Sign in
Sign in
Recover your password.
A password will be e-mailed to you.
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭଜନ ଲାଲ ଶର୍ମା
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନବନିର୍ବାଚିତ ବିଧାୟକ ଭଜନ ଲାଲ ଶର୍ମା। ଆଜି ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି ଭଜନ ଲାଲ। ରାଜ୍ୟପାଳ କଲରାଜ ମିଶ୍ରା ତାଙ୍କୁ ଶପଥ ପାଠ କରାଇଛନ୍ତି।
ଭଜନ ଲାଲଙ୍କ ସମେତ ଦୀୟା କୁମାରୀ ଓ ପ୍ରେମଚାନ୍ଦ ବୈରୱା ମଧ୍ୟ…
ମହିଳା ଜଜ୍ ମାଗିଲେ ଇଚ୍ଛା ମୃତ୍ୟୁ…
ଇଚ୍ଛା ମୃତ୍ୟୁ ମାଗିଲେ ମହିଳା ଜଜ୍ । ଅନ୍ୟକୁ ନ୍ୟାୟ ଦେଉଥିବା ତ୍ତରପ୍ରଦେଶର ଆହ୍ଲାବାଦ ହାଇକୋର୍ଟର ଜଣେ ମହିଳା ବିଚାରପତି କିନ୍ତୁ ନିଜେ ନ୍ୟାୟ ପାଇ ନ ପାରି ଭାଙ୍ଗି ପଡ଼ିଛନ୍ତି। ତେଣୁ ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତିଙ୍କ ନିକଟରେ ସେ ଇଚ୍ଛା…
ଆଉ ୫ବର୍ଷ ବଢିଲା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ଅବଧି…
ଭୁବନେଶ୍ବର : ରାଜ୍ୟ ଖାଦ୍ୟସୁରକ୍ଷା ଯୋଜନାର ଅବଧିକୁ ଆଉ ୫ ବର୍ଷ ବଢାଇଲେ ମୁଖ୍ୟମନ୍ତ୍ରୀ । ୨୦୨୪ ଜାନୁଆରୀ ପହିଲାରୁ ୨୦୨୮ ଡିସେମ୍ବର ୩୧ ପର୍ଯ୍ୟନ୍ତ ହିତାଧିକାରୀ ମାନେ ଏହି ସୁବିଧା ପାଇବେ। ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ୨୫୦ କୋଟି ଟଙ୍କା ହିସାବରେ ୫…
୧୦ ଡିଗ୍ରୀ ତଳେ ୭ ସହରର ସର୍ବନିମ୍ନ ତାପମାତ୍ରା : ଜି.ଉଦୟଗିରି ସବୁଠୁ ଥଣ୍ଡା
ଭୁବନେଶ୍ବର : କମୁଛି ପାରଦ ବଢୁଛି ଶୀତ । ଭୀଷଣ ଜାଡରେ ଥରୁଛି ସାରା ଓଡିଶା । ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାରେ ପ୍ରବଳ ଶୀତ ଅନୁଭୂତ ହେଉଛି । ଫଳରେ ଜନଜୀବନ ପୁରା ଅସ୍ତବ୍ୟସ୍ତ ହୋଇପଡିଛି । ଶୀତରୁ ରକ୍ଷା ପାଇବା ପାଇଁ ସକାଳୁ କିଏ ମର୍ଣ୍ଣିଂ ଓ୍ବାକ୍…
ଶ୍ରୀକୃଷ୍ଣ ଜନ୍ମଭୂମି ବିବାଦ ମାମଲା: ମୁସଲିମ ପକ୍ଷକୁ ସୁପ୍ରିମ ଝଟକା
ମଥୁରା ଶ୍ରୀକୃଷ୍ଣ ଜନ୍ମଭୂମି ଜମି ବିବାଦ ଉପରେ ହାଇକୋର୍ଟଙ୍କ ରାୟକୁ କାଏମ ରଖିଲେ ସୁପ୍ରିମକୋର୍ଟ। ଶ୍ରୀକୃଷ୍ଣ ଜନ୍ମଭୂମି ଜମିରେ ଥିବା ମସଜିଦ ସର୍ଭେ ଅନୁମତିକୁ ସ୍ଥଗିତ ରଖିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଆହ୍ଲାବାଦ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ…
ଶ୍ରୀମନ୍ଦିର ହେବ ପ୍ଲାଷ୍ଟିକ ଓ ପଲିଥିନ ମୁକ୍ତ: ଚାଙ୍ଗୁଡିରେ ଫୁଲ ଓ ଭୋଗ ଆଣିବାକୁ ମୁଖ୍ୟ ପ୍ରଶାସକଙ୍କ ଅନୁରୋଧ
ପୁରୀ : ଶ୍ରୀମନ୍ଦିରକୁ ପ୍ଲାଷ୍ଟିକ ଓ ପଲିଥିନ ମୁକ୍ତ କରିବାକୁ ଅଣ୍ଟା ଭିଡିଲା ଶ୍ରୀମନ୍ଦିର ପ୍ରଶାସନ। ଫୁଲ ଓ ଭୋଗ ପଲିଥିନରେ ମନ୍ଦିର ଭିତରକୁ ନନେବାକୁ ଭକ୍ତ ଓ ସମସ୍ତ ନିଯୋଗକୁ ଅନୁରୋଧ କଲେ ମୁଖ୍ୟ ପ୍ରଶାସକ। କଟନ୍ ବ୍ୟାଗ୍,କାଠ ବା ବାଉଁଶରେ ନିର୍ମିତ…
ଫୁଲବାଣୀ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ ଠାରେ ( ନୂଆ-ଓ ) ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସୁବାସ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ!-->…
ଅଷ୍ଟଶମ୍ଭୁ ସଂସ୍କୃତ ମହାବିଦ୍ୟାଳୟରେ ନୂଆ-ଓ କାର୍ଯ୍ୟକ୍ରମର ଉଦ୍ଜାପିତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ଵ୍ଲକ କୁରୁଣ୍ଟି ପଞ୍ଚାୟତ ଚନ୍ଦ୍ରଶେଖରପୁରୁ ସ୍ଥିତ ଅଷ୍ଟଶମ୍ଭୁ ସଂସ୍କୃତ ମହାବିଦ୍ୟାଳୟ ଠାରେ ଅଧ୍ୟକ୍ଷ ଶ୍ରୀ ସର୍ବେଶ୍ବର ଲେଙ୍କାଙ୍କ ଅଧ୍ୟକ୍ଷତାରେ ଓଡିଶା ସରକାରଙ୍କ ସମନ୍ବିତ ଯୁବ ବିକାଶ (ନୂଆ-ଓ) କାର୍ଯ୍ୟକ୍ରମ ଗତକାଲି ଉଦ୍ଜାପିତ ହୋଇଯାଇଛି।!-->…
ଗ୍ରାମୀଣ ଡାକ ସେବକଙ୍କ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ…
ଫୁଲବାଣୀ : ୧୮୫୪ ମସିହାରେ ଭାରତରେ ଡାକ ସେବା ପ୍ରଚଳନ ହୋଇଥିଲା । ୧୮୯୮ ମସିହାରେ ପୂର୍ଣାଙ୍ଗ ଡାକ ସେବା ପ୍ରଚଳନ ହୋଇ ୧୯୩୨ ମସିହାରେ ଡାକ ସେବାକୁ ଗ୍ରାମାଞ୍ଚଳକୁ ସଂପ୍ରସାରଣ କରାଯାଇଥିଲା। ଭାରତ ବର୍ଷର ଗ୍ରାମୀଣ ଡାକ ବିଭାଗରେ ୯୯୦୦୦ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ସେମାନଙ୍କୁ ଗ୍ରାମୀଣ!-->…
ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳିଲା ଟିପିଏସ୍ଓଡିଏଲ୍
ବ୍ରହ୍ମପୁର : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳନ କରାଯାଇଛି । କମ୍ପାନୀ ନିଜର କର୍ମଚାରୀ ଓ ଜନସାାରଣଙ୍କୁ ଏହି ଦିଗରେ ସଚେତନ କରାଇବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତାର ଆୟୋଜନ କରିଛି ।!-->…