ଚିଙ୍ଗୁଡ଼ି ମାଫିଆଙ୍କ କବଜାରେ ଭିତରକନିକା

ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଳକର ବିଶ୍ବ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ସୀମା ସରହଦରେ ଚିଙ୍ଗୁଡି ମାଫିଆଙ୍କ ପ୍ରାର୍ଦୁଭାବ ଏବେବି ରହିଛି | ଏହି ଅଞ୍ଚଳରେ ଥିବା ଚିଙ୍ଗୁଡ଼ି ଘେରୀ ଗୁଡିକୁ ଦେଖିଲେ ଲାଗିବ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଏଠାରେ କିଛି

ଲାଞ୍ଚ ଟଙ୍କାରେ ୮୦ ଲକ୍ଷରେ ଫ୍ଲାଟ କିଣି ମାଙ୍କୁ ଉପହାର ଦେଇଥିଲେ ଡାକ୍ତର…

ଭୁବନେଶ୍ବର: ଜାହାଜ କର୍ମଚାରୀଙ୍କ ଠାରୁ ଲାଞ୍ଚ ନେବା ମାମଲାରେ ସିବିଆଇ ହାତରେ ଗିରଫ ହୋଇଥିବା ବନ୍ଦର ସ୍ବାସ୍ଥ୍ୟ ସଂଗଠନ(ପିଏଚଓ)ର ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କର ସୋମବାର ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହୋଇଛି । ତାଙ୍କୁ ସ୍ବତନ୍ତ୍ର…

ଭାରତକୁ ଚନ୍ଦ୍ରଯାନ-୩ ଟେକ୍ନୋଲୋଜି ମାଗିଥିଲା ନାସା: ଇସ୍ରୋ ମୁଖ୍ୟ

ଚନ୍ଦ୍ରଯାନ-୩ର ସଫଳତା ଭାରତର ଅଭିବୃଦ୍ଧିକୁ ଏକ ମାଇଲେଜ୍ ଦେଇଛି। ଏହି ସଫଳତାରେ ଭାରତର ମହାକାଶ ପ୍ରଯୁକ୍ତିବିଦ୍ୟାକୁ ପ୍ରଶଂସା କରିବାକୁ ବାଧ୍ୟ ହୋଇଛି ସାରା ବିଶ୍ୱ। ଆଉ ଇସ୍ରୋ ବୈଜ୍ଞାନିକଙ୍କ ମନୋବଳ ମଧ୍ୟ ଦ୍ୱିଗୁଣିତ ହୋଇଯାଇଛି। କାରଣ ବିଶ୍ୱ ସର୍ବ ଶ୍ରେଷ୍ଠ…

୫୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ଜଣେ ଗିରଫ…

କେନ୍ଦୁଝର : କ୍ରାଇମବ୍ରାଞ୍ଚ STF କବ୍ଜାରେ ବ୍ରାଉନସୁଗର ବେପାରୀ । ମୟୁରଭଞ୍ଜରୁ ବ୍ରାଉନସୁଗାର ଆଣି କେନ୍ଦୁଝରକୁ ଫେରୁଥିଲା ବ୍ରାଉନସୁଗାର ବେପାରୀ ଦେବାନନ୍ଦ ସାମଲ । ସିଲୁଆଁ ଛକ ନିକଟରେ ମାଡ଼ି ବସିଲା STF । ଦେବାନନ୍ଦ ଆନନ୍ଦପୁର ଅଞ୍ଚଳର । ତା’ ନିକଟରକୁ ୫୨୦…

ନେତାନ୍ୟାହୁଙ୍କୁ ଜୋରଦାର ବିରୋଧ, ଇସ୍ତଫା ଦାବି…

ଇସ୍ରାଏଲ ଓ ହମାସ ମଧ୍ୟରେ ଜାରି ରହିଛି ଯୁଦ୍ଧ। ହମାସ ଆତଙ୍କବାଦୀମାନେ ଅତି ନୃଶଂସ ଭାବେ ଇସ୍ରାଏଲ ଉପରେ ଆକ୍ରମଣ କରିଚାଲିଛନ୍ତି। ଇସ୍ରାଏଲ ମଧ୍ୟ ଏହାର ମୁହଁତୋଡ ଜବାବ ଦେଉଛି। ଏହି ଯୁଦ୍ଧ ଯୋଗୁ ଇସ୍ରାଏଲରେ ବର୍ତ୍ତମାନ ସୁଦ୍ଧା ୧୫୦୦ରୁ ଅଧିକ ଲୋକ ପ୍ରାଣ ହରାଇ…

ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ମୃତ୍ୟୁ ଘଟଣା: ହୋଟେଲ ‘ଅନୁରାଗ’ର ମ୍ୟାନେଜରଙ୍କୁ ଜେରା…

ରାଉରକେଲା: ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ମୃତ୍ୟୁ ଘଟଣାରେ ହୋଟେଲ ‘ଅନୁରାଗ’ର ମ୍ୟାନେଜର ଦିନେଶ ରାଏଙ୍କୁ ଜେରା କରାଯାଇଛି। ଏଚଆରପିସି ଡିଏସପି ବନିତା ମାଝୀ ଦିନେଶ ରାଏଙ୍କୁ ଜେରା କରିଛନ୍ତି। ଦିନେଶ ରାଏଙ୍କର ୧୬୧ ବୟାନ ରେକର୍ଡ ସହ ଅଡିଓ ଭିଡିଓ ରେକର୍ଡ କରାଯାଇଛି।…

ଭୂମିକମ୍ପରେ ଦୋହଲିଲା ଉତ୍ତରାଖଣ୍ଡ, ତୀବ୍ରତା ୪ ରେକର୍ଡ…

ଭାରତର ବିଭିନ୍ନ ସ୍ଥାନରେ ଲଗାତର ଭାବରେ ଭୂକମ୍ପ ହେଉଛି। ସୋମବାର ସକାଳୁ ଉତ୍ତରାଖଣ୍ଡର ପିଥୋରାଗଡରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ପିଥୋରଗଡ ଠାରୁ ୪୮ କିଲୋମିଟର ଦୂର ଉତ୍ତର-ପୁର୍ବରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୪ ରେକର୍ଡ…

ପରଲୋକରେ ପ୍ରଖ୍ୟାତ ଗୀତିକାର ବିନୋଦିନୀ ଦେବୀ

କଟକ: ପ୍ରଖ୍ୟାତ ଗୀତିକାର ବିନୋଦିନୀ ଦେବୀଙ୍କ ପରଲୋକ। ୮୬ ବର୍ଷ ବୟସରେ ଅନୁଗୁଳ ଠାରେ ତାଙ୍କର ଦେହାନ୍ତ ହୋଇଛି। ମସ୍ତିଷ୍କାଘାତରେ ଦୀର୍ଘଦିନ ଧରି ସେ ଶଯ୍ୟାଶାୟୀ ଥିଲେ। ୧୯୩୭ ମସିହାରେ କଟକ ଜିଲ୍ଲା ତିଗିରିଆ ଠାରେ ଜନ୍ମଗ୍ରହଣ କରିଥିଲେ ବିନୋଦିନୀ ଦେବୀ। ଓଡ଼ିଆ ସୁଗମ ଏବଂ ଚଳଚ୍ଚିତ୍ର…

କଂଗ୍ରେସ ଭବନରେ ଏକାଠି ହେଲେ ୧୬ ରାଜନୈତିକ ଦଳ

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ ଇଣ୍ଡିଆ ମେଣ୍ଟର ବୈଠକ । କଂଗ୍ରେସ ଭବନରେ ଏକାଠି ହେଲେ ୧୬ ରାଜନୈତିକ ଦଳ । ଓଡ଼ିଶା ପାଇଁ ଇଣ୍ଡିଆ ମେଣ୍ଟର ରଣନୀତି ପ୍ରସ୍ତୁତ । ନିଜ ସପକ୍ଷରେ ଜନମତ ସଂଗ୍ରହ ପାଇଁ ରାଜ୍ୟରେ ଇଣ୍ଡିଆ ମେଣ୍ଟ ପ୍ରସ୍ତୁତି ଆରମ୍ଭ କରିଛି ।…

ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ପରଲୋକ…

ପିପିଲି: ପିପିଲିର ପୂର୍ବତନ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ଯୁଧିଷ୍ଠିର ସାମନ୍ତରାୟ ଆଉ ନାହାନ୍ତି । ଏହି ଦୁଃଖଦ ସୂଚନା ଦେଇଛନ୍ତି ତାଙ୍କର ପୁଅ ପ୍ରିୟବ୍ରତ ସାମନ୍ତରାୟ । ଯୁଧିଷ୍ଠିର ଗତ କିଛି ମାସ ହେବ ଅସୁସ୍ଥ ଥିଲେ । ତାଙ୍କୁ…