Sign in
Sign in
Recover your password.
A password will be e-mailed to you.
ନିମଖଣ୍ଡି ଥାନା ଜଗଦଳପୁର ଗ୍ରାମ କମାପଲ୍ଲୀ ର ୭ ବର୍ଷର ଶିଶୁ ହତ୍ୟା ଘଟଣା : ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ…
ବ୍ରହ୍ମପୁର : ଗତ ମେ ମାସ ୧୪ ତାରିଖରେ ବାଲ୍ମୀକି ଦାସ ଙ୍କ ନାବାଳକ ପୁଅର ମୃତଦେହ ତାଙ୍କ ଘର ଛାତ ଉପରେ ମିଳିଥିଲା । ଏହାକୁ ନେଇ ବାଲ୍ମୀକି ନିମଖଣ୍ଡି ପୋଲିସ ଥାନାରେ ଜଣାଇଥିଲେ।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ କୁ ଉଦ୍ଧାର କରିବା ସହିତ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ଏମକେସିଜି!-->…
ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ବାଳିକା ଦିବସ ପାଳିତ
ବାଲିଗୁଡା,: କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ବାଳିକା ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ଗୋଷ୍ଠୀ ଶିକ୍ଷା ବିଭାଗ କାର୍ଯ୍ୟାଳୟ ନିକଟରୁ ସମସ୍ତ ବିଦ୍ୟାଳୟର ଛାତ୍ରୀ ମାନେ ଏକତ୍ରିତ ହୋଇ ଏକ ବିରାଟ ଶୋଭାଯାତ୍ରାରେ ବାହାରି!-->…
ପୋଲିସର ଯାନବାହାନ ଯାଞ୍ଚ ବେଳେ ବିଦେଶୀ ମଦ ଜବତ: ତିନି ଗିରଫ…
ବାଲିଗୁଡା, : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସାରଙ୍ଗଗଡ ଥାନା ପକ୍ଷରୁ ଯାନବାହାନ ଯାଞ୍ଚ ବେଳେ ଏକ ଟିୟୁଭି ୩୦୦ ଗାଡିରୁ ପାଖାପାଖି (୨୧ଲି.୯୩୦ମି.ଲି) ୨୨ ଲିଟର ବିଦେଶୀ ମଦ ପୋଲିସ ଜବତ କରି ଚୋରା ଚାଲାଣକାରୀ ତିନି ଜଣଙ୍କୁ ଗିରଫ କରିଛି। ପ୍ରକାଶ ଯେ,!-->!-->!-->…
ବିଜେପି ସାଂସଦମାନେ ଦିବାସ୍ୱପ୍ନ ଦେଖାନ୍ତି, ପ୍ରତିଶ୍ରୁତି ଦିଅନ୍ତି, ହେଲେ କାମ ବେଳକୁ ଭୁଲି ଯାଆନ୍ତି- ବିଜେଡି
ଭୁବନେଶ୍ୱର: ଜାତୀୟ ରାଜପଥକୁ ନେଇ ବିଜେପି ଉପରେ ବର୍ଷିଛି ବିଜେଡି । କଟକ-ସମ୍ବଲପୁର ଜାତୀୟ ରାଜପଥ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ରହିଛି । ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅବହେଳା ଏବଂ ରକ୍ଷଣା ବେକ୍ଷଣ ଅଭାବରୁ ଶହ ଶହ ଦୁର୍ଘଟଣା ଘଟୁଛି । ଅନେକ ଜୀବନ ଗଲାଣି । ଉପକୂଳ ରାଜପଥ ଓ…
ଟ୍ରାଫିକ ପୁଲିସ୍ଙ୍କୁ ଚପଲରେ ପିଟିଲେ ମହିଳା ଇ-ରିକ୍ସା ଚାଳକ…
ବିଚ ରାସ୍ତାରେ ନିଜର ଔଦ୍ଧତାମୀ ଦେଖାଇଛନ୍ତି ଜଣେ ମହିଳା ଇ-ରିକ୍ସା ଚାଳକ। ସେ ନିଜର ସ୍ଲିପରରେ ଜଣେ ଟ୍ରାଫିକ ପୁଲିସଙ୍କୁ ପ୍ରବଳ ପିଟିଛନ୍ତି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ମଙ୍ଗଳବାର ଗାଜିଆବାଦର ଇନ୍ଦ୍ରାପୁରମ ଅଞ୍ଚଳରେ ଏହି ଘଟଣା ଘଟିଥିବା ବେଳେ କ୍ୟାମେରାରେ…
ବିମାନରେ ଯାତ୍ରାବେଳେ ମାଲାୟାଲାମ ଅଭିନେତ୍ରୀଙ୍କ ସହ ହେଲା ଅସଦାଚରଣ…
କୋଚି: ଜଣେ ମାଲାୟାଲାମ ଫିଲ୍ମ ଅଭିନେତ୍ରୀ କୋଚି ଯାଉଥିବାବେଳେ ତାଙ୍କ ସହ ଅସଦାଚରଣ ହୋଇଥିବାର ଅଭିଯୋଗ କରିଛନ୍ତି | ଅଭିନେତ୍ରୀଜଣକ ଏୟାର ଇଣ୍ଡିଆ ବିମାନରେ ଯାଉଥିବାବେଳେ ଜଣେ ପୁରୁଷ ଯାତ୍ରୀ ତାଙ୍କୁ ଉତ୍ପୀଡ଼ନ କରିଥିବାର ଅଭିଯୋଗ କରିଛନ୍ତି। ଅଭିନେତ୍ରୀଙ୍କ ସୂଚନା ମୁତାବକ ମଙ୍ଗଳବାର…
ସିକ୍କିମ ବନ୍ୟାରୁ ଜୀବନ ବଞ୍ଚାଇ ଓଡିଶା ଫେରିଲେ ୪ ଓଡ଼ିଆ…
ଆନନ୍ଦପୁର: ରଖିବ ହରି ତ ମାରିବ କିଏ । ଭଗବାନ ଯାହାର ଜୀବନ ରଖିବେ ତା ଜୀବନ ବା କିଏ ନବ? ଯେତେ ବଡ ପ୍ରଳୟ ଆସୁ ପଛେ । ଠିକ୍ ଏମିତି କିଛି ଘଟିଛି ୪ ଓଡିଆଙ୍କ କ୍ଷେତ୍ରରେ । କିଛି ଦିନ ତଳେ ସିକ୍କିମରେ ସୃଷ୍ଟି ହୋଇଥିବା ବନ୍ୟା ବିପର୍ଯ୍ୟୟରୁ ଅଳ୍ପକେ ବର୍ତ୍ତି ଘରେ…
ଇସ୍ରାଏଲରୁ ଭାରତ ଫେରିବା ପରେ ଅଭିନେତ୍ରୀ ବଖାଣିଲେ ଭୟାବହ ଅନୁଭୂତି…
ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ବଲିଉଡ ଅଭିନେତ୍ରୀ ନୁସରତ ଭରୁଚା ଇସ୍ରାଏଲରେ ଫସି ଯାଇଥିଲେ। ହାଇଫା ଚଳଚ୍ଚିତ୍ର ପୁରସ୍କାରରେ ଯୋଗଦେବା ପାଇଁ ନୁସରତ ଇସ୍ରାଏଲ ଯାଇଥିବା ବେଳେ ହଠାତ୍ ଯୁଦ୍ଧ ଆରମ୍ଭ ହେବାରୁ ସେ ସେଠାରେ ଫସିଯାଇଥିଲେ।…
ରାଜସ୍ଥାନରେ ନଭେମ୍ବର ୨୩ ବଦଳରେ ୨୫ରେ ଭୋଟ…
ବଦଳିଛି ରାଜସ୍ଥାନ ବିଧାନସଭା ନିର୍ବାଚନ ତାରିଖ। ଦିନକ ତଳେ ରାଜସ୍ଥାନବାସୀ ନଭେମ୍ବର ୨୩ରେ ଭୋଟ ଦେବେ ବୋଲି ମୁଖ୍ୟ ନିର୍ବାଚନ କମିଶନର ଘୋଷଣା କରିଥିଲେ। ହେଲେ ଆଜି ଭୋଟିଂ ତାରିଖରେ ସଂଶୋଧନ କରାଯାଇଛି। ରାଜସ୍ଥାନବାସୀ ନଭେମ୍ବର ୨୩ ବଦଳରେ ନଭେମ୍ୱର ୨୫ରେ ଭୋଟ ଦେଇ ନିଜ…
ରାଜ୍ୟରେ ‘ମିଶନ ଶକ୍ତି ସ୍କୁଟର’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ…
ଭୁବନେଶ୍ୱର : ସଶକ୍ତ ମହିଳା । ସଶକ୍ତ ଓଡ଼ିଶା । ଗତିଶୀଳତା ହିଁ ସଶକ୍ତିକରଣ । ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ । ଲୋକସେବା ଭବନ କନଭେନସେଣ୍ଟରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି । ବିଏଲଏଫ ଓ ଡିଏଲଏଫଙ୍କ ପାଇଁ କରାଯାଇଛି ଗାଡି…