Sign in
Sign in
Recover your password.
A password will be e-mailed to you.
ଦରଭଙ୍ଗା-ନୂଆଦିଲ୍ଲୀ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସରେ ନିଆଁ, ଉଦ୍ଧାର କାର୍ଯ୍ୟ ଜାରି…
ନୂଆଦିଲ୍ଲୀ: ଦରଭଙ୍ଗା-ନୂଆଦିଲ୍ଲୀ ସମ୍ପର୍କ କ୍ରାନ୍ତି ସୁପରଫାଷ୍ଟ ଏକ୍ସପ୍ରେସର ଏକ ବଗିରେ ବୁଧବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ବଗିଟି ହୁହୁ ହୋଇ ଜଳୁଥିବା ଦେଖିବାକୁ ମିଳିଛି। ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁଲିଭା ଓ ଉଦ୍ଧାର କାର୍ଯ୍ୟ ଜାରି…
ପୁଣି କୋଶଲ ରାଜ୍ୟ କଥା ଦୋହରାଇଲେ ନରସିଂହ ମିଶ୍ର: ଜବାବ ଦେଲେ ଭୂପିନ୍ଦର ସିଂ
ଭୁବନେଶ୍ବର: ପୁଣି କୋଶଲ ରାଜ୍ୟ କଥା ଦୋହରାଇଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର। ଅଲଗା ରାଜ୍ୟ ପାଇଁ ସରକାର ଦାୟୀ ରହିବେ ବୋଲି କହିଛନ୍ତି ନରସିଂହ। ବଲାଙ୍ଗିର ଲୋଇସିଂହା ଷ୍ଟାଡିୟମରେ ଏକ ଫୁଟବଲ ମ୍ୟାଚର ଉଦଘାଟନ ଅବସରରେ ଏଭଳି କହିଛନ୍ତି କଂଗ୍ରେସ ବିଧାୟକ। ରାଜ୍ୟ…
କାର୍ ଧକ୍କାରେ ଦୁଇ ସାଇକେଲ ଆରୋହୀ ମୃତ…
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଝାରମୁଣ୍ଡା ନିକଟରେ କାର୍ ଧକ୍କାରେ ଦୁଇ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଛି। କ୍ଷତିପୂରଣ ଦାବିରେ ରାଜ୍ୟ ରାଜପଥ ୧୦ରେ ଲୋକେ ରାସ୍ତାରୋକ କରିଛନ୍ତି। ଏହାଫଳରେ ସେଠାରେ ବହୁ…
ଲୋୟର ପିଏମଜିରେ ୫ ଦଫା ଦାବି ନେଇ ସଂକୀର୍ତ୍ତନ କଳାକାରଙ୍କ ଆନ୍ଦୋଳନ…
ଭୁବନେଶ୍ବର: ଭୁବନେଶ୍ବର ଲୋୟର ପିଏମଜିରେ ଆଧ୍ୟାତ୍ମିକ ପରିବେଶ । ନାମ ସଂକୀର୍ତ୍ତନରେ ଫାଟି ପଡୁଛି ପୂରା ପରିବେଶ । ରାଜ୍ୟର ବିଭିନ୍ନ ସ୍ଥାନରୁ ୧୫ ହଜାରରୁ ଅଧିକ ସଂକୀର୍ତ୍ତନ କଳାକାର ଏକଜୁଟ ହୋଇ ଧାରଣା ଦେଇଛନ୍ତି ।
୫ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି…
ଅବପାତରେ ପରିଣତ ହେଲା ଲଘୁଚାପ, ଆଜିଠୁ ବର୍ଷିବ…
ଭୁବନେଶ୍ୱର:ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର କ୍ରମେ ଘନୀଭୂତ ହେଉଛି । ଆଜି ଏହା ଅବପାତରେ ପରିଣତ ହେବ ।ଅଧିକ ଘନୀଭୂତ ହୋଇ ଏହା ଗଭୀର ଅବପାତର ରୂପ ନେଇପାରେ । ଏହାର ପ୍ରଭାବରେ ଆଜି ରାଜ୍ୟର କେତେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଏ ନେଇ ଆଞ୍ଚଳିକ…
ଅଙ୍ଗନବାଡି କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ…
ଭୁବନେଶ୍ୱର: ହଜାର ହଜାର ଅଙ୍ଗନବାଡି କର୍ମୀ ବୁଧବାର ଭୁବନେଶ୍ୱର ଠାରେ ନିଜର ଚାକିରି ନିୟମିତ କରିବା ଓ ସମାନ କାମ ପାଇଁ ସମାନ ଦରମା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ଭାରତୀୟ ମଜଦୁର ସଙ୍ଘ, ଓଡିଶା ଅଧିନରେ ଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି ଯେ, ସରକାର…
ମନ୍ତ୍ରୀଙ୍କ ରୋମାଣ୍ଟିକ ଅଡିଓ ଭାଇରାଲ – ତୁମକୁ ଖୁବ୍ ଭଲ ପାଉଛି, ସ୍କୁଟି ଦେବି
‘ତୁମେ ମୋ’ ଲାଇଫ୍ । ତୁମ ବିନା ବଞ୍ଚିବା ଅସମ୍ଭବ । ତୁମକୁ କେବେ କି ଛାଡ଼ିବିନି। ତୁମର ସ୍କୁଟି ଦରକାର। ତୁମକୁ ମୁଁ ଦେବି ସ୍କୁଟି।’ ଜଣେ ମନ୍ତ୍ରୀଙ୍କ ଏପରି ରୋମାଣ୍ଟିକ ବାର୍ତ୍ତାଳାପର ଅଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି।
ଏହି ମନ୍ତ୍ରୀଜଣକ ହେଉଛନ୍ତି ମଧ୍ୟପ୍ରଦେଶର…
କାଲିଠାରୁ ପୁରୀ ଜଗମୋହନ ନାଟମଣ୍ଡପ ମରାମତି କରିବାକୁ ନିର୍ଦ୍ଦେଶ…
ପୁରୀ : ଆସନ୍ତାକାଲି ଠାରୁ ପୁରୀ ଜଗମୋହନ ନାଟମଣ୍ଡପ ମରାମତି କାମ ଆରମ୍ଭ କରିବାକୁ ଏ ଏସ ଆଇକୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ। ଆସନ୍ତା ୨୪ ତାରିଖ ଠାରୁ ମରାମତି ଆରମ୍ଭ କରିବାକୁ ଚାହୁଁଥିଲା ଏ ଏସ ଆଇ, ମାତ୍ର ଏହାକୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଅଗ୍ରାହ୍ୟ କରିଛନ୍ତି।…
ପେଟ ଚିରି ୧୦ ବର୍ଷିୟ ବାଳକକୁ ମାରି ପକାଇଲେ ମାଙ୍କଡ଼ପଲ
ଗାନ୍ଧୀନଗର: ମଙ୍ଗଳବାର ଦିନ ଗୁଜରାଟର ଗାନ୍ଧୀନଗର ଅନ୍ତର୍ଗତ ସାଲ୍କି ଗାଁ’ରେ ପଲେ ମାଙ୍କଡ଼ ଜଣେ ୧୦ ବର୍ଷିୟ ବାଳକର ପେଟ ଚିରି ଅନ୍ତଃବୁଜୁଳା ବାହାର କରି ପକାଇବାରୁ ତା’ର ମୃତ୍ୟୁ ଘଟିଥିବା କଥା ପୁଲିସ କହିଛି।
ବନ ଅଧିକାରୀମାନେ କହିଛନ୍ତି ଯେ, ଦେହଗାମ ତାଲୁକ…
କାର୍ ଭିତରୁ ମିଳିଲା ରକ୍ତ ଜୁଡୁବୁଡୁ ମୃତଦେହ, ତଦନ୍ତ ଜାରି
କାର୍ ଭିତରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଳିଲା ମୃତଦେହ। ଏହାକୁ ନେଇ ଚାରିଆଡେ ଆତଙ୍କ ଖେଳିଯାଇଛି। ଏହି ମୃତଦେହଟି ଜଣେ ପୁରୁଷଙ୍କର। ପୁଲିସ ଓ ଫରେନ୍ସିକ୍ ଟିମ୍ ଘଟଣାର ତଦନ୍ତ ଜାରି ରଖିଛି। ମୃତଦେହ ଚିହ୍ନଟ ଉଦ୍ୟମ ଜାରି ରହିଛି। ଦିଲ୍ଲୀ ଗାଜିପୁରରୁ ସାମ୍ନାକୁ…