ଗଣତନ୍ତ୍ର ଦିବସରେ ଯୋଗ ଦେଇନପାରନ୍ତି ଆମେରିକା ରାଷ୍ଟ୍ରପତି…

ନୂଆଦିଲ୍ଲୀ: ଆସନ୍ତା ମାସ ଭାରତ ଆସିନପାରନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ଗଣତନ୍ତ୍ର ଦିବସରେ ବାଇଡେନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥାନ୍ତେ। କିନ୍ତୁ ସେ ଭାରତ ଗସ୍ତ କରିନପାରନ୍ତି ବୋଲି ସୂଚନା ମିଳୁଛି। ଏହା ପୂର୍ବରୁ ବାଇଡେନ 2024 ଗଣତନ୍ତ୍ର ଦିବସରେ ଯୋଗ…

ପୁଣି ଖସିଲା ପାରଦ: ବଢ଼ିଲା ଶୀତ, ଜାଡ଼ରେ ଥରୁଛି ଘୁମୁସର ଉଦୟଗିରି

ଘୁ.ଉଦୟଗିରି: ଗତବର୍ଷ ଶୀତ ଋତୁରେ ଓଡ଼ିଶାର ସବୁଠାରୁ କମ ତାପମାତ୍ରା ଏବଂ ଥଣ୍ଡା ସହର ଭାବେ ବେଶ ପରିଚିତ ହୋଇଥିବା କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ସହର ଚଳିତ ବର୍ଷ ପୁଣି ସେଇ ଥଣ୍ଡା ପାଇଁ ଚର୍ଚ୍ଚାରେ ରହିଛି। ଲଗାତାର ତିନି ଦିନ ହେଲା ସ୍ଥାନୀୟ ଅଞ୍ଚଳରେ ପାରଦ ତଳମୁଁହା ହେବାରେ ଲାଗିଛି,…

ରାଜ୍ୟପାଳଙ୍କ ନିକଟରେ ପହଞ୍ଚିଲା ଅଯୋଧ୍ୟାରୁ ଅକ୍ଷତ କଳସ ସହ ନିମନ୍ତ୍ରଣ…

ଭୁବନେଶ୍ବର: ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଅଯୋଧ୍ୟାରୁ ନିମନ୍ତ୍ରଣ ଅକ୍ଷତ କଳସ ଆସି ଭୁବନେଶ୍ୱରରେ ପହଞ୍ଚିଛି। ଆଜି ବିଶ୍ବ ହିନ୍ଦୁ ପରିଷଦର କର୍ମକର୍ତ୍ତାମାନେ ଏହି ଅକ୍ଷତ, ପୁଷ୍ପ ଓ ନିମନ୍ତ୍ରଣ ପତ୍ର ନେଇ ରାଜ୍ୟପାଳ ରଘୁବର ଦାସଙ୍କ ନିକଟରେ ପହଞ୍ଚିଛନ୍ତି।…

ବୋର୍ ୱେଲରେ ପଡ଼ିଛି ଶିଶୁ; କେହି ଫୋପାଡ଼ି ଥିବା ସନ୍ଦେହ…

ସମ୍ବଲପୁର : ପୁଣି ଏକ ଅଭାବନୀୟ ଘଟଣା। ବୋର୍ ୱେଲ ଭିତରେ ପଡ଼ିଲା ଶିଶୁ। ସମ୍ବଲପୁର ରେଙ୍ଗାଲି ନିକଟ ଲାରିପାଲିରେ ବୋର୍ ୱେଲରେ ଶିଶୁଟି ପଡ଼ିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ୩ଟି ଜେସିବି ସହାୟତାରେ ବୋରୱେଲକୁ ଲାଗି ସମାନ୍ତରାଳ ଭାବେ ଖୋଳା ଚାଲିଛି। ବୋରୱେଲରେ…

‘ନିଜ ନିଜ ବାପାଙ୍କ ପାଇଁ ଅଖିଳେଶ ଓ ତେଜସ୍ୱୀ କ୍ଷମତାରେ ବସିଛନ୍ତି’

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ୨୦୨୩ର ଫଳାଫଳ ଘୋଷଣା ହେବାର ଏକ ସପ୍ତାହ ପରେ, ଭାରତୀୟ ଜନତା ପାର୍ଟି (ବିଜେପି) ଶେଷରେ ମୋହନ ଯାଦବଙ୍କୁ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ରୂପେ ଘୋଷଣା କରିଛି | ଏହା ପରେ ବିଜେପି ସମାଜବାଦୀ ପାର୍ଟି (ଏସପି) ମୁଖ୍ୟ ଅଖିଳେଶ ଯାଦବ ଏବଂ…

ଜାନୁଆରୀ ୨ରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ୍ ପରୀକ୍ଷା

ଭୁବନେଶ୍ବର : ଜାନୁଆରୀ ୨ ତାରିଖରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ୍ ପରୀକ୍ଷା ଆରମ୍ଭ ହେବ। ହାତରେ ଆଉ କମ୍ ସମୟ ରହିଛି। ତେଣୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(CHSE) ପକ୍ଷରୁ ଆସନ୍ତା ୨୬ ତାରିଖରୁ ପରୀକ୍ଷା…

ଲୋକସଭାରୁ ବହିଷ୍କାର ହେବା ପରେ ସରକାରୀ ବଙ୍ଗଳା ଛାଡ଼ିବେ ମହୁଆ.. !

ନୂଆଦିଲ୍ଲୀ: ବଢ଼ିଲା ଟିଏମସି ସାଂସଦ ମହୁଆ ମୈତ୍ରଙ୍କ ସମସ୍ୟା। ଲୋକସଭାରୁ ବହିଷ୍କାର ହେବା ପରେ ଏବେ ସରକାରୀ ବାସଭବନ ଖାଲି କରିବାକୁ କହିଲେ ସଂସଦର ହାଉସିଂ କମିଟି। ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ରଙ୍କ ବିରୋଧରେ ’କ୍ୟାସ୍‌ ଫର୍‌ କ୍ୱେରି’ ଅଭିଯୋଗ ନେଇ ସଦାଚାର…

ରାମ ମନ୍ଦିରର ପୂଜାରୀ ହେବେ ମୋହିତ ପାଣ୍ଡେ…

ଅଯୋଧ୍ୟା: ଅଯୋଧ୍ୟା ରାମ ମନ୍ଦିରର ପୂଜାରୀ ପଦ ପାଇଁ ଗାଜିଆବାଦସ୍ଥିତ ଶ୍ରୀ ଦୁଧେଶ୍ବରନାଥ ମଠର ପୂର୍ବତନ ଛାତ୍ର ମୋହିତ ପାଣ୍ଡେଙ୍କୁ ବଛାଯାଇଛି। ୩୦୦୦ ପ୍ରାର୍ଥୀଙ୍କର ସାକ୍ଷାତ୍‌କାର ନିଆଯାଇ ସେମାନଙ୍କ ମଧ୍ୟରୁ ପ୍ରଥମେ ୫୦ ଜଣଙ୍କୁ ବଛାଯାଇଥିଲା। ସେହି ୫୦ ଜଣଙ୍କ…

ଡିସେମ୍ବର ୧୬ରୁ ରାତି ୨ଟାରୁ ଫିଟା ଯିବ ଶ୍ରୀମନ୍ଦିର ଦ୍ୱାର

ପୁରୀ : ଡିସେମ୍ବର ୧୬ ତାରିଖରୁ ଜାନୁୟାରୀ ୧୪ ତାରିଖ ପର୍ଯ୍ୟନ୍ତ ରାତି ୨ଟାରୁ ଫିଟା ଯିବ ଶ୍ରୀମନ୍ଦିର ଦ୍ୱାର। ଏଥିସହ ଅନ୍ୟନ୍ୟ ନୀତିକୁ ଶୃଙ୍ଖଳିତ କରାଯିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସଙ୍କ…

ପାକିସ୍ତାନ ସେନା ପୋଷ୍ଟ୍ ଉପରେ ଆତଙ୍କବାଦୀ ଆକ୍ରମଣ, ୨୩ ମୃତ

ଇସ୍ଲାମାବାଦ: ପାକିସ୍ତାନର ସୁରକ୍ଷା ବାହିନୀ ଉପରେ ପୁଣି ଥରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛି । ଖାଇବର ପଖ୍ତୁନଖୱାର ଡେରା ଇସ୍ମାଇଲ ଖାଁ ଅଂଚଳରେ ଥିବା ସୁରକ୍ଷା ବାହିନୀର ଏକ ପୋଷ୍ଟ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିବା ଫଳରେ ୨୩ ଜଣ ଯବାନ ସହିଦ ହୋଇଛନ୍ତି।…