Sign in
Sign in
Recover your password.
A password will be e-mailed to you.
ନିଶା ଦେଇ ଟ୍ରେନ୍ ଯାତ୍ରୀଙ୍କୁ ଲୁଟୁଥିବା ମୁସ୍କାନ ଓ ତାଙ୍କର ୩ ସହଯୋଗୀ ଗିରଫ…
ଭୁବନେଶ୍ବର : ନିଜର ଆକର୍ଷଣୀୟ ଚେହେରାରେ ଫସାଉଥିଲେ। ଆଉ ନିଶା ଦେଇ ଟ୍ରେନ୍ ଯାତ୍ରୀଙ୍କୁ ଲୁଟୁଥିଲେ। ରାଜଧାନୀ ଭୁବନେଶ୍ୱରର ବ୍ୟସ୍ତବହୁଳ ମାଷ୍ଟର କ୍ୟାଣ୍ଟିନ୍ରେ ନିଜର ଅପରାଧୀକ ସାମ୍ରାଜ୍ୟ ବିସ୍ତାର କରୁଥିଲେ ମୁସ୍କାନ ଓରଫ ସରିଫା ଖାତୁନ୍। ଆଜି ଭୁବନେଶ୍ୱର…
ଇସ୍ରାଏଲ୍ରୁ ୨୩୫ ଭାରତୀୟଙ୍କୁ ନେଇ ଫେରିଲା ‘ଅପରେସନ୍ ଅଜୟ’ର ଦ୍ବିତୀୟ ବିମାନ…
ନୂଆଦିଲ୍ଲୀ: ‘ଅପରେସନ୍ ଅଜୟ’ ବ୍ୟବସ୍ଥାରେ ଯୁଦ୍ଧ-ବିକ୍ଷତ ଇସ୍ରାଏଲ୍ରୁ ଦ୍ବିତୀୟ ବ୍ୟାଚ୍ରେ ୨୩୫ ଭାରତୀୟଙ୍କୁ ନେଇ ଏକ ସ୍ବତନ୍ତ୍ର ବିମାନ ଆଜି ସକାଳେ ନିରାପଦରେ ଭାରତରେ ପହଞ୍ଚିଛି।
ଆଜି ନୂଆଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ…
ବ୍ଲଡ କ୍ୟାନସର ରୋଗୀଙ୍କୁ ମିଳିବ ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା, ଭାରତର ପ୍ରଥମ ସ୍ବଦେଶୀ ସିଏଆର-ଟି ଥେରାପିକୁ…
ନୂଆଦିଲ୍ଲୀ : ବ୍ଲଡ କ୍ୟାନସର ରୋଗୀଙ୍କ ଚିକିତ୍ସା ପାଇଁ ଭାରତରେ ଏକ ଅତ୍ୟାଧୁନିକ ଚିକିତ୍ସା ପ୍ରଣାଳୀକୁ ଅନୁମୋଦନ କରାଯାଇଛି। ସେଣ୍ଟ୍ରାଲ ଡ୍ରଗ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେଶନ (ସିଡିଏସକୋ) ବିଶେଷଜ୍ଞ କାର୍ଯ୍ୟ କମିଟିର ସୁପାରିଶ କ୍ରମେ ଭାରତର ପ୍ରଥମ…
ରାହୁଲ ପଛୁଆବର୍ଗଙ୍କୁ ଅପମାନିତ କରୁଥିବା ଅଭିଯୋଗ…
ହାଇଦ୍ରାବାଦ : ଗୋଟିଏ ପଟେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଜାତିଗତ ଜନଗଣନା କରିବେ ବୋଲି ପ୍ରତିଶ୍ରୁତି ଦେଇ କ୍ରମାଗତ ଭାବରେ ଓବିସି ପ୍ରସଙ୍ଗ ଉଠାଉଛନ୍ତି, ଯାହା ଦ୍ୱାରା ତାଙ୍କ ଦଳ ଦେଶର ବୃହତ୍ତମ ଜନସଂଖ୍ୟା ଓବିସିର ସମର୍ଥନ ପାଇପାରିବ। କିନ୍ତୁ ଅପରପକ୍ଷରେ, ନିର୍ବାଚନୀ…
ପ୍ରଚାର ଖର୍ଚ୍ଚ ଉପରେ ଲାଗିଲା ବ୍ରେକ୍, ଆସିଲା ପ୍ରାର୍ଥୀଙ୍କ ରେଟ୍ଚାର୍ଟ…
ନୂଆଦିଲ୍ଲୀ : ବାଜି ସାରିଛି ନିର୍ବାଚନୀ ବିଗୁଲ। ଆଗକୁ ୫ ରାଜ୍ୟରେ ହେବ ବିଧାନସଭା ନିର୍ବାଚନ। ଏଥିପାଇଁ ସବୁ ଦଳର ନେତାମାନେ ଆରମ୍ଭ କରିଦେଛନ୍ତି ଜୋରସୋର୍ରେ ପ୍ରଚାର। ତେବେ ଏହି ପ୍ରଚାରକୁ ନେଇ ନିର୍ବାଚନ କମିଶନ ମଧ୍ୟ କଡ଼ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ପ୍ରାର୍ଥୀ ଓ ରାଜନୈତିକ…
ପୁଣି ଜେଲ ଭିତରୁ ଜ୍ୟାକ୍ଲିନଙ୍କୁ ଲଭ୍ ଲେଟର୍ ଲେଖିଲା ମହାଠକ ସୁକେଶ
ନୂଆଦିଲ୍ଲୀ : ପୁଣି ଜେଲ ଭିତରୁ ଚିଠି ଲେଖିଲା ମହାଠକ ସୁକେଶ ଚନ୍ଦ୍ରଶେଖର। ନିଜ ଲେଡି ଲଭ୍ ଜ୍ୟକ୍ଲିନ୍ ଫର୍ଣ୍ଣାଣ୍ଡିଜଙ୍କ ପାଇଁ ପୁଣି ଲଭ୍ ଲେଟ୍ର ଜାରି କଲା ସୁକେଶ। ଏହି ଚିଠିରେ ଜ୍ୟାକ୍ଲିନ୍ଙ୍କୁ ‘ ବାଘୁଣୀ ବୋମ୍ମା ବେବି’ କହିବା ସହ ୯ ଦିନର ନବରାତ୍ର ବ୍ରତ ରଖିବାକୁ କହିଛି…
ପ୍ରିୟଙ୍କାଙ୍କ ବିରୋଧରେ ନିର୍ବାଚନ କମିଶନରଙ୍କ ନିକଟରେ ଫେରାଦ ହେଲା ବିଜେପି
ଭୋପାଳ : ମଧ୍ୟପ୍ରଦେଶ ନିର୍ବାଚନ ତାରିଖ ପାଖେଇ ପାଖେଇ ଆସୁଥିବା ବେଳେ ମୁହାଁମୁହିଁ ହେଲେଣି କଂଗ୍ରେସ ଓ ବିଜେପି । ବିଜେପି ଗତ ଶୁକ୍ରବାର ନିର୍ବାଚନ ଆୟୋଗ ନିକଟରେ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ବିରୋଧରେ ଫେରାଦ ହୋଇଛନ୍ତି। ପ୍ରିୟଙ୍କା ଗାନ୍ଧି ଭଦ୍ରା ନିର୍ବାଚନ ଆଚରଣ…
ଆଜିଠୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ, ପ୍ରଥମ ଦିନରେ ପର୍ଯ୍ୟଟକଙ୍କ ଭିଡ଼…
ମୟୂରଭଞ୍ଜ: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ପାଇଁ ଆଜି ଠାରୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ । ପିଠବଟା ଗେଟ ନିକଟରୁ ଶିମିଳିପାଳ ଅଭୟାରଣ୍ୟ ସ୍ଥିତ ବ୍ୟାଘ୍ର ପ୍ରକଳ୍ପ ଉପନିର୍ଦ୍ଦେଶକ ପର୍ଯ୍ୟଟକଙ୍କୁ ସ୍ବାଗତ କରିଥିଲେ ।
ସେହିପରି ଯଶିପୁର ପଟରୁ ମଧ୍ୟ ଅଭୟାରଣ୍ୟର ଅନ୍ୟ ଏକ ଗେଟ…
ଛୋଟ ଟଙ୍କିକିଆ କଏନ୍ ନିଷିଦ୍ଧ ହୋଇନି, ସବୁ ଜାଗାରେ ଏହା ଚଳାଇ ହେବ
ଭୁବନେଶ୍ବର: ଛୋଟ ଟଙ୍କିକିଆ କଏନ୍ ନିଷିଦ୍ଧ ହୋଇନି । ସବୁ ଜାଗାରେ ଏହା ଚଳାଇ ହେବ । ଛୋଟ ଟଙ୍କିକିଆ କଏନ ବନ୍ଦ ହୋଇନାହିଁ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ସାରଦା ପ୍ରସନ୍ନ ମହାନ୍ତି ସୂଚନା ଦେଇଛନ୍ତି । ଏହି କଏନ ଚାଲୁ ନଥିବା ନେଇ ଯେଉଁ ଗୁଜବ ଉଠୁଛି…
୨୦୦ କୋଟି ଖର୍ଚ୍ଚହୋଇ ହେବ କଳିଙ୍ଗ ଷ୍ଟୁଡ଼ିଓର ନବୀକରଣ
ଭୁବନେଶ୍ବର : ଗୋଟିଏ ଛାତ ତଳେ ଉପଲବ୍ଧ ହେବ ବରଫ ଦୁନିଆ, ଭୂତ ବଙ୍ଗଳା, ମଲ୍, ଆମାଜନ ଜଙ୍ଗଲ, ବିମାନ ବନ୍ଦର, ରେଳ ଷ୍ଟେସନ, ବଜାର ଓ ଆହୁରି କେତେ କ’ଣ! ସତ ନୁହେଁ, ଫିଲ୍ମ ସୁଟିଂ ପାଇଁ ଆବଶ୍ୟକ ସେଟ୍ ବା ପୃଷ୍ଠଭୂମି। ତେଣୁ ନିର୍ମାତାମାନେ ଆଉ ସୁଟିଂ ପାଇଁ ରାଜ୍ୟ ବାହାରକୁ ଯିବେନି…