ବିଦ୍ୟୁତ୍ ଆଘାତରେ ଜଣେ ମୃତ…

ହିଞ୍ଜିଳିକାଟୁ, ୯/୧୦(): ସୋମବାର ସକାଳେ ହିଞ୍ଜିଳି ଥାନା ଖରିଡା ଗ୍ରାମରେ ବିଦ୍ୟୁତ୍ ଆଘାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ସଂପୃକ୍ତ ଗ୍ରାମର ବିପ୍ର ରାଉଳ (୫୫) । ଏ ନେଇ ହିଞ୍ଜିଳି ଥାନାରେ କେସ ନମ୍ବର ୨୭/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ପୁଲିସ ମୃତଦେହକୁ

ବ୍ରହ୍ମପୁର ରେ ହୁକ୍କାବାର ନିଶା ର ଶିକାର ଯୁବପିଢ଼ି… !ପୋଲିସ ବାବୁଙ୍କ ଆଶୀର୍ବାଦ ରେ ଚାଲିଛି ନିଶା ବେପାର…

ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀ ଙ୍କ ଖୋଦ ଜିଲ୍ଲା ବ୍ରହ୍ମପୁର ରେ ହୁକ୍କାବାର ବ୍ୟବସାୟ ଆରମ୍ଭ ଯୁବପିଢ଼ି ନିଶା ରେ ମସଗୁଲ। ରାଜ୍ୟ ରାଜଧାନୀ ଭୁବନେଶ୍ୱର ରେ ହୁକ୍କାବାର କରିବାକୁ ନିଶା ମାଫିଆ ମାନଙ୍କୁ ନିର୍ଦ୍ଧେଶ ମିଳୁନଥିବା ବେଳେ ବ୍ରହ୍ମପୁର ରେ କେମିତି ନିର୍ଦ୍ଧେଶ ମିଳିଲା ତାହାକୁ ନେଇ

ଜି ଆର୍ ଏସ ହତ୍ୟା ମାମଲାର ଫର୍ଦ୍ଦାଫାସ: ପରକୀୟା ପ୍ରୀତି ଯୋଗୁଁ ଅସହିଷ୍ଣୁ ହୋଇ ହତ୍ୟା କରିଥିଲା ଅଭିଯୁକ୍ତ…

ପୁରୁଷୋତ୍ତମପୁର : ବେଗୁନିଆପଡ଼ା ଥାନା ଅନ୍ତର୍ଗତ ବୁରୁଝରି ପଂଚାୟତ ଅଧୀନରେ ଥ‌ିବା କନିଆରୀବାଡି ଗ୍ରାମ ବାସିନ୍ଦା ତଥା ବେଗୁନିଆପଡ଼ା ବ୍ଲକ ସାନ ଉ।ପଡ଼ା ପଞ୍ଚାୟତରେ କାର୍ଯ୍ୟରତ ଜି ଆର ଏସ ସୁଶୀଲ କୁମାର ମହାନ୍ତିଙ୍କ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସୁମଣ୍ଡଳ ପଂଚାୟତ ଅନ୍ତର୍ଗତ

ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍ ମଝିରେ ମୈଦାନରେ ପଶିଲେ ଜ୍ରାଭୋ ୬୯…

ଚେନ୍ନାଇ : ଭାରତ-ଅଷ୍ଟ୍ରେଲିଆ ମ୍ୟାଚରେ ପୁଣି ଦେଖିବାକୁ ମିଳିଲା ଜ୍ରାଭୋ ଜଲୱା । ମ୍ୟାଚ୍ ଅଧାରେ ପୁଣିଥରେ ମୈଦାନକୁ ଏଣ୍ଟ୍ରି ମାରିଲେ ଜ୍ରାଭୋ ୬୯ । ସୁରକ୍ଷାବାହିନୀକୁ ଚକମା ଦେଇ ମ୍ୟାଚ୍ ଚାଲିଥିବା ବେଳେ ପଡିଆରେ ପଶିଥିଲେ ଜ୍ରାଭୋ । କିନ୍ତୁ ଖେଳାଳୀଙ୍କ ପାଖରେ ପହଞ୍ଚିବା ପୂର୍ବରୁ

ପୁଣି ସମୂହ ଛୁଟିରେ ଯିବାକୁ ଚରମ ବାଣୀ ଶୁଣାଇଲେ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚ…

ମାଲକାନଗିରି (୮/୧୦) : ଆଜି ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ, ମାଲକାନଗିରି ଶାଖାର ଏକ ଜରୁରୀ ସାଧାରଣ ପରିଷଦ ବୈଠକ ଓ ସାମ୍ୱାଦିକ ସମ୍ମିଳନୀ ମିଳିତ ଅମଲା ମଞ୍ଚର ଆବାହକ ଶ୍ରୀ ଶ୍ୟାମ ସୁନ୍ଦର ନାୟକଙ୍କ ଆହ୍ବାନ କ୍ରମେ ମିଳିତ ଅମଲା ମଞ୍ଚର

ପୋଲିସ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଆଜି ପୋଲିସ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନର ଅଂଶ ସ୍ୱରୂପ ୱାକାଥନ ଓ ମୋଟର ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ୱାକାଥନ ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳଠାରୁ ବାହାରି ଡ.ଏନ.କେ ଛକ, ପୁରୁଣା ମେଡିକାଲ ଛକ,

ଇଣ୍ଡିଆନ୍ ସୋସାଇଟି ଅଫ୍ ଅର୍ଗାନ ଟ୍ରାନ୍ସପ୍ଲାଣ୍ଟ” ର ବାର୍ଷିକ ସମ୍ମିଳନୀରେ ଯୋଗଦେଲେ ଆଇଜିକେସି…

କୋଲକାତା : କୋଲକାତାର ପ୍ରତିଷ୍ଠିତ "ଇଣ୍ଡିଆନ୍ ସୋସାଇଟି ଅଫ୍ ଅର୍ଗାନ ଟ୍ରାନ୍ସପ୍ଲାଣ୍ଟ" ର ବାର୍ଷିକ ସମ୍ମିଳନୀରେ ଯୋଗଦେଇଛନ୍ତି ଆଇଜିକେସି ମଲ୍ଟିସ୍ପେସାଲିଟୀ ହସ୍ପିଟାଲ ର ଚେୟାରମ୍ୟାନ୍ ତଥା କିଡନୀ ଟ୍ରାନ୍ସପ୍ଲାଣ୍ଟ ସର୍ଜନ ଡାକ୍ତର ସୁବୋଧ ଦାସ। ଉକ୍ତ ସମ୍ମିଳନୀ ରେ ଯୋଗଦେଇ ଡାକ୍ତର ଦାସ

ଦିବ୍ୟଜୀବନ ସଂଘ କର୍ମକର୍ତ୍ତାଙ୍କ ଦକ୍ଷିଣ ଭାରତ ଦର୍ଶନ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକରେ ଥିବା ଦିବ୍ୟ ଜୀବନ ସଂଘ ଶାଖା କର୍ମକର୍ତ୍ତା ମାନେ ଗତ ଦୁଇ ସପ୍ତାହ ବ୍ୟାପୀ ଦକ୍ଷିଣ ଭାରତ ଦର୍ଶନ କରି ଫେରିଛନ୍ତି। ଉକ୍ତ ଶାଖାର ସଂପାଦକ ଶ୍ୟାମଘନ ସାହୁଙ୍କ ନେତୃତ୍ବରେ ତାମିଲନାଡୁ ଓ କେରଳ ରାଜ୍ୟରେ ଥିବା

ସୁନ୍ଦରୀ ହେବା ପାଇଁ ପ୍ଲାଷ୍ଟିକ ସର୍ଜରୀବେଳେ ଅଭିନେତ୍ରୀଙ୍କର ମୃତ୍ୟୁ…

ଆର୍ଜେଣ୍ଟିନା: ସୁନ୍ଦରୀ ନିଶା ହେଲା କାଳ | ପ୍ଲାଷ୍ଟିକ ସର୍ଜରୀ କରି ସୁନ୍ଦର ହେବାକୁ ଚାଁହୁଥିବା ଜଣେ ଅଭିନେତ୍ରୀଙ୍କର ମୃତ୍ୟୁ ହୋଇଯାଇଛି | ଚଳଚ୍ଚିତ୍ର ତାରକାମାନେ ସେମାନଙ୍କର ଚେହେରା ସହିତ ଶରୀରର ଅନେକ ଅଙ୍ଗରେ ଅସ୍ତ୍ରୋପଚାର କରୁଥିବା ଦେଖାଯାଏ | ତେବେ ବେଳେବେଳେ…

ଇସ୍ରାଏଲ ସହ ବିମାନ ସେବା ବାତିଲ କଲା ଭାରତ…

ଇସ୍ରାଏଲରେ ଚାଲିଥିବା ଘମାଘୋଟ ଲଢ଼େଇ ଯୋଗୁ ସ୍ଥିତି ବେହେଲା ହୋଇଛି। ହମାସ ଆତଙ୍କବାଦୀମାନେ ଇସ୍ରାଏଲରେ ଆକ୍ରମଣ କରି ରକ୍ତର ହୋଲି ଖେଳିଛନ୍ତି। ଇସ୍ରାଏଲ ମଧ୍ୟ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରି କାଉଣ୍ଟର ଆଟାକ ଆରମ୍ଭ କରି ଦେଇଛି। ଏହି ଲଢ଼େଇରେ ବର୍ତ୍ତମାନ…