ଟିପିଏସ୍ଓଡିଏଲ୍ ପକ୍ଷରୁ ଶିଶୁ ଦିବସ ପାଳିତ…

ବ୍ରହ୍ମପୁର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଶିଶୁ ଦିବସ ପାଳନ କରାଯାଇଛି । ଏହି ଅବସରରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ, 'ବଚ୍ଚା ପାର୍ଟି' ଆୟୋଜନ କରାଯାଇଥିଲା । ଉତ୍ସବରେ ଅନେକ ମନୋରଞ୍ଜନ ଭରା ଖେଳ ଓ କାର୍ଯ୍ୟକ୍ରମ ସାମିଲ ଥିଲା,

ଭକ୍ତଙ୍କ ଆଲୋଡ଼ନରେ ପୂଜା ପାଉଛନ୍ତି ଶ୍ରୀ ଶ୍ରୀ ଶ୍ୟାମା ମା

ଉମରକୋଟ ( ୧୪/୧୧/୨୦୨୩) ରାଇଘର ବ୍ଲକର କୋଦଭାଟା ସ୍ଥିତ ଶ୍ରୀ ଶ୍ରୀ ଶ୍ୟାମା ମା ମନ୍ଦିର ସମିତି ଦ୍ଵାରା ଛ ଦିନ ବ୍ୟାପି କାଲି ପୂଜା ଅନୁଷ୍ଠାନର ଆୟୋଜନ କରିଛନ୍ତି l ଏହି କାଲି ପୂଜାରେ କୋଦଭାଟା ସାହିର ସମସ୍ତ ଭକ୍ତି ମତି ମାତୃ ସଂଘ କଲୋସ ଯାତ୍ରା କରି ପାଣି ଆଣି ସୁଦ୍ଧାଚାରେ ଘଟ ସ୍ଥାପନ

ପୋଖରୀରେ ବୁଡି ବ୍ୟକ୍ତିଙ୍କ ମୃତ୍ୟୁ…

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ଫାଣ୍ଡି ଅଧୀନରେ ଥିବା ପଦ୍ମପୁର ପଞ୍ଚାୟତ ଅନ୍ତର୍ଗତ ଲାଞ୍ଜିବେର୍ଣା ଗ୍ରାମ କୁଜୁର ବସ୍ତି ଅଞ୍ଚଳର ଜ୍ୟେନେକ ବ୍ୟକ୍ତି ସ୍ୱର୍ଗୀୟ କାଲା ଓରାମଙ୍କ ପୁଅ ବିଶ୍ଵନାଥ ଓରାମ ୪୫ ବର୍ଷ ନିଜ ବାରିପଟ ପୋଖରୀରେ ବୁଡି ମୃତ୍ୟୁ ଘଟିଥିବା ଜଣାପଡିଛି !

ଜାତୀୟ ସ୍ତରକୁ କରାଟେ ପ୍ରତିଯୋଗିତାରେ ମନୋନୀତ ହେଲେ ସାନଭି…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ଶଙ୍କରାଖୋଲ ଗ୍ରାମର ଆଶିଷ କୁମାର ପ୍ରଧାନ ଓସୁପ୍ରଭା ସାହୁଙ୍କ କନ୍ୟା ସାନଭି ସାଧନା ପ୍ରଧାନ ଦିଲ୍ଲୀ ଠାରେ ଆସନ୍ତା ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଜାତୀୟ ସ୍ତରୀୟ ଉପକନିଷ୍ଠ କରାଟେ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି।

ସବୁ କଳାକାର ଏକ ପରିବାର : ମହାସଂଘ…

ବ୍ରହ୍ମପୁର, ତା. ୧୪/୧୧ କଳା ଓ କଳାକାର ହିତୈଷୀ ମହାମଞ୍ଚ 'ନିଖିଳ ଓଡିଶା ବରିଷ୍ଠ କଳାକାର ମହାସଂଘ'ର ଚତୁର୍ଥ ବାର୍ଷିକୋତ୍ସବ ସ୍ଥାନୀୟ ଗିରି ମାର୍କେଟ୍ ଛକ ସ୍ଥିତ ପ୍ରକାଶମ୍ ହଲ୍ 'ଆନ୍ଧ୍ର ଭାଷା ବିବର୍ଦ୍ଧନୀ ସମାଜମ୍' ସଭା ପ୍ରକୋଷ୍ଠରେ ମହା ସମାରୋହରେ ପାଳିତ ହୋଇ ଯାଇଛି। ସୀମାନ୍ତ ନଟରାଜ

ରାଧେଶ୍ୟାମ ଫାଉଣ୍ଡେସନ ପକ୍ଷରୁ ଜବାହାରଲାଲ ନେହେରୁଙ୍କ ଜନ୍ମ ଜୟନ୍ତୀ ପାଳିତ…

ଛତ୍ରପୁର : ରାଧେଶ୍ୟାମ ଫାଉଣ୍ଡେସନ ଆଣ୍ଡ ଚାରିଟବେୁଲ ଟ୍ରଷ୍ଟ ପକ୍ଷରୁ ଆଜି ପବିତ୍ର ଶିଶୁ ଦିବସ ତଥା ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଛି । ରାଧେଶ୍ୟାମ ଫାଉଣ୍ଡେସନ୍ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟର ସଭାପତି ତଥା କାଉନସିଲର ଦେବାଶିଷ

ସମବାୟ ବ୍ୟାଙ୍କର ୭୦ ବର୍ଷ ପୂର୍ତି ଉପଲକ୍ଷେ ମାରାଥନ ଦୌଡ ଆୟୋଜିତ…

ମାଲକାନଗିରି ଜିଲ୍ଲା ସମବାୟ ବ୍ୟାଙ୍କ ପକ୍ଷରୁ ୭୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ୧୪/୧୧/୨୩ ଠାରୁ ୧୮/୧୧/୨୩ ପର୍ଯ୍ୟନ୍ତ ସମବାୟ ବ୍ୟାଙ୍କ ସପ୍ତାହ ପାଳନ କରାଯାଉଅଛି। ଏହି ଅବସରରେ ଏକ ସ୍ବତନ୍ତ୍ର ମାରାଥନ୍ ର ଆୟୋଜନ ଆଜି ସକାଳ ୭ଟା ୩୦ ସମୟରେ ମାଲକାନଗିରି ସଦର ସୁବାଷ ବୋଷ ଛକ ଠାରୁ

ଅଙ୍ଗନୱାଡି ଶିକ୍ଷାର୍ଥୀଙ୍କୁ ବ୍ୟାଗ ବିତରଣ…

ହିଞ୍ଜିଳିକାଟୁ, ୧୪/୧୧():ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଦ୍ୱାରା ପରିଚାଳିତ ପୋଡ଼ଙ୍ଗି ଅଙ୍ଗନଓ୍ବାଡି ୧ଓ ୫ ନମ୍ବର କେନ୍ଦ୍ରରେ ଶିଶୁ ଦିବସ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ୱାର୍ଡ ସଭ୍ୟ ସୁଶାନ୍ତ କୁମାର ଗୌଡ଼, ପବିତ୍ର କୁମାର ପାଢୀ, ଯାଞ୍ଚ କମିଟି ସଦସ୍ୟ ମମତା ପାଢୀ, ସୁନୀଲ

ଶରୀର ଦାନ ପାଇଁ ପଦ୍ମଶ୍ରୀ ବାବା ବଳିଆଙ୍କ ଘୋଷଣା…

ତିର୍ତ୍ତୋଲ : ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ନିକଟ ବୀଣାପାଣି ମଣ୍ଡପ ପରିସରରେ ପଦ୍ମଶ୍ରୀ ବାବା ବଳିଆ ସୋମବାର ଏକ ଖବରଦାତା ସମ୍ମିଳନୀ ଡାକି ଶରୀର ଦାନ କରିବା ପାଇଁ ଘୋଷଣା କରିଛନ୍ତି। ଏହି ଅବସରରେ ସେ କହିଥିଲେ, ଜୀବନରେ ପାରିବାରିକ ପ୍ରୀତି ନ ରହିଲେ…