Sign in
Sign in
Recover your password.
A password will be e-mailed to you.
ରାସ୍ତା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ…
ଦେବଗଡ଼: ରାସ୍ତା କଡ଼ରୁ ମୃତଦେହ ଉଦ୍ଧାର । ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଦଣ୍ଡାସିଂହା – ମହୁଲନାଲି ରାସ୍ତା କଡ଼ରୁ ବାରକୋଟ ଯୁକ୍ତ ୨ ମହା ବିଦ୍ୟାଳୟରେ କାର୍ଯ୍ୟରତ ପିଅନଙ୍କ ମୃତଦେହ ଠାବ ହୋଇଛି। ମୃତକ ହେଲେ ମିଲୁ ଚରଣ ବେହେରା। ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପ୍ରାଥମିକ…
ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ…
ଅନୁଗୋଳ: ହାତୀ ଆକ୍ରମଣରେ ଚାଲିଗଲା ଦୁଇ ଜଣଙ୍କ ଜୀବନ । ଅନୁଗୋଳ ଜିଲ୍ଲା ଶରଧାପୁର ଓ ଛେଳିଆପଡା ଗାଁରୁ ଆସିଛି ଏଭଳି ଦୁଃଖଦ ଘଟଣା । ମୃତକ ଦୁଇ ଜଣ ହେଉଛନ୍ତି ୧୮ ବର୍ଷିୟ ଯୁବକ ଗୁରୁ ନାଏକ ଓ ବୃଦ୍ଧ ଅଇଁଠୁ ସାହୁ । ସେପଟେ ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ…
ମୋବାଇଲ ଛଡାଇ ଦୁଇ ପୋଲିସ କର୍ମୀ ସମେତ ୫ ଗିରଫ…
ସମ୍ବଲପୁର : ମୋବାଇଲ ଛଡାଇ ଦୁଇ ପୋଲିସ କର୍ମୀ ସମେତ ୫ ଗିରଫ । ମୋବାଇଲ ଛଡାଇ ତଥା ଟଂକା ଲୁଟ ଅଭିଯୋଗରେ ଗିରଫ ହେଲେ ପୋଲିସ କର୍ମଚାରୀ । ଦୁଇ ଜଣ ପୋଲିସ କର୍ମଚାରୀଙ୍କୁ ଅଇଁଠାପାଲି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଗୌତମ…
ଅପରିବର୍ତ୍ତିତ ରହିଲା ରେପୋ ରେଟ୍…
ପୁଣି ଅପରିବର୍ତ୍ତିତ ରହିଲା ରେପୋ ରେଟ୍। ଏଥର ବି ରେପୋ ରେଟରେ କୌଣସି ପରିବର୍ତ୍ତନ ଆଣିନାହିଁ RBI। କ୍ରମାଗତ ପଞ୍ଚମ ଥର ପାଇଁ ରେପୋ ରେଟ୍ ସ୍ଥିର ରହିଛି। ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ଏପରି ନିଷ୍ପତ୍ତି ନିଆଯାଇଥିବା ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ପକ୍ଷରୁ…
ଯେତେ ଗଣିଲେ ସେତେ ବାହାରୁଛି, ୩୦୦ କୋଟି ପାର କରିବା ଆଶଙ୍କା
ଭୁବନେଶ୍ଵର/ ବଲାଙ୍ଗିର: ଯେତେ ଗଣିଲେ ସେତେ ବାହାରୁଛି । ସରିବାର ନାଁ ନେଉନାହିଁ ଟଙ୍କା । ଟଙ୍କା ଗଣି ଗଣି ହାଲିଆ ହେଲେଣି ବ୍ୟାଙ୍କ ଓ ଆଇଟି ଅଧିକାରୀ । ଗତ ଦୁଇ ଦିନରେ ୨୦୦ କୋଟି ଟଙ୍କା ମିଳିଥିବା ବେଳେ ଆଜି ହେଉଛି ତୃତୀୟ ଦିନ । ଏହାରି ଭିତରେ ଜବତ ଟଙ୍କାର…
ସଂସଦରୁ ବହିଷ୍କୃତ ହେଲେ ମହୁଆ ମୈତ୍ର…
ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ରଙ୍କ ବିରୋଧରେ ’କ୍ୟାସ୍ ଫର୍ କ୍ୱେରି’ ଅଭିଯୋଗ ନେଇ ସଦାଚାର କମିଟି ରିପୋର୍ଟ ଆସିବା ପରେ ତାଙ୍କୁ ଲୋକସଭାରୁ ବହିଷ୍କାର କରାଯାଇଛି। ସଂସଦରେ ନରେନ୍ଦ୍ର ମୋଦୀ ସରକାରଙ୍କୁ ସମାଲୋଚନା କରୁଥିବା ପ୍ରଶ୍ନ ପଚାରିବା…
ମହାନଦୀକୁ ଡେଇଁଲେ ଯୁବକ, ସୁରକ୍ଷିତ ଉଦ୍ଧାର କଲେ ଅଗ୍ନିଶମବାହିନୀ
ବାଙ୍କୀ : ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ। ସୁରକ୍ଷିତ ଉଦ୍ଧାର କଲେ ଅଗ୍ନିଶମବାହିନୀ । କଟକ ଜିଲ୍ଲା ବାଙ୍କୀ ସୁବର୍ଣ୍ଣପୁର ଜାତମୁଣ୍ଡିଆ ବ୍ରିଜ ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଯୁବକଙ୍କୁ ଦେଖି ଡମପଡା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ । ପରେ…
‘ମୋ ବସ୍’ ସେବା ସମ୍ପ୍ରସାରିତ ହେବାକୁ ବିରୋଧ କଲା ଘରୋଇ ବସ ସଂଘ
ଭୁବନେଶ୍ୱର: ରାଜ୍ୟ ସରକାର ‘ମୋ ବସ୍’ ସେବାକୁ ନୂଆ ରୁଟ୍ ଜରିଆରେ ସମ୍ପ୍ରସାରଣ କରିବାକୁ ଯୋଜନା କରୁଛନ୍ତି। ଏବେ ଏହାକୁ ରାଜ୍ୟ ବସ ସଂଘ ତୀବ୍ର ବିରୋଧ କରିଛି। ଏହି ସମ୍ପ୍ରସାରଣ ଫଳରେ ସେମାନଙ୍କ ଜୀବିକା ଓ ବ୍ୟବସାୟର ବଞ୍ଚିବା ଉପରେ ନକାରାତ୍ମକ ପ୍ରଭାବ ପଡ଼ିବ ବୋଲି…
ଫୁଲବାଣୀକୁ ରେଳ କଟିବା ନେଇ ସାଂସଦ ଚୁପ୍ ପ୍ରତିବାଦରେ କନ୍ଧମାଳ ବିକାଶ ପରିଷଦ ପକ୍ଷରୁ ଶାଢି, ଚୁଡି ଟିକିଲି ଉପହାର
ଫୁଲବାଣୀ : ଗୋପାଳପୁର ସମ୍ବଲପୁର ଭାୟା ଫୁଲବାଣୀ ରେଳପଥରୁ ସର୍ଭେ ସଂସ୍ଥା ଓରିଡିଲ୍ ଶେଷ ପର୍ଯ୍ୟାୟ ସର୍ଭେ ସମୟରେ ଫୁଲବାଣୀକୁ ବାଦ୍ ପକାଇଦେବା ପ୍ରତିବାଦରେ ଆଜି ଫୁଲବାଣୀ ଡ଼ାକଘର ଠାରେ କନ୍ଧମାଳ ବିକାଶ ପରିଷଦ ପକ୍ଷରୁ ଆବାହକ ଗୋଲକ ବିହାରୀ କହଁରଙ୍କ ନେତୃତ୍ବରେ ଶତାଧିକ ନେତୃତ୍ବ ସାମିଲ!-->…
ବଲିଉଡ଼ର ଫଲି କଳାକାର ଓଡ଼ିଆ ପୁଅ ବରୁଣ ଓ ଫଲି ସହ କଳାକାର ଶିବଶମ୍ଭୁଙ୍କୁ ସମ୍ବର୍ଦ୍ଧନା
ଦାରିଙ୍ଗବାଡ଼ି , ୮ /୧୨, ବଲିଉଡ଼ର ଫଲି କଳାକାର ଦାରିଙ୍ଗବାଡ଼ି ମାଟିର ଓଡ଼ିଆ ପୁଅ ବରୁଣ ବିଶୋଇ ଏବଂ ସହକଳାକାର ଶିବଶମ୍ଭୁ ଦିଗାଳ ଙ୍କୁ ତାଙ୍କ ସାଙ୍ଗସାଥି ଏବଂ ଦାରିଙ୍ଗବାଡ଼ି ଅଞ୍ଚଳବାସୀଙ୍କ ପକ୍ଷରୁ ଆଜି ସ୍ୱାଗତ ସମ୍ବର୍ଦ୍ଧନା ଜଣା ଯାଇଛି। ଏହି କାର୍ଯ୍ୟକ୍ରମ ହୋଟେଲ ମିଡଟାଉନରେ!-->…