ଜୟପୁରରେ ଟ୍ରକ୍‌ ଟର୍ମିନାଲ ନିର୍ମାଣ ପାଇଁ ଉଠିଲା ଦାବି…

ଜୟପୁର: ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୩୦୦ କୋଟି ଟଙ୍କା ଖର୍ଚ୍ଚ କରି ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, ଅନୁଗୁଳ, ବାଲେଶ୍ବର, ଭଦ୍ରକ, ନବରଙ୍ଗପୁର, ଯାଜପୁର, ବ୍ରହ୍ମପୁର, କେନ୍ଦୁଝର ଓ ଜଗତସିଂହପୁରରେ ଟ୍ରକ୍ ଟର୍ମିନାଲ ନିର୍ମାଣ ପାଇଁ ଯୋଜନା କରିଛି। ତେବେ ଅବିଭକ୍ତ…

ଯବାନଙ୍କୁ ଆକ୍ରମଣ ଓ ହତ୍ୟା ଘଟଣାରେ ୫ ଗିରଫ

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଚମାଖଣ୍ତି ଥାନା ଅନ୍ତର୍ଗତ କାଳିପଲ୍ଲୀ ଗ୍ରାମର ସେନା ଯବାନ ଜେ.ଡିଲେଶ୍ବର ପାତ୍ରଙ୍କୁ ସଂଘବଦ୍ଧ ଆକ୍ରମଣ ଓ ହତ୍ୟା ଘଟଣାରେ ପୁଲିସ ୫ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ କାଳିପଲ୍ଲୀ ଗ୍ରାମର ସିଏଚ୍.ଶେଖର ପାତ୍ର(୨୩), ଜେ.କଲ୍ୟାଣୀ…

ଭୁଶୁଡିଲା ଓପିଜିସି ପାଉଁଶ ପୋଖରୀ…

ଝାରସୁଗଡ଼ା: ଭୁଶୁଡି ପାଉଁଶ ପୋଖରୀ | ଝାରସୁଗୁଡା ଜିଲ୍ଲା ଇବ ଥର୍ମାଲସ୍ଥିତ ଓପିଜିସିର ପାଉଁଶ ପୋଖରୀ ଆଜି ସକାଳୁ ଭୁଶୁଡି ପଡିଛି | ମିଳିଥିବା ସୂଚନା ମୁତାବକ ପାଉଁଶ ପୋଖରୀରେ ୨୦ ଫୁଟ ଚଉଡ଼ାର ଘାଇ ସୃଷ୍ଟି ହେବା ପରେ ପାଉଁଶ ସ୍ଲରି ନିକଟସ୍ଥ ଗାଁ ସରଧାପାଲିକୁ…

ବେନାମୀ ଧନର ମୂଳ ଉତ୍ସ କେଉଁଠି… ?

ଭୁବନେଶ୍ୱର: ରାଜ୍ୟରେ କିଛିଦିନ ହେଲା ଆୟକର ବିଭାଗ କୋଟି କୋଟି ଟଙ୍କା ଜବତ କରୁଥିବାବେଳେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | ସେ ଟ୍ୱିଟ କରି ଲେଖିଛନ୍ତି ଯେ ଓଡ଼ିଶାରେ କିଛି ଦିନ ହେବ ଗଣମାଧ୍ୟମରେ ଶହ ଶହ କୋଟି ଟଙ୍କା…

ମଦ ବେପାରୀଙ୍କ ଘରେ ଚତୁର୍ଥ ଦିନରେ ଆୟକର ଚଢ଼ାଉ…

ସୁନ୍ଦରଗଡ଼: ସୁନ୍ଦରଗଡ଼ର ମଦ ବ୍ୟବସାୟୀ ରାଜକିଶୋର ଜୟସ୍ୱାଲଙ୍କ ଘରେ ଆଜି ଚତୁର୍ଥ ଦିନରେ ଆୟକର ବିଭାଗ ଚଢାଉ କରିଛି। ୨ ଦିନ ତଳେ ଟଙ୍କା ଭର୍ତ୍ତି ଟ୍ରଙ୍କ ଓ ଗୁଡାଏ ଦସ୍ତାବିଜ୍ ଜବତ କରିଥିବା ଆୟକର ଟିମ୍ ଆଜି ପୁଣି ଘରେ ପହଞ୍ଚି ତଲାସି ଚଲାଇଛି। ଝାଡ଼ଖଣ୍ଡ ସାଂସଦ ଧୀରଜ…

ଓଡ଼ିଶାରେ ଟଙ୍କାର ପାହାଡ଼, ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିଜେପି ସଭାପତି…

ଭୁବନେଶ୍ବର: ଆୟକର ବିଭାଗ ଦ୍ବାରା ଚଢ଼ଉ କରାଯାଇ ରାଜ୍ୟର ବିଭିନ୍ନ ସ୍ଥାନରେ କୋଟିକୋଟି ଟଙ୍କା ଜବତ କରାଯିବା ଘଟଣାକୁ ନେଇ ବିଜେପି ସଭାପତି ମନମୋହନ ସାମଲ କ୍ଷୋଭ ପ୍ରକାଶ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଶନିବାର ଅପରାହ୍‌ଣରେ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ…

ବାଘ ଡରକୁ ବି ଖାତିର କଲେନି; ନିର୍ଯାତନାରେ ଅତିଷ୍ଠ ୧୪ ଛାତ୍ର ଡେଇଁଲେ ହଷ୍ଟେଲ ପାଚେରି

ରାୟଗଡା : ରାତିରେ ମାତୁଛନ୍ତି ବାଘ । ରାଜରାସ୍ତାରେ ବୁଲୁଛନ୍ତି। ମାତ୍ର ବାଘ ଡରକୁ ଖାତିର ନ କରି ପ୍ରଧାନଶିକ୍ଷକଙ୍କ ନିର୍ଯାତନାରେ ଅତିଷ୍ଠ ୧୪ ଛାତ୍ର ପିଲା ଶୀତୁଆ ରାତିରେ ହଷ୍ଟେଲ ପାଚେରି ଡେଇଁ ପଡ଼ିଲେ । ଆଉ କୁନି କୁନି ପାଦରେ ପାହାଡ଼ ଜଙ୍ଗଲ ମଝିରେ ୨୫ କିମି…

ସାମାନ୍ୟ କଳିରୁ ଶାଶୁଙ୍କୁ ଲୁହା ରଡ୍‌ରେ ପିଟି ମାରିଦେଲା ବୋହୂ…

କଟକ : ସାମାନ୍ୟ କଳିରୁ ଶାଶୁଙ୍କୁ ଲୁହା ରଡ୍‌ରେ ପିଟି ମାରିଦେଲା ବୋହୂ। ଏପରି ହୃଦୟବିଦାରକ ଘଟଣା କଟକ ଜିଲ୍ଲା ବାରଙ୍ଗ ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବାର ୫ ଦିନ ପରେ ପୁଲିସ୍‌ ଘଟଣାର ପର୍ଦ୍ଦାଫାସ କରିଛି। ଅଭିଯୁକ୍ତ ବୋହୂକୁ ଗିରଫ କରି କୋର୍ଟ ଚାଲାଣ…

କୋକେନ କାହାର : ଖିଅ ପାଉନି କଷ୍ଟମ୍ସ ବିଭାଗ

ପାରାଦୀପ : ପାରାଦୀପ ବନ୍ଦରରୁ ମିଳିଥିବା ୨୦୦ କୋଟି ଟଙ୍କାର କୋକେନ୍‌ କାହାର? ପାରାଦୀପକୁ ଆସିଲା ନା ଏଠାରୁ ବିଦେଶ ଯାଉଥିଲା? ତାହାର ଖିଅ ପାଉନି କଷ୍ଟମ୍ସ ବିଭାଗ। ଅନ୍ୟପକ୍ଷରେ କୋକେନ୍‌ ଜବତ ହୋଇଥିବା ଜାହାଜ MV DEBIର କ୍ର୍ୟୁ ମେମ୍ୱରଙ୍କ ଭାଷା ମଧ୍ୟ ବୁଝି…

୨୦୧୮ରୁ ଏଯାଏଁ ବିଦେଶରେ ୪୦୩ ଭାରତୀୟ ଛାତ୍ରଙ୍କ ମୃତ୍ୟୁ: କାନାଡ଼ାରେ ସର୍ବାଧିକ…

ନୂଆଦିଲ୍ଲୀ: ୨୦୧୮ ମସିହାରୁ ବର୍ତ୍ତମାନ ସୁଦ୍ଧା ୪୦୩ ଜଣ ଭାରତୀୟ ଛାତ୍ର ବିଦେଶରେ ମୃତ୍ୟୁବରଣ କରିଛନ୍ତି। ବିଦେଶରେ ମୃତ୍ୟୁବରଣ କରିଥିବା ଉକ୍ତ ଛାତ୍ରଙ୍କ ମଧ୍ୟ‌ରୁ କାନାଡ଼ାରେ ସର୍ବାଧିକ ୯୧ ଜଣଙ୍କର ମୃତ୍ୟୁ ହୋଇଛି। ଗୁରୁବାର ରାଜ୍ୟସଭାରେ କେନ୍ଦ୍ର ସରକାର ଏହି…