ସୌରଭ ଶାରଦୀୟ ଉତ୍ସବ ୨୦୨୩ ଅନୁଷ୍ଠିତ…

ବ୍ରହ୍ମପୁର: ସ୍ଥାନୀୟ କ୍ଷୁଦ୍ର ଜଳସଚନ ସମ୍ମିଳନୀ କକ୍ଷରେ ସୌରଭ ଶାରଦୀୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ନାଟ୍ୟକାର ଓ କବି ବିପିନ ମହାପାତ୍ର ଉଦ୍ଘାଟକ ଭାବେ ଯୋଗ ଦେଇ ସୌରଭ ଶାରଦୀୟ ପର୍ବର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରହିଥିଲେ । ଖ୍ୟାତିସମ୍ପନ୍ନ ବିଶିଷ୍ଟ କବି ବିପ୍ର

ଗୋପବନ୍ଧୁ ଜୟନ୍ତୀରେ କେଡିଏମଏଫ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ…

ଫୁଲବାଣୀ : ଆଜି ଦୁଃଖୀ ଦରିଦ୍ରରର ସେବକ ମହାନ ମହାପୁଋଷ ପଣ୍ଡିତ ଉକ୍ତଳ ମଣି ଗୋପବନ୍ଧୁ ଦାସଙ୍କ ୧୪୬ ତମ ଜନ୍ମ ଜୟନ୍ତୀ ଅବସରରେ କନ୍ଧମାଳ ଜିଲ୍ଲା ମିଡିଆ ଫୋରମ ପକ୍ଷରୁ ସଭାପତି ସନ୍ତୋଷ କୁମାର ଦିଗାଲଙ୍କ ନେତୃତ୍ବରେ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ମହତ

ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ୪୧ ଜଣିଆ ପ୍ରଥମ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି, ୭ ସାଂସଦଙ୍କୁ…

ଜୟପୁର: ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଆଜି ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଛନ୍ତି । ଏହା ସହିତ ରାଜ୍ୟରେ ନିର୍ବାଚନୀ ବିଗୁଲ ବାଜିଛି । ତାରିଖ ଘୋଷଣାର କିଛି ଘଣ୍ଟା ପରେ ହିଁ ଭାରତୀୟ ଜନତା ପାର୍ଟି (ବିଜେପି) ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି। ଏହି ତାଲିକାରେ ୪୧…

ସ୍ୱାମୀଙ୍କ ସହ ଭିଡିଓ କଲ୍‌ରେ କଥା ହେଉଥିବା ବେଳେ ହମାସ କଲା ଆକ୍ରମଣ, କେରଳ ମହିଳା ଆହତ…

ଜେରୁଜେଲମ୍ :  ଇସ୍ରାଏଲରେ ନର୍ସ ଭାବେ କାମ କରୁଥିବା କେରଳର ଜଣେ ମହିଳା ପାଲେଷ୍ଟାଇନ ଆତଙ୍କୀ ସଂଗଠନ ହମାସ ଆକ୍ରମଣରେ ଆହତ ହୋଇଛନ୍ତି। ମହିଳା ଜଣଙ୍କ ଭାରତରେ ରହୁଥିବା ତାଙ୍କ ସ୍ୱାମୀଙ୍କ ସହ ଭିଡିଓ କଲ୍‌ରେ କଥା ହେଉଥିବା ସମୟରେ ହିଁ ହମାସ ଆକ୍ରମଣ କରିଥିଲା। ଏଥିରେ ମହିଳା ଜଣଙ୍କ ଆହତ…

ଲାଲୁ ଓ ରାବିଡି ବିହାରକୁ ଦିଗହୀନ କରିଦେଇଛନ୍ତି: ପ୍ରଶାନ୍ତ କିଶୋର…

ନୂଆଦିଲ୍ଲୀ: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବିଡି ଦେବୀ ଓ ଲାଲୁ ପ୍ରସାଦ ଯାଦବ ବିହାରକୁ ଦିଶାହୀନ କରିଦେଇଛନ୍ତି | କିଛି ଏଭଳି କହି ଆଜି ଆରଜେଡିକୁ ଜୋରଦାର ଟାର୍ଗେଟ କରିଛନ୍ତି ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର | ପ୍ରଶାନ୍ତ କିଶୋର ଲାଲୁ, ରାବିଡି ଏବଂ ତାଙ୍କ ପୁଅ ତେଜସ୍ୱୀ…

୨୫ ବର୍ଷର ରେକର୍ଡ ଭାଙ୍ଗିବ, କଂଗ୍ରେସ ସରକାର ଗଠନ କରିବ: ପାଇଲଟ

ଜୟପୁର: ନିର୍ବାଚନ ଆୟୋଗ ଆଜି ରାଜସ୍ଥାନ ସମେତ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ୨୩ ନଭେମ୍ବରରେ ରାଜସ୍ଥାନରେ ମତଦାନ ଅନୁଷ୍ଠିତ ହେବାକୁ ଥିବାବେଳେ ୩ ଡିସେମ୍ବରରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ। ସେପଟେ ନିର୍ବାଚନକୁ ନେଇ ପୂର୍ବତନ ଉପମୁଖ୍ୟମନ୍ତ୍ରୀ…

ରେଫ୍ରିଜେରେଟର ଫାଟି ଗୋଟିଏ ପରିବାରର ୫ ଜଣ ମୃତ…

ଚଣ୍ଡୀଗଡ଼ : ଘରେ ଥିବା ରେଫ୍ରିଜେରେଟର ଫାଟି ଗୋଟିଏ ପରିବାରର ପାଞ୍ଚ ଜଣଙ୍କ ଶୋଚନୀୟ ମୃତ୍ୟୁ। ପଞ୍ଜାବର ଜଳନ୍ଧର ଜିଲ୍ଲାରେ ଏପରି ଏକ ଦୁଃଖଦ ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ହଠାତ୍ ରେଫ୍ରିଜରେଟର କମ୍ପ୍ରେସର ବିସ୍ଫୋରଣ ଘଟିବାରୁ ଘରେ ନିଆଁ ଲାଗି ଯାଇଥିଲା। ଫଳରେ ବାପା ମାଆଙ୍କ…

ନଭେମ୍ବର ୭ରୁ ୫ ରାଜ୍ୟ ବିଧାନସଭା ନିର୍ବାଚନ…

ନୂଆଦିଲ୍ଲୀ : ବାଜିଲା ନିର୍ବାଚନୀ ବିଗୁଲ୍। ୫ ରାଜ୍ୟ- ମିଜୋରାମ, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ। ନୂଆଦିଲ୍ଲୀରେ ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର।…

ସାଙ୍ଗକୁ ଦେଲେ ୨୦୦୦ ଟଙ୍କା, ଆକାଉଣ୍ଟକୁ ଆସିଲା ୭୫୩ କୋଟି ଟଙ୍କା…!

ଚେନ୍ନାଇ : ମନି ଟ୍ରାନ୍ସଫରର ଆଉ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ଜଣେ ଫାର୍ମାସି କର୍ମଚାରୀଙ୍କ ଆକାଉଣ୍ଟରେ ହଠାତ୍ କ୍ରେଡିଟ୍ ହୋଇଛି ୭୫୩ କୋଟି ଟଙ୍କା, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ତାମିଲନାଡୁର ମହମ୍ମଦ ଇଦ୍ରିସ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ୍ ଆକାଉଣ୍ଟ…

କ୍ଲାଉଡିଆ ଗୋଲଡିନଙ୍କୁ ଅର୍ଥନୀତିରେ ନୋବେଲ…

ନୂଆଦିଲ୍ଲୀ : ଆମେରିକାର ପ୍ରଖ୍ୟାତ ଅର୍ଥନୀତିଜ୍ଞ କ୍ଲାଉଡିଆ ଗୋଲଡିନ ଚଳିତ ବର୍ଷ ଅର୍ଥନୀତିରେ ନୋବେଲ ପୁରସ୍କାର ଜିତିଛନ୍ତି। କର୍ମଜୀବୀ ମହିଳାଙ୍କ ଗୁରୁତ୍ୱକୁ ବୁଝିବା ଦିଗରେ ସେ କାମ କରି ଏପରି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ସେ ଦୀର୍ଘ ଦିନ ହେଲା କର୍ମଜୀବୀ ମହିଳାଙ୍କ ଉପରେ…