Sign in
Sign in
Recover your password.
A password will be e-mailed to you.
ମୃତ୍ୟୁସଂଖ୍ୟା ୨୦୦୦କୁ ବୃଦ୍ଧି, ଉଦ୍ଧାର କାର୍ଯ୍ୟ ଜାରି…
ପଶ୍ଚିମ ଆଫଗାନିସ୍ତାନକୁ ଥରାଇ ଦେଇଥିବା ଶକ୍ତିଶାଳୀ ଭୂକମ୍ପରେ ମୃତ୍ୟୁସଂଖ୍ୟା ୨,୦୦୦କୁ ବୃଦ୍ଧି। ଏହି ଶକ୍ତିଶାଳୀ ଭୂକମ୍ପରେ ଛାରଖାର ହୋଇଯାଇଛି ଆଫଗାନିସ୍ତାନର ଅଧିକାଂଶ ଅଞ୍ଚଳ। ଦୀର୍ଘ ଦୁଇ ଦଶନ୍ଧି ମଧ୍ୟରେ ଏହା ଦେଶର ସବୁଠାରୁ ଭୟଙ୍କର ଭୂମିକମ୍ପ ବୋଲି କହିଛନ୍ତି…
୧୪ ଅକ୍ଟୋବର ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ…
କରଞ୍ଜିଆ: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଅକ୍ଟୋବର ୧୪ ତାରିଖରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ । ବର୍ଷା ଋତୁ ପାଇଁ ଗତ ଜୁନ୍ ୩୦ ତାରିଖରୁ ଶିମିଳିପାଳ ବନ୍ଦ ରହିଥିଲା । ପର୍ଯ୍ୟଟକ ମାନେ କେବଳ ପିଠାବଟା ଓ ଯଶିପୁରର କାଳିଆଣି ଦେଇ ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ…
ଶକ୍ତିପୀଠରେ ଚାଲିଛି ମା’ଙ୍କ ଷୋଡଷ ଉପଚାର ପୂଜା…
କଟକ : ଶକ୍ତି ପୀଠରେ ଆରମ୍ଭ ହୋଇଛି ଶାରଦୀୟ ପାର୍ବଣ ପୂଜା । ସମ୍ପୁର୍ଣ୍ଣ ରୀତିନୀତିର ସହ ମାଆଙ୍କର ଷୋଡଶ ଉପଚାରରେ ପୂଜା କରାଯାଉଥିବା ବେଳେ ପ୍ରତିଦିନ ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେଉଛନ୍ତି ମାଆ । ସେହିପରି ମା କଟକ ଚଣ୍ଡୀଙ୍କ ପୀଠ ସମେତ ପ୍ରତ୍ୟେକ ଶକ୍ତିପୀଠ…
ପୋଲିସ ଗାଡିରେ ଯିବା ବେଳେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ…
ବରଗଡ଼: ରଘୁନାଥପାଲି ଥାନା ପୁଲିସ ଅନ୍ୟ ୧୨ ଜଣଙ୍କ ସହ ବରଗଡ଼ରୁ ରାଉରକେଲା ନେଉଥିବା ବେଳେ ରବିବାର ବରଗଡ-ସମ୍ବଲପୁର ରାସ୍ତାର ଗୋଶାଳା ନିକଟରେ ଜଣେ ବିଚାରାଧୀନ କଏଦୀ ଅନିର୍ବାଣ କରଜିଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି।
କରଜିଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ…
ସରକାରୀ ବାସଭବନ ଛାଡ଼ିବେ ଆପ୍ ସାଂସଦ ରାଘବ ଚଢ଼ା…
ନୂଆଦିଲ୍ଲୀ: ଆମ୍ ଆଦ୍ମୀ ପାର୍ଟି (ଆପ୍)ର ରାଜ୍ୟସଭା ସାଂସଦ ରାଘବ ଚଢ଼ା ଅଭିନେତ୍ରୀ ପରିଣିତି ଚୋପ୍ରାଙ୍କୁ ବିବାହ କରି ଘର ବସାଇବାକୁ ଯାଉଥିବାବେଳେ ସ୍ଥାନୀୟ ପଟିଆଲା ହାଉସ୍ ଅଦାଲତ ତାଙ୍କୁ ସରକାରୀ ବାସଭବନ ଛାଡ଼ିବାକୁ ନିର୍ଦେଶ ଦେଇଛନ୍ତି। ସାଂସଦଙ୍କର ସରକାରୀ…
ଭାରତ-କାନାଡ଼ା ବିବାଦ, ଟ୍ରୁଡୁଙ୍କ ସହ କଥା ହେଲେ ସନକ…
ଲଣ୍ଡନ: ଭାରତ ଓ କାନାଡ଼ା ମଧ୍ୟରେ ଚାଲିଥିବା ତୀବ୍ର କୂଟନୈତିକ ବିବାଦର ସମାଧାନ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସନକ। ସେ ତାଙ୍କ କାନାଡ଼ା ପ୍ରତିପକ୍ଷ ଜଷ୍ଟିନ ଟ୍ରୁଡୁଙ୍କୁ ଫୋନ୍ କରି ଏ ସମ୍ପର୍କରେ ଆେଲାଚନା କରିଥିବା ଜଣାପଡ଼ିଛି।…
ଚିହ୍ନଟ ହୋଇନଥିବା ୨୮ ମୃତଦେହର ହେବ ଅନ୍ତିମ ସଂସ୍କାର…
ଭୁବନେଶ୍ବର: ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣା । ଚିହ୍ନଟ ହୋଇନଥିବା ୨୮ ମୃତଦେହର ହେବ ଅନ୍ତିମ ସଂସ୍କାର । ଚିହ୍ନଟ ନ ହୋଇ ଏମ୍ସରେ ଏସବୁ ମୃତଦେହ ରହିଥିଲା । ସଂସ୍କାର ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ସିବିଆଇର ଚିଠି ପରେ ପ୍ରକ୍ରିୟା ଆରମ୍ଭ ହୋଇଛି । ଏ ନେଇ ବିଏମସି ଏସଓପି…
ବାୟୁସେନା ଦିବସରେ ନୂଆ ପ୍ରତୀକ ଉନ୍ମୋଚିତ…
ଭାରତୀୟ ବାୟୁସେନା ଆଜି ପାଳୁଛି 91ତମ ବାର୍ଷିକ ଉତ୍ସବ। ଏହି ଅବସରରେ ବାୟୁସେନାର ନୂଆ ପ୍ରତୀକର ଉନ୍ମୋଚନ କରାଯାଇଛି। ବାୟୁସେନା ମୁଖ୍ୟ ମାର୍ଶାଲ୍ ବିବେକ ରାମ ଚୌଧରୀ ପ୍ରତୀକ ଉନ୍ମୋଚନ କରିଛନ୍ତି। ପ୍ରୟାଗରାଜର ବମରଉଲି ବାୟୁସେନା ଷ୍ଟେସନରେ ପ୍ରତୀକର ଉନ୍ମଚନ କରିଛନ୍ତି…
ହକି ଷ୍ଟାର ଦୀପଗ୍ରେସଙ୍କୁ ୫୦ ଲକ୍ଷ ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ…
ଭୁବନେଶ୍ୱର: ଏସିଆନ ଗେମ୍ସରେ ଭାରତୀୟ ମହିଳା ହକି ଟିମ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏହି ଦଳର ସଦସ୍ୟ ଓଡିଶାର ଷ୍ଟାର ଖେଳାଳି ଦୀପ ଗ୍ରେସ ଏକ୍କା ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀପଗ୍ରେସଙ୍କ…
ଅଳ୍ପକେ ବର୍ତ୍ତିଗଲେ ନୁସ୍ରତ୍…
ନୂଆଦିଲ୍ଲୀ: ଶନିବାର ପ୍ରତ୍ୟୁଷରୁ ଆତଙ୍କବାଦୀ ସଙ୍ଗଠନ ହମାସ୍ ଗାଜାରୁ ଇସ୍ରାଏଲ୍ ଆଡ଼କୁ ମାତ୍ର ୨୦ ମିନିଟ୍ ମଧ୍ୟରେ ପ୍ରାୟ ୫୦୦୦ ରକେଟ ନିକ୍ଷେପ କରି ଆକ୍ରମଣ ଆରମ୍ଭ କରିଥିଲା। ବିଭିନ୍ନ ପଥ ଓ ପାରାସୁଟ୍ ଯୋଗେ ମଧ୍ୟ ଅନେକ ଆତଙ୍କବାଦୀ ଇସ୍ରାଏଲ୍ରେ ଅନୁପ୍ରବେଶ କରିବାରେ…