Sign in
Sign in
Recover your password.
A password will be e-mailed to you.
ଦାରିଙ୍ଗବାଡ଼ିରେ ପହିଲି ଶୀତ
ଦାରିଙ୍ଗବାଡି (୧୬/୧୦) : ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ସୋମବାର ପହିଲି ଶୀତର ଅନୁଭୂତ ହୋଇଛି । ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିବା ସହ ଭୋର ସମୟରେ ଘନ କୁହୁଡ଼ି ଆଚ୍ଛାଦିତ ହୋଇ ରହୁଛି। ସର୍ବନିମ୍ମ ୧୫ ଡିଗ୍ରୀ ତାପମାତ୍ରା ରହିଥିବା ବ୍ଲକ ପ୍ରଶାସନ!-->…
ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘଜୀବନ କାମନା କରି ହିଞ୍ଜିଳିକାଟୁରେ ଦୀପଦାନ…
ହିଞ୍ଜିଳିକାଟୁ (୧୬ା୧୦) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ବର୍ଷ ନିଜର ୭୮ତମ ଜନ୍ମ ଦିନ ପାଳନ କରିଵେ ନାହିଁ ଓ ଶୁଭେଚ୍ଛା ଜଣାଇବାକୁ କେହି ନବୀନ ନିବାସ ନ ଆସିବା ପାଇଁ କହିଛନ୍ତି। ସୋମବାର ହିଞ୍ଜିଳିକାଟୁଠାରେ ବିଜେଡି ନେତା ଓ ନେତ୍ରୀ ଓ ଵିଜେଡି କର୍ମୀ ନବୀନଙ୍କ ଦୀର୍ଘ ଜୀବନ!-->…
ମାନବିକତା ଦେଖାଇଲେ ବିଜେପି ନେତା…
ଫୁଲବାଣୀ :କନ୍ଧମାଳ ଜିଲ୍ଲା ବେଲପଦର ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଅଟେ। ଫଳରେ ଏଥିରେ ବସିଥିବା ୮ ଯାତ୍ରୀଙ୍କ ମଧ୍ୟରୁ ୪ଜଣ ଗୁରୁତର ହୋଇଥିବାବଳେ ୪ଜଣ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ, ଚକାପାଦ ବ୍ଲକ ଶଙ୍କରାଖୋଲ ଗ୍ରାମର କିଛି ଲୋକ ଏକ ଅଟେ ଯୋଗେ ନିଜ!-->…
ଜନହିତରେ ଭଞ୍ଜନଗର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀ
ବ୍ରହ୍ମପୁର // ଭଞ୍ଜନଗର : ଭଞ୍ଜନଗର ଉପଖଣ୍ଡସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ ସୋମବାର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡା ଓ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଶ୍ରୀ ଜଗମୋହନ ମୀନା ଆଜିର ଏହି ଅଭିଯୋଗ ଶୁଣାଣିରେ ସମୁଦାୟ 128ଟି ଅଭିଯୋଗ ପତ୍ର!-->…
ରାଜ୍ୟର ୭୫୭୯ଟି ମିନି ଅଙ୍ଗନବାଡି କେନ୍ଦ୍ରହେଲା ନିୟମିତ, ଅନୁମୋଦନ ଦେଲେ ମୁଖ୍ୟମନ୍ତ୍ରୀ…
ଭୁବନେଶ୍ବର: ନିୟମିତ ଅଙ୍ଗନବାଡି କେନ୍ଦ୍ର ହେଲା ରାଜ୍ୟର ସମସ୍ତ ମିନି ଅଙ୍ଗନବାଡି କେନ୍ଦ୍ର। ରାଜ୍ୟର ସମସ୍ତ ୭୫୭୯ଟି ମିନି ଅଙ୍ଗନବାଡି କେନ୍ଦ୍ରକୁ ନିୟମିତ ଅଙ୍ଗନବାଡି କେନ୍ଦ୍ର ଭାବେ ଉନ୍ନୀତ କରିବା ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।…
ଆନ୍ତର୍ଜାତୀୟ ଗ୍ରାମୀଣ ମହିଳା ଦିବସ ପାଳିତ…
ବ୍ରହ୍ମପୁର : ଟାଟା ଷ୍ଟିଲ୍ ଫାଉଣ୍ଡେସନ୍, ଗୋପାଳପୁର ଦ୍ୱାରା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷ ଠାରେ ଆନ୍ତର୍ଜାତୀୟ ଗ୍ରାମୀଣ ମହିଳା ଦିବସ ଆୟୋଜନ କରି ଗ୍ରାମୀଣ ମହିଳାମାନେ କିଭଳି ସଶକ୍ତ ହୋଇ ସେମାନେ ବିଭିନ୍ନ ଯୋଜନା ତଥା କୃଷି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ!-->…
ସିଲଭର ସିଟି ଇଣ୍ଟରନେସନାଲ ଫିଲ୍ମ ଫେଷ୍ଟରେ ବ୍ରହ୍ମପୁର କଳାକାର ପୁରଷ୍କୃତ…
ବ୍ରହ୍ମପୁର : ନବକିଶୋର ଦାସ କ୍ରିଏସନ୍ ପ୍ରସ୍ତୁତି ତୃତୀୟ ସିଲ୍ଭର ସିଟି ଇଣ୍ଟରନେସନାଲ ଫିଲ୍ମ ଫେଷ୍ଟିଭାଲ - ୨୦୨୩ ଅବସରରେ ଦକ୍ଷିଣ ଓଡିଶାର ସାଂସ୍କୃତିକ ପ୍ରାଣକେନ୍ଦ୍ର ବ୍ରହ୍ମପୁର ସହରର କିଛି କଳାକାର କଟକ ସ୍ଥିତ ଶତାବ୍ଦୀ ଭବନ ଠାରେ ପୁରଷ୍କୃତ ହୋଇ ରେଶମ ନଗରୀର ଗୌରବ ଅଭିବୃଦ୍ଧି!-->…
୧୯୯ ଜଣଙ୍କୁ ପଣବନ୍ଦୀ କରି ରଖିଛି ହମାସ…
ଇସ୍ରାଏଲ ସହ ଲଢ଼େଇ କରୁଥିବା ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ହମାସ ୧୯୯ ଜଣ ନୀରିହ ଲୋକଙ୍କୁ ପଣବନ୍ଦୀ କରି ରଖିଛି। ଗାଜା ଷ୍ଟ୍ରିପ୍ ଦେଇ ଇସ୍ରାଏଲରେ ପଶିବା ପରେ ହମାସ ଆତଙ୍କବାଦୀମାନେ ସାଧାରଣ ଲୋକଙ୍କୁ ହତ୍ୟା କରିଥିଲେ। ଏହାପରେ ସୀମାନ୍ତ ଅଞ୍ଚଳରେ ଥିବା…
କାର୍ତ୍ତିକ ମାସ ପୂର୍ବରୁ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ଦାବିରେ ଗର୍ଜିଲା କଂଗ୍ରେସ…
ପୁରୀ: ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା, ରତ୍ନଭଣ୍ଡାର ଅଳଙ୍କାର ଗଣତି ଆଦି ଦାବିରେ ବଡ଼ଦାଣ୍ଡରେ କଂଗ୍ରେସ ପକ୍ଷରୁ ଏକ ପଦଯାତ୍ରା କରାଯାଇଛି। ଏଥିରେ ପିସିସି ସଭାପତି ଶରତ ପଟ୍ଟନାୟକ, କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ବିଧାୟକ ତାରା ବାହୀନିପତି ଓ ପୁରୀ ଜିଲ୍ଲା…
ଦୋଷମୁକ୍ତ ହେଲେ ଦୁଇ ମୁଖ୍ୟ ଅଭିଯୁକ୍ତ, ରଦ୍ଦ ହେଲା ଫାଶୀ
ବହୁ ଚର୍ଚ୍ଚିତ ନଏଡା ନିଠାରୀ ମାମଲାରେ ଆସିଲା କୋର୍ଟଙ୍କ ବଡ଼ ରାୟ। ରଦ୍ଦ ହେଲା ଦୁଇ ମୁଖ୍ୟ ଅଭିଯୁକ୍ତଙ୍କ ଫାଶୀ ଦଣ୍ଡାଦେଶ। କେବଳ ସେତିକି ନୁହେଁ ଏମାନେ ଦୋଷମୁକ୍ତ ମଧ୍ୟ ହୋଇଛନ୍ତି। ଆଜି ଆହ୍ଲାବାଦ ହାଇକୋର୍ଟ ନିଠାରୀ ହତ୍ୟାକାଣ୍ଡ ମାମଲାର ଦୁଇ ମୁଖ୍ୟ…