ଏମ୍‌ସ ଭୁବନେଶ୍ୱରରେ ଇ-ପେମେଣ୍ଟ ବ୍ୟବସ୍ଥା ଆରମ୍ଭ

ଭୁବନେଶ୍ୱର: ତ୍ବରାନ୍ବିତ ରୋଗୀସେବା ନିମନ୍ତେ ଅଭିନବ ପଦକ୍ଷେପ । ବିଲିଂ କାଉଣ୍ଟର୍‌ରେ ଦୀର୍ଘ ସମୟ ପାଇଁ ଆଉ ଧାଡ଼ିରେ ଠିଆ ହୋଇ ଅପେକ୍ଷା କରିବାକୁ ପଡିବନି । ଏନେଇ ଏମ୍‌ସ ଭୁବନେଶ୍ୱରରେ ଆଜି ଇ-ପେମେଣ୍ଟ…

ବସୁନ୍ଧରାଙ୍କ ସପକ୍ଷରେ ବାହାରିଲେ ଗେହଲଟ

ବରିଷ୍ଠ ବିଜେପି ନେତ୍ରୀ ତଥା ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ସମର୍ଥନରେ ବାହାରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। ବସୁନ୍ଧରାଙ୍କ ସପକ୍ଷରେ ଯୁକ୍ତି ବାଢ଼ିବାକୁ ଯାଇ ସେ ବିଜେପି…

ରାଜ୍ୟ ସରକାର ଶେଷରେ ଆଦିବାସୀ, ଅନ୍ଧ,ମୁକ ଏଵଂ ବଧିରଙ୍କ ମେଧାବୃତ୍ତି ଟଙ୍କାକୁ ଖାଇଗଲେ ! – ବିଜେପିର ପ୍ରତିବାଦ

ବ୍ରହ୍ମପୁର, ୨୦/୧୦ : ସଦ୍ୟ ପ୍ରକାଶିତ ସିଏଜି ରିପୋର୍ଟରେ ରାଜ୍ୟରେ ଶାସନାଧୀନ ବିଜୁ ଜନତା ଦଳର ସରକାର କିପରି କେନ୍ଦ୍ର ସରକାର ମେଧାବୃତ୍ତି ଏବଂ ପିଏମ୍ ସ୍କୋଲାର୍ସିପ୍ ପାଇଁ ଦେଉଥିବା ଟଙ୍କାର ବ୍ୟାପକ ଘୋଟଲା କରିଛନ୍ତି ଏବଂ ଲକ୍ଷ୍ଯ ଲକ୍ଷ୍ଯ ଯୁବକ ମାନଙ୍କ ଦକ୍ଷତା ବିକାଶ ପାଣ୍ଠିକୁ

ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ସିଲ୍‌ ହେଲା କାଜୁ ଫ୍ୟାକ୍ଟ୍ରି…

ଛତ୍ରପୁର (୨୦ା୧୦) : ବ୍ୟାଙ୍କରୁ ନେଇଥିବା ଋଣ ଟଙ୍କା ଶୁଝି ପାରି ନ ଥିବାରୁ ଶୁକ୍ରବାର ସ୍ଥାନୀୟ ବଜରଙ୍ଗ ସାହିରେ ଥିବା ଏକ କାଜୁ ଫ୍ୟାକ୍ଟ୍ରିକୁ ପୋଲିସ ଓ ମାଜିଷ୍ଟେଟ୍‌ଙ୍କ ଉପସ୍ଥିତିରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସିଲ୍‌ କରାଯାଇଛି। ସୂଚନାଯୋଗ୍ୟ, ସେତେବେଳର

ମାନବାଧିକାର ମିସନ ଏବଂ ହୋମଗାର୍ଡ ସଂଘ କର୍ମକର୍ତ୍ତାଙ୍କ ପକ୍ଷରୁ ଅସହାୟଙ୍କୁ ଦଶହରା ଭେଟି…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ମାନବାଧିକାର ମିସନ ଶାଖା ଏବଂ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ କର୍ମକର୍ତ୍ତାଙ୍କ ଆଲୋଚନା କ୍ରମେ ଫୁଲବାଣୀ ସହରରେ କିଛି ଅସହାୟ ଦିବ୍ୟାଙ୍ଗ ମାନଙ୍କୁ ଚୁଟି ସଫାକରି ଗାଧୋଇ ଦେବା ସହିତ ନୂତନ ବସ୍ତ୍ର ଏବଂ ଖାଦ୍ୟପେୟର ଭେଟି ଦେଇଛନ୍ତି । ଆଗାମୀ ଦିନରେ ଏପରି

ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ମହକ -୨୦୨୩ ଅନୁଷ୍ଠିତ…

ଛତ୍ରପୁର : ଛତ୍ରପୁର ସ୍ଥିତ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ,ଗଞ୍ଜାମ ଲୀନା କୁମାରୀ ଖେସ ଉପସ୍ଥିତ ରହି କାର୍ଯ୍ୟକ୍ରମର ଉଦଘାଟନ କରି

ଅର୍ଥନୀତି ବିଭାଗ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା…

ଫୁଲବାଣୀ : ଟିକାବାଲି ଏ. ଏମ.ସି.ଏସ ମହାବିଦ୍ୟାଳୟ ରେ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଶଙ୍କର ପାଢ଼ୀଙ୍କ ସଭାପତିତ୍ୱରେ ଅର୍ଥନୀତି ବିଭାଗର ସ୍ନାତକ ପ୍ରଥମବର୍ଷର ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା l ଅଧ୍ୟକ୍ଷ ପ୍ରଫେସର ଦୀନବନ୍ଧୁ ମହାନ୍ତି ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ l

ସବୁଜ ଜୀବନ ଶୈଳୀକୁ ପ୍ରୋତ୍ସାହନ ପାଇଁ ଟିପିଏସ୍ଓଡିଲର ୱାକାଥନ୍

୬ ଟି ସର୍କଲରେ ସାମିଲ ହେଲେ ୪୦୦ରୁ ଉର୍ଦ୍ଧ୍ବ ସ୍ଵେଚ୍ଛାସେବୀ ବ୍ରହ୍ମପୁର, ଅକ୍ଟୋବର : ଟିପିଏସ୍ଓଡିଲ୍ (ଓଡ଼ିଶା ସରକାର ଓ ଟାଟା ପାୱାରଙ୍କ ଏକ ଯୌଥ ଉଦ୍ୟୋଗ) ପକ୍ଷରୁ ସଷ୍ଟେନେବଲିଟି (ପରିବେଶ ଅନୁକୂଳ ଜୀବନଶୈଳୀ)ର ବାର୍ତ୍ତା ଦେବା ପାଇଁ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ

ପୁଷ ମାସ ପାଲଟିଛି ପୋଲିସ ପାଇଁ ପାର୍ବଣ ଋତୁ :ଜୁଆ ଆଡ୍ଡା ଚାଲିଲେ ଲାଭ ଧରିଲେ ଲାଭ…!!

ବିଚରା ଏଠାରେ ଏଣ୍ଡୁଅ ହେଉଛି ବଦନାମ …..! ବ୍ରହ୍ମପୁର: ୧୯-୧୦ ଗଞ୍ଜାମ ଜିଲ୍ଲାରେ ଦଶହରା ର ମାହୋଲ ଏବେ ସରଗରମ ଏପଟେ ପୋଲିସ ବାବୁ ମାନଙ୍କ ପକେଟ ଗରମ ବୋଲି ସବୁ ଆଡ଼େ ଚର୍ଚ୍ଚା ହେଉଛି। ବର୍ଷ ସାରା ପଲ୍ଲୀ ରୁ ସହର ପର୍ଯ୍ୟନ୍ତ ଜୁଆ ଆଡ୍ଡା ସତର୍କତା ସହିତ ବିଭିନ୍ନ ସ୍ଥାନରେ

ଫିରିଙ୍ଗିଆ ବିଡିଓଙ୍କ ଦାୟିତ୍ବ ଗ୍ରହଣ…

ଫୁଲବାଣୀ : ଫିରିଙ୍ଗିଆ ବ୍ଲକ୍‌ରେ ବିଡିଓ ଭାବେ ଅନୁପ ଅଭିଷେକ ବେହେରା ଦାୟିତ୍ଵ ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ଗଜପତି ଜିଲ୍ଲା ଗୁମା ବ୍ଳକ୍ ବିଡିଓ ରହିଥିଲେ। ବିଡିଓ ରଶ୍ମିରଞ୍ଜନ ମହନ୍ତଙ୍କ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲକୁ ଉପଜିଲ୍ଲାପାଳ ଭାବେ ପଦୋନ୍ନତି ହୋଇ ବଦଳି ହୋଇଯାଇଛି।