Sign in
Sign in
Recover your password.
A password will be e-mailed to you.
ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବିପକ୍ଷରେ ଲଢିବେ ‘ରାମାୟାଣ’ ଅଭିନେତା…
ମଧ୍ୟ ପ୍ରଦେଶ ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ। ଦଳ ଅଭିନେତା ବିକ୍ରମ ମସ୍ତାଲଙ୍କୁ ଟିକେଟ୍ ଦେଇଛି।ତାଙ୍କୁ ଦଳ ମଧ୍ୟ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହଙ୍କ ବିପକ୍ଷରେ ଛିଡା କରାଇଛି।
ପାଞ୍ଚ ରାଜ୍ୟ ବିଧାନସଭା…
ବିଜେବି କଲେଜ ପରିସରରେ ବିସିଜେଡି ଗୁଣ୍ଡାଗର୍ଦ୍ଦି କରୁଥିବା କହି ଘେରିଲା ଏବିଭିପି…
ଭୁବନେଶ୍ୱର: ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ବିସିଜେଡି ଛାତ୍ରଙ୍କ ସହ ଗୋଷ୍ଠୀ ସଙ୍ଘର୍ଷରେ ଏବିଭିପିର ୬ ଜଣ ଛାତ୍ର ଆହତ ହେବାର ଗୋଟିଏ ଦିନ ପରେ ଛାତ୍ରଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ଆହତ ଛାତ୍ରଛାତ୍ରୀମାନେ କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ବିଷୋଦଗାର କରିଛନ୍ତି।…
ଫିଲ୍ମ ଷ୍ଟାଇଲ୍ରେ ଲୁଟ୍, ନକଲି ED ସାଜି ଘରେ ପଶି ନେଇଗଲେ ୩ କୋଟି…
ନୂଆଦିଲ୍ଲୀ : ଫିଲ୍ମ ଷ୍ଟାଇଲ୍ରେ ଲୁଟ୍। ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ଫିଲ୍ମ ‘ସ୍ପେଶାଲ-୨୬’ ଷ୍ଟାଇଲ୍ରେ ନକଲି ଇଡି ସାଜି ବୁଲାଇଲେ କଳା କନା। ଘରେ ପଶି ଲୁଟି ନେଲେ ୩ କୋଟି। ଏଭଳି କିଛି ଘଟଣା ଘଟିଛି ରାଜଧାନୀ ଦିଲ୍ଲୀର ହରିଦାସ ନଗରରେ।
ଆଜି ସକାଳୁ କିଛି ଲୋକ ଦ୍ୱାରକାର…
ଥାନାରୁ ଜବତ ମଦ ଓ ବାଣ ଚୋରାଚାଲାଣ ଘଟଣା: ହୋମଗାର୍ଡ ଗିରଫ…
ଖୋର୍ଦ୍ଧା: ବେଗୁନିଆ ଥାନାରୁ ଜବତ ବାଣ ଓ ମଦ ଚୋରାଚାଲାଣ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ହୋମଗାର୍ଡ ପ୍ରକାଶ ମୁଦୁଲି ଓ ଜଣେ କାର୍ ଡ୍ରାଇଭରଙ୍କୁ ଗିରଫ କରାଯାଇଛି । ଉଭୟ ଙ୍କ ଗିରଫଦାରୀ ନେଇ ସୂଚନା ଦେଇଛନ୍ତି ଏସଡିପିଓ । ବେଗୁନିଆ ଥାନାରୁ ଚୋରାଚାଲାଣ ବେଳେ ଗତକାଲି…
ପାର୍ବଣ ବେଳେ ନିଶା ଦିଆ ଲେଡି ଲୁଟେରା ଗ୍ୟାଙ୍ଗ ଗିରଫ…
ଭୁବନେଶ୍ୱର: ପାର୍ବଣ ବେଳେ ରାଜଧାନୀ ଭୁବନେଶ୍ୱରସ୍ଥିତ ଟ୍ୱିନ୍ ସିଟି କମିସନରେଟ୍ ପୁଲିସ ଶନିବାର ଏକ ନିଶା ଓ ଲୁଟ୍ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ସରିଫା ଖାତୁନ ଓରଫ ମୁସ୍କାନ ସମେତ ୪ ଜଣଙ୍କୁ ଗିରଫ କରିଛି। ଗିରଫ ଅନ୍ୟ ଅଭିଯୁକ୍ତମାନେ ହେଲେ ଗଞ୍ଜାମ ଗାନ୍ଧୀନଗରର ଅଶୋକ ବେହେରା (ଲଣ୍ଡା),…
ଟ୍ରକ୍କୁ ପଛରୁ ପିଟିଲା ମିନି ବସ୍: ୧୨ ମୃତ, ୨୩ ଆହତ…
ଦ୍ରୁତଗତିରେ ଯାଉଥିବା ଏକ ମିନି ବସ୍ ଭାରସାମ୍ୟ ହରାଇ ଟ୍ରକ୍ ପଛରେ ପିଟି ହେବାରୁ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୩ ଜଣ ଆହତ ହୋଇଛନ୍ତି। ଘଟଣାଟି ଘଟିଛି ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗର (ପୂର୍ବର ଔରାଙ୍ଗାବାଦ) ଜିଲ୍ଲାର ସମୃଦ୍ଧି ଏକ୍ସପ୍ରେସୱେର ବୈଜାପୁର…
ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଜେଡି ବିଧାୟକ ପ୍ରତାପ ଜେନାଙ୍କୁ କୋର୍ଟଙ୍କ ସମନ…
କଟକ: ମାହାଙ୍ଗା ଡବଲ ମର୍ଡର ମାମଲାରେ ସାଲେପୁର ଜେଏମ୍ଏଫ୍ସି କୋର୍ଟର ସମନ୍କୁ ଏକ ସ୍ୱତନ୍ତ୍ର ମେସେଞ୍ଜର ଶନିବାର ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ତାଙ୍କ ସରକାରୀ ବାସଭବନରେ ପ୍ରଦାନ କରିଛନ୍ତି।
ଏହି ହତ୍ୟାକାଣ୍ଡରେ ଅଭିଯୁକ୍ତ ଭାବେ…
ଶିଖରଚଣ୍ଡୀ ପାହାଡ଼ରେ ଜବରଦଖଲ ହୋଇଥିବା ଆଶ୍ରମର ଉଚ୍ଛେଦ
ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ଥିବା ପାହାଡ଼ ଓ ଏହାର ପରିଧିକୁ ଏକ ପର୍ଯ୍ଯଟନସ୍ଥଳୀରେ ପରିଣତ କରିବା ଯୋଜନାର ଅଂଶବିଶେଷ ସ୍ୱରୂପ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଶନିବାର ଶିଖରଚଣ୍ଡୀଠାରେ ଥିବା ଏକ ସରକାରୀ ପ୍ଲଟ ଉପରେ ହୋଇଥିବା ବେଆଇନ ଜବରଦଖଲକୁ ଉଚ୍ଛେଦ…
ମୋସେବା କେନ୍ଦ୍ର ପରିଚାଳକ ସଂଘ ତରଫରୁ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ…
ବାଲିଗୁଡା : କନ୍ଧମାଳ ଜିଲ୍ଲାର ମୋ ସେବା କେନ୍ଦ୍ର ପରିଚାଳକ ସଂଘ ବାଲିଗୁଡା ଶାଖା ପକ୍ଷରୁ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ଏକ ୭ ଦଫା ଦାବିପତ୍ର ପ୍ରଦାନ କରାଯାଇଛି ।ସଂଘର ପ୍ରମୁଖ ଦାବୀ ଗୁଡିକ ମଧ୍ୟରେ ଗୋଟିଏ ପଞ୍ଚାୟତରେ କେବଳ ଗୋଟିଏ ମୋ ସେବା କେନ୍ଦ୍ର ରଖାଯାଉ । ସମସ୍ତ ଆସବାବପତ୍ର ସହ!-->…
ଛତ୍ରପୁର ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର କ୍ରୀଡା ଉତ୍ସବ ୨୦୨୩ -୨୪…
ଛତ୍ରପୁର : ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ଛତ୍ରପୁର ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର କ୍ରୀଡା ଉତ୍ସବ ୨୦୨୩ -୨୪ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଡ.ସୁମିତା ମିଶ୍ରଙ୍କ ଅଧ୍ୟକ୍ଷଟାରେ ସ୍ଥାନୀୟ ଷ୍ଟାଡିଅମ ପରିସର ରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବରେ ଛତ୍ରପୁର ବିଧାୟକ ସୁବାସ!-->…