Sign in
Sign in
Recover your password.
A password will be e-mailed to you.
ନଭେମ୍ବର ୨୧ରେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ନିର୍ବାଚନ…
ଭୁବନେଶ୍ବର: ନଭେମ୍ବର ୨୧ ତାରିଖରେ ହେବ ଓଡ଼ିଶା ବିଧାନସଭାର ଉପବାଚସ୍ପତି ନିର୍ବାଚନ। ୨୧ ତାରିଖ ସକାଳ ୯ଟା ୩୦ରେ ଉପବାଚସ୍ପତି ନିର୍ବାଚନ ହେବାନେଇ ସମସ୍ତ ସଦସ୍ୟଙ୍କୁ ଚିଠି ଜରିଆରେ ସୂଚୀତ କରିଛନ୍ତି ବିଧାନସଭା ସଚିବ। ରଜନୀକାନ୍ତ ସିଂହଙ୍କ ଇସ୍ତଫା ପରେ ଖାଲି ପଡ଼ିଛି…
ଋଷିକୂଲ୍ୟାରେ ବ୍ୟାରେଜ ସାଙ୍ଗକୁ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ ମିଳିଲା ଅନୁମତି…
ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି | ଏଥିରେ ୧୨ଟି ପ୍ରସ୍ତାବ ପାରିତ ହୋଇଥିବାବେଳେ ପ୍ରମୁଖ ପ୍ରସ୍ତାବ ମଧ୍ୟରେ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ ଅନୁମୋଦନ ସାଙ୍ଗକୁ ଋଷିକୂଲ୍ୟା ନଦୀରେ…
ବୋରୱେଲ ଗାତରୁ ଉଦ୍ଧାର କରାଯାଇ ଥିବା ବୃଦ୍ଧା ମୃତ…
ସୁବର୍ଣ୍ଣପୁର : ୧୮ ଘଣ୍ଟା ଧରି ଜୀବନ ଓ ମରଣ ସହ ସଂଗ୍ରାମ ହାରି ଗଲେ ୮୦ବର୍ଷୀୟ ବୃଦ୍ଧା। ପରିତ୍ୟକ୍ତ ବୋରୱେଲ ଗାତରୁ ଉଦ୍ଧାର କରାଯାଇ ଥିବା ବୃଦ୍ଧାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର। ଏପରି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ସୋନପୁର-ବୁର୍ଡା ରାସ୍ତାର କଇଁଫୁଲ…
କୋଚିଂ ଡିପୋରେ ଲାଗିଲା ନିଆଁ, ଜଳିଗଲା ଟ୍ରେନ୍ ବଗି…
ପୁରୀ : ପୁରୀ ରେଳ ଷ୍ଟେସନର କୋଚିଂ ଡିପୋରେ ଲାଗିଲା ନିଆଁ। କୋଚିଂ ଡିପୋରେ ଥିବା ଟ୍ରେନର ଏକ ବଗିରେ ନିଆଁ ଲାଗିଥିବା ଜଣାଯାଇଛି। ଅଗ୍ନିଶମ କର୍ମଚାରୀ ଅକ୍ଳାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତକୁ ଆଣିଥିବା ବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।
ଆଜି ମଧ୍ୟାହ୍ନ…
ଶ୍ରୀମନ୍ଦିରରେ ପାନ, ଗୁଟଖା ମନା; ଜାନୁୟାରୀ ପହିଲାରୁ ନିୟମ କଡ଼ାକଡ଼ି
ପୁରୀ : ନୂଆ ବର୍ଷରୁ ଲାଗୁ ହେବ ନୂଆ ନିୟମ । ଜାନୁୟାରୀ ପହିଲାରୁ ଶ୍ରୀମନ୍ଦିର ପରିସରରେ ପାନ, ଗୁଟଖାକୁ କରାଯିବ ସମ୍ପୂର୍ଣ୍ଣ ନିଷେଧ । ଏଥିନିମନ୍ତେ ଆଜିଠୁ ସମସ୍ତଙ୍କୁ ସଚେତନ କରାଯିବ । ଏନେଇ ଛତିଶା ନିଯୋଗକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚିଠି କରାଯାଇଛି।
ପୁରୀ…
ଆଜିଠୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’
ଭୁବନେଶ୍ୱର : ଶିଶୁ ଦିବସ ଅବସରରେ ମଙ୍ଗଳବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଆରମ୍ଭ ହେବ। ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ୟୁନିଟ୍-୯ ବାଳକ ଉଚ୍ଚ ବିଦ୍ୟାଳୟ…
ରାଜନୈତିକ ଦଳଙ୍କୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ, ନଭେମ୍ବର ୧୫ ସୁଦ୍ଧା ଦାଖଲ କର ପାଣ୍ଠି ବିବରଣୀ…
ନୂଆଦିଲ୍ଲୀ : ଆସନ୍ତାକାଲି ଅର୍ଥାତ ବୁଧବାର ଅପରାହ୍ନ ୫ଟା ସୁଦ୍ଧା ଆର୍ଥିକ ଅନୁଦାନର ସମ୍ପୂର୍ଣ୍ଣ ବିବରଣୀ ରଖିବେ ରାଜନୈତିକ ଦଳ। ଇଲେକ୍ଟୋରାଲ୍ ବଣ୍ଡ ବା ନିର୍ବାଚନ ବଣ୍ଡ ମାଧ୍ୟମରେ ପାଇଥିବା ଆର୍ଥିକ ଅନୁଦାନର ସମସ୍ତ ବିବରଣୀ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି…
ହସ୍ପିଟାଲରେ ପୋତା ହେଲା ୧୭୯ ଜଣଙ୍କ ଶବ…
ନୂଆଦିଲ୍ଲୀ : ଇସ୍ରାଏଲ ହମଲାରେ ଛିନଛତ୍ରରେ ହୋଇ ଯାଇଥିବା ଗାଜା ଷ୍ଟ୍ରିପରୁ ଆସିଛି ଛାତି ଥରାଇ ଦେବା ଭଳି ତଥ୍ୟ। ଗାଜାର ସବୁଠାରୁ ବଡ଼ ହସ୍ପିଟାଲରେ ଏକାଠି ପୋତା ହୋଇଛି ୧୭୯ ଜଣଙ୍କ ମୃତଦେହ। ଏମାନଙ୍କ ମଧ୍ୟରେ ଅନେକ ଛୋଟ ପିଲା ମଧ୍ୟ ରହିଛନ୍ତି। ସମସ୍ତଙ୍କୁ ଅଲ ଶିଫା…
ହସ୍ପିଟାଲରେ ପଶି ପୁଲିସ ପରିଚୟରେ ଗୁଣ୍ଡାଗିରି: ୧୦ ଜଣଙ୍କ ବିରୋଧରେ ମାମଲା
କଟକ: ବଜ୍ରକବାଟୀରୋଡ୍ସ୍ଥିତ ସାର୍ପ ହସ୍ପିଟାଲର ଅନ୍ୟତମ ପ୍ରୋପ୍ରାଇଟର୍ ସନ୍ତୋଷ କୁମାର ମହାନ୍ତିଙ୍କୁ ଭୁବନେଶ୍ବର ମୈତ୍ରୀ ବିହାର ଥାନା ପୁଲିସ ପରିଚୟରେ କେତେକ ବ୍ୟକ୍ତି ବନ୍ଧୁକ ଦେଖାଇ ଧମକ ଦେଇଥିବା…
ମାଡ଼ିଗଲା ଲୁହାବୋଝେଇ ଟ୍ରକ୍, ଜଣଙ୍କର ଚାଲିଗଲା ଜୀବନ
ମହାକାଳପଡ଼ା: ପାରାଦୀପ-ଚଣ୍ଡିଖୋଲ ରାସ୍ତାର ଯଦୁପୁର ନିକଟରେ ଆଜି ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଏଠାରେ ଦୁଇ ଭାଇଙ୍କ ଉପରକୁ ମାଡ଼ିଗଲା ଲୁହାବୋଝେଇ ଟ୍ରକ୍। ଘଟଣାସ୍ଥଳରେ…