ଜନ୍ମଦିନରେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ପ୍ରଧାନମନ୍ତ୍ରୀଙ୍କ ସହ ବିଭିନ୍ନ ମହଲରୁ ଶୁଭେଚ୍ଛା…

ଭୁବନେଶ୍ୱର : ୭୮ ବର୍ଷ ବୟସରେ ପଦାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ବିଭିନ୍ନ ମହଲରୁ ନବୀନଙ୍କ ପ୍ରତି ଶୁଭେଚ୍ଛାର ସୁଅ ଛୁଟିଛି । ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ନବୀନଙ୍କ ଦୀର୍ଘ ଓ ସୁସ୍ଥ…

ମଧ୍ୟପ୍ରଦେଶ ରାଜନୀତି ସରଗରମ; ଦିଗବିଜୟ ସିଂଙ୍କ ଇସ୍ତଫା ପତ୍ର ଭାଇରାଲ…

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରଠୁ ଦେଖାଦେଲାଣି ରାଜନୈତକ ହଟଚମଟ । ଟିକେଟ ନ ମିଳିବାରୁ କିଏ ନିଜ ପାର୍ଟି ବିରୋଧରେ ପାଟି ଫିଟାଇଲାଣି ତ କିଏ ଦଳ ବଦଳ କଲାଣି। ଏପରି ସମୟରେ ଗତକାଲି ମଧ୍ୟପ୍ରଦେଶ ରାଜନୀତି ସରଗରମ ହୋଇଥିବା ବେଳେ ବରିଷ୍ଠ…

ଆର ପାରିରେ ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଏମ୍‌ ଏସ୍‌ ଗିଲ୍‌…

ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ତଥା ବରିଷ୍ଠ କଂଗ୍ରେସ ନେତା ଡ. ମନୋହର ସିଂ ଗିଲ୍‌ ଆଉ ନାହାନ୍ତି। ୮୬ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘ ଦିନ ହେବ ବାର୍ଦ୍ଧକ୍ୟଜନିତ ବେମାରରେ ପୀଡ଼ିତ ଥିବା ମନୋହର ସିଂ ଗିଲ୍‌ଙ୍କୁ କିଛି ଦିନ ହେବ ଦିଲ୍ଲୀର…

କଣ୍ଟାବାଞ୍ଝିରେ ଟ୍ରକ-ବୋଲେରୋ ଧକ୍କା : ଦୁଇ ମୃତ, ଦୁଇ ଗୁରୁତର…

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା ୫୯ ନଂ ଜାତୀୟ ରାଜପଥ ଫୁଗୁଡା ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବୋଲେରୋ ଏବଂ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ମଧ୍ୟ ହୋଇଥିବା…

ଇସ୍ରାଏଲ ସୁରକ୍ଷା ବାହିନୀରେ କାର୍ଯ୍ୟରତ ଦୁଇ ଭାରତୀୟ ବଂଶୋଦ୍ଭବ ମହିଳାଙ୍କ ମୃତ୍ୟୁ

ଇସ୍ରାଏଲ-ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ଘୋମାଘୋଟ ଯୁଦ୍ଧ ମଧ୍ୟରେ ଦୁଇ ଭାରତୀୟ ବଂଶୋଦ୍ଭବ ମହିଳାଙ୍କ ମୃତ୍ୟୁ। ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରୁଥିବା ଏହି ଦୁଇ ମହିଳାଙ୍କ ମୃତ୍ୟୁ ଘଟିଥିବା ନେଇ ସରକାରୀ ସୂତ୍ରରୁ ପ୍ରକାଶ ପାଇଛି। ଅକ୍ଟୋବର 7 ରେ ହୋଇଥିବା…

ବିଷ ପିଇ ଚାଷୀଙ୍କ ଆତ୍ମହତ୍ୟା, ଫସଲ କ୍ଷତିଗ୍ରସ୍ତ ଯୋଗୁ ଆତ୍ମହତ୍ୟା ଅଭିଯୋଗ

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ପାଖର ପଞ୍ଚାୟତ ଅଧୀନ ବାଜବାଟି ଗ୍ରାମରେ ବିଷ ପିଇ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ହେଲେ ଗ୍ରାମର ନିତ୍ୟାନନ୍ଦ ପରିଡା। ନିତ୍ୟାନନ୍ଦ ୨ଦିନ ତଳେ ବାଜବାଟି ମୌଜାରେ ଥିବା ଚାଷଜମିକୁ ଯାଇଥିଲେ।…

ଧରାପଡ଼ିଲା ଗଞ୍ଜେଇ ଭର୍ତ୍ତି ଟ୍ରକ: ଡ୍ରାଇଭର ଫେରାର..

ବାଲିଗୁଡା:, କନ୍ଧମାଳ ଜିଲା ବାଲିଗୁଡ଼ା ପୋଲିସ ଗଞ୍ଜେଇ ଭର୍ତ୍ତି ଏକ ଟ୍ରକ ଜବତ କରିଛି। ମିଳିଥିବା ସୂଚନା ମୁତାବକ, ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ବାଲିଗୁଡ଼ା ଥାନା ଅନ୍ତର୍ଗତ ମୋହନଗିରି ଘାଟିରେ ଏହି ଟ୍ରକଟି ଦ୍ରୁତ ଗତିରେ ଯାଉଥିଲା। ଏନେଇ ପୋଲିସ ସନ୍ଦେହ କରି ଟ୍ରକ୍‌ନଂ. ଏଚଆର-୬୯

କ୍ରାଙ୍କ ଓ ୱେଷ୍ଟେଜ ଲୁହା ଦ୍ରବ୍ୟରେ ଅବଦୁଲ କାଲାମ୍ଙ୍କ ପ୍ରତିମୂର୍ତ୍ତି…

ଛତ୍ରପୁର : ସବୁଜିମା ଉଦ୍ୟାନ ମଧ୍ୟରେ କ୍ରାଙ୍କ ଓ ୱେଷ୍ଟେଜ ଲୁହା ଦ୍ରବ୍ୟରେ ଅବଦୁଲ କାଲାମ୍ ଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରି ଛତ୍ରପୁର ସରକାରୀ ଆଇ.ଟି.ଆଇ. ଆଉ ଏକ ଚର୍ଚ୍ଚା କୁ ଆସିଛି ବୋଲି କୁହାଯାଇଛି । ସ୍ୱର୍ଗୀୟ ଆତ୍ମନ ଙ୍କ ୯୨ତମ ଜନ୍ମ ଦିବସ ଅବସରରେ ଛତ୍ରପୁରର ସରକାରୀ ଶିଳ୍ପ

ବିବାହିତ ମହିଳାଙ୍କ ଆତ୍ମହତ୍ୟା, ଦୁଇଦିନ ଧରି ଗଛରେ ଝୁଲୁଛି ଶବ…

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମପିଭି ୨୭ ଗ୍ରାମରେ ଜଣେ ମହିଳାଙ୍କ ମୃତ ଦେହ ଗତ ଦୁଇଦିନଧରି ଏକ ଗଛରେ ଝୁଲି ରହିଥିବା ବେଳେ ସାଇଣ୍ଟିଫିକ ଟିମ ନଆସିବାରୁ ବର୍ତ୍ତମାନ ଯାଏଁ ଏହି ମୃତଦେହକୁ ଗଛରୁ ତଳକୁ କଢା ଯାଇ ପାରୁନି । ପରିବାର ଲୋକ ଦୁଇ ଦିନ ଅପେକ୍ଷା