ଓଡ଼ିଶାରେ ବିକାଶ ପରିବର୍ତ୍ତେ ବିଜେଡି ନେତାଙ୍କ ପକେଟ ଗରମ ହେଉଛି: ଧର୍ମେନ୍ଦ୍ର

ଆଠଗଡ: ଓଡ଼ିଶା ସରକାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମାର୍ଚ୍ଚ ୩୧, ୨୦୨୪ ସୁଦ୍ଧା ପ୍ରାୟ ସାଢେ ୨୭ ଲକ୍ଷ ଘର ନିର୍ମାଣ କରିବା ପାଇଁ ମୋଦୀ ସରକାରଙ୍କ ପକ୍ଷରୁ ଲକ୍ଷ୍ୟ ଦିଆଯାଇଥିବା ବେଳେ ଏବେ ସୁଦ୍ଧା ରାଜ୍ୟରେ ୧୭ ଲକ୍ଷ ୫୬ ହଜାର ୭୧୪ ଘର ନିର୍ମାଣ ହୋଇପାରିଛି । ନିର୍ଦ୍ଧାରିତ…

ଜେଟିପିଙ୍କୁ ଅଶାଳୀନ ପୋଷାକ ପରିଧାନ ତଦାରଖ ଦାୟିତ୍ୱ…

ପୁରୀ : ଆଗାମୀ ନୂଆବର୍ଷରୁ ଶ୍ରୀମନ୍ଦିର ପ୍ରଶାସନ ଭକ୍ତଙ୍କ ପାଇଁ ନୂଆ ନିୟମ ଲାଗୁ କରିବାକୁ ଯାଉଛି। ଅଶାଳୀନ ପୋଷାକ ପରିଧାନ କଲେ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଜାରି ହେବ। ଭକ୍ତଙ୍କ ପୋଷାକକୁ ଜଗନ୍ନାଥ ଟେମ୍ପୁଲ ପୋଲିସ (ଜେଟିପି) ତଦାରଖ କରିବ। ତେଣୁ ଏ ନେଇ…

ଗିରଫ ଡାକ୍ତରଙ୍କ ଶୌଚାଳୟରୁ ମିଳିଲା ୨୦,୫୫୮ ଡଲାର…

ଭୁବନେଶ୍ୱର :   ପୋର୍ଟ ହେଲ୍‌ଥ ମେଡିକାଲ କ୍ଲିୟରାନ୍ସ ପ୍ରଦାନ ପାଇଁ ଜାହାଜ କ୍ରିଉ ମେମ୍ବର (ନାବିକ)ଙ୍କଠାରୁ ୫୪ ହଜାର ଲାଞ୍ଚ ନେବାବେଳେ ଗିରଫ ହୋଇଥିବା ପାରାଦୀପ ବନ୍ଦରସ୍ଥିତ ପୋର୍ଟ ହେଲ୍‌ଥ ଅର୍ଗାନାଇଜେଶନ(ପିଏଚ୍‌ଓ)ର ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କୁ ଶୁକ୍ରବାର…

ଝାଡାବାନ୍ତିରେ ୨୪ଛାତ୍ରୀ ଅସୁସ୍ଥ…

କେନ୍ଦୁଝର : ଝାଡାବାନ୍ତିରେ ୨୪ଛାତ୍ରୀ ଅସୁସ୍ଥ ହୋଇ ପଡ଼ିଛନ୍ତି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଡିଡି କଲେଜ ନିକଟସ୍ଥ ଅନ୍ୱେଷା ସରକାରୀ ଛାତ୍ରୀ ନିବାସରେ। ଗତକାଲି ଛାତ୍ରୀ ମାନେ ସକାଳେ ହଷ୍ଟେଲରେ ଭାତ ଓ ଡାଲମା ଖାଇ ସ୍କୁଲକୁ…

ନଦୀକୁ ଖସିପଡ଼ିଲା ମହାପ୍ରୟାଣ ଗାଡ଼ି…

କନ୍ଧମାଳ : ଭାରାସାମ୍ୟ ହରାଇ ନଦୀକୁ ଖସିପଡ଼ିଲା ମହାପ୍ରୟାଣ ଗାଡ଼ି। ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲେ ଡ୍ରାଇଭର। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ତେଲିମୁଣ୍ଡା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତ ଡ୍ରାଇଭରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା…

ବାର୍‌ହା ଶିକାର ପାଇଁ ବିଛାଇଥିଲେ ବିଦ୍ୟୁତ ତାର, ନିଜେ ପଡ଼ିଗଲେ ବନ ଜଗୁଆଳି…

ଦଶପଲ୍ଲା : ବାର୍‌ହା ଶିକାର ପାଇଁ ବିଦ୍ୟୁତ ତାର ବିଛେଇ ଥିଲେ। ସେହି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବନ ଜଗୁଆଳିଙ୍କ ମୃତ୍ୟୁ ଘଟିଛି। ନୟାଗଡ଼ ଜିଲ୍ଲାର ଗଣିଆ ଥାନା ଅନ୍ତର୍ଗତ ଛାମୁଣ୍ଡିଆ ଫରେଷ୍ଟ ରେଞ୍ଜରେ ଏହି ଘଟଣା ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ରଞ୍ଜିତ ସେଠୀ। ରଞ୍ଜିତ…

ପବିତ୍ର ମହାଳୟା ଅବସରରେ ପିତୃପୁରୁଷଙ୍କୁ ପିଣ୍ଡଦାନ ଲାଗି ପୁରୀ ଓ ଯାଜପୁରରେ ଶ୍ରଦ୍ଧାଳୁଙ୍କ ଭିଡ଼…

ଭୁବନେଶ୍ବର: ଅଶ୍ୱିନ କୃଷ୍ଣ ପ୍ରତିପଦା ଠାରୁ ଆରମ୍ଭ ହୋଇଥିବା ଅପରପକ୍ଷ ବା ପିତୃପକ୍ଷଙ୍କ ଆବାହନର ଅନ୍ତିମ ଦିବସ ହେଉଛି ପବିତ୍ର ମହାଳୟା। ଏହି ଦିନ ପିତୃପୁରୁଷଙ୍କୁ ପିଣ୍ଡଦାନଭଳି ପରମ୍ପରା ଉତ୍କଳୀୟ ସସ୍କୃତିରେ ଦେଖିବାକୁ ମିଳିଥାଏ। ମହାଳୟା ଅମାବାସ୍ୟାରେ ପିତୃକୁଳ ଓ ମାତୃକୁଳକୁ…

ଲିଭିଗଲା ୩ ଛାତ୍ରଙ୍କ ଜୀବନ ଦୀପ…

ବାଙ୍କୀ: କଟକ-ବାଙ୍କୀ ମୁଖ୍ୟ ରାସ୍ତାର ରଣଶଙ୍ଖ ନିକଟରେ ଦୁର୍ଘଟଣାରେ ଗୁରୁତର ଅବିନାଶ ନାୟକଙ୍କ କଟକ ବଡ଼ ମେଡିକାଲରେ ମୃତ୍ୟୁ ହୋଇଛି। ଏହାଫଳରେ ପିକ୍ଅପ୍ ଭ୍ୟାନ୍ ଧକ୍କାରେ ଲିଭିଯାଇଛି ୩ ଛାତ୍ରଙ୍କ ଜୀବନ ଦୀପ। ସୂଚନାଯୋଗ୍ୟ, ଆଜି ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ଏକ ମର୍ମନ୍ତୁଦ ସଡ଼କ…

ଅକ୍ଟୋବର ୩୧ରେ ହାଜର ହେବାକୁ ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କୁ ସମନ…

ମାହାଙ୍ଗା: ଅକ୍ଟୋବର ୩୧ରେ ହାଜର ହେବାକୁ ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କୁ ସମନ | ବହୁଚର୍ଚ୍ଚିତ ମାହାଙ୍ଗା ଟ୍ରିପଲ ମର୍ଡର ଘଟଣାରେ ସାଲେପୁର ଜେଏମଏଫସି କୋର୍ଟ ପକ୍ଷରୁ ସ୍ୱତନ୍ତ୍ର ମେସେଞ୍ଜର ଜରିଆରେ ଆସନ୍ତା ଅକ୍ଟୋବର ୩୧ତାରିଖରେ ହାଜର୍ ହେବା ପାଇଁ ମାହାଙ୍ଗା ବିଧାୟକ ପ୍ରତାପ…

ଆଦାନୀ କଥା କହିବାରୁ ଆପ୍‌ ସାଂସଦଙ୍କ ଉପରେ ବର୍ଷିଲେ କୋର୍ଟ…

ନୂଆଦିଲ୍ଲୀ: ଆମ୍‌ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଂଜୟ ସିଂହଙ୍କ ଉପରେ ବର୍ଷିଲେ କୋର୍ଟ। ଆଦାନୀଙ୍କ କଥା ଉଠାଇବାରୁ ଦିଲ୍ଲୀର ଏକ ସ୍ୱତନ୍ତ୍ର କୋର୍ଟ ଆପ୍‌ର ଏହି ରାଜ୍ୟସଭା ସାଂସଦଙ୍କୁ ତାଗିଦ କରିଛନ୍ତି। ପ୍ରକୃତରେ ମନି ଲଣ୍ଡରିଂ ଅଭିଯୋଗରେ ଗତ ୪ ତାରିଖରେ ଇଡି…