‘ମୁକ୍ତା’ ଯୋଜନାରେ ୧୬୧ଟି କାର୍ଯ୍ୟାଦେଶ ବଣ୍ଟନ

ରାଉରକେଲା: ସହରାଞ୍ଚଳ ରୂପାନ୍ତରଣ ସହ ଶ୍ରମିକ ମାନଙ୍କ ଶ୍ରମ ନିଯୁକ୍ତି ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ଯୋଜନା କାର୍ଯ୍ୟକାରୀ ହେଉଛି। ଏହି କ୍ରମରେ ମୁକ୍ତା ଯୋଜନାରେ ଆଜି ୧୬୧ଟି ପ୍ରକଳ୍ପ ପାଇଁ…

ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ବଦଳିଲେ ୧୬୦ଜଣ ଅତିରିକ୍ତ ତହସିଲଦାର

ଭୁବନେଶ୍ବର : ଜାତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ୧୬୦ଜଣ ଅତିରିକ୍ତ ତହସିଲଦାରଙ୍କ ବଦଳି କରିଛନ୍ତି । ନିର୍ବାଚନ କମିଶନଙ୍କ ଦ୍ୱାରା ଜାରି ବଦଳି ଓ ନିଯୁକ୍ତି ନୀତି ଆଧାରରେ ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଓଡ଼ିଶା ରାଜସ୍ୱ…

ପୂଜା ପାଇଁ ଚାଲିଛି ଖୁସିର ମାହୋଲ : ଉମରକୋଟ ର ଦର୍ଗାଗୁଡ଼ା ଗ୍ରାମରେ ୪ ଜଣ ଙ୍କ ମୃତ୍ୟୁ ନେଇ ଦୁଃଖ…

ଉମରକୋଟ:୧୭-୧୦ ମହାଆଡ଼ମ୍ବ ରେ ଚାଲିଛି ମାଁ ଦୁର୍ଗାଦେବୀଙ୍କ ପୂଜା ଓ ସାଜସଜ୍ଜ୍ୟା ଓ କିଛି କିଛି ଯାଗାରେ ଆରମ୍ଭ ହୋଇଯାଇଛି, ମାଁ ଦୁର୍ଗାଙ୍କ ନବରାତ୍ର ପୂଜା, ସମସ୍ତ ଲୋକ ମାତିଛନ୍ତି ଆନନ୍ଦ ଉଲ୍ଲାସରେ। ଦୁଃଖ ରେ ଭାଙ୍ଗି ପଡିଛନ୍ତି, ୟୁ ଭି, ନଂ ୪ ଦର୍ଗାଗୁଡ଼ା ଗ୍ରାମବାସୀ।ସୂଚନା ପ୍ରକାରେ

କନ୍ଧମାଳରେ ବିକାଶର ନଗ୍ନ ଚିତ୍ର : ଛାତ୍ର ଛାତ୍ରୀ ମାନେ ବିଲ ନାଳ ଡେଇଁ ବିଦ୍ୟାଳୟ ଯାଉଛନ୍ତି…

କନ୍ଧମାଳ,: ସବୁ ବେଳେ ବିକାଶ କଥା କୁହାଯାଉଛି। ହେଲେ ବିକାଶ କିଭଳି ଅପହଞ୍ଚ ତାହାର ନମୁନା କନ୍ଧମାଳ ଜିଲା ଖଜୁରିପଡା ବ୍ଲକରେ ଦେଖିବାକୁ ମିଳିଛି। ଏହି ବ୍ଲକର ଆଡାସିପଡା ପଞ୍ଚାୟତ ଗବାସରୁ ଗ୍ରାମର କାମ୍ବାନେଡା ସାହିର ଛାତ୍ରୀଛାତ୍ର ମାନେ କିଭଳି ଦୟନୀୟ ଭାବେ ଦୈନିକ ବିଦ୍ୟାଳୟକୁ ପଢ଼ିବାକୁ

ମିଳିଲା ନଗଦ ୯୪ କୋଟି ଟଙ୍କା, ୮ କୋଟିର ହୀରା ଓ ୩୦ ଦାମୀ ଘଣ୍ଟା…

ଆୟକର ବିଭାଗ କରିଥିବା ରେଡ୍‌ ବେଳେ ଆଖି ଖୋସି ହୋଇଗଲା ଭଳି ଧନସମ୍ପତି ମିଳିଛି। ରେଡ ବେଳେ ନଗଦ ୯୪ କୋଟି ଟଙ୍କା, ୮ କୋଟିର ହୀରା ଅଳଙ୍କାର ଓ ୩୦ଟି ବିଦେଶୀ କମ୍ପାନୀର ଦାମୀ ଘଣ୍ଟା ଆୟକର ବିଭାଗ ଜବତ କରିଛି। କର୍ଣ୍ଣାଟକା, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ ଓ ଦିଲ୍ଲୀର କିଛି ସ୍ଥାନରେ ୧୨…

ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ କାହିଁକି ଗଠନ ହୋଇନି କମିଟି-ରତ୍ନଭଣ୍ଡାର ପ୍ରସଙ୍ଗରେ ସରକାରଙ୍କୁ ଘେରିଲା ବିଜେପି

ଭୁବନେଶ୍ୱର:ତାତିଲା ରତ୍ନଭଣ୍ଡାର ରାଜନୀତି । ରତ୍ନଭଣ୍ଡାର ଖୋଲିବା ଓ ମରାମତି ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । କଂଗ୍ରେସ ପକ୍ଷରୁ ଏ ନେଇ ଆଜି ପୁରୀରେ ବିରାଟ ବିକ୍ଷୋଭ ଶୋଭାଯାତ୍ରା କରାଯାଇଥିବାବେଳେ ବିଜେପି ମଧ୍ୟ ସରକାରଙ୍କୁ କଡା ସମାଲୋଚନା କରିଛି । ବିଜେପିର ପୂର୍ବତନ…

ରାସ୍ତା ଉପରେ ଆଣ୍ଠେଇଲେ, ନିଜ କାନ ନିଜେ ମୋଡିଲେ, ଚାପୁଡା ଖାଇଲେ ‘ଗାଁ ସାଥୀ’

ଭୁବନେଶ୍ବର:ରାସ୍ତା ମଝିରେ ଧାରଣା ଦେଲେ । ଚପଲ ଖୋଲି ଆଣ୍ଠେଇ ବସିଲେ। ନିଜ କାନକୁ ନିଜେ ମୋଡିଲେ, ଚାପୁଡା ବି ଖାଇଲେ । ତା ପୁଣି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ସମ୍ମୁଖରେ । ଦେଖିଲେ ତ ଲାଗୁଥିଲା ସତେ ଯେମିତି କିଛି ଗୋଟାଏ ବଡ…

ମହାରାଷ୍ଟ୍ରରେ ଚଳନ୍ତା ଟ୍ରେନ୍‌ରେ ଲାଗିଗଲା ନିଆଁ…

ମହାରାଷ୍ଟ୍ରରେ ଆଜି ଏକ ଯାତ୍ରୀବାହୀ ଟ୍ରେନ୍‌ରେ ନିଆଁ ଲାଗିଯାଇଛି। ଟ୍ରେନ୍‌ଟି ଅହମଦନଗରରୁ ଆଷ୍ଟୀ ଯାଉଥିବା ବେଳେ ଅପରାହ୍ନ ପ୍ରାୟ ୩ଟା ବେଳେ ସେଥିରେ ନିଆଁ ଲାଗି ଯାଇଥିଲା। ନାରାୟଣଦୋହୋ ଓ ଅହମଦନଗର ସେକ୍ସନ ମଝିରେ ଟ୍ରେନ୍‌ଟିରେ ନିଆଁ ଲାଗିଥିଲା। ଏହି ଅଗ୍ନିକାଣ୍ଡ ଯୋଗୁ ଟ୍ରେନ୍‌ର…

୬୩ କିଲୋ ଗଞ୍ଜେଇ ଜବତ, ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ…

ଯାଜପୁର: ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାର୍ଡ ପକ୍ଷରୁ ମାନତିରା ଗାଁରେ ଚଢ଼ାଉ। ଗୋଟେ କାର ସହିତ ୬୩ କେଜି ଗଞ୍ଜେଇ ଜବତ ଓ ଜଣେ ଗିରଫ। ସୂଚନା ମୁତାବକ ଅବକାରୀ ଅଧିକ୍ଷକ ଅମରେନ୍ଦ୍ର କୁମାର ଜେନାଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ମୋବାଇଲ ସ୍କ୍ୱାର୍ଡ ଇନସିପେକ୍ଟର…