Sign in
Sign in
Recover your password.
A password will be e-mailed to you.
ଟ୍ରେନ୍ରେ ଥିଲା ଖଚାଖଚ ଭିଡ଼, ହଠାତ୍ ହେଲା ଆଖିବୁଜା ଗୁଳିମାଡ଼…
ଶିଆଳଡ଼ା : ଟ୍ରେନ୍ ଭିତରେ ଆଖିବୁଜା ଗୁଳିମାଡ଼ । ଭୟଭୀତ ହୋଇ ଇଆଡ଼େ ସିଆଡ଼େ ଦୌଡ଼ିଲେ ଯାତ୍ରୀ। ଏଥିରେ କେହି ମୃତାହତ ହୋଇ ନ ଥିବା ବେଳେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ବାନ୍ଧିଛି ପୁଲିସ୍। ଏପରି ଏକ ଘଟଣା ସିୟାଲଦହ ଏକ୍ସପ୍ରେସରେ ଗତକାଲି ଘଟିଛି। ଗତକାଲି ଟ୍ରେନ୍ଟି ଝାଡ଼ଖଣ୍ଡ ରାଜଧାନୀ…
ବନ୍ଧା ହେଲେ ସ୍ୱାସ୍ଥ୍ୟ ସଙ୍ଗଠନ ଅଧିକାରୀ, ୫୦ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ସିବିଆଇ
ପାରାଦୀପ: ଗିରଫ ହେଲେ ପାରାଦୀପ ପୋର୍ଟ ହେଲଥ ଅଫିସ ଡାକ୍ତର। ୫୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କୁ ଗିରଫ କରିଛି ସିବିଆଇ। ମାରାଥନ୍ ରେଡ୍ ବେଳେ ମିଳିଥିଲା କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି। ଘର ଓ ଅଫିସ ସମେତ…
ଝାରସୁଗୁଡ଼ାରୁ କୋଲକାତା ଓ ବେଙ୍ଗାଳୁରୁକୁ ଉଡ଼ିବ ବିମାନ
ଝାରସୁଗୁଡ଼ା: ଝାରସୁଗୁଡ଼ାରୁ ଉଡ଼ିବ ଆଉ ୨ ବିମାନ। ନଭେମ୍ବର ୫ରୁ ଝାରସୁଗୁଡାରୁ କୋଲକାତା ଓ ୧୫ରୁ ବେଙ୍ଗାଳୁରୁକୁ ଉଡିବ ବିମାନ । ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ବେଙ୍ଗାଳୁରୁ ଓ କୋଲକାତା ଭଳି ଦୁଇ ପ୍ରମୁଖ ସହର ସହ ସିଧାସଳଖ ଯୋଡି ହେବ ।…
ଯୁଦ୍ଧ ମଧ୍ୟରେ ଇସ୍ରାଏଲକୁ ଧମକ ଦେଲା ଇରାନ
ଘନଉଛି ଇସ୍ରାଏଲ-ହମାସ ଯୁଦ୍ଧ। ଏହି ଯୁଦ୍ଧରେ କିଛି ରାଷ୍ଟ୍ର ହମାସକୁ ସମର୍ଥନ କରୁଥିବା ବେଳେ ଅନ୍ୟ କିଛି ରାଷ୍ଟ୍ର ଇସ୍ରାଏଲ ସପକ୍ଷରେ ଅଛନ୍ତି। ଏସବୁ ମଧ୍ୟରେ ଇସ୍ରାଏଲକୁ ଧମକ ଦେଇଛି ଇରାନ। ଇରାନ ବୈଦେଶିକ ମନ୍ତ୍ରୀ ହୋସେନ୍ ଅମିର ଅବ୍ଦୋଲାହିଆନ କହିଛନ୍ତି,…
ମହାପ୍ରଭୁଙ୍କୁ ନେଇ ଚାଲିଛି ବେପାର, ଶାଢୀରେ ଅଙ୍କାଯାଉଛି ଶ୍ରୀବିଗ୍ରହଙ୍କ ଚିତ୍ର
ଭୁବନେଶ୍ଵର: ପୁଣି ଜଗନ୍ନାଥ ସଂସ୍କୃତିକୁ ଅପମାନ । ବ୍ୟବସାୟ ବୃଦ୍ଧି ଆଳରେ ମହାପ୍ରଭୁଙ୍କୁ ନେଇ ଚାଲିଛି ବେପାର । ଶାଢୀରେ ଶ୍ରୀବିଗ୍ରହଙ୍କ ଚିତ୍ର ସହ ରଥଯାତ୍ରାର ଦୃଶ୍ୟକୁ ଦିଆଯାଇଛି ସ୍ଥାନ । ଯାହାକୁ ନେଇ ଉପୁଜିଛି ବିବାଦ । ଅନ୍ୟପଟେ ଜଗନ୍ନାଥ ସଂସ୍କୃତିକୁ…
ବଗପାଟିଆ କଲୋନୀକୁ ଏକ ଆଦର୍ଶ ବସତି ଭାବେ ପରିଣତ କରାଯିବ: ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର : ଜଳବାୟୁ ପରିବର୍ତ୍ତନ, ସାମୁଦ୍ରିକ ଜୁଆର ଓ ଝଡ଼ ପ୍ରଭାବରେ ସମାୟାନୁକ୍ରମେ ପ୍ରଭାବିତ ବଙ୍ଗୋପସାଗର କୂଳରେ ଥିବା କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ସାତଭାୟା ଗ୍ରାମର ୫୭୧ ପରିବାରକୁ ବଗପାଟିଆଠାରେ ପୁନର୍ବାସ କଲୋନୀରେ ଥଇଥାନ କରାଯାଇଛି । ବଗପାଟିଆ ପୁନର୍ବାସ…
ଫେସବୁକରେ ଲାଇଭ୍ କରି ଜୀବନ ହାରିଲେ ଯୁବକ
ଗୋପ : ସୋସିଆଲ ମିଡିଆରେ ଲାଇଭ୍ କରି ଆତ୍ମହତ୍ୟା । ନିଜ ଦୋକାନ ଘରେ ରଶି ଲଗାଇ ଆତ୍ମହତ୍ୟା କଲେ ଯୁବକ । ମୃତକ ଗୋପ ବ୍ଲକ ବନ୍ତଳି ଗାଁର ସୁଜିତ୍ ସିହ୍ନା । ସୁଜିତ୍ ଦୀର୍ଘଦିନ ହେବ ନାଗପୁରର ଏକ ଔେଷଧ ଦୋକାନ କରି ଚଳୁଥିଲେ । ପାରିବାରିକ କଳହରୁ ସୁଜିତ୍…
ପୋଲିସ କମିସନରଙ୍କୁ ଭେଟି ଇକୋ-ଫ୍ରେଣ୍ଡଲି ଦୁର୍ଗା ପୂଜା ପାଇଁ ଗୁରୁତ୍ୱ ଦେଲେ ସାଇର ଛାତ୍ରଛାତ୍ରୀ
ଭୁବନେଶ୍ୱର: ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଛାତ୍ରଛାତ୍ରୀମାନେ ଅକ୍ଟୋବର ୧୨ରେ ଏକ “ଇକୋ-ଫ୍ରେଣ୍ଡଲି ଦୁର୍ଗା ପୂଜା” ପାଇଁ ସେମାନଙ୍କର ପଦକ୍ଷେପ ଉପସ୍ଥାପନ କରିବା ପାଇଁ ପୋଲିସ କମିଶନରଙ୍କୁ ଭେଟିଥିଲେ। ପରିବେଶ ସଂରକ୍ଷଣ ପ୍ରତି ଗଭୀର ପ୍ରତିବଦ୍ଧତା ସହ ପୂଜାର…
ଶିଶୁ ସୁରକ୍ଷା କମିଟିର ସଦସ୍ୟଙ୍କୁ ପିିଟିପିଟି ହତ୍ୟା ଘଟଣା, ସିନ୍ ରିକ୍ରିଏସନ୍ କରିବ ହତ୍ୟାକରୀ ଡ୍ରାଇଭର
ବ୍ରହ୍ମପୁର : ବ୍ରହ୍ମପୁର ଗୋଷାଣୀ ନୂଆଗାଁରେ ମହିଳାଙ୍କୁ ହତ୍ୟା ଘଟଣାରେ ଆଜି ହେବ ସିନ୍ ରିକ୍ରିଏସନ୍। ହତ୍ୟାକରୀ ଡ୍ରାଇଭରକୁ ଘଟଣା ସ୍ଥଳକୁ ନେଇ ସିନ୍ ରିକ୍ରିଏଟ୍ କରିବ ପୋଲିସ୍ । ଗତକାଲି ବ୍ରହ୍ମପୁର ଗୋଷାଣୀ ନୂଆଗାଁ ନୀଳକଣ୍ଠ ନଗରରେ ସୌଦାମିନୀ ରଥ ନାମକ ଜଣେ…
ସ୍କୁଟି ଯୋଜନା ରାଜ୍ୟ ସରକାରଙ୍କ ନିର୍ବାଚନୀ ଧୂଆଁବାଣ: କଂଗ୍ରେସ
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ସ୍କୁଟି ଯୋଜନା ନିର୍ବାଚନୀ ଧୁଆଁବାଣ । କେବଳ ସ୍ୱୟଂ ସହାୟକ ଗୋଷ୍ଠିର ୨ ଲକ୍ଷ ମିଶନ ଶକ୍ତିର ମା’ ମାନଙ୍କୁ ସ୍କୁଟି ଦେଇଦେଲେ ମହିଳାମାନେ ସଶକ୍ତ ହେଇଯିବେ କି? ରାଜ୍ୟର ୭୦ଲକ୍ଷ ସ୍ୱୟଂସହାୟିକା ମହିଳାମାନଙ୍କର ଦିନକୁ ରୋଜଗାର କେତେ…