Sign in
Sign in
Recover your password.
A password will be e-mailed to you.
ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଷ୍ଣୁଦେଓ ସାଏ…
ବିଷ୍ଣୁଦେଓ ସାଏ ଆଜି ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ସେହିପରି ଅରୁଣ ସାଓ ଓ ବିଜୟ ଶର୍ମା ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।
ରାୟପୁରରେ ଅନୁଷ୍ଠିତ ଏହି ଶପଥ ଗ୍ରହଣ…
ବୋରୱେଲରେ ନବଜାତ ଶିଶୁ ପଡ଼ିବା ଘଟଣା: ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କଲା ପୋଲିସ…
ସମ୍ବଲପୁର : ନବଜାତକୁ ବୋରୱେଲକୁ ଫିଙ୍ଗିଲା କିଏ ? ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିକଟ ଲାରିପାଲି ଜଙ୍ଗଲରେ ପରିତ୍ୟକ୍ତ ବୋରୱେଲ ମଧ୍ୟରୁ ନବଜାତ ଶିଶୁ ଉଦ୍ଧାର ଘଟଣାରେ ତନାଘନା। କିଏ ଫିଙ୍ଗିଲା ତାକୁ ନେଇ ଜୋରଦାର ତଦନ୍ତ ଚାଲିଛି। ଧରାପଡିଲେ ଦୃଢ…
ମଣ୍ଡିରେ ଶୀତ କାକରରେ ଖୋଲା ଆକାଶ ତଳେ ଚାଷୀ…
ନୂଆପଡା : ଗୋଟେପଟେ ଜିଲ୍ଲା ପ୍ରଶାସନ ମଣ୍ଡି ମାନଙ୍କରେ ସୁଦୃଢ଼ ଭିତ୍ତିଭୂମିର ଡିଣ୍ଡିମ ପିଟୁଛି । ହେଲେ ବରଗାଁ ମଣ୍ଡିରେ ଶୀତ କାକରରେ ଖୋଲା ଆକାଶ ତଳେ ଚାଷୀ ଧାନ କୁ ଜଗିରହିଥିବା ଦୃଶ୍ୟ ଦେଖିବାକୁ ମିଳିଛି । ମଣ୍ଡିରେ ସଠିକ ଭିତ୍ତିଭୂମି…
ଇସ୍ରାଏଲ୍ ‘ଈଶ୍ବରଙ୍କ କ୍ରୋଧରୁ ନିସ୍ତାର ପାଇବ ନାହିଁ’ କହୁ କହୁ ସଂସଦରେ ଟଳିପଡ଼ିଲେ ତୁର୍କୀ ସାଂସଦ
ଅଙ୍କାରା: ମଙ୍ଗଳବାର ଦିନ ‘ଗ୍ରାଣ୍ଡ୍ ନ୍ୟାସ୍ନାଲ୍ ଆସେମ୍ବ୍ଲି’ରେ (ସଂସଦ) ଦେଉଥିବା ଭାଷଣ ଶେଷରେ ଇସ୍ରାଏଲ୍ ‘ଈଶ୍ବରଙ୍କ କ୍ରୋଧର ପରିଣାମ’ ଭୋଗିବ ବୋଲି କହିବା କ୍ଷଣି ସାଂସଦ ହସନ୍ ବିଟ୍ମେଜ୍ ଟଳିପଡ଼ିଥିବା କଥା ‘ବିବିସି’ ରିପୋର୍ଟ କରିଛି।
ସଂସଦୀୟ…
୧୫ ଡିଗ୍ରୀ ତଳେ ୨୬ ସହରର ତାପମାତ୍ରା…
ଭୁବନେଶ୍ୱର : ଖସୁଛି ପାରଦ, ବଢ଼ୁଛି ଜାଡ। କମୁଛି ରାତି ତାପମାତ୍ରା । ୧୫ ଡିଗ୍ରୀ ତଳେ ୨୬ ସହରର ତାପମାତ୍ରା। ୯.୬ ଡିଗ୍ରୀ ସହ କେନ୍ଦୁଝର ସବୁଠୁ ଥଣ୍ଡା ସହର ପାଲଟିଛି। ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ କରାଯାଇଛି। ୧୫ ଡିଗ୍ରୀ ତଳେ…
ଜିନ୍ସ ଓ ଅନ୍ତଃବସ୍ତ୍ରରୁ ମିଳିଲା ଲକ୍ଷାଧିକ ଟଙ୍କାର ସୁନା…
ସୁନା ଚୋରା ଚାଲାଣ କରୁଥିବା ବେଳେ ଏୟାରପୋର୍ଟରୁ ଧରାପଡ଼ିଛି ଜଣେ ଯୁବକ। କର୍ଣ୍ଣାଟକାର କୋଡାଗୁ ଅଞ୍ଚଳର ଏହି ଯୁବକ ଜଣଙ୍କ ଜିନ୍ସ ଓ ଅନ୍ତଃବସ୍ତ୍ରରେ ସୁନା (ଗୋଲ୍ଡ ପେଷ୍ଟ) ନେଇ ଯାଉଥିବା ବେଳେ ଧରାପଡ଼ିଛି। ଜବତ ସୁନାର ମୂଲ୍ୟ ୫୫ ଲକ୍ଷ ଟଙ୍କା ହେବ ବୋଲି କଷ୍ଟମ…
ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ଅଭିଯୋଗ : ଅଭିଯୁକ୍ତ କଲେଜ ଅଧ୍ୟକ୍ଷଙ୍କୁ ଖୋଜୁଛି ପୋଲିସ…
ଜୟପୁର: ଥମୁନି ଲଜ୍ଜା । ଘରୋଇ କଲେଜ ଅଧ୍ୟକ୍ଷଙ୍କ ବିରୋଧରେ ଆସିଲା ସଙ୍ଗୀନ ଅଭିଯୋଗ । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଜୟପୁର ସହରରେ । ସୂଚନା ମୂତାବକ ଜୟପୁର ସହରରେ ଥିବା ଏକ ଘରୋଇ କଲେଜର ପ୍ରିନ୍ସପାଲ ହଷ୍ଟେଲରେ ରହୁଥିବା ଛାତ୍ରୀ…
ଅନୁପ୍ରବେଶକାରୀ ଠାରୁ ଗ୍ୟାସ୍ ଡବା ଛଡ଼ାଇ ଫିଙ୍ଗିଥିଲେ କଂଗ୍ରେସ ସାଂସଦ…
ଦୁଇ ଜଣ ଯୁବକ ଆଜି ସୁରକ୍ଷା ବଳୟକୁ ଭେଦ କରି ଲୋକସଭାରେ ପ୍ରବେଶ କରିଛନ୍ତି। ସେମାନେ ଦର୍ଶକ ଗ୍ୟାଲେରୀରୁ ସିଧା ଲୋକସଭାର ମଧ୍ୟ ଭାଗକୁ ଡେଇଁ ହଳଦିଆ ଗ୍ୟାସ ମାଡ଼ କରିଛନ୍ତି। ଗ୍ୟାସ ସ୍ପ୍ରେ ଯୋଗୁ ପୂରା ଲୋକସଭା କ’ ହଳଦିଆ ଧୂଆଁରେ ପୂରି ଯାଇଥିଲା। ଜଣେ ଯୁବକ ସାଂସଦଙ୍କ…
୨୩ ଦିନ ହେଲା ଶ୍ୱଶୁର ଘର ବାରଣ୍ଡାରେ ନ୍ୟାୟ ମାଗୁଛନ୍ତି ଦୀପା…
ବାସୁଦେବପୁର : ପ୍ରଥମେ ପ୍ରେମ ପରେ ବିବାହ। ଏବେ ବୋହୂର ନ୍ୟାର୍ଯ୍ୟ ଦାବି କରି କୁନି ପୁଅକୁ ଧରି ଶଶୁର ଘର ଆଗରେ ଧାରଣା ଦେଇଛନ୍ତି। ଗତ ୨୩ ଦିନ ହେଲାଣି ଶ୍ୱଶୁର ଘର ବାରଣ୍ଡାରେ ବସିଛନ୍ତି ଦୀପା । ଶୀତ କାକରରେ ଥରୁଛନ୍ତି ମା ଏବଂ ଦେଢ ବର୍ଷର କୁନି ପୁଅ । ଭଦ୍ରକ…
ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଏଯାଏଁ ଖୋଲା ହେଲାଣି ୫୧ କୋଟି ଆକାଉଣ୍ଟ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଏଯାଏଁ କେତେ ଜଣ ହିତାଧିକାରୀ ଅଛନ୍ତି | କେତେ ଆକାଉଣ୍ଟ ଖୋଲାଯାଇଛି ଓ କେତେ ଟଙ୍କା ଜମା ହୋଇଛି | ଏନେଇ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଭାଗବତ କରଡ ସଂସଦକୁ ସୂଚନା ଦେଇଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ…