Sign in
Sign in
Recover your password.
A password will be e-mailed to you.
ସାବିତ୍ରୀ ବ୍ରତ ଦିନ ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ୱାମୀ
ବଲାଙ୍ଗୀର: ଆଜି ହେଉଛି ପବିତ୍ର ସାବିତ୍ରୀ ବ୍ରତ। ଏହି ଦିନ ସ୍ୱାମୀଙ୍କ ଦୀର୍ଘାୟୁ ଏବଂ ନିରୋଗ ଜୀବନ କାମନା କରି ପ୍ରତ୍ୟେକ ଓଡ଼ିଆ ସଧବା ନାରୀ ନିଷ୍ଠାର ସହ ଉପବାସ ଏବଂ ପୂଜାର୍ଚ୍ଚନା କରିଥାନ୍ତି। କିନ୍ତୁ ବିଧିର ବିଡ଼ମ୍ବନା ଦେଖନ୍ତୁ, ଯେଉଁ ସ୍ୱାମୀର ମଙ୍ଗଳ ପାଇଁ ସ୍ତ୍ରୀ!-->…
ତୈଳ ସଙ୍କଟ: ସୋମବାର ସୁଦ୍ଧା ସ୍ଥିତି ସ୍ୱାଭାବିକ ହେବ, ଡିଲର ସଂଘର ପ୍ରତିଶ୍ରୁତି
ଭୁବନେଶ୍ୱର: ରାଜ୍ୟରେ ଚାଲିଥିବା ପେଟ୍ରୋଲ ଓ ଡିଜେଲ ଅଭାବ ମଧ୍ୟରେ ଗ୍ରାହକଙ୍କ ପାଇଁ ଏକ ବଡ଼ ଆଶ୍ୱାସନାଜନକ ଖବର ଆସିଛି। ପେଟ୍ରୋଲ ପମ୍ପଗୁଡ଼ିକରେ ସୃଷ୍ଟି ହୋଇଥିବା ଅଭାବନୀୟ ଭିଡ଼ ଏବଂ କୃତ୍ରିମ ସଙ୍କଟକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆଣିବା ପାଇଁ ପ୍ରଶାସନ ଓ ତୈଳ କମ୍ପାନୀଗୁଡ଼ିକ!-->…
ସାବିତ୍ରୀଙ୍କ ବୁଦ୍ଧି ଓ ସମର୍ପଣ ଯେଉଁ ପରିବାରରେ ଥାଏ, ଅନ୍ଧକାର ମଧ୍ୟରେ ଆଶାର ଦୀପ ଜଳାଇ ଦିଏ
ନୟାଗଡ଼,୧୬/୦୫(ନିସର୍ତ୍ତ): ସାବିତ୍ରୀ ଅମାବାସ୍ୟା କେବଳ ଏକ ବ୍ରତ ନୁହେଁ,ଏହା ଓଡ଼ିଆ ନାରୀର ସମର୍ପଣ,ସଂସ୍କୃତି, ସହନଶୀଳତା ଓ ପରିବାର ପ୍ରତି ଅସୀମ ଭଲପାଇବାର ଜୀବନ୍ତ ପ୍ରତୀକ। ସାବିତ୍ରୀ ପୂଜାରେ ସ୍ବାମୀଙ୍କ ମଙ୍ଗଳ ମନାସୀ ବ୍ରତ ପାଳିଥାନ୍ତି ସଧବା। ସ୍ୱାମୀଙ୍କ ଦୀର୍ଘାୟୁ ଓ ଉତ୍ତମ!-->…
ରାଇଘର ବ୍ଲକରେ କାଳବୈଶାଖୀର ତାଣ୍ଡବ : ପ୍ରବଳ ପବନରେ ଗଛ ଉପୁଡ଼ି ଯାତାୟାତ ବାଧାପ୍ରାପ୍ତ, ବିଦ୍ୟୁତ ସେବା ବିପର୍ଯ୍ୟସ୍ତ
ଉମରକୋଟ / ରାଇଘର (ରସିକ ସରକାର) : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅଞ୍ଚଳରେ ଶନିବାର ଅପରାହ୍ନରେ କାଳବୈଶାଖୀର ପ୍ରଳୟଙ୍କରୀ ରୂପ ଦେଖିବାକୁ ମିଳିଛି। ପ୍ରବଳ ପବନ ସାଙ୍ଗକୁ ବର୍ଷା ଯୋଗୁଁ ସମଗ୍ର ବ୍ଲକରେ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି।
ସୂଚନା ଅନୁଯାୟୀ, ଆଜି!-->!-->!-->!-->!-->…
ଦକ୍ଷିଣ ଓଡ଼ିଶାରେ “ସୌର ମାସ” ଅଭିଯାନ ମାଧ୍ୟମରେ ସବୁଜ ଶକ୍ତି ପ୍ରୋତ୍ସାହନକୁ ବ୍ୟାପକ କରୁଛି ଟିପିଏସ୍ଓଡିଏଲ୍
“ସୌର ମାସ” ତଥା ମନ୍ଥ୍ ଅଫ୍ ସୋଲାରରେ ୧୨,୬୫୮ ରୁଫ୍ ଟପ୍ ସୋଲାର ପାଇଁ ନୂତନ ଆବେଦନ
ମାତ୍ର ୧୮୭୫ ଟଙ୍କାରେ ୟୁଏଲ୍ଏ ମଡେଲ ଅଧୀନରେ ୧ କିଲୋୱାଟର ସୌର ପ୍ୟାନେଲ ସ୍ଥାପନ ହୋଇଛି ଅଧିକ ସୁଲଭ
ଦକ୍ଷିଣ ଓଡ଼ିଶାର ୮ ଟି ଜିଲ୍ଲାରେ ୧୧,୦୦୦ରୁ ଉର୍ଦ୍ଧ୍ବ ଉପଭୋକ୍ତା ସୌର ଶକ୍ତିକୁ!-->!-->!-->!-->!-->!-->!-->!-->…
ଭାରତୀୟ ଜନତା ପାର୍ଟିର ମହିଳା ଜନଆକ୍ରୋଶ ଶୋଭାଯାତ୍ରା
ରାୟଗଡ଼ା : ବିଜେପି ଦଳ ପକ୍ଷରୁ କଂଗ୍ରେସ, ବିଜେଡି ଓ ଇଣ୍ଡି ମେଣ୍ଟ ଦଳର ମହିଳା ବିରୋଧୀ ନୀତିକୁ ମହିଳା ମାନଙ୍କ ତୀବ୍ର ନିନ୍ଦା କରି ମହିଳାଙ୍କ ସ୍ଵାର୍ଥକୁ ଦୃଷ୍ଟିରେ ରଖି ସମଗ୍ର ଦେଶରେ ବିଜେପି ଦଳ ମହିଳା ଜନ ଆକ୍ରୋଶ ଶୋଭାଯାତ୍ରା ଆରମ୍ଭ କରିଛି ।ଏହି ଅବସରରେ ରାୟଗଡ଼ା ମହିଳା ମାନଙ୍କ!-->…
ଇନ୍ଦ୍ରାବତୀ ଗର୍ଭରୁ ବେଆଇନ ବାଲି ଲୁଟ୍ : କୁମ୍ଭକର୍ଣ୍ଣ ନିଦ୍ରାରେ ଲଘୁ ଖଣିଜ ବିଭାଗ ଓ ପ୍ରଶାସନ
କୋଟପାଡ଼ (ବସନ୍ତ ପେଗଡ଼): କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଅଞ୍ଚଳରେ ବାଲି ମାଫିଆଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପ୍ରଶାସନର ଅବହେଳା ଓ ଢିଲାପଣିଆ ଯୋଗୁଁ ମାଫିଆମାନେ ନିର୍ଭୟରେ ଦିନରାତି ଶହ ଶହ ଟ୍ରକ ବାଲି ବାହାର ରାଜ୍ୟକୁ ଚାଲାଣ କରୁଥିବା ଦେଖିବାକୁ ମିଳୁଛି।!-->…
ବାଲିଗୁଡାରେ ସାବିତ୍ରୀ ବ୍ରତ ପାଳିତ : କିନ୍ନରମାନେ ମଧ୍ୟ ପାଳିଲେ ସାବିତ୍ରୀ ବ୍ରତ
ବାଲିଗୁଡା, ତା, ୧୬/୦୫ : ଓଡ଼ିଆ ନାରୀର ସମର୍ପଣ, ସଂସ୍କୃତି, ସହନଶୀଳତା ଓ ପରିବାର ପ୍ରତି ଅସୀମ ଭଲପାଇବାର ଜୀବନ୍ତ ପ୍ରତୀକର ସାବିତ୍ରୀ ବ୍ରତ କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖ ପାଖ ଅଞ୍ଚଳରେ ମହାସମାରୋହରେ ପାଳିତ ହୋଇଯାଇଛି l ଏହି ଅବସରରେ ହିନ୍ଦୁ ଧର୍ମ ର ସଧବା ମହିଳା ମାନେ!-->…
ଜଳବାୟୁ ପରିବର୍ତ୍ତନ ଚ୍ୟାଲେଞ୍ଜ ମଧ୍ୟରେ ସସ୍ଥାୟୀ କୃଷି ଓ କମନ୍ସ ସୁରକ୍ଷା ପାଇଁ ସାମୁହିକ ସଂକଳ୍ପ ସେବକର ୩୧ତମ…
ସୁନ୍ଦରଗଡ଼ - ୧୫/୦୫/୨୬ଜଳବାୟୁ ପରିବର୍ତ୍ତନ, ଅନିୟମିତ ବର୍ଷା, ଭୂମି ଅବକ୍ଷୟ, ଜଙ୍ଗଲ ନିଆଁ ଓ ଗ୍ରାମୀଣ ଜୀବିକା ସଙ୍କଟ ଭଳି ବର୍ତ୍ତମାନର ଚ୍ୟାଲେଞ୍ଜ ମଧ୍ୟରେ ସସ୍ଥାୟୀ କୃଷି, ପରିବେଶ ସୁରକ୍ଷା ଓ ସର୍ବସାଧାରଣ ସମ୍ପତ୍ତିର ସୁରକ୍ଷା ପାଇଁ ସମୁଦାୟ ଭିତ୍ତିକ ସହଯୋଗକୁ ଆହୁରି ସୁଦୃଢ଼ କରିବା!-->…
ପୋଲିସ-ମାଜିଷ୍ଟ୍ରେଟ୍ ମିଳିତ ସମନ୍ୱୟ ବୈଠକ…
ସମଗ୍ର ମାଲକାନଗିରି ଜିଲ୍ଲା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ସହ ସାମାଜିକ ସଂହତି, ଶାନ୍ତି ଓ ପ୍ରଗତିର ଏକ ନୂତନ ଅଧ୍ୟାୟ ଆରମ୍ଭ
ହିଂସା ମୁକ୍ତ ଏବଂ ଭୟମୁକ୍ତ ସମାଜ ଗଠନ ପାଇଁ ଜିଲ୍ଲାପାଳଙ୍କ ବଡ଼ ଆହ୍ୱାନ
ମାଲକାନଗିରି,: ଜିଲ୍ଲାରେ ବ୍ୟାପକ ଆଇନ ଶୃଙ୍ଖଳା ପରିସ୍ଥିତିକୁ!-->!-->!-->!-->!-->…