Sign in
Sign in
Recover your password.
A password will be e-mailed to you.
ପରମ୍ପରା ଆଳରେ ଦଶହରା ମାମୁଲିରେ ସମସ୍ତେ ବ୍ୟସ୍ତ…..
ବ୍ରହ୍ମପୁର: ୧୩-୧୦ ଗଞ୍ଜାମ ଜିଲ୍ଲାରେ ଘରେ ଘରେ ଛୋଟ ରୁ ବଡ଼ ପରିବାର ରେ ଦଶହରା ର ମାହୋଲ ଏବେ ଠାରୁ ଚଳ ଚଞ୍ଚଳ ହୋଇ ଉଠିଛି। ଦଶହରା କୁ ପରମ୍ପରା ର ଆଳ କରି ଛୋଟ ରୁ ବଡ଼ ଅଧିକାରୀ,ସରକାରୀ ବେସରକାରୀ କର୍ମଚାରୀ,ଗୋଦି ମିଡ଼ିଆ ଙ୍କ ପାଇଁ ଦଶହରା ମାମୁଲି ଏକ ଢାଲ ସଦୃଶ୍ୟ ହୋଇଛି। ବିଭିନ୍ନ!-->…
ଆମ ଓଡିଶା ନବୀନ ଓଡ଼ିଶା କାର୍ଯ୍ଯକ୍ରମରେ ସାମିଲ ହେଲା ପୁରୀ ଓ ନୟାଗଡ଼ ଜିଲ୍ଲା…
ଭୁବନେଶ୍ବର : ରାଜ୍ୟ ସରକାରଙ୍କର ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ । ଆଜି ଭୁବନେଶ୍ବରରୁ…
ଏଥର ୮ ଦିନ ଧରି ଚାଲିବ କଟକ ବାଲିଯାତ୍ରା…
କଟକ : ଆସନ୍ତା ନଭେମ୍ବର ୨୭ରୁ ଐତିହାସିକ କଟକ ବାଲିଯାତ୍ରା ଅନୁଷ୍ଠିତ ହେବ। ବାଲିଯାତ୍ରା ନେଇ ଅନୁଷ୍ଠିତ ପ୍ରଥମ ପ୍ରସ୍ତୁତି ବୈଠକରେ ଆଜି ଏହି ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ ନଭେମ୍ବର ୨୭ ତାରିଖ ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ୮ ଦିନ ଧରି ଚାଲିବ ଐତିହାସିକ…
କ୍ରାଇମବ୍ରାଞ୍ଚ EOW ପଞ୍ଜାରେ ଜମି ଦଲାଲ…
ଭୁବନେଶ୍ବର: କ୍ରାଇମବ୍ରାଞ୍ଚ EOW ପଞ୍ଜାରେ ଜଣେ ଜମି ଦଲାଲ। ଜମି ଦଲାଲ ବିଚିତ୍ର ବେହେରାକୁ ଗିରଫ କଲା ଅର୍ଥନୈତିକ ଅପରାଧ ଶାଖା। ଭୁବନେଶ୍ୱର ମଳିପଡାରୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଜାଲ ଆଧାର କାର୍ଡ, ଜମି କାଗଜ ପତ୍ର ଓ ନକଲି ଫଟୋ ଲଗାଇ ଜମି ବିକ୍ରି…
କାର୍ଗୋ ପରିଚାଳନାରେ ରେକର୍ଡ କଲା ଆଦାନୀ ଧାମରା ପୋର୍ଟ…
ଧାମରା:ଆଦାନି ଧାମରା ପୋର୍ଟର ରେକର୍ଡ । କାର୍ଗୋ ପରିଚାଳନାରେ ଆଦାନୀ ଧାମରା ପୋର୍ଟ ସର୍ବକାଳୀନ ରେକର୍ଡ କରିଛି । ଆଦାନୀ ପୋର୍ଟସ ଆଣ୍ଡ ସ୍ପେଶାଲ ଇକୋନମିକ ଜୋନ ଅଧିନରେ ଥିବା ଧାମରା ବନ୍ଦର ଗତ ୨୪ ଘଣ୍ଟା ମଧ୍ୟରେ୨, ୨୬. ୬୧୦ ମେଟ୍ରିକ ଟନ କାର୍ଗୋ…
ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ ୨୦ ହଜାର ଟଙ୍କା ଜୋରିମାନା
ଫୁଲବାଣୀ : ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ଏବଂ ସ୍ଵତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଏକ ଦୁଷ୍କର୍ମ ମାମଲାର ବିଚାରଣା କରି ଘଟଣାର ୧୮ ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ ଏବଂ ସାକ୍ଷୀ ପ୍ରମାଣ ଆଧାରରେ ମାମଲାର ଅଭିଯୁକ୍ତ ବିଜୟ ଦିଗାଲକୁ ଦୋଷୀ ସାବ୍ୟସ୍ତ କରି ୨୦!-->…
ଅଲିମ୍ପିକ୍ସକୁ ଫେରିବ କ୍ରିକେଟ…
ଅଲିମ୍ପିକ୍ସରେ ଦେଖିବାକୁ ମିଳିବ ଟି-୨୦ କ୍ରିକେଟର ମଜା। ପୁଣିଥରେ ଅଲିମ୍ପିକ୍ସରେ ବର୍ଷା ହେବ ଚୌକା ଓ ଛକା। କାରଣ ୨୦୨୮ ଲସ ଆଞ୍ଜେଲ୍ସରେ ଅନୁଷ୍ଠିତ ହେବାକୁ ଥିବା ଅଲିମ୍ପିକ୍ସରେ କ୍ରିକେଟ ସାମିଲ ହୋଇପାରେ।
ଉଭୟ ପୁରୁଷ ଓ ମହିଳା ଟି-୨୦ କ୍ରିକେଟକୁ…
ଶ୍ରୀମନ୍ଦିର ଗର୍ଭଗୃହରେ ମାରପିଟ୍ ଘଟି ପଡ଼ିଲା ରକ୍ତଛିଟା…
ପୁରୀ: ଶ୍ରୀମନ୍ଦିର ରତ୍ନ ସିଂହାସନ ନିକଟରେ ରକ୍ତଛିଟା। ପସରାଉଠା କର୍ମଚାରୀ ଓ ଜଣେ ସେବାୟତଙ୍କ ମଧ୍ୟରେ ମାରପିଟ୍। ଖେଇକୁ ନେଇ ଜଣେ ପତ୍ରୀବଡୁ ସେବାୟତଙ୍କ ମୁଥ ମାଡ଼ରେ ଅନ୍ୟ ଜଣେ ଅଣସେବାୟତଙ୍କ ଫାଟିଲା ନାକ। ରକ୍ତଛିଟା ପଡ଼ିବାରୁ ଠାକୁରଙ୍କ ବଡ଼ ମହାସ୍ନାନ।…
ଇସ୍ରାଏଲର ଧମକ ପରେ ଗାଜା ଛାଡ଼ିବା ଆରମ୍ଭ କଲେ ଲୋକେ…
ଇସ୍ରାଏଲର ଘନଘନ ଆକ୍ରମଣ ଓ ଧମକ ପରେ ଏବେ ଗାଜା ଷ୍ଟ୍ରିପ ଛାଡ଼ିବା ଆରମ୍ଭ କରିଛି ଲୋକେ। ଇସ୍ରାଏଲ ସ୍ଥଳ ଭାଗରେ ଗାଜାରେ ପ୍ରବେଶ କରିବାକୁ ଯୋଜନା କରୁଥିବା ବେଳେ ୨୪ ଘଣ୍ଟା ମଧ୍ୟରେ ଗାଜାରେ ଥିବା ଲୋକଙ୍କୁ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ଚାଲି ଯିବାକୁ କହିଥିଲା। ପ୍ରଥମେ…
କଟକର ବିପର୍ଯ୍ୟସ୍ତ ରାସ୍ତାଘାଟ ଓ ଡ୍ରେନ୍ ମାମଲାରେ ସମସ୍ତ ବିଭାଗକୁ କଡ଼ା ତାଗିଦ କଲେ ହାଇକୋର୍ଟ…
କଟକ: ହାଇକୋର୍ଟରେ କଟକ ସହରର ବିପର୍ଯ୍ୟସ୍ତ ରାସ୍ତାଘାଟ ଓ ଡ୍ରେନ୍ ମାମଲାରେ ବିଭିନ୍ନ ବିଭାଗର ୯ ଜଣ ପଦାଧିକାରୀ ଆଜି ହାଜର ହୋଇଥିଲେ। ସିଏମସି ସିଟିଇଂଜିନିୟର ,ଗେଲ ପ୍ରବନ୍ଧକ, ୱାଟକୋ ପ୍ରବନ୍ଧକ,ଆରଆଣ୍ଡବି ନିର୍ବାହୀ ଯନ୍ତ୍ରୀଙ୍କ ସମେତ ୯ ଜଣ ଅଧିକାରୀ କୋର୍ଟଙ୍କ…