ବିଶିଷ୍ଟ ଶିଶୁ ସାହିତ୍ୟିକ ଶ୍ରୀଚନ୍ଦନ ସିଂହଙ୍କ ପରଲୋକ

ଭୁବନେଶ୍ୱର: ଆଉ ନାହାନ୍ତି ବିଶିଷ୍ଟ ଶିଶୁ ସାହିତ୍ୟିକ, ପ୍ରାବନ୍ଧିକ ତଥା ଓଡ଼ିଆ ଭାଷା ତତ୍ତ୍ୱବିଦ ଡ଼. ଶୁଭେନ୍ଦ୍ର ମୋହନ ଶ୍ରୀଚନ୍ଦନ ସିଂହ । ମଙ୍ଗଳବାର ନଭେମ୍ବର ୧୪ ତାରିଖରେ ମହାରାଷ୍ଟ୍ରର ନାଗପୁରଠାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ…

ନିଅଣ୍ଟିଆ ବର୍ଷା ଯୋଗୁ ଉଜୁଡ଼ି ଗଲା ଧାନ ଫସଲ, ବିଲରେ ନିଆଁ ଲଗେଇଦେଲେ ଚାଷୀ…

ଗଜପତି: ନିଅଣ୍ଟିଆ ବର୍ଷାରେ ଉଜୁଡି ଗଲା ଧାନ ଫସଲ । ବାଟ ପାଇଲେନି ଚାଷୀ । ଶେଷରେ ଧାନ ଫସଲରେ ନିଆଁ ଲଗେଇଦେଲେ ଚାଷୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ସାନ ଖଣି ଅଞ୍ଚଳରେ। ସୂଚନା ଅନୁସାରେ, ସାନଖଣି ଗାଁର ବାଳକୃଷ୍ଣ ମଲ୍ଲିକ ନାମକ ଜଣେ…

ଏଯାଏ ବାହାରି ନାହାନ୍ତି ୪୦ ଶ୍ରମିକ, ଲ୍ୟାଣ୍ଡସ୍ଲାଇଡ ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ

ବିତି ସାରିଲାଣି ୭୦ ଘଣ୍ଟା। ଲଗାତର ଭାବେ ଉଦ୍ଧାର କାର୍ଯ୍ୟ ଚାଲିଥିଲେ ବି ଟନେଲ ଭିତରେ ଫସିଥିବା ୪୦ ଶ୍ରମିକଙ୍କୁ ଏଯାଏ ବାହାର କରିବା ସମ୍ଭବପର ହୋଇ ପାରିନି। ଏପରି ସ୍ଥିତିରେ ଟେନସନ ବଢ଼ାଇଛି ଲ୍ୟାଣ୍ଡସଲାଇଡ । ଉଦ୍ଧାର କାର୍ଯ୍ୟ ବେଳେ ମାଟି ଅତଡ଼ା ଖସିବାରୁ ଧିମା…

ଶିକ୍ଷା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ୫ସି ଯୋଜନା…

ଭୁବନେଶ୍ବର: ସରକାରଙ୍କ ୫ଟି ପରେ ଏବେ ୫ସି ଯୋଜନା। ମୋ ସ୍କୁଲ ଅଭିଯାନର ୫ସି ହେଉଛି ଏକ ଅଂଶବିଶେଷ ହୋଇଥିବା ନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ସଚିବ ଅଶ୍ବଥୀ. ଏସ। ଏହା କୌଣସି ନୂଆ ସ୍କିମ୍ ହୋଇନଥିବା ବେଳେ ଏହା ଏକ ନୂତନ ଚିନ୍ତାଧାରା, ଯାହା ମାଧ୍ୟମରେ…

ପୁଣି ହସ୍ପିଟାଲ ଉପରେ ଏୟାରଷ୍ଟ୍ରାଇକ୍‌, ବାଇଡେନ୍‌ଙ୍କୁ ଦାୟୀ କଲା ହମାସ…

ଥମୁନି ଯୁଦ୍ଧ। ଇସ୍ରାଏଲ୍‌ ଓ ହମାସ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଏହାରି ଭିତରେ ପୁଣି ଥରେ ଗାଜାର ସବୁଠାରୁ ବଡ଼ ହସ୍ପିଟାଲ ଉପରେ ଏୟାରଷ୍ଟ୍ରାଇକ୍ କରିଛି ଇସ୍ରାଏଲ। ଅଲ୍‌-ଶିଫା ହସ୍ପିଟାଲ ଭିତରେ ହମାସ ଆତଙ୍କୀଙ୍କ ଆଡ୍ଡାସ୍ଥଳ ଥିବା ଦାବି କରି ଇସ୍ରାଏଲ ପୁଣି ଥରେ ଏହାକୁ…

ଅଙ୍ଗନବାଡି କର୍ମୀଙ୍କୁ ରାଜ୍ୟ ସରକାର ଦେଲେ ଚେତାବନୀ…

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଅଙ୍ଗନବାଡୀ କର୍ମୀଙ୍କୁ ଚେତାବନୀ ଦେଇଛି। ବୁଧବାର ଭୁବନେଶ୍ୱରରେ ଏକ ବିକ୍ଷୋଭ ସମାବେଶ ଆରମ୍ଭ କରିବା ପୂର୍ବରୁ ଅଙ୍ଗନବାଡି କର୍ମୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ସରକାର। ଜରୁରୀ ସେବାରେ କୌଣସି ପ୍ରକାର…

ସାହାରା ମୁଖ୍ୟ ସୁବ୍ରତ ରୟଙ୍କ ପରଲୋକ

ଶିଳ୍ପପତି ତଥା ସାହାରା ପ୍ରତିଷ୍ଠାତା ସୁବ୍ରତ ରୟଙ୍କର ଗତକାଲି ରାତିରେ ପରଲୋକ ଘଟିଛି। ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ବର୍ଷ ବୟସ ହୋଇଥିଲା । ଦୀର୍ଘଦିନ ଧରି ସେ ବିଭିନ୍ନ ରୋଗରେ ପୀଡିତ ଥିଲେ।…

ମୋଟର ସାଇକେଲ ଦୁର୍ଘଟଣାରେ ଦୁଇ ଗୁରୁତର…

ଦାରିଙ୍ଗବାଡ଼ି, ୧୫/୧୧ : ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଧିନସ୍ତ ବ୍ରାହ୍ମଣୀଗାଁ -ଅଡ଼ବା ମୁଖ୍ୟ ରାସ୍ତା କଡମ୍ବା ଛକରେ ମୋଟର ସାଇକେଲ ଦୁର୍ଘଟଣାରେ ଦୁଇଜଣ ଗୁରୁତର ହୋଇଥିବା ଖବର ହସ୍ତଗତ ହୋଇଛି। ଗୁରୁତର ଦୁଇଜଣ ଗଜପତି ଜିଲା ମୋହନା ବ୍ଲକ ଅଧିନସ୍ତ ବଡ଼ଖଣି ଅଞ୍ଚଳର

ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ ୨୦ ହଜାର ଟଙ୍କା ଜୋରିମାନା…

ଫୁଲବାଣୀ : ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ଏବଂ ସ୍ଵତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଏକ ଅପହରଣ ଓ ଦୁଷ୍କର୍ମ ମାମଲାର ବିଚାରଣା କରି ଘଟଣାର ୧୫ ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ ଏବଂ ସାକ୍ଷୀ ପ୍ରମାଣ ଆଧାରରେ ମାମଲାର ଅଭିଯୁକ୍ତ ଅଶୋକ ଓରଫ ଆଶିଷ କୁମାର

ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ନଦୀ ବନ୍ଧ ନିର୍ମାଣ କରୁଛନ୍ତି : ନଷ୍ଟ କରୁଛନ୍ତି ବାଲି ମାଫିଆ..!

ବ୍ରହ୍ମପୁର : ୧୫-୧୧ ଚୋରା ବାଲି ସମ୍ରାଟ ଜେଲରେ ଏହାର ସୁଯୋଗ ନେଇ ଅନ୍ୟ ବାଲି ମାଫିଆ ଏବେ ଆସିକା ରେ ସକ୍ରିୟ। ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ନଦୀ ବନ୍ଧ ନିର୍ମାଣ କରୁଛନ୍ତି। ଏପଟେ ବାଲି ମାଫିଆ ମାନେ ଉକ୍ତ ନଦୀ ବନ୍ଧ ଉପରେ ଭାରି ଯାନ ଚଲାଇ ନଷ୍ଟ କରୁଥିବା ଆସିକା ରେ