ଜଙ୍ଗଲରୁ ଯୁବକଙ୍କ ଦରପୋଡ଼ା ଶବ ଜବତ : ହତ୍ୟା ସନ୍ଦେହ, ତଦନ୍ତ ଅବ୍ୟାହତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନା ଚକାପାଦ ବ୍ଲକର ଲାଇନପଡ଼ା-ପସରା ଗ୍ରାମ ରାସ୍ତାରେ ଥିବା ଚୂନଘାଟି ଜଙ୍ଗଲରୁ ଜଣେ ଯୁବକଙ୍କ ଦରପୋଡ଼ା ଶବ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣକ ହେଲେ ଖଜୁରୀପଡ଼ା ଥାନା ଆର୍.ନୂଆଗାଁ ପଞ୍ଚାୟତ ଖଲିବେରଣା ଗ୍ରାମର

ଆତ୍ମସମର୍ପଣ କଲେ ୨୬ ହାର୍ଡକୋର ମାଓବାଦୀ

ମାଲକାନଗିରି : ଭୁଶୁଡୁଛି ମାଓ ଗଡ଼ । ୨୬ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ । ପୋଲିସ ନିକଟରେ ଅସ୍ତ୍ର ଛାଡ଼ି ଗୋଲାପ ଧରିଲେ ମାଓବାଦୀ । ଛତିଶଗଡ଼ର ସୁକମା SPଙ୍କ ନିକଟରେ ୨୬ ହାର୍ଡକୋର ମାଓବାଦୀମାନେ ଆତ୍ମସମର୍ପଣ କରିଛନ୍ତି । ଏହି ୨୬ଜଣ ହାର୍ଡକୋର ମାଓବାଦୀଙ୍କ ଉପରେ ଥିଲା ୬୪ ଲକ୍ଷ

ପରିବହନ ନିଗମର ୩ ଅଧିକାରୀଙ୍କ ଦରମା ବନ୍ଦ

କୋରାପୁଟ: କାର୍ଯ୍ୟରେ ଅବହେଳା ଅଭିଯୋଗ ନେଇ ପରିବହନ ବିଭାଗର ୩ଜଣ ଅଧିକାରୀଙ୍କ ଦରମା ବନ୍ଦ କରାଯାଇଛି । ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ପରିବହନ ନିଗମ ନିର୍ଦ୍ଦେଶକ । କାର୍ଯ୍ୟରୁ ଅନ୍ତର ସହ ପୁନଃ ଯୋଗ ଦେବା ଯାଏଁ ଦରମା ବନ୍ଦ ହେବ । ତିନି ଅଧିକାରୀ ହେଉଛନ୍ତି ଈଶ୍ୱର

କେଳୁଚରଣ କୀର୍ତ୍ତି ଶତକମ୍ ଚିତ୍ରକଳା ଓ ଫଟୋଚିତ୍ର ପ୍ରଦର୍ଶନୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆଜି ପଦ୍ମ ବିଭୂଷଣ ଗୁରୁ ସ୍ବର୍ଗତ କେଳୁଚରଣ ମହାପାତ୍ରଙ୍କ ଜନ୍ମ ଶତବାର୍ଷିକୀ ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ଠାରେ ପାଳନ କରାଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ

ହୋମଗାର୍ଡ ନିଯୁକ୍ତିରେ ପାତର ଅନ୍ତର; ଏସପି ଅଫିସ ଆଗରେ ବିକ୍ଷୋଭ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ହୋମଗାର୍ଡ ନିଯୁକ୍ତିର ଫାଇନାଲ ଲିଷ୍ଟ ଗତକାଲି ରାତିରେ ପ୍ରକାଶ ପାଇଛି । ଏହି ପରୀକ୍ଷାରେ ଉତୀର୍ଣ୍ଣ ହୋଇ ନ ଥିବା ଛାତ୍ରଛାତ୍ରୀ ମାନେ ଆଜି ଭଦ୍ରକ ଆରକ୍ଷୀ ଅଧକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ନାରାବାଜି ଦେବା ସହ ବିକ୍ଷୋଭ ପ୍ରଦର୍ଶନୀ କରିଛନ୍ତି ।

ଟାୱାର ଉପରକୁ ଚଢ଼ିଗଲେ ଯୁବକ, ନାକେଦମ ଅଗ୍ନିଶମ

ସୁବର୍ଣ୍ଣପୁର: ଟାୱାର ଉପରେ ଦୀର୍ଘ ସମୟ ଧରି ଚଢି ରହିଛନ୍ତି ଯୁବକ । ଅଗ୍ନିଶମ ବିଭାଗର ବଢ଼ାଇଛନ୍ତି ଚିନ୍ତା ।ଦୀର୍ଘ ସମୟ ଧରି ଟାୱାର ଉପରେ ଜଣେ ଯୁବକ ଚଢି ରହିଛନ୍ତି । ଦୀର୍ଘ ସମୟ ଧରି ଟାୱାରରୁ ଓହ୍ଲାଉ ନଥିବାରୁ ଅଗ୍ନିଶମ ବିଭାଗର ଚିନ୍ତା ବଢ଼ାଇଛି । ସୁବର୍ଣ୍ଣପୁର ଜିଲ୍ଲାରେ ଏଭଳି ଏକ

ଚଳିତ ସପ୍ତାହରେ ୪ଲକ୍ଷ ୫୭ହଜାର ୬୮୧ଜଣଙ୍କୁ ମିଳିବ ସୁଭଦ୍ରା ଟଙ୍କା

ଭୁବନେଶ୍ବର: ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡାଙ୍କ ବଡ ସୂଚନା । ନୂଆ ପୁରୁଣା ସମସ୍ତଙ୍କ ଆକାଉଣ୍ଟକୁ ଯିବ ଏହି ଟଙ୍କା । ଏଇ ସପ୍ତାହରେ ମିଳିବ ସଭୁଦ୍ରା ଟଙ୍କା । ଆଜି ସମୀକ୍ଷା ବୈଠକ ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା କହିଛନ୍ତି ସୁଭଦ୍ରାରେ ୪ଲକ୍ଷ ୫୭ହଜାର ୬୮୧ଜଣଙ୍କୁ

ଛାନଭିନ ପରେ ସ୍ୱାଭାବିକ ହେଲା ହାଇକୋର୍ଟ କାର୍ଯ୍ୟ

କଟକ: ବୋମା ଧମକ ସତ୍ୱେ ସ୍ୱାଭାବିକ ହୋଇଛି କୋର୍ଟ କାର୍ଯ୍ୟ । ବମ୍‌ ସ୍କାର୍ଡ, ଡଗ୍‌ ସ୍କ୍ୱାର୍ଡ ଓ ପୁଲିସର ଛାନଭିନ ପରେ କିଛି ନମିଳିବାରୁ କୋର୍ଟ କାର୍ଯ୍ୟ ସ୍ୱାଭାବିକ ହୋଇଛି । ମୁଖ୍ୟ ବିଚାରପତି ଓ ୩ ବିଚାରପତି କୋର୍ଟରେ ଶୁଣାଣି ଆରମ୍ଭ କରିଛନ୍ତି । ରାଜ୍ୟର ୩ଟି କୋର୍ଟ କଟକ ଜିଲା

ଆନ୍ଦୋଳନ ସ୍ଥଗିତ, ଆସନ୍ତାକାଲିଠୁ କାର୍ଯ୍ୟରେ ଯୋଗ ଦେବେ ଡାକ୍ତର

ଭୁବନେଶ୍ୱର: ସାରା ରାଜ୍ୟରେ ଡାକ୍ତରଙ୍କ ଆନ୍ଦୋଳନ ସ୍ଥଗିତ ରଖାଯାଇଛି । ଆଜି ଅପରାହ୍ନରେ ଓମସା ସହ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ଜରୁରୀ ବୈଠକ କରିଥିଲେ । ଏସମା ଲାଗୁ ହେବା ପରେ ମଧ୍ୟ ଡାକ୍ତରଙ୍କ ଆନ୍ଦୋଳନ ଜାରି ରହିଥିଲା । ଆଜିର ବୈଠକରେ ସମାଧାନର ବାଟ ବାହାରିବା ପରେ ଆନ୍ଦୋଳନ

ଆଞ୍ଚଳିକସ୍ତରୀୟ ଶିକ୍ଷଣ ସାମଗ୍ରୀ କର୍ମଶାଳା

ମାଲକାନଗିରି : ମାଲକାନଗିରି ବ୍ଲକ ଅନ୍ତର୍ଗତ ଗୌଡଗୁଡ଼ା କ୍ଳଷ୍ଟର ନିଲିମାରି ଆଶ୍ରମ ବିଦ୍ୟାଳୟରେ ସି.ଆର.ସି.ସି. ଶ୍ରୀ ରଞ୍ଜିତ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ତିନି ଦିନିଆ ଶିକ୍ଷଣ ସାମଗ୍ରୀ କର୍ମଶାଳାର ଆୟୋଜନ କରାଯାଇଥିଲା।ଏହି କାର୍ଯକ୍ରମରେ ଗବେଷକ ଶ୍ରୀଯୁକ୍ତ ଗଣେଶ ଚନ୍ଦ୍ର ଜେନା ଓ