ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ପାଇଁ ପ୍ରସ୍ତୁତି ବୈଠକ

ଫୁଲବାଣୀ : ଆସନ୍ତା ନଭେମ୍ବର ମାସ ଦ୍ଵିତୀୟ ପକ୍ଷାନ୍ତରେ ଦୁଇ ଦିନ ଧରି ଫୁଲବାଣୀ କରୋନେସନ ପଡିଆ ଠାରେ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହେବା ପାଇଁ ନିଷ୍ପତି ନିଆଯାଇଛି l ଏଥି ନିମନ୍ତେ ଜିଲ୍ଲପାଳ ଙ୍କ ସଦ୍ଭାବନା ସଭାଗୃହରେ କନ୍ଧମାଳ ଜିଲ୍ଲାପାଳ ଆଶିଷ୍ ଇଶ୍ୱର

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର…

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ବ୍ଲକ ସାରଙ୍ଗଗଡ ସ୍ଥିତ ରମା ଆଳୟ କଲ୍ୟାଣ ମଣ୍ଡପ ପରିସରରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ କନ୍ଧମାଳ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲିଗୁଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚାରି ଗୋଟି ବ୍ଲକ ଓ ବାଲିଗୁଡା ବିଜ୍ଞାପିତ

ଚିକିଟୀ ଲୋକନାଥପୁର ଶାସନର ମା ବଗଳାମୁଖୀ ପୀଠ…

ଓଁ ହ୍ଲିଂ ବଗଳାମୁଖୀ ଦେବ୍ୟେ ନମଃଓଡ଼ିଶାର ଏକ ମାତ୍ର ଶକ୍ତି ପୀଠ ମା ବଗଳାମୁଖୀ। ଏହି ଶକ୍ତି ପୀଠ ଗଞ୍ଜାମ ଜିଲ୍ଲା ର ଚିକିଟୀ ଲୋକନାଥ ପୁର ଶାସନ ଭୋଳାସୀଙ୍ଗି ଯିବା ରାସ୍ତାରେ ଅବସ୍ଥିତ।ବହୁକାଳରୁ ମା ଏଠାରେ ନିମ ଗଛ ମୂଳରେ ପୂଜା ପାଉଥିଲେ। ବର୍ତ୍ତମାନ ମାଁ ଙ୍କ ଆଶୀର୍ବାଦରୁ କଳ୍ପବୃକ୍ଷ

କ୍ରାନ୍ତି ତରଫରୁ ସ୍ତନ କର୍କଟ ରୋଗର ସଚେତନତା ସହ କର୍କଟ ମୁକ୍ତ ଭାରତ ପାଇଁ ପ୍ରୟାସ…

ବ୍ରହ୍ମପୁର : ବ୍ରହ୍ମା ନଗରସ୍ଥିତ କ୍ରାନ୍ତି ଅନୁଷ୍ଠାନ ଓ ସରକାରୀ ଆ. ଟି. ଆଇ ର ମିଳିତ ସହଯୋଗରେ ଆ. ଇ.ଆଇ.ପରିସରରେ ଏକ ସ୍ତନ କର୍କଟ ରୋଗ ର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବର୍ତ୍ତମାନ ସମୟରେ ସ୍ତନ କର୍କଟ ଏକ ମୁଣ୍ଡବ୍ୟଥାର କାରଣ ସାଜିଛି । କେତେକ କ୍ଷେତ୍ରରେ ଠିକ୍ ସମୟରେ

ଚାଷୀଙ୍କ ଜମିରେ କେନାଲ ପାଣି ନ ଦେଇ, ଜୋରଜୁଲୁମରେ ଚାଲିଛି ଖଜଣା ଆଦାୟ

ଉମରକୋଟ : ବର୍ତ୍ତମାନ ଯେତେ ଭୋଟ ପାଖେଇ ଆସୁଛି, ସରକାର ଜନତାଙ୍କୁ ବିଭିନ୍ନ ଯୋଜନାର ଆଳ ଦେଖାଉଛନ୍ତି, କିନ୍ତୁ ସାଧାରଣ ଜନତା, ବା ଚାଷୀ ଏଥିରେ କଣ ସନ୍ତୁଷ୍ଟ ? ନା ବିଭିନ୍ନ ସମସ୍ୟା ଘେରରେ? ସୂଚନା ପ୍ରକାରେ ନବରଙ୍ଗପୁର ଜିଲ୍ଲା, ଉମରକୋଟ ତହସିଲ ଅନ୍ତର୍ଗତ ଖୁଟୁଗୁଡ଼ା, ଡଙ୍ଗରୀଗୁଡା,

ବାଲିଗୁଡ଼ାରୁ ଉତ୍ତର -ପଶ୍ଚିମ ଓଡ଼ିଶାର ପ୍ରମୁଖ ସହରକୁ ସରକାରୀ ବସ ଚଳାଚଳ ପାଇଁ ଦାବୀ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ହେଉଛି ଓଡିଶା ର ବୃହତ୍ତମ ଉପଖଣ୍ଡ ଓ ବିଜ୍ଞାପିତ ଅଞ୍ଚଳର ମାନ୍ୟତା ପାଇସାରିଛି, କିନ୍ତୁ ଏଠାରେ ରାଜନୈତିକ ଇଚ୍ଛା ଶକ୍ତିର ଅଭାବ ସାଙ୍ଗକୁ ସ୍ଥାନୀୟ ଜନସାଧାରଣଙ୍କ ସରଳତାର ସୁଯୋଗ ନେଇ ସବୁ କିଛି ଅଭାବ ଅସୁବିଧା ଓ ସମସ୍ୟା ମଧ୍ୟରେ ଗତି କରି ଚାଲିଛି

ଦାରିଙ୍ଗବାଡିରେ ସାଇବର ସୁରକ୍ଷା କାର୍ଯ୍ୟକ୍ରମ

ଦାରିଙ୍ଗବାଡି,୧୨/୧୦, କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଂଚଳରେ ସାଇବର ସୁରକ୍ଷା ସୁରକ୍ଷା ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଇବର ରଥକୁ ଦାରିଙ୍ଗବାଡି ପୋଲିସ ସମେତ ଛାତ୍ରଛାତ୍ରୀ, ବ୍ଲକ ପ୍ରଶାସନ ଓ ଅଞ୍ଚଳବାସି ଭବ୍ୟ ସ୍ଵାଗତ କରିଥିଲେ। ଏହାପରେ ଚାରି ଛକ ଠାରୁ ତିନି ଛକ

ଚିକିତ୍ସା ପଦ୍ଧତିରେ ସମ୍ପୃକ୍ତ ଅଧିକାରୀଗଣ ଅଧିକ ଯତ୍ନବାନ ହେବାକୁ ଜିଲ୍ଲାପାଳଙ୍କ ଆହ୍ଵାନ

ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ରାଷ୍ଟ୍ରୀୟ କିଶୋରୀ ସ୍ୱାସ୍ଥ୍ୟ।କ୍ରମର ସମୀକ୍ଷା ଏବଂ ଆୟୁଷ୍ମାନ ଭାରତ ଅଧୀନରେ ବିଦ୍ୟାଳୟର ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଅ।ଭିମୁଖ୍ୟ ସମ୍ପର୍କରେ ଆଲୋଚନାଛତ୍ରପୁର : ଗଞ୍ଜାମ ଜିଲ୍ଲାର ଲୋକଙ୍କ ସ୍ୱାସ୍ଥ୍ୟ।ବସ୍ଥାର ସୁଧାର ସକାଶେ ସରକାରଙ୍କ

ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସରେ ହିଞ୍ଜିଳିକାଟୁ ର ଜିତୁ ସ୍ବାଇଁ ସମ୍ବର୍ଦ୍ଧିତ

ହିଞ୍ଜିଳିକାଟୁ (୧୨/୧୦) ବ୍ରହ୍ମପୁର ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ,ବ୍ରହ୍ମପୁର ରକ୍ତ ଭଣ୍ଡାର ତରଫରୁ ରକ୍ତଦାନ ଦିବସରେ ସ୍କୁଲ ଅଫ ନର୍ସିଂ ସମ୍ମିଳନୀ କକ୍ଷ ପରିସରରେ ଵୁଧବାର ଦିନ ଜାତୀୟ ସ୍ଵେଚ୍ଛାକୃତ ରକ୍ତଦାନ ଦିବସ ଅବସରରେ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ