁ ସାକ୍ଷାତ କଲେ ଜିଲାର ୩ ବିଧାୟକ। କନ୍ଧମାଳ ଜିଲାର ୩ ବିଧାୟକ ତଥା ଜି. ଉଦୟଗିରି ବିଧାୟକ ଓ ବିଜେଡିର ନବନିଯୁକ୍ତ ଜିଲା ସଭାପତି ସାଲୁଗା ପ୍ରଧାନଙ୍କ ସମେତ ବାଲିଗୁଡା ବିଧାୟକ ଚନ୍ଦ୍ରମଣୀ କଂହର ଓ…
କାଠଯୋଡ଼ି ନଦୀପଠାରୁ ମିଳିଲା ଛାତ୍ରଙ୍କ ମୃତଦେହ, ୪ ଦିନ ହେଲା ନିଖୋଜ ଥିଲେ…
କଟକ : ନିଖୋଜ ହେବାର ୪ ଦିନ ପରେ ଉଦ୍ଧାର ହେଲା ଦଶମ ଛାତ୍ରଙ୍କ ମୃତଦେହ। ଛାତ୍ରଙ୍କ ମୃତଦେହ ନଦୀ ପଠାରେ ପଡ଼ିଥିବା ବେଳେ ନିକଟରୁ ତାଙ୍କ ସାଇକେଲ, ଚପଲ ବି ମିଳିଛି। ଏପରି ଏକ ଚାଞ୍ଚଲ୍ୟକର ଘଟଣା ଆଜି କଟକରେ ଘଟିଛି।
କଟକ ସହରର କାଠଯୋଡି ନଦୀପଠାରେ ଏକ ମୃତଦେହ ପଡ଼ିଥିବା…
ରାଜଧାନୀରେ ରେକର୍ଡ ଭାଙ୍ଗିଲା ବାୟୁ ପ୍ରଦୂଷଣ…
ଦୀପାବଳି ବାଣ ଫୁଟା ଯୋଗୁ ରବିବାର ରାତି ଗୋଟାଏରେ ତାଳଚେର, ଭୁବନେଶ୍ୱର, କଟକ ଓ ବାଲେଶ୍ୱରରେ ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI) ୫୦୦ ଛୁଇଁଥିଲା। ଏହି ସମୟରେ ତାଳଚେରର ହାରାହାରି ପ୍ରଦୂଷଣ ମାତ୍ରା ୩୩୫ ଥିଲା ବେଳେ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଅଞ୍ଚଳରେ ୩୩୨,…
ନୌକା ଦୁର୍ଘଟଣା ରୋକିବା ଦିଗରେ କ’ଣ ପଦକ୍ଷେପ ନିଆଯାଇଛି, ବିସ୍ତୃତ ତଥ୍ୟ ଦେବାକୁ ସରକାରଙ୍କୁ ହାଇକୋର୍ଟଙ୍କ…
ରାଜ୍ୟରେ ନୌକା ଦୁର୍ଘଟଣା ରୋକିବା ଦିଗରେ କ’ଣ ପଦକ୍ଷେପ ନିଆଯାଇଛି, ସେନେଇ ସରକାରଙ୍କୁ ବିସ୍ତୃତ ତଥ୍ୟ ମାଗିଛନ୍ତି ହାଇକୋର୍ଟ। ୨୦୦୪ ମସିହାରୁ ପ୍ରଣିତ ଓଡ଼ିଶା ବୋଟ୍ ରୁଲ୍ସ ଅନୁଯାୟୀ କ’ଣ ସବୁ ପଦକ୍ଷେପ ନିଆଯାଇଛି, କେତେ ଅଣପଞ୍ଜିକୃତ ଡଙ୍ଗା ଜବତ କରାଯାଇଛିଏ, କେତେ…
ଜିଲ୍ଲାରେ ପୁଣି ଏକ ଦାଦନ ଦୁଃଖ,ଦିଦାୟୀ ଯୂବକ ଘାଷୀ ନିଖୋଜ…!
ନିଖୋଜ ସମ୍ପର୍କରେ ଏତଲା ଦାଖଲ..
ଲକ୍ଷ୍ମୀ ନୃସିଂହ କଳା ମନ୍ଦିର ପକ୍ଷରୁ ଶିଶୁ ମହୋତ୍ସବ ଓ ପୁରସ୍କାର ବିତରଣ…
ହିଞ୍ଜିଳିକାଟୁ, ୧୪ା୧୧(): ହିଞ୍ଜିଳିକାଟୁ ପୌରାଞ୍ଚଳ ଲକ୍ଷ୍ମୀ ନୃସିଂହ କଳା ମନ୍ଦିର ପକ୍ଷରୁ ଶିଶୁ ଦିବସ ପାଳନ ଅବସରରେ ମଙ୍ଗଳବାର ସନ୍ଧ୍ୟାରେ କଳାମନ୍ଦିର ପରିସରରେ ଶିଶୁ ମହୋତ୍ସବ ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ନୃସିଂହ ପ୍ରସାଦ ପଟ୍ଟନାୟକଙ୍କ!-->…
ଷ୍ଟାର୍ଟଅପ୍ ଓଡିଶା ଅଭିଯାନ ଅଧୀନରେ ସଚେତନତା କାର୍ଯ୍ୟକ୍ରମ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ମହକୁମା ସ୍ଥିତ ସରକାରୀ ଶିଳ୍ପ ତାଲିମ୍ ଅନୁଷ୍ଠାନ ଫୁଲବାଣୀରେ ଷ୍ଟାର୍ଟଅପ୍ ଓଡିଶା ଅଭିଯାନ ଅଧୀନରେ ଏକ ସଚେତନତା କାର୍ଯ୍ୟକ୍ରମର ଆୟୋଜିତ ହୋଇଅଛି l ଏହି କାର୍ଯ୍ୟକ୍ରମରେ ଷ୍ଟାର୍ଟଅପ୍ ଓଡିଶା ଦଳ ସହଯୋଗରେ ନୂତନ ଉଦ୍ଭାବନ, ବଣ୍ଟନ ଏବଂ ପରିବର୍ତ୍ତନ!-->!-->!-->…
ହାଇକୋର୍ଟ ଯିବ ଓଡ଼ିଶା ବ୍ୟବସାୟୀ ମହାସଂଘ, ୯୧୦ ଗ୍ରାମ୍ ବଦଳରେ ୮୫୦ରୁ କମ୍ ରହୁଛି…
ଭୁବନେଶ୍ବର: ଖାଇବା ତେଲର ପାଉଚ୍ କିଣିବା ବେଳେ ଗ୍ରାହକମାନେ ଯେତିକି ଟଙ୍କା ଗଣୁଛନ୍ତି ତାଙ୍କୁ ସେତିକି ତେଲ ମିଳୁନାହିଁ। ଏକ ଲିଟର ପାଉଚ୍ର ଓଜନ ୯୧୦ ଗ୍ରାମ ରହିବା କଥା। ମାତ୍ର ରାଜ୍ୟରେ ବିକ୍ରି ହେଉଥିବା କେତେକ ଖାଇବା ତେଲ ପାଉଚ୍ର ଓଜନ ୮୫୦ ଗ୍ରାମରୁ ବି କମ୍…