ବାହାନଗା ଟ୍ରେନ ଦୁର୍ଘଟଣା: ଜଳିଲା ୨୮ ଅଚିହ୍ନା ମୃତଦେହ

ଭୁବନେଶ୍ୱର: ୧୨୮ ଦିନ ପରେ ଜଳିଲା ୨୮ ମୃତଦେହ । ଭରତପୁର ଶ୍ମଶାନରେ ହେଲା ଅନ୍ତିମ ସଂସ୍କାର । ସବୁ ଅଚିହ୍ନା ଶବର ଶେଷକୃତ୍ୟ ସମ୍ପନ୍ନ କରିଛି ବିଏମସି । ଏମ୍ସ, ବିଏମସି ଅଧିକାରୀ, ପୂର୍ବତଟ ରେଳବାଇ ଅଧିକାରୀ ଏବଂ ସିବିଆଇ ଅଧିକାରୀଙ୍କ ଉପସ୍ଥିତିରେ କଣ୍ଟେନର ଖୋଲା ଯାଇଥିଲା । ଏହାର…

ଶବଗଦା ଭିତରେ ୭ ଘଣ୍ଟା ଲୁଚି ଜୀବନ ବଞ୍ଚାଇଲେ ଇସ୍ରାଏଲ୍‌ ସଙ୍ଗୀତ ମହୋତ୍ସବକୁ ଯାଇଥିବା ଯୁବତୀ…

ଜେରୁଜେଲମ୍‌: ଇସ୍ରାଏଲ୍‌ ସଙ୍ଗୀତ ମହୋତ୍ସବ ‘ନେଚର୍‌ ପାର୍ଟି’କୁ ଯାଇଥିବା ଜଣେ ଯୁବତୀ ହମାସ୍‌ ଆକ୍ରମଣ ବେଳେ ଶବଗଦା ଭିତରେ ଦୀର୍ଘ ୭ ଘଣ୍ଟା କାଳ ଆତ୍ମଗୋପନ କରି ଜୀବନ ରକ୍ଷା କରିଥିବା କଥା ‘ଦି ନ୍ୟୁୟର୍କ ପୋଷ୍ଟ୍‌’ ରିପୋର୍ଟ କରିଛି। ରିପୋର୍ଟରେ ଉଲ୍ଲେଖ ଅଛି,…

ଜୁଆ ଆଡ୍ଡା ଉପରେ ଚଢାଉ, ୬ ଜୁଆଡି ଗିରଫ…

ଅନୁଗୁଳ: ଅନୁଗୁଳ ପୋଲିସକୁ ବଡ ସଫଳତା ମିଳିଛି  । ବିଇଡି କଲେଜ ପଛ ପାଖରେ ଥିବା ଏକ ବସ୍ତିରେ ଜୁଆ ଆଡ୍ଡା ଉପରେ ପୋଲିସ ଚଢାଉ କରିଛି  । ଏବଂ ୬ଜଣ ଜୁଆଡିଙ୍କୁ ଗିରଫ କରିଛି  । ସେମାନଙ୍କ ନିକଟରୁ ଟଙ୍କା , ମୋଟରସାଇକେଲ , ମୋବାଇଲ ସହ ଜୁଆ ସାମଗ୍ରୀ ଜବତ କରିଛି । ସୂଚନା ଅନୁସାରେ…

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ଅବସ୍ଥା ସଙ୍କଟାପନ୍ନ…

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ୭୮ ବର୍ଷୀୟା ଖଲିଦା ଲିଭର ସିରୋସିସ ରୋଗରେ ପୀଡ଼ିତ ଥିବା ଜଣାଯାଇଛି। ଜୀବନ ରକ୍ଷା ନିମନ୍ତେ ତୁରନ୍ତ ତାଙ୍କୁ ବିଦେଶରେ ସ୍ୱାସ୍ଥ୍ୟସେବା ଯୋଗାଇବା ଆବଶ୍ୟକ ହୋଇ ପଡ଼ିଥିବା ତାଙ୍କୁ…

ଚିକିଟୀରେ ବିଜେଡିର ବିରାଟ ଜନସମ୍ପର୍କ ପଦଯାତ୍ରା…

ଚିକିଟୀ : ଗଞ୍ଜାମ ଜିଲ୍ଲା ଚିକିଟୀ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଚିକିଟୀ ପେଣ୍ଠ ଠାରେ ଏକ ବିରାଟ ପଦଯାତ୍ରା ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି।ଏହି ପଦଯାତ୍ରା ସନ୍ଧ୍ୟା ୬ଘଣ୍ଟା ସମୟରେ କରବାଲୁଆ ଠାକୁରାଣୀ ମା ମନ୍ଦିର ଠାରୁ ବାହାରି ମୁଖ୍ୟରାସ୍ତା ହୋଇ ବକ୍ସିବଜାର ରେ

ଦୁଇ ଗୋଷ୍ଠୀ ମୁହାଁମୁହିଁ: ଭୁଜାଲି ଆକ୍ରମଣରେ ୩ ଗୁରୁତର…

ଭଦ୍ରକ : ଭଦ୍ରକ ସହର ସ୍ଥିତ ଡାଲଚିନି ହୋଟେଲ ନିକଟରେ ନିଶାଡି ଏବଂ ହୋଟେଲ ମାଲିକ ଧସ୍ତାଧସ୍ତି  । ଜମିବାଡିକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଛି  । ଏତିକି ବେଳେ  କିଛି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଯୁବକ ମାନେ ଅଟକାଉଥିବାବେଳେ   ଉଭୟଙ୍କ ମଧ୍ୟରେ…

ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଶିଶୁ କନ୍ଯା ଦିବସ ଅବସରରେ ଜିଲ୍ଲାର ୪୮ ଜଣକିଶୋରୀଙ୍କୁ ସମ୍ମାନୀତ କରାଗଲା…

ଛତ୍ରପୁର : ତା.୧୧.୧୦ ସ୍ଥାନୀୟ ଛତ୍ରପୁରସ୍ଥିତ ଓସ୍ବାନ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପ୍ରଶାନ, ୟୁନିସେଫ୍, ଆକ୍ସନ୍ ଏଡ୍ ର ମିଳିତ ଆନୁକୂଲ୍ୟରେ ଗଞ୍ଜାମ ଜିଲ୍ଲାରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଶିଶୁକନ୍ୟା ଦିବସ ବୁଧବାର ଦିନ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବାଲ୍ୟ ବିବାହ,

ହିଞ୍ଜିଳିରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା…

ହିଞ୍ଜିଳିକାଟୁ ୧୧!୧୦ ଵୂଧବାର ହିଞ୍ଜିଳିକାଟୁ ପୌର ପରିଷଦର ୧,୨,୩, ଓ ୪ ନମ୍ବର ୱାର୍ଡରେ ବିଜେଡି ଜନ ସମ୍ପର୍କ ପଦଯାତ୍ରା ଶେଷ ହୋଇଛି। ହିଞ୍ଜିଳିକାଟୁ ଵିଜେଡି ନଗର ସଭାପତି ଭୀମସେନ ବେହେରାଙ୍କ ନେତୃତ୍ୱରେ ହଜାର ହଜାର କର୍ମୀ, ବରିଷ୍ଠ କର୍ମକର୍ତ୍ତାଙ୍କ ସମେତ ମହିଳା ନେତ୍ରୀ ଓ ଯୁବ

ମାଲକାନଗିରି : ପଡିଆରେ ବ୍ଲକ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ…

ମାଲକାନଗିରି : ପଡିଆ ବ୍ଳକ ସଦର ମହକୁମା ସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟ ଖେଳ ପଡିଆରେ ବ୍ଲକ ସ୍ତରୀୟ ଫୁଟବଲ୍ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଆାଦିବାସୀ ଅଧ୍ୟୁଷିତ ପଡିଆ ବ୍ଳକର ଆଠଟି ପଞ୍ଚାୟତରୁ ମୋଟ ୧୬ ଦଳକୁ ନେଇ ଏହି ଟୁର୍ନାମେଣ୍ଟ ଆୟୋଜନ କରାଯାଇଛି। ଆଜିର ଉଦଘାଟନୀ ଦିବସର ପ୍ରଥମ