ଜମ୍ମୁ-କଶ୍ମୀରରେ ହୋଇଛି କି ମାନବାଧିକାର ଉଲ୍ଲଙ୍ଘନ? ନିରପେକ୍ଷ ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ପରାମର୍ଶ

ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ବୈଧ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଉଚ୍ଛେଦ ବିରୋଧରେ ହୋଇଥିବା ଏକାଧିକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟର ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଠିକ ବୋଲି କହିଛନ୍ତି। ତେବେ…

ଦାଦନ ଖଟିବାକୁ ଯାଇ ଦୁଇ ଭାଈ ମୃତ…

ରାୟଗଡା: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ସି-ଫୁଡ୍ ପ୍ରୋସେସିଂ ପ୍ଲାଣ୍ଟରୁ କାମ ସାରି ଘରକୁ ଫେରିବା ବେଳେ ଦୁଇ ନାବାଳକ ଭାଇ ଗଙ୍ଗାଧର ମାଝୀ ଓ ମହେଶ୍ୱର ମାଝୀଙ୍କ ମୃତ୍ୟୁ ପରେ ରାୟଗଡା ଜିଲ୍ଲା କାଶୀପୁର ବ୍ଲକର ମାକପଦର ଗାଁରେ ଶୋକର ଛାୟା ଖେଳିଯାଇଛି। ଦୁଇ ଭାଇ…

ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଭାରତୀୟ ଭାଷା ଦିବସ ପାଳନ

ମାତୃଭାଷା ଅନ୍ତରାତ୍ମାର ସ୍ପନ୍ଦନ ଅଟେ ଆସିକା : ବିଶ୍ବ ବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ନିର୍ଦ୍ଦେଶକ୍ରମେ ତଥା ଭାରତୀୟ ସ୍ବତନ୍ତ୍ରତା ସେନାନୀ ତାମିଲ କବି ଚ଼ିନାସ୍ବାମୀ ସୁବ୍ରମନ୍ୟମ୍ ଭାରତୀଙ୍କ ଜନ୍ମ ଦିବସକୁ ସ୍ମୃତିଚାରଣ କରିବା ପାଇଁ ଆସିକା ବିଜ୍ଞାନ ମହାବିଦ୍ୟାଳୟର…

ଚୋରା ମତ୍ସ୍ୟଜୀବୀଙ୍କ ଟାର୍ଗେଟରେ ଗହୀରମଥା, ଟ୍ରଲର ଭିଏଚ୍ଏଫ୍, ଓ ଜାଲ ଜଵତ ସହ ୧୦ଗିରଫ

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ଵନଖଣ୍ଡ ଅଧିନସ୍ଥ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ବେନୀୟମ ପ୍ରଵେଶ କରି ଫିସିଂ କରୁଥିବା ସି କିଙ୍ଗ୍ -2ରେଜିଷ୍ଟ୍ରେସନ ନଂ ଇଣ୍ଡ୍ -ଓଆର୍ -01-ଏମ୍ଏମ୍-470ର ଏକ ଟ୍ରଲର ସହ ଭିଏଚ୍ଏଫ୍ 3 ଜିପିଏସ୍ 1,ଫିସ୍ ଫାଇଣ୍ଡର 1,ଟ୍ରଲି ନେଟ୍ 11 ଓ ଜୀବନ୍ତ…

ବିନାୟକ ଆଚାର୍ଯ୍ୟଙ୍କ ତିରୋଧାନ ଦିବସକୁ ରାଜ୍ୟ ସରକାର ପାଳନ ନ କରିବାନେଇ କ୍ଷୋଭ

ପୂଜ୍ୟ ପୂଜା ସମିତି ପକ୍ଷରୁ ସ୍ମୃତି ସଭା ବ୍ରହ୍ମପୁର : ବିଶିଷ୍ଟ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ଆଜି ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିନାୟକ ଆଚାର୍ଯ୍ୟଙ୍କ 41ତମ ତିରୋଧାନ ଦିବସ ପାଳନ ହୋଇଯାଇଛି l ଆଜି ସକାଳୁ ବ୍ରହ୍ମପୁର ଆସିକା ରୋଡ଼ ସ୍ଥିତ ବିନାୟକ…

ମାଲ୍ୟବନ୍ତ ମହୋତ୍ସବ ନେଇ ମିନି ମାରାଥନ୍ ଆୟୋଜିତ

ମାଲକାନଗିରି : ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ ମାଲ୍ୟବନ୍ତ ମହୋତ୍ସବ ନେଇ ଏମଭି-୧୧ ରୁ ବୁଟିଗୁଡା ୟୁ ଜି ଏମ ଇ ବିଦ୍ୟାଳୟ ପର୍ଯ୍ୟନ୍ତ ଏକ ମିନି ମାରାଥନ୍ ଆୟୋଜିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ବେଦବର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ…

ଜିଲ୍ଲା ସଂସ୍କୃତି ଭବନଠାରେ ଧୂସରଜଳ ପରିଚାଳନା ପ୍ରଶିକ୍ଷଣ ଶିବିର ଆୟୋଜିତ

ମାଲକାନଗିରି : ମାଲକାନଗିରି ପୌରପରିଷଦ ଦ୍ୱାରା ସଂସ୍କୃତି ଭବନ ଠାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଓଡିଶା ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ମାଲକାନଗିରି ଜିଲ୍ଲାର ଦୁଇ ଗୋଟି ପୌରାଞ୍ଚଳ ଯଥା ପୌର ପରିଷଦ, ମାଲକାନଗିରି ଏବଂ ବିଜ୍ଞାପିତ ଅଂଚଳ, ବାଲିମେଳାର ସମସ୍ତ କର୍ମ କର୍ତ୍ତାଙ୍କୁ…

ଶ୍ରମଶକ୍ତି ମହାବିଦ୍ୟାଳୟରେ ନୂଆ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଶ୍ରମ ଶକ୍ତି ମହାବିଦ୍ୟାଳୟ ରେ ଓଡ଼ିଶା ସରକାରଙ୍କ ପକ୍ଷରୁ ନୂଆ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ! ସାଂସ୍କୃତିକ କାର୍ଯ୍ୟକ୍ରମର ପୁରସ୍କାର ବଣ୍ଟନ ହୋଇଥିଲା ! ମୁଖ୍ୟ ଅତିଥି ଭାବରେ ବୀରମିତ୍ରପୁର ମୁନିସିପାଲିଟି…

୭୦ତମ ପୁରୁଷ ରାଜ୍ୟ ଭଲିବଲ୍ ଚମ୍ପିଅନସିପ ଉଦଯାପିତ…

ଫୁଲବାଣୀ :କନ୍ଧମାଳରେ ଦୀର୍ଘ ଚାରିଦିନ ଧରି ଚାଲିଥିବା ୭୦ତମ ପୁରୁଷ ରାଜ୍ୟ ଭଲିବଲ୍ ଚମ୍ପିଅନସିପ ଆଜି ଉଦଯାପିତ ହୋଇଯାଇଛି। ଫୁଲବାଣୀ କରୋନେସନ ପଡିଆଠାରେ ଆଜି କିଟ୍ ଓ ସମ୍ବଲପୁର ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏଥିରେ କିଟ୍ ୩-୦ ସେଟରେ ସମ୍ବଲପୁରକୁ ହରାଇ ବିଜୟୀ ହୋଇଥିଲା।…

ଜେଏନ୍‌ଭିପିଏଏ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ସୁର ପ୍ରଶାଦ ନାୟକ ସମ୍ବର୍ଦ୍ଧନା…

କନ୍ଧମାଳ : କନ୍ଧମାଳ ଜିଲ୍ଲା ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ଉପଲକ୍ଷେ ଯେଏନଭି ଆଲୁମିନି ଆସୋସିଏସନ ତରଫରୁ ବନ୍ଧୁ ମିଳନ 2023 ଅନୁଷ୍ଠିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମ ରେ 100 ରୁ ଉର୍ଦ୍ଧ ପୂର୍ବତନ ଛାତ୍ର ଯୋଗ ଦାନ କରିଥିବା ଦେଖିବାକୁ ମିଳିଥିଲା l କାର୍ଯ୍ୟକ୍ରମ ରେ ସମାଜ ପାଇଁ…