ମୁଖ୍ୟ ଅଭିଯୁକ୍ତର ସହଯୋଗୀକୁ ଗିରଫ କଲା ଏସଟିଏଫ୍…

ଭୁବନେଶ୍ବର: ଆରଟିଆଇ ଅଧିକାରୀ କହି ୪୦ କୋଟି ଠକିବା ଘଟଣାର ମୁଖ୍ୟ ଅଭିଯୁକ୍ତ କାହ୍ନୁ ଚରଣ ପ୍ରଧାନର ସହଯୋଗୀ ଲକ୍ଷ୍ମଣ ମାଢ଼ିକୁ ଗିରଫ କରିଛି କ୍ରାଇମ୍ ବ୍ରାଞ୍ଚ ଏସଟିଏଫ୍। ଲକ୍ଷ୍ମଣ ରେଭେନ୍ସା କଲେଜର ଛାତ୍ର ବୋଲି ଜଣାପଡ଼ିଛି। ରେଭେନ୍ସା ହଷ୍ଟେଲରେ ରହି ପଢ଼ୁଥିବା ଲକ୍ଷ୍ମଣକୁ କଟକରୁ…

ସରକାରୀ ବିଜ୍ଞାପନରେ ଶଙ୍ଖ ଚିହ୍ନକୁ ନେଇ ଅଦାଲତକୁ ଯିବ ବିଜେପି: କଟାକ୍ଷ କଲା ବିଜେଡି…

ଭୁବନେଶ୍ବର: ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ବିଜ୍ଞାପନରେ ଶଙ୍ଖ ଚିହ୍ନକୁ ନେଇ ଆପତ୍ତି ଉଠାଇଛି ବିଜେପି। ଏଣେ ଏହାର ଜବାବ ରଖିଛି ବିଜେଡି। ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ବିଜ୍ଞାପନରେ ଶଙ୍ଖ ଚିହ୍ନକୁ ନେଇ ଆପତ୍ତି ଉଠାଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି, ଏହା ବିରୁଦ୍ଧରେ…

୨୫ଟି ପୌରସଂସ୍ଥାରେ ଖୁବ ଶୀଘ୍ର କାର୍ଯ୍ୟକାରୀ ହେବ ‘ମୁକ୍ତା ସଫ୍ଟ ୧.୦’

ଭୁବନେଶ୍ୱର : ସହରାଞ୍ଚଳର ଗରିବ ଅଧିବାସୀଙ୍କ ଜୀବିକା ସୁରକ୍ଷା ନିମନ୍ତେ ଗୋଷ୍ଠୀ ଦାରା ସଞ୍ଚାଳିତ ତଥା ସମାଜର ସାଧାରଣ ସ୍ତରରୁ ଯୋଜନା ପ୍ରସ୍ତୁତ କରୁଥିବା ‘ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ ମୁକ୍ତା’ ଓ ସରକାରଙ୍କ ଏକ ପ୍ରମୁଖ ପଦକ୍ଷେପ ରୂପେ ଆଦୃତ ହୋଇଛି। ରାଜ୍ୟର ୧୧୫ଟି ପୌର ସଂସ୍ଥା…

ଦୀର୍ଘଦିନ ଶାସନରେ ରହିବା ସତ୍ତ୍ୱେ କାହିଁକି ଜାତିଗତ ଜନଗଣନା କଲାନି କଂଗ୍ରେସ: ଧର୍ମେନ୍ଦ୍ର…

ଭୁବନେଶ୍ୱର :ଜାତିଗତ ଜନଗଣନା ଆଳରେ ସୋମବାର କଂଗ୍ରେସ ସମାଜକୁ ବିଭାଜିତ କରି ରାଜନୈତିକ ରୁଟି ସେକିବା ପାଇଁ ଚେଷ୍ଟା କରିଛି। ସ୍ବାଧୀନତା ପରଠାରୁ ୟୁପିଏ-୨ ପର୍ଯ୍ୟନ୍ତ କଂଗ୍ରେସ ଜାତିଗତ ଜନଗଣନାକୁ ତୀବ୍ର ବିରୋଧ କରିଥିଲା ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଟୁଇଟ୍‌ କରି କହିଛନ୍ତି।…

ଘରେ ପଶି ୨୫ ଭରି ସୁନା,୪୦ ଭରି ରୂପା , ନଗଦ ୨୫ ହଜାର ଟଙ୍କା ଚୋରି କଲେ ଦୃର୍ବତ୍ତ…

ଛତ୍ରପୁର :ଛତ୍ରପୁର ଥାନା ଅନ୍ତର୍ଗତ ତୁଳସୀ ନଗର ୪ର୍ଥ ଲାଇନ ନିବାସୀ କିଶୋର ଚନ୍ଦ୍ର ଗୌଡ଼ଙ୍କ ଘରୁ ବଡ଼ ଧରଣର ଚୋରି ହୋଇଛି । ସୋମବାର ବିଳମ୍ବିତ ରାତିରେ ଦୁର୍ବତ୍ତମାନେ ଘରେ ପଶି ୨୫ ଭରି ସୁନା,୪୦ ଭରି ରୂପା , ନଗଦ୨୫ ହଜାର ଟଙ୍କା ଓ ଏଟିଏମ ,ଆଧାର କାର୍ଡ ସମେତ ଆନ୍ୟନ୍ୟ କାଗଜପତ୍ର

ହେମଗିର ବ୍ଲକ ପରିସରରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ…

ସୁନ୍ଦରଗଡ଼, ୦୯/୧୦ : ଜିଲ୍ଲା ପ୍ରଶାସନ ଦ୍ବାରା ଆଜି ହେମଗିର ବ୍ଲକ ପରିସର ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ ଏବଂ ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିବାକର ଯୋଗ ଦେଇ ଲୋକଙ୍କର ଅଭିଯୋଗ ଆଦିର ଶୁଣାଣି କରିଥିଲେ। ଆଜି

ଚୋରି ବାଇକ ସହ ଦୁଇଜଣ ଅଭିଯୁକ୍ତକୁ ଗିରଫ କଲା ଛତ୍ରପୁର ଥାନା ପୋଲିସ…

ଛତ୍ରପୁର : ଛତ୍ରପୁର ଥାନା ଅଂଚଳ ରେ ଚୋରି ହୋଇଥିବା ଏକ ବାଇକ କୁ ଉଦ୍ଧାର କରିଛି ଛତ୍ରପୁର ଥାନା ପୋଲିସ, ଏଥିରେ ସମ୍ପୃକ୍ତ ଥିବା ଦୁଇଜଣ ଅଭିଯୁକ୍ତ ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି, ଦୁଇ ଜଣ ଅଭିଯୁକ୍ତ ହେଲେ ବ୍ରହ୍ମପୁର ଖାଜା ସାହି ଅଂଚଳ ର ସେକ ଆସିଫ ଓ ସେକ ସଦାମ ବୋଲି

ମୋସେବା କେନ୍ଦ୍ର ପରିଚାଳକ ସଂଘ ଫୁଲବାଣୀ ପକ୍ଷରୁ ୭ ଦଫା ଦାବିପତ୍ର ପ୍ରଦାନ

ଫୁଲବାଣୀ : ମୋ ସେବା କେନ୍ଦ୍ର ପରିଚାଳକ ସଂଘ ଫୁଲବାଣୀ ପକ୍ଷରୁ ସଂଘ ସଭାପତି ସୌମ୍ୟରଞ୍ଜନ ପ୍ରଧାନଙ୍କ ନେତୃତ୍ବରେ ୭ ଦଫା ଦାବିପତ୍ର କନ୍ଧମାଳ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି l ଏଥିରେ ଉଲ୍ଲେଖ ରହିଛି ଯେ କନ୍ଧମାଳ ଜିଲ୍ଲାର ରାଜ୍ୟ ସରକାରଙ୍କ ମଞ୍ଜୁର ପ୍ରାପ୍ତ ୧୨ ଗୋଟି ବ୍ଲକ ଅଧୀନ

ହିଞ୍ଜିଳିକାଟୁ ପୌରାଞ୍ଚଳର ୩ ୱାର୍ଡରେ ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ ଟ୍ୟାପର ଲୋକାର୍ପଣ…

ହିଞ୍ଜିଳିକାଟୁ (୯/୧୦): ଡ୍ରିଙ୍କ ଫ୍ରମ ଟ୍ୟାପ ମିଶନ ମାଧ୍ୟମରେ ସୋମବାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ୫ଟି ସହରରେ ସୁଜଳ ପରିକଳ୍ପନାରେ ଡ୍ରିଙ୍କ ଫ୍ରମ ଟ୍ୟାପ ଜଳ ଯୋଗାଣର ଶୁଭାରମ୍ଭ କରିବା ସହ ୧୩ଟି ସହରରେ ଶୁଭ ଉଦଘାଟନ କରିଛନ୍ତି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ