ଦୁର୍ବ୍ୟବହାର ଅଭିଯୁକ୍ତଙ୍କୁ ଗିରଫ ଦାବି : ଆଶା କର୍ମୀଙ୍କ ଥାନାରେ ଧାରଣା

ହିଞ୍ଜିଳିକାଟୁ, (୧୫।୧୦): ଜଣେ କାର୍ଯ୍ୟରତ ଆଶା କର୍ମୀଙ୍କୁ ଡ଼ାକ୍ତରଖାନାରେ ଦୁର୍ବ୍ୟବହାର କରିଥିବା ଅଭିଯୁକ୍ତଙ୍କୁ ଗିରଫ ଦାବି କରି ରବିବାର ଅପରାହ୍ନରେ ହିଞ୍ଜିଳିକାଟୁ ବ୍ଲକ ର ଶତାଧିକ ଆଶାକର୍ମୀ ଥାନା ପରିସରରେ ଧାରଣା ଦେଇଥିଲେ। ହିଞ୍ଜିଳିକାଟୁ ୧୭ ନଂ ଓ୍ବାର୍ଡ ର ଆଶାକର୍ମୀ

କନ୍ଧମାଳ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ “ମହକ’ ପାଳିତ

ଫୁଲବାଣୀ: ଛାତ୍ର ଛାତ୍ରୀ ମାନଙ୍କ ଠାରେ ଭରି ରହିଛି ଅନେକ ପ୍ରତିଭା ଏବଂ ଶିଶୁ ମହୋତ୍ସବ କାର୍ଯ୍ୟକ୍ରମ ମାଧ୍ୟମରେ ଏପରି ଶିଶୁ ପ୍ରତିଭାଙ୍କର ବିକାଶ ହୋଇପାରୁଛି ବୋଲି ଆଜି ଅନୁଷ୍ଠିତ ଶିଶୁ ମହୋତ୍ସବ କାର୍ଯ୍ୟକ୍ରମରେ ମତ ପ୍ରକାଶ କରିଛନ୍ତି ବକ୍ତା । ଜିଲ୍ଲାରେ ଥିବା ଶିଶୁ ଯତ୍ନ ଅନୁଷ୍ଠାନର

ବିଦାୟ ନେଲା ପ୍ରଶାନ୍ତ ନୀଳୟମରୁ ଆସିଥିବା ଶ୍ରୀ ସତ୍ୟସାଇ ଦିବ୍ୟ ପାଦୁକା ରଥଯାତ୍ରା…

ମାଲକାନଗିରି, ୧୫।୧୦ ସୁଦୂର ଆନ୍ଦ୍ରପ୍ରଦେଶ ପ୍ରଶାନ୍ତି ନୀଳୟମ ଶ୍ରୀ ସତ୍ୟସାଇ ପୀଠରୁ ଓଡିଶା ଅଭିମୁଖେ ଆସିଥିବା ଶ୍ରୀ ସତ୍ୟସାଇଙ୍କ ଦିବ୍ୟ ପାଦୁକା ଯାତ୍ରାର ରଥ ଦୀର୍ଘ ୧୨ ଦିନ ମାଲକାନଗିରି ଜିଲ୍ଲାର ବିଭନ୍ନ ଅଞ୍ଚଳ ପରିକ୍ରମା କରି ସାରି ଆଜି କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅଭିମୁଖେ

ସମ୍ଭାବନା ସମ୍ବର୍ଦ୍ଧନା ସଭାରେ ସମ୍ବର୍ଦ୍ଧିତ କନ୍ଧମାଳ କବି…

ଫୁଲବାଣୀ : ଗଞ୍ଜାମ ଜିଲ୍ଲାର ଆସ୍କା ସ୍ଥିତ ଏନ ଏ ସି କଲ୍ୟାଣ ମଣ୍ଡପ ପରିସରରେ ସମ୍ଭାବନା ସାରସ୍ୱତ ସାଂସ୍କୃତିକ ପରିଷଦ ତରଫରୁ ଆୟୋଜିତ ରାଜ୍ୟସ୍ତରୀୟ 23 ତମ ସାଂସ୍କୃତିକ ସଂଯୋଗ ମହୋତ୍ସବ ଅବସରେ ଆୟୋଜିତ ସମର୍ଦ୍ଧନ ସଭାରେ ଜିଲ୍ଲା ଲେଖକ ସାମ୍ମୁଖ୍ୟର ସଭାପତି ରବୀନ୍ଦ୍ର ନାଥ ମିଶ୍ର ଯୋଗଦେଇ

ଦାରିଙ୍ଗ ବାଡ଼ିରେ ଘରେ ଘରେ କଂଗ୍ରେସ ଓ ଘରେ ଘରେ ହାତ କାର୍ଯ୍ୟକ୍ରମ…

ଦାରିଙ୍ଗବାଡ଼ି, ୧୫/୧୦ : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ମହକୁମାରେ କଂଗ୍ରେସ ରାଜ୍ୟ ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ଘରେ ଘରେ କଂଗ୍ରେସ ଘରେ ଘରେ ହାତ କାର୍ଯ୍ୟକ୍ରମ ଆଜି କଂଗ୍ରେସ ଦଳ ପକ୍ଷରୁ ବ୍ଲକ ମହକୁମାରେ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଜିଲା କଂଗ୍ରେସ ମହିଳା

ଦେବୀପୀଠରେ ନବରାତ୍ର ପୂଜାରମ୍ଭ…

ହିଞ୍ଜିଳିକାଟୁ, (୧୬/୧୦) : ହିଞ୍ଜିଳିକାଟୁ ଅଞ୍ଚଳର ବିଭିନ୍ନ ଶକ୍ତିପୀଠ ଗୁଡ଼ିକରେ ସୋମବାର ଠାରୁ ମହାଆଡମ୍ବର ଭାବରେ ନବରାତ୍ରୀ ପୂଜା ଆରମ୍ଭ ହୋଇଛି । ହିଞ୍ଜିଳିକାଟୁ ପୌରାଞ୍ଚଳ ହିଞ୍ଜିଳି ଗ୍ରାମ ସ୍ଥିତ ମା’ କନକ ଦୁର୍ଗା, ଶ୍ୟାମାକାଳୀ, ବାରାହି ପାହାଡ଼ ସ୍ଥିତ ବୈଷ୍ଣବଦେବୀ ମା’ କନକ

ଯାତ୍ରୀବାହୀ ବସ୍ ସହ ପିକଅପ୍ ଭ୍ୟାନ ମୁହାମୁହିଁ ଧକ୍କା, ୧୦ରୁ ଉର୍ଦ୍ଧ୍ୱ ଆହତ…

ହିଞ୍ଜିଳିକାଟୁ (୧୬ା୧୦): ରବିବାର ସକାଳେ ହିଞ୍ଜିଳି ଥାନା ତଥା ୫୯ନଂ ଜାତୀୟ ରାଜପଥ ସମରଝୋଳ ଛକ ନିକଟସ୍ଥ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସମ୍ମୁଖ ରାଜପଥ ଉପରେ ଯାତ୍ରୀବାହୀ ବସ୍ ସହ ପିକଅପ୍ ଭ୍ୟାନ ମୁହାମୁହିଁ ଧକ୍କା ଘଟି ୧୦ରୁ ଉର୍ଦ୍ଧ୍ୱ ଆହତ ହୋଇଥିବା ଜଣାପଡିଛି । ସ୍ଥାନୀୟ ଲୋକେ ଆହତଙ୍କୁ

ଅନନ୍ତ କିଶୋର ବେହେରାଙ୍କୁ ଏଜି ଅଫିସରେ ଶେଷ ଶ୍ରଦ୍ଧାଞ୍ଜଳି…

ଭୁବନେଶ୍ୱର: ଆକାଉଣ୍ଟ ଜେନେରାଲ ପ୍ରିନସିପାଲ ଅନନ୍ତ କିଶୋର ବେହେରାଙ୍କୁ ଏଜି ଅଫିସରେ ଶେଷ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଭାରତୀୟ ଅଡିଟ ଓ ଆକାଉଣ୍ଟସ ସେବାର ବରିଷ୍ଠ ଅଧିକାରୀ ତଥା ଓଡ଼ିଶାର ପ୍ରଧାନ ମହାଲେଖାକାର (ଲେଖା ଓ ହକଦାରୀ ) ଅନନ୍ତ କିଶୋର ବେହେରାଙ୍କର…

ରାଜ୍ୟ ସାମ୍ବାଦିକ ସଂଘ SUJ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଗଣତନ୍ତ୍ରରେ ଗଣମାଧ୍ୟମ ମୂଲ୍ୟବୋଧ ଓ କର୍ତ୍ତବ୍ୟ”…

ବ୍ରହ୍ମପୁର (୧୫.୧୦.୨୩) ଆଜି ବ୍ରହ୍ମପୁର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ସମ୍ମିଳନୀ କକ୍ଷ ଠାରେ ରାଜ୍ୟ ସାମ୍ବାଦିକ ସଂଘ (ଏସୟୁଜେ)ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି।ଆଲୋଚନା ର ବିଷୟ ବସ୍ତୁ ରହିଥିଲା, "ଗଣତନ୍ତ୍ରରେ ଗଣମାଧ୍ୟମ ମୂଲ୍ୟବୋଧ ଓ

ଖୁଚୁରା ବ୍ୟବସାୟୀମାନଙ୍କୁ ମିଳିବ ସୁପର ପାୱାର ରିଟେଲର ମାନ୍ୟତା…

ଭୁବନେଶ୍ୱର: ପାର୍ବଣ ଋତୁର ଶୁଭ ଅବସରରେ ଭୁବନେଶ୍ୱର ଠାରେ ଦକ୍ଷତା ବିକାଶ ମନ୍ତ୍ରାଳୟ ଅଧିନରେ କୋକା-କୋଲା ଇଣ୍ଡିଆ ଓ ଜାତୀୟ ଦକ୍ଷତା ବିକାଶ ନିଗମର ମିଳିତ ସହଯୋଗରେ ଖୁଚୁରା ବ୍ୟବସାୟୀ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସୋଆ ବିଶ୍ୱବିଦ୍ୟାଳୟରେ ଆୟୋଜିତ…