Sign in
Sign in
Recover your password.
A password will be e-mailed to you.
ମାଲକାନଗିରି ଜିଲ୍ଲା ସଦର ବ୍ଲକର ୩ ଟି ପଞ୍ଚାୟତକୁ ଲକ୍ଷ୍ମୀ ବସରେ ବୁଲିଲେ ଗୋଷ୍ଠୀ ଉନ୍ନୟନ ଅଧିକାରୀ…
ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ବ୍ଲକ ର ଚାଲାଣଗୁଡା, ତଣ୍ଡିକି ଓ ମାଟାପାକା ତିନୋଟି ପଞ୍ଚାୟତ କୁ ଲଷ୍ମୀ ବସ ରେ ବୁଲିଲେ ମାଲକାନଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଅନ୍ୟାନ୍ୟ ବ୍ଲକ କର୍ମଚାରୀ। ବସ ପ୍ରଥମେ ଗ୍ରାମ ପଞ୍ଚାୟତ ଠାରେ ପହଂଚିବା ପରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର!-->…
ଉମରକୋଟ ତହସିଲରେ ଭୁଲେଖ ଅନଲାଇନ ନ ହେବାରୁ ସାଧାରଣ ଜନତା ହନ୍ତସନ୍ତ…
ଉମରକୋଟ : ସୂଚନା ପ୍ରକାରେ ଉମରକୋଟ ତହସିଲ ଅଫିସରେ ପ୍ରତ୍ୟେକ ଦିନ ବିଭିନ୍ନ ଗ୍ରାମରୁ ଲୋକମାନେ ଜମିପଟ୍ଟା ଧରି ଉମରକୋଟ ତହସିଲଦାର ଅଫିସରେ ଆସୁଥିଲେ ଭୁଲେଖ ପାର୍ଶରେ ଅନଲାଇନ କରିବା ପାଇଁ, କାରଣ ପଟ୍ଟା ଅନଲାଇନ ନହେଲେ ଜମି କିଣା ବିକାଠୁ ଆରମ୍ଭ କରି କୌଣସି ସରକାରୀ ଋଣ ବା ସରକାରୀ!-->…
ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଅନାବରଣ ଓ ଶିଶୁ ମହୋତ୍ସବ…
ବ୍ରହ୍ମପୁର : ଖଲ୍ଲିକୋଟ ବ୍ଲକ୍ ଅନ୍ତର୍ଗତ ସାବୁଳିଆସ୍ଥିତ ଉତ୍କଳମଣି ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ଦିନରୁ ପ୍ରସ୍ତାବିତ ତଥା ସମାଜ ରିଲିଫ ପାଣ୍ଠି ପ୍ରଦତ୍ତ ଗୋପବନ୍ଧୁ ଦାସଙ୍କ ଏକ ପ୍ରତିମୂର୍ତ୍ତି ବିଦ୍ୟାଳୟ ପରିସରରେ ଉନ୍ମୋଚିତ ହୋଇଯାଇଛି। ଉନ୍ମୋଚନ ଉତ୍ସବ ସାବୁଳିଆ ଆଞ୍ଚଳିକ ସାଧନ!-->…
ଏନ୍.ସି.ସି ମହାନିର୍ଦ୍ଦେଶକ ଲେନେନ୍ଟ ଜେନେରାଲ ଗୁର୍ବିର୍ପାଲ୍ ସିଂ ଏଭିଏସଏମ, ଭିଏସ୍ଏମଙ୍କ ଓଡିଶା ଏନ୍.ସି.ସି…
ବ୍ରହ୍ମପୁର : ଏନ୍.ସି.ସି. ମହାନିର୍ଦ୍ଦେଶକ ଲ୍ୟୁଟ୍ନାନ୍ଟ ଜେନେରାଲ ଗୁର୍ବିର୍ପାଲ୍ ସିଂ, ଅତି ବିଶିଷ୍ଟ ସେବା ମେଡାଲ୍, ବିଶିଷ୍ଟ ସେବା ମେଡାଲ୍ ଚଳିତ ମାସ ୯ ଓ ୧୦ ତାରିଖ ଦୁଇଦିନିଆ ଓଡିଶା ଗ୍ରସ୍ତରେ ଆସି ରାଜ୍ୟ ଏନ୍.ସି.ସି ନିର୍ଦ୍ଦେଶାଳୟରେ ପହଂଚିଥିଲେ । ସେଠାରେ!-->…
ପୋଲିସ ଓ ପରିବହନ ବିଭାଗର ମିଳିତ ଗାଡ଼ି ଯାଞ୍ଚ…
ଦାରିଙ୍ଗବାଡି,୧୦/୧୦ : ପ୍ରତ୍ୟେକ ମଙ୍ଗଳବାର ଦିନକୁ ପରିବହନ ବିଭାଗ ପକ୍ଷରୁ ଜିରୋ ଟଲରେନ୍ସେ ଦିବସ ଭାବେ ପାଳନ କରାଯାଉଥିବା ବେଳେ ଗାଡ଼ି ଯାଞ୍ଚ କଡାକଡି କରାଯାଉଛି। ମଙ୍ଗଳବାର ଦିନ ଦାରିଙ୍ଗବାଡି ହିଲଭିୟୁ ଛକ ଓ କଫି ବଗିଚା ଛକରେ ଦାରିଙ୍ଗବାଡି ପୋଲିସ ଓ ଫୁଲବାଣୀ ଆଞ୍ଚଳିକ ପରିବହନ!-->…
ଭଗଵତ କଥା ଦିତରଣ ପରିଷଦ ଟ୍ରଷ୍ଟ, ତରଫରୁ ମେଧାବୀ ପ୍ରତିଯୋଗିତା
ହିଞ୍ଜିଳିକାଟୁ ୧୨/୧୦/। ହିଞ୍ଜିଳିକାଟୁ ଭଗବତ କଥା ଵିତରଣ ପରିଷଦ ଚାରିଟେବୁଲ ଟ୍ରଷ୍ଟ ତରଫରୁ ହିଞ୍ଜିଳିକାଟୁ ସରକାରୀ ବୃନ୍ଦାବନ ବିଦ୍ୟାଳୟ ପରିସରରେ ଏକ ମେଧାବୀ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ହିଞ୍ଜିଳିକାଟୁ ଭଗବତ କଥା ଵିତରଣ ପରିଷଦ ଚାରିଟେବୁଲ!-->…
ଶ୍ରୀମନ୍ଦିରରେ ଦର୍ଶନ ବେଳେ ଚାଲିଗଲା ଭକ୍ତଙ୍କ ଜୀବନ…
ପୁରୀ: ଶ୍ରୀମନ୍ଦିରରେ କାଳିଆ ଠାକୁରଙ୍କୁ ଦର୍ଶନ ବେଳେ ଜଣେ ଭକ୍ତ ଅସୁସ୍ଥ ହୋଇ ଟଳିପଡ଼ିଛନ୍ତି। ମୃତ ଭକ୍ତ ହେଲେ ରାୟନ ପ୍ରସାଦ ସେନ୍ (୬୫)। ତାଙ୍କ ଘର ଉତ୍ତରପ୍ରଦେଶର ଝାନ୍ସୀ ଅଞ୍ଚଳରେ।
ସୂଚନା ଅନୁସାରେ ରାୟନ ପ୍ରସାଦ ସେନ୍ ଆଜି କାଳିଆ ଠାକୁରଙ୍କ ଦର୍ଶନ ପାଇଁ ନିଜ ପରିବାର ଲୋକଙ୍କ…
ଟ୍ୟୁସନ୍ ଯାଉଥିବା ବେଳେ ଛାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍…
ଢେଙ୍କାନାଳ : ଜଣେ ଛାତ୍ରୀ ଟ୍ୟୁସନ୍ ଯାଉଥିବା ବେଳେ ଟ୍ରକ୍ ମାଡ଼ି ଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ଘଟଣାଟି ଘଟିଛି ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଡେରାସିଙ୍ଗ ନିକଟରେ।
ମୃତ ଛାତ୍ରୀଙ୍କ ନାଁ ପଦ୍ମିନୀ ସାହୁ। ସେ ନବମ ଶ୍ରେଣୀରେ ପଢୁଥିଲେ। ତାଙ୍କ ଘର ଡେରାସିଙ୍ଗାରେ। ଆଜି ସେ ରଞ୍ଜା…
ଜମ୍ମୁକଶ୍ମୀରରେ ଦୁଇ ଆତଙ୍କବାଦୀଙ୍କୁ ନିପାତ କଲେ ସୁରକ୍ଷାକର୍ମୀ…
ଶ୍ରୀନଗର: ଜମ୍ମୁକଶ୍ମୀରର ଶୋପିଆନ୍ ଆଲିସିପୋରାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ନିକଟସ୍ଥ ଜଙ୍ଗଲରେ ଅଧିକ ଆତଙ୍କବାଦୀ ଲୁଚି ରହିବାର ଆଶଙ୍କା ଥିବାରୁ ସର୍ଚ୍ଚ ଅପରେସନ ଚାଲିଛି। ମିଳିତ ଅପରେସନ ସମୟରେ ସେନା ଏବଂ ପୁଲିସ ବାହିନୀର ଗୁଳିରେ ଏହି…
ଆପ ନେତା ଅମାନତୁଲ୍ଲା ଖାନଙ୍କ ଘରେ ଇଡିର ଚଢ଼ାଉ ଜାରି…
ନୂଆଦିଲ୍ଲୀ: ଦିଲ୍ଲୀର ଆମ୍ ଆଦମୀ ପାର୍ଟି (ଆପ) ନେତାଙ୍କ ବିରୋଧରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଚଢ଼ାଉ ଜାରି ରହିଛି। ଏହି କ୍ରମରେ ଆଜି ଇଡି ଅମାନତୁଲ୍ଲା ଖାନଙ୍କ ଘରେ ଚଢ଼ାଉ କରିଛି। ଗତ ବର୍ଷ ଅମାନତୁଲ୍ଲା ଖାନଙ୍କ ବିରୋଧରେ ଆସିଥିବା ୱାକଫ ବୋର୍ଡ ଜମି ସ୍କାମ ଅଭିଯୋଗ ଆଧାରରେ…