ବିଜେଡି ଶାସନରେ ଅତିଷ୍ଠ ସାଧାରଣ ଲୋକ ବିଜେପି ମୁହାଁ : ସମୀର ମହାନ୍ତି

ଭୁବନେଶ୍ୱର: ଦିନକୁ ଦିନ ସରଗରମ ହେଉଛି ରାଜନୈତିକ ମାହୋଲ । ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ବୟାନବାଜି ସେତେ ଜୋର ଧରୁଛି । ଓଡ଼ିଶାରେ ବିଜେପି-ବିଜେଡି ଯେମିତି ବାକ ଯୁଦ୍ଧ ଚାଲିଛି । ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଆଜି ଜାତୀୟ ରାଜପଥର ମନ୍ଥର…

କୂଅରେ ପଡ଼ି ଯାଇଥିବା ବିରାଡିକୁ ଉଦ୍ଧାର କରିବାକୁ ଯାଇ ଜଣେ ମୃତ; ୨ ଗୁରୁତର

ଭୁବନେଶ୍ୱର: କୂଅରେ ପଡିଯାଇଥିଲା ବିରାଡି । ବିରାଡିକୁ ଉଦ୍ଧାର କରିବାକୁ ଯାଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨ ଜଣ ଗୁରୁତର ହୋଇ ପଡିଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏମିତି ଘଟଣା ଘଟିଛି ବୁଧବାର ପଟିଆ ରେଲୱେ ଷ୍ଟେସନ ନିକଟରେ । ମିଳିଥିବା ସୂଚନା ଅନୁସାରେ,…

ଚାକିରି ଫେରି ପାଇଲେ ଭାରତୀ ସିଂ…

ଚାକିରି ଫେରି ପାଇଲେ। ବ୍ୟାଙ୍କ ମିତ୍ର ଭାରତୀ ସିଂଙ୍କୁ ନିଜ ଚାକିରିରେ ଯୋଗଦେବା ପାଇଁ ପତ୍ର ଲେଖିଛନ୍ତି ବ୍ଲକ ପ୍ରଶାସନ। ପୁନଃ ନିଯୁକ୍ତି ପାଇବା ପରେ ଭାରତୀ କହିଛନ୍ତି, ସତ୍ୟ ଓ ନ୍ୟାୟରେ ଥିଲେ ସତ୍ୟର ନିଶ୍ଚିତ ଜୟ ହେବ। ତେବେ ଏଠି ପ୍ରଶ୍ନ ଉଠୁଛି, ଭାରତୀଙ୍କ…

ରାଜ ଠାକରେଙ୍କ ସମର୍ଥନରେ ବାହାରିଲେ କଂଗ୍ରେସ ନେତା…

ମୁମ୍ବାଇ: ମହାରାଷ୍ଟ୍ର ନବନିର୍ମାଣ ସେନା ସଭାପତି ରାଜ ଠାକରେ ଟୋଲ ଟ୍ୟାକ୍ସକୁ ରାଜ୍ୟର ସବୁଠୁ ବଡ ‘ସ୍କାମ’ ବୋଲି କହିବା ସହ ଟୋଲ ଟ୍ୟାକ୍ସ ବ୍ୟବସ୍ଥା ନ ଉଠାଇଲେ ସେ ‘ଟୋଲ ବୁଥ ପୋଡି ଦେବେ’ ବୋଲି ଧମକ ଦେଇଥିଲେ । ଆଉ ରାଜ ଠାକରେ ଚେତାବନୀ ଦେବାର ଗୋଟିଏ ଦିନ ପରେ କଂଗ୍ରେସ ନେତା ବିଜୟ…

ମଦ ପିଉଥିଲେ ବୋଲି ନିଶାନିବାରଣ କେନ୍ଦ୍ର ଛାଡିଥିଲି, ହେଲେ ମୋ ସ୍ୱାମୀଙ୍କୁ ମାରିଦେଲେ…

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲ ଶବ ବ୍ୟବଚ୍ଛେଦ ଗୃହ ପରିସର । ଯେଉଁଠି ଜମିଥିଲା ଉତ୍ତେଜନା ସହ ପ୍ରବଳ ଲୋକ ଗହଳି । ସମସ୍ତଙ୍କ ମୁହଁରେ ଗୋଟିଏ କଥା ଆମକୁ ନ୍ୟାୟ ଦରକାର। ସେହି ହୋହାଲ୍ଲା ଭିତରେ ଜଣେ ମହିଳା କଇଁ କଇଁ ହୋଇ କାନ୍ଦୁ ଥାଆନ୍ତି । କିଛି…

ଅନଲାଇନରେ ଗେମ ‌ଖେଳି ରାତାରାତି କୋଟିପତି ହେଲେ ସବ-ଇନ୍ସପେକ୍ଟର…

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୁଣେରେ ପୁଲିସ ସବ-ଇନ୍ସପେକ୍ଟର ରାତାରାତି କୋଟିପତି ହୋଇଯାଇଥିବାର ଏକ ଘଟଣା ସାମ୍ନାକୁ ଆସିଛି। ଏହି ଇନ୍ସପେକ୍ଟର ଜଣକ ଅନଲାଇନ ଗେମ ଡ୍ରିମ ‌ଇ‌ଲେଭେନ ମାଧ୍ୟମରେ ୧.୫କୋଟି ଟଙ୍କାର ପୁରସ୍କାର ରାଶି ଜିତିଛନ୍ତି। ସବ-ଇନ୍ସପେକ୍ଟର ଜଣକ ଫେଣ୍ଟାସି…

ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ଆମ୍ବୁଲାନ୍ସ, ଡ୍ରାଇଭର ଓ କର୍ମଚାରୀ ଗୁରୁତର…

ଘଟଗାଁ : ଘଟଗାଁ ଥାନା ପିପିଳିଆ ନିକଟରେ ଆଇରନ୍ ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ଅତ୍ୟାଧୁନିକ ଓମବାଡିସି ଆମ୍ବୁଲାନ୍ସ । ଫଳରେ ଆମ୍ବୁଲାନ୍ସଟି ଚୁରମାର ହୋଇଯାଇଛି। ଆମ୍ବୁଲାନ୍ସ ଡ୍ରାଇଭର ଏବଂ ଅନ୍ୟ ଜଣେ କର୍ମଚାରୀ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…

ପଠାନ୍‌କୋଟ୍‌ ଆକ୍ରମଣର ମାଷ୍ଟରମାଇଣ୍ଡ ସାହିଦ୍‌କୁ ହତ୍ୟା…

ଭାରତର ମୋଷ୍ଟ ଓ୍ୱାଣ୍ଟେଡ୍ ତଥା ପଠାନ୍‌କୋଟ୍‌ ଆକ୍ରମଣର ମାଷ୍ଟରମାଇଣ୍ଡ ସାହିଦ ଲତିଫକୁ ହତ୍ୟା। ପାକିସ୍ତାନର ସିଆଲ୍‌କୋଟ୍‌ରେ ଅଜ୍ଞାତ ଆକ୍ରମଣକାରୀମାନେ ସାହିଦକୁ ଗୁଳି କରି ହତ୍ୟା କରିଛନ୍ତି। ଏହି ହତ୍ୟା ପରେ ଆତଙ୍କବାଦୀ ସଙ୍ଗଠନ ଜୈଶ୍‌-ଏ-ମହମ୍ମଦକୁ ଏକ ବଡ଼ ଝଟ୍‌କା…

ଗାଧୋଇବା ବେଳେ ବ୍ରାହ୍ମଣୀରେ ବୁଡିଗଲେ ଦୁଇ ସାଙ୍ଗ…

ଯାଜପୁର: ଅନ୍ତରଙ୍ଗ ବନ୍ଧୁ ଥିଲେ । ଏକାଠି ବୁଲୁଥିଲେ, ଏକାଠି ଯାଉଥିଲେ । ଏକାଠି ଶେଷଯାତ୍ରା ବି କଲେ ।  ଧର୍ମଶାଳା ଗୋକର୍ଣ୍ଣେଶ୍ୱର ନିକଟ ବ୍ରାହ୍ମଣୀ ନଦୀରେ ଏକାଠି ଗାଧଉଥିଲେ । ହାତ ଧରାଧରି ହୋଇ ବ୍ରାହ୍ମଣୀ ଗର୍ଭରେ ସଲିଳ ସମାଧି ନେଇଗଲେ ।  ଦୁଇ ସାଙ୍ଗ ହେଲେ, ଜାରକା କୁମାରୀ ଗାଁର…

ଇସ୍ତଫା ଦେଲ ଏକମାତ୍ର ମହିଳା ମନ୍ତ୍ରୀ ଚନ୍ଦିରା ପ୍ରିୟଙ୍କା

ଇସ୍ତଫା ଦେଲ ଏକମାତ୍ର ମହିଳା ମନ୍ତ୍ରୀ। ଜାତିଗତ ଓ ଲିଙ୍ଗଗତ ଭେଦଭାବରେ ଅତିଷ୍ଟ ହୋଇ ଇସ୍ତଫା ଦେଲ ପୁଡୁଚେରୀର ଏକମାତ୍ର ମହିଳା ବିଧାୟିକା ତଥା କ୍ୟାବିନେଟ୍‌ ମନ୍ତ୍ରୀ ଚନ୍ଦିରା ପ୍ରିୟଙ୍କା। ସେ ମଙ୍ଗଳବାର ଦିନ ଲିଙ୍ଗଗତ ଓ ଜାତିଗତ ପକ୍ଷପାତିତା ତଥା ଷଡଯନ୍ତ୍ର ଓ…