ପୂର୍ବ ଛାତ୍ର ଏକତ୍ରିକରଣ କାର୍ଯ୍ୟକ୍ରମ ଆୟୋଜିତ…

ଫୁଲବାଣୀ:ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ପୂର୍ବ ଛାତ୍ର ଏକତ୍ରିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ ନିରଞ୍ଜନ ମିଶ୍ର(ଜିଲ୍ଲା ସହ କାର୍ଯ୍ୟ ବହ)।ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ବ୍ରଜବନ୍ଧୁ ମଲ୍ଲିକ, ପୁରାତନ ଛାତ୍ର

ଯାଦବ ସମାଜର ସଧାରଣ ବୈଠକ ଅନୁଷ୍ଠିତ…

ରାୟଗଡା : ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଳକ ସଦରସ୍ଥିତ ହନୁମାନ ମନ୍ଦିରର ପ୍ରାଙ୍ଗଣରେ ଆଜି ଯାଦବ ସମାଜର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ କାଶୀପୁର ବ୍ଲକର ୨୪ ଟି ପଞ୍ଚାୟତର ଯାଦବ କୁଳ ମୁଖିଆ ମାନେ ଯୋଗ ଦେଇଥିବାବେଳେ ଏହି ବୈଠକରେ ପୁରାତନ କମିଟି ଭଙ୍ଗ କରି ନୂତନ

ଜିଲ୍ଲା ଗ୍ରସ୍ତରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ : ସ୍ଵାସ୍ଥ୍ୟସେବା ଅନୁଧ୍ୟାନ ସହ ସ୍ଵାସ୍ଥ୍ୟ…

ମାଲକାନଗିରି, ୧୯ ଅକ୍ଟୋବର ଆଜି ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ କୋରାପୁଟ ଓ ମାଲକାନଗିରି ଜିଲ୍ଲା ଗ୍ରସ୍ତରେ ଯାଇ ଉଭୟ ଜିଲ୍ଲାରେ ସ୍ଵାସ୍ଥ୍ୟସେବା ସଂକ୍ରାନ୍ତରେ ଅନୁଧ୍ୟାନ କରିବା ସହ ସ୍ଵାସ୍ଥ୍ୟ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । ଏହି ଅବସରରେ ଉଭୟ

ଶ୍ୟାମାକାଳୀ ପୂଜା ଲାଗି ଶୁଭଖୁଣ୍ଟି ସ୍ଥାପନ…

ଛତ୍ରପୁର : ଛତ୍ରପୁର ନୀଳକଣ୍ଠେଶ୍ଵର ସାହିର ଯୁବଗୋଷ୍ଠୀ ପକ୍ଷରୁ ଚଳିତ ବର୍ଷ ଶ୍ୟାମାକାଳୀ ପୂଜା ଧୂମଧାମ ରେ ପାଳନ କରିବା ନିମନ୍ତେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି l ଏନେଇ ଗୁରୁବାର ସନ୍ଧ୍ୟାରେ ନୀଳକଣ୍ଠେଶ୍ଵର ମନ୍ଦିର ନିକଟରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି l କର୍ମକାଣ୍ଡ ବିଶେଷଜ୍ଞ

ନିମାପଡା ଧଳା ଜହର ବିକି ଜଣେ ଗିରଫ…

ନିମାପଡ଼ା : ପୁରୀ ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶକ୍ରମେ ନିମାପଡ଼ା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ନାରାୟଣ ବେହେରାଙ୍କ ନେତୃତ୍ୱରେ ଏକ ଟିମ ନିମାପଡ଼ା ଥାନା ଅଧୀନସ୍ଥ ନିମାପଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟ ପଛପଟ ଫାଟକ ନିକଟରେ ଚଢ଼ାଉ କରି ସୌରଭ ଘୋଷାଲ(୨୦)

ଏନୱାଇକେ ପକ୍ଷରୁ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଫୁଲବାଣୀ : ଟିକାବାଲି ଏ. ଏମ. ସି. ଏସ ମହାବିଦ୍ୟାଳୟରେ ଫୁଲବାଣୀ ନେହେରୁ ଯୁବ କେନ୍ଦ୍ର ତରଫରୁ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଈଛି, ମୁଖ୍ୟ ଅତିଥି ଭାବରେ ଟିକାବାଲି ବ୍ଲକ ଅଧ୍ୟକ୍ଷ ଦିଲ୍ଲୀପ କଂହର ଯୋଗଦେଇ ଯୁବସମାଜ ଭିତରେ

କୋଟଗଡ ଅଭୟାରଣ୍ୟରେ ବାଘ ଗଣନା କାର୍ଯ୍ୟଆରମ୍ଭ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅଧିନରେ ଥିବା କୋଟଗଡ ଅଭୟାରଣ୍ୟ ରେ ବାଘ ଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଅକ୍ଟୋବର ୧୫ରୁ ବାଘ ଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ କୋଟଗଡ ବନାଞ୍ଚଳ ର ରେଞ୍ଜର ରମାକାନ୍ତ କହଁର ଙ୍କ ନେତୃତ୍ବରେ ଏହି ଗଣନା କାର୍ଯ୍ୟକ୍ରମ କୋଟଗଡ

ଆମ ରାଜ୍ୟର କର୍ମଚାରୀଙ୍କୁ ଟାଟା ପାୱାରର ଟା ଟା …ଅନ୍ୟ ରାଜ୍ୟର ଠିକାଦାରଙ୍କୁ ଆଣି ଲୋକଙ୍କୁ ଶୋଷଣ ହେଉଛି… !

ବ୍ରହ୍ମପୁର : ଟାଟା ପାୱାର ର ମାନ ମାନି ଓ ଜବରଦସ୍ତ ଫାଇନ ଟଙ୍କା ଆଦାୟ ଆଗାମୀ ସାଧରଣ ନିର୍ବାଚନ ରେ ଶାସକ ଦଳ ବହୁ ମୂଲ୍ୟ ଦେବାକୁ ପଡ଼ିବ ବୋଲି ଚର୍ଚ୍ଚା ହେଉଛି। ଟାଟା ପାୱାର ପୂର୍ବରୁ ଓଡ଼ିଶାର ବିଭିନ୍ନ ଲୋକ ଠିକାଦାର ଭାବରେ ଆଉଟ ସୋସିଙ୍ଗ ରେ ବିଭିନ୍ନ ଯୁବକ ଙ୍କୁ କାମରେ ଲଗାଇ

ମା ପାଟଖଣ୍ଡାଙ୍କ ପୀଠରେ ଶାରଦୀୟ ନବରାତ୍ର ପୂଜା

ଦାରିଙ୍ଗବାଡି, ୧୯/୧୦, କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ମହକୁମା ସ୍ଥିତ ଥାନା ନିକଟରେ ରହିଛି ମା ପାଟଖଣ୍ଡା ମନ୍ଦିର। ମାଙ୍କ ପୀଠରେ ବଡପର୍ବ ହେଉଛି ଦୁର୍ଗା ପୂଜା। ମାଙ୍କ ପାଖରେ ନବ ରାତ୍ର ପୁଜା ଅର୍ଚ୍ଚନା ନୀତି ଅନୁଯାୟୀ ଚାଲି ଥିବା କମିଟିର ସମ୍ପାଦକ ବିରଞ୍ଚି ନାରାୟଣ ସାହୁଙ୍କ

ବାଇକ୍ ଦୁର୍ଘଟଣାଗ୍ରସ୍ତ, ଚାଳକ ଗୁରୁତର

ହିଞ୍ଜିଳିକାଟୁ (୧୯/୧୦): ଗୁରୁବାର ଅପରାହ୍ନରେ ହିଞ୍ଜିଳି ଥାନା ତଥା ୫୯ ନଂ ଜାତୀୟ ରାଜପଥ ହିଞ୍ଜିଳିକାଟୁ ପୌରାଞ୍ଚଳ ପେଟ୍ରୋଲ ପମ୍ପ ନିକଟରେ ଏକ ମୋଟର ସାଇକେଲ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ବାଇକ୍ ଚାଳକ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ହେଲେ ହିଞ୍ଜିଳି ଥାନା ରାଳବ