ଏସଆଇଆର ପୂର୍ବରୁ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନ, ୨୦ ବାଂଲାଦେଶୀ ଗିରଫ

ନୂଆଦିଲ୍ଲୀ : ଭାରତର ବିଭିନ୍ନ ରାଜ୍ୟରେ ଅବୈଧ ବାଂଲାଦେଶୀଙ୍କୁ ଖୋଜା ଚାଲିଛି । ପୋଲିସ ଦ୍ବାରା ଅନେକ ମାତ୍ରାରେ ଅବୈଧ ଭାବେ ରହୁଥିବା ବାଂଲାଦେଶୀଙ୍କୁ ଗିରଫ କରାଯାଇ ଫେରିଯିବାକୁ କୁହାଯାଉଛି । ଏପରି ସ୍ଥଳେ ଦିଲ୍ଲୀ ପୋଲିସ ବଡ଼ ଆକ୍ସନ ନେଇଛି । ପୋଲିସ କାର୍ଯ୍ୟାନୁଷ୍ଠାନ ନେଇ

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଆରଆଇ

ଅନୁଗୁଳ  : ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଆରଆଇ ।  ଅନୁଗୁଳ ଆଠମଲ୍ଲିକ ତୁସର ଆରଆଇ ସୁରେନ୍ଦ୍ର ଦାଶ ।  ଏକ ଜମି ଡିମାର୍କେସନ ପାଇଁ ମାଗିଥିଲେ ଲାଞ୍ଚ ।  ଏଥିପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଆରଆଇ ।  ପ୍ରଥମେ ୨ ହଜାର ଟଙ୍କା ନେଇଥିଲେ ।  ବକେୟା ଲାଞ୍ଚ ୮ ହଜାର

ନାବାଳିକାଙ୍କ ସହ ପ୍ରେମ ପାଇଁ ଯୁବକଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇଲେ

ରାଇରଙ୍ଗପୁର : ପ୍ରଥମେ ମାଡ଼ ମାରିଲେ। ପରେ ଉଲଗ୍ନ କରି ରାସ୍ତାରେ ବୁଲାଇଲେ ।  ନାବାଳିକାଙ୍କ ସହ ପ୍ରେମ ସମ୍ପର୍କକୁ ନେଇ କଙ୍ଗାରୁ କୋର୍ଟ ।  ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅଞ୍ଚଳରେ ନାବାଳିକା ସହ ଯୁବକଙ୍କ ପ୍ରେମ ସମ୍ପର୍କ ଜାଣିବା ପରେ ଆଇନକୁ ହାତକୁ ନେଇ କଙ୍ଗାରୁ କୋର୍ଟ ବସାଯାଇଛି ।

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗୋପାଳପୁର ବେଳାଭୂମି ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ମହୋତ୍ସବ ତୃଟିଶୂନ୍ୟ ଭାବରେ କରିବା ପାଇଁ ବିଭିନ୍ନ କମିଟି ଗଠନ, ସ୍ଥାନୀଯ ପ୍ରତିଭାଙ୍କୁ ଦିଆଯିବ ପ୍ରାଧାନ୍ୟ ନୌଚାଳନା ପ୍ରତିଯୋଗିତ ପାଇଁ କରାଯାଉଛି ପରିକଳ୍ପନା , ସ୍ମରଣିକା ଶାମୁକା ପାଇଁ ଗବେଷଣା ଧର୍ମୀଆଲେଖ୍ଯ ଦେବାପାଇଁ ଅନୁରୋଧ ଛତ୍ରପୁର : ଓଡିଶା ସରକାରଙ୍କ ବାଣିଜ୍ଯ ଓ

ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି ବୈଠକ

ମାଲକାନଗିରି : ଆଗାମୀ ୭୭ତମ ସାଧାରଣତନ୍ତ୍ର ଦିବସ-୨୦୨୬କୁ ମାଲକାନଗିରି ଜିଲ୍ଲାସ୍ତରରେ ପାଳନ କରାଯିବା ଉପଲକ୍ଷେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ

ଆଗାମୀ ଦୁଇ ସପ୍ତାହ ଜାରି ରହିବ ଶୀତ ଲହରୀ

ଭୁବନେଶ୍ବର: ଆଗାମୀ ଦୁଇ ସପ୍ତାହ ପର୍ଯ୍ୟନ୍ତ ଶୀତରୁ ମିଳିବ ନାହିଁ ନିସ୍ତାର । ଏ ନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ । ସୂଚନାଯୋଗ୍ୟଯେ ,୨୪ ସହରରେ ରାତି ତାପମାତ୍ରା ୧୦ କିମ୍ବା ତାଠୁ କମ ଥିଲା । ରାଜଧାନୀ ସମେତ ଅନେକ ସହରରେ ତାପମାତ୍ରା ୧୦ ତଳକୁ ରହିବା ଓ ଶୀତ

ମାଟ୍ରିକ ପିଲାଙ୍କୁ ଗୁରୁମନ୍ତ୍ର ଦେଲେ ବିଇଓ

ଚିକିଟି : ଜଣେ ଉତ୍ତମ ଓ ପ୍ରତିଷ୍ଠିତ ଛାତ୍ର ଓ ଛାତ୍ରୀ ରୂପେ ଗଢି ତୋଳିବା ପାଇଁ ସମସ୍ତ ପିତାମାତା ସ୍ୱପ୍ନ ଦେଖିଥାନ୍ତି। ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସେମାନଙ୍କ ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତ ଗଠନ ପାଇଁ ଅହରହ ଚେଷ୍ଟା କରିଆସୁଛନ୍ତି। ମାଟ୍ରିକ ହେଉଛି ଭବିଷ୍ୟତ ଗଠନର ପ୍ରଥମ ପାହାଚ।

ବଢିଲା ପାର୍କିଂ ଫି, ପୁରୀରେ ୨୪ ଘଣ୍ଟା ପର୍ଯ୍ୟନ୍ତ ଚାରିଚକିଆ ଯାନ ପାଇଁ ଦେବାକୁ ପଡିବ ୫୦୦ ଟଙ୍କା

ପୁରୀ: ପୁରୀରେ ବଢିଲା ପାର୍କିଂ ଫି । ଶ୍ରୀମନ୍ଦିର ପ୍ରଶାସନ ଅଧିନରେ ଥିବା ୪ଟି ଭକ୍ତନିବାସର ପାର୍କିଂ ଫି ବୃଦ୍ଧି କରାଯାଇଛି । ଏଣିକି ୨୪ ଘଣ୍ଟା ପର୍ଯ୍ୟନ୍ତ ଚାରିଚକିଆ ଯାନ ପାର୍କିଂ ପାଇଁ ୫୦୦ ଟଙ୍କା ସହ ଅତରିକ୍ତ ୧୮ ପ୍ରତିଶତ ଜିଏସଟି ଦେବାକୁ ପଡ଼ିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ମାଲକାନଗିରି ଜିଲ୍ଲାରେ ସ୍ଵାଗତ ହେଲା ଶ୍ରୀରାମ ସ୍ଵର୍ଣ୍ଣ ଧନୁଷ ରଥ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦରମହକୁମାରେ ଆଜି ସନ୍ଧ୍ୟା ରେ ସୁଦୂର ରାଉଲକେଲା ରୁ ଯାତ୍ରା ଆରମ୍ଭ କରିଥିବା ଏହି ସ୍ଵର୍ଣ୍ଣ କୋଦଣ୍ଡ ବିଜୟ ଧନୁଷ ରଥ ପହଞ୍ଚିଛି l ସ୍ବର୍ଣ୍ଣ ଧନୁଷଟି ୮ ଫୁଟ ଲମ୍ବା ଏବଂ ୩ ଫୁଟ ଉଚ୍ଚ । ଏହା ପ୍ରାୟ ୨୪୦ କିଲୋଗ୍ରାମ ତମ୍ବା, ୨.୫ କିଲୋଗ୍ରାମ ରୂପା, ୨୦

ରାଜନଗର ବିଡିଓଙ୍କୁ ଆକ୍ରମଣ ଘଟଣା: କାର୍ଯ୍ୟାନୁଷ୍ଠାନ ଦାବିରେ ୭ଦିନ ହେଲା ବ୍ଲକ ଅଫିସରେ ପଡିଛି ତାଲା

ରାଜନଗର: ରାଜନଗରରେ ମହିଳା ବିଡିଓଙ୍କୁ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି । ୭ଦିନ ହେଲା ବ୍ଲକ ଅଫିସରେ ପଡିଛି ତାଲା । ସରକାରୀ କାର୍ଯ୍ୟ ଠପ୍ । ଆଜି ବି ଧାରଣାରେ ବସିଛନ୍ତି ସରପଞ୍ଚ ସଂଘ ଓ ଜିଲ୍ଲା ପରିଷଦ ସଦସ୍ୟ । ବ୍ଲକରେ ଅଚଳା ଅବସ୍ଥା ଜାରି ରହିଛି । ଗତକାଲି