Sign in
Sign in
Recover your password.
A password will be e-mailed to you.
‘ଟ୍ରିଗର୍ ଉପରେ ଆଙ୍ଗୁଠି’ ଇସ୍ରାଏଲକୁ ଇରାନ୍ର କଡ଼ା ଚେତାବନୀ…
ଟ୍ରିଗର୍ ଉପରେ ଅଛି ଆଙ୍ଗୁଠି। ଖୁବଶୀଘ୍ର ଇହୁଦିମାନେ ଆକ୍ରମଣ ବନ୍ଦ କରନ୍ତୁ। ଯଦି ଆକ୍ରମଣ ବନ୍ଦ ନ ହୁଏ ତେବେ ପରିସ୍ଥିତି ଭୟାବହ ହେବ।' ଇସ୍ରାଏଲକୁ ଏଭଳି କିଛି କଡା ଚେତାବନୀ ଦେଇଛି ଇରାନ୍।
ହମାସ ଆକ୍ରମଣ ପରେ ରାଗି ଯାଇଛି ଇସ୍ରାଏଲ। ଗାଜା ଉପରେ ଆଖିବୁଜା ରକେଟ୍ ମାଡ କରୁଛି।…
ଦୁଇ ଘଣ୍ଟା ପାଇଁ ଠପ୍ ହୋଇଗଲା ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ…
ପୁରୀ: ହକ୍ ପାଇଁ ହଲାବୋଲ୍ | ଦୁଇ ଘଣ୍ଟାଧରି ଅବରୋଧ ହେଲା ଜାତୀୟ ରାଜପଥ | ପର୍ଯ୍ୟଟକଙ୍କ ଠାରୁ ସାଧାରଣ ଲୋକେ ଦୁର୍ଦ୍ଦଶା ଭୋଗିଥିବାବେଳେ ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ଯାଇଥିଲା ଶହଶହ ଗାଡି। ବାସ୍ତବରେ ଆଜି ହକ୍ ପାଇଁ ପୁରୀ ଭୁବନେଶ୍ବର ଜାତୀୟ ରାଜପଥ…
ଯୁଦ୍ଧ ଯୋଗୁ ବଢ଼ୁଛି ସୁନା ଦର, ସପ୍ତାହରେ ୩୫ ପ୍ରତିଶତ ବୃଦ୍ଧି
ସୁନା ଦର ଉପରେ ପଡିଛି ଯୁଦ୍ଧର ପ୍ରଭାବ। ଇସ୍ରାଏଲ ଓ ପାଲେଷ୍ଟାଇନ୍ ଯୁଦ୍ଧ ଯାଗୁ ଲଗାତର ବଢି ଚାଲିଛି ସୁନା ଦର। ଏବେ ସୁନାରେ ହାତ ମାରିବା ମୁସକିଲ ହୋଇପଡିଛି। ନବରାତ୍ରି ପୂର୍ବରୁ ଗୋଟିଏ ସପ୍ତାହରେ ସୁନା ଦର ୧୮୫୭ ଟଙ୍କା ବଢ଼ି ସାରିଲାଣି। କେବଳ ସୁନା ନୁହେଁ ରୁପା…
ନିଶା ଦେଇ ଲୁଟୁଥିବା ଅଭିଯୁକ୍ତ ଗିରଫ…
ଭୁବନେଶ୍ୱର: ଯାତ୍ରୀଙ୍କୁ ନିଶା ଦେଇ ଲୁଟୁଥିବା ମାମଲାରେ ଖାରବେଳନଗର ଥାନା ପୁଲିସ ଦୁଇଦିନ ତଳେ ଚାରିଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବାବେଳେ ଆଜି ଆଉ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ବିଶ୍ଵସ୍ତ ସୂତ୍ରରୁ ହସ୍ତଗତ ହୋଇଥିବା ସୂଚନା ଆଧାରରେ…
ଆମେରିକାରେ ହେଟ୍ କ୍ରାଇମ୍; ୬ ବର୍ଷର ଶିଶୁକୁ ୨୬ ଥର ଛୁରା ମାଡ଼…
ଇସ୍ରାଏଲ- ହମାସ ମଧ୍ୟରେ ଚାଲିଥିବା ଘମାଘୋଟ ଲଢ଼େଇର ପ୍ରଭାବ ଦେଖିବାକୁ ମିଳିଛି ସୁଦୂର ଆମେରିକାରେ । ଏଥିଯୋଗୁ ଆମେରିକାରେ ହେଟ୍ କ୍ରାଇମ ଦେଖିବାକୁ ମିଳିଥିବା ବେଳେ ଏହାର ଶିକାର ହୋଇଛନ୍ତି ଏକ ୬ ବର୍ଷୀୟ ନିଷ୍ପାପ ଶିଶୁ ଓ ତାଙ୍କ ମା’ । ଘର ମାଲିକଙ୍କ ଅଚାନକ…
ବଦଳିଲା ବାଇଡେନଙ୍କ ଆଭିମୁଖ୍ୟ, ‘ଗାଜା ଉପରେ କବଜା ଇସ୍ରାଏଲର ବଡ ଭୁଲ୍ ହେବ’…
ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧକୁ ନେଇ ବଦଳିଲା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଆଭିମୁଖ୍ୟ। ହମାସ ବିପକ୍ଷରେ ଏହି ଲଢେଇରେ ଇସ୍ରାଏଲକୁ ପୂର୍ଣ୍ଣ ସମର୍ଥନ କରୁଥିଲେ ବି ଏକ ଭିନ୍ନ ଆଭିମୁଖ୍ୟ ପୋଷଣ କରିଛନ୍ତି ବାଇଡେନ। ଇସ୍ରାଏଲ ଗାଜାକୁ ପୁଣି ଥରେ କବଜା କରିବା ଏକ ବଡ…
ଲିଙ୍କ ଫେଲ କର୍ମଚାରୀଙ୍କ ପାଇଁ ଖେଳ – ଲୋକଙ୍କ ପାଇଁ କାଳ…
ବ୍ରହ୍ମପୁର : ସରକାର ସବୁ କ୍ଷେତ୍ରରେ ଡ଼ିଜିଟାଲ ଇଣ୍ଡିଆ ସକାଶେ ସଚେତନତା ପାଇଁ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ତାହାର ବ୍ୟତିକ୍ରମ ବିଭିନ୍ନ ସରକାରୀ କାର୍ଯ୍ୟଳୟ ରେ ଦେଖିବାକୁ ମିଳୁଛି। ବିଭିନ୍ନ ସମୟରେ ଡାକଘରେ, ବ୍ୟାଙ୍କରେ ଓ ସରକାରୀ କାର୍ଯ୍ୟାଳୟ ରୀତିମତ ଲିଙ୍କ ଫେଲ ଯୋଗୁଁ ସାଧାରଣ!-->…
ବିଭିନ୍ନ ଦାବୀ ନେଇ ବ୍ଳକ କାର୍ଯ୍ୟାଳୟ ଆଗରେ ସଭା…
ହିଞ୍ଜିଳିକାଟୁ (୧୬/୧୦) : ଓଡିଶା ମନରେଗା ଶ୍ରମିକ ୟୁନିଅନ ଗଞ୍ଜାମ ଜିଲ୍ଲା ପକ୍ଷରୁ ସୋମବାର ଏକ ବିରାଟ ଶ୍ରମିକ ଶୋଭାଯାତ୍ରା ଅନୁଷ୍ଠିତ କରାଯାଇଛି । ଏହି ଶୋଭାଯାତ୍ରା ହିଞ୍ଜିଳିକାଟୁ ବସଷ୍ଟାଣ୍ଡ ଠାରୁ ବାହାରି ହିଞ୍ଜିଳିକାଟୁ ବ୍ଳକ କାର୍ଯ୍ୟାଳୟରେ ପହଞ୍ଚି କାର୍ଯ୍ୟାଳୟ ସମ୍ମୁଖରେ!-->…
ଆକ୍ରମଣରେ ଯୁବକ ଗୁରୁତର
ହିଞ୍ଜିଳିକାଟୁ (୧୬/୧୦) : ହିଞ୍ଜିଳି ଥାନା ରାଳବ ଗ୍ରାମରେ ଜଣେ ଯୁବକଙ୍କୁ ସେହି ଗ୍ରାମର ୨ ଜଣ ଆକ୍ରମଣ କରିଛନ୍ତି । ଆକ୍ରମଣରେ ଯୁବକ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ହେଲେ ହିଞ୍ଜିଳି ଥାନା ରାଳବ ଗ୍ରାମର ସଞ୍ଜୟ ପରିଡା (୪୨) । ପ୍ରକାଶ ଯେ ସଞ୍ଜୟ ସୋମବାର ଅପରାହ୍ନରେ କୌଣସି!-->…
ଗଞ୍ଜାମ ପୁଲିସ ଜିଲ୍ଲା ହାବିଲଦାର ଓ କନଷ୍ଟେବଲ ସଂଘର ନିର୍ବାଚନ, ସଭାପତି ଗୋରାଚାନ୍ଦ, ସଂପାଦକ ସୁବାସ
ଛତ୍ରପୁର : ଗଞ୍ଜାମ ପୁଲିସ ଜିଲ୍ଲା ହାବିଲଦାର ଓ କନଷ୍ଟେବଲ ସଂଘର କର୍ମକର୍ତ୍ତା ନିର୍ବାଚନର ଫଳାଫଳ ଘୋଷଣା ସୋମବାର ହୋଇଯାଇଛି । ଗୋରାଚାନ୍ଦ ତ୍ରିପାଠୀ ନିକଟତମ ପ୍ରତିଦ୍ୱନ୍ଦୀ ଅଭିମନ୍ୟୁ ଜାଲିଙ୍କ ଠାରୁ ୨୦୬ ଖଣ୍ଡ ଅଧିକ ଭୋଟ ପାଇ ସଂଘର ସଭାପତି ଭାବେ ସେ ବିଜୟୀ ହୋଇଛନ୍ତି । ସେହିପରି!-->…