ଫାୟାର ଷ୍ଟେସନରୋଡ ବାରାହୀ ପାହାଡରୁ ମହିଳାଙ୍କ ଗଳିତ ଶବ ଠାବ, ହତ୍ୟା ସନ୍ଦେହ…

ହିଞ୍ଜିଳିକାଟୁ, ୮ା୧୦ : ରବିବାର ଅପରାହ୍ନରେ ହିଞ୍ଜିଳି ଥାନା ତଥା ସ୍ଥାନୀୟ ପୌରାଞ୍ଚଳ ୬ନଂ ୱାର୍ଡ ଅଗ୍ନିଶମ କେନ୍ଦ୍ର ପଛଭାଗ ବାରାହୀ ପାହାଡରୁ ଜଣେ ମହିଳାଙ୍କ ଗଳିତ ଶବକୁ ହିଞ୍ଜିଳି ପୁଲିସ ଉଦ୍ଧାର କରିଛି । ମୃତକଙ୍କ ସଠିକ ପରିଚୟ ଜଣାପଡିନଥିବା ବେଳେ ଗଛରେ ବନ୍ଧା ଯାଇଥିବା ରଶି ଲଗା

ଛତିଶଗଡ଼ ରାଜ୍ୟପାଳ ଦ୍ୱାରା ପୁରସ୍କୃତ ଡ଼ଃ ନୃସିଂହାନନ୍ଦ ମହାପାତ୍ର…

ଫୁଲବାଣୀ : ଓଡ଼ିଶାର ବିଶିଷ୍ଟ କବି, ଗାଳ୍ପିକ, ଗବେଷକ ତଥା ବୁଦ୍ଧିଜୀବୀ ଡ଼ଃ ନୃସିଂହାନନ୍ଦ ମହାପାତ୍ର ଛତିଶଗଡ଼ ର ମହାମହିମ ରାଜ୍ୟପାଳ ମାନ୍ୟବର ବିଶ୍ୱ ଭୂଷଣ ହରିଚନ୍ଦନଙ୍କ ଠାରୁ ସମ୍ମାନଜନକ ଶ୍ରୀଗୁଣ୍ଡିଚା ସମ୍ମାନରେ ପୁରସ୍କୃତ ହୋଇଛନ୍ତି l ପୁରୀର ଶ୍ରୀଗୁଣ୍ଡିଚା ସ୍ପିରିଚୁଆଲ ଟ୍ରଷ୍ଟ

ସୁନ୍ଦରଗଡ଼ ଠାରେ ଜିଲ୍ଲା ସ୍ତରୀୟ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ…

ସୁନ୍ଦରଗଡ଼, ୦୮/୧୦: ଜିଲ୍ଲା ସଂସ୍କୃତି ପରିଷଦ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ସୁନ୍ଦରଗଡ଼ ଠାରେ ଜିଲ୍ଲା ସ୍ତରୀୟ ନୂଆଁଖାଇ ଭେଟଘାଟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଆୟୋଜିତ ଏହି ଉତ୍ସବରେ ସଦର ବିଧାୟିକା କୁସୁମ ଟେଟେ ଯୋଗ ଦେଇ ନୂଆଁଖାଇ

ରାଜନୈତିକ କ୍ଷେତ୍ରରେ ସ୍ଵତନ୍ତ୍ରଭାବେ ଓବିସିଙ୍କ ସ୍ଥାନ ସଂରକ୍ଷଣ ପାଇଁ ଦାବି…

ଫୁଲବାଣୀ : ଜାଗ୍ରତ କନ୍ଧମାଳ ଓଡିଶା ସାମାଜିକ ସଂଗଠନର ଜିଲ୍ଲା ଓ ବି ସି ସଭାପତି ରମେଶ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ୪ ଦଫା ଦାବୀ ମାନ୍ୟବର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା l ଏଥିରେ ଲିଖିତ ଅଛି ଯେହଜାର ହଜାର ବର୍ଷ

ଦୁଇ କ୍ଲଷ୍ଟରର ସୁରଭି କାର୍ଯ୍ୟକ୍ରମରେ ଝୁମିଲେ ଶତାଧିକ ଛାତ୍ରଛାତ୍ରୀ…

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ସୁଡ୍ରା ଉଚ୍ଚ ପ୍ରାଥମିକ ସେବାଶ୍ରମ ପରିସରରେ ଦୁଇଟି କ୍ଳଷ୍ଟର ଗାଲୀଗୁରା ଓ ମାସ୍କାପଡି ଉପାନ୍ତର ୧୯ ଟି ବିଦ୍ୟାଳୟ କୁ ନେଇ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଆଜିର ଶିକ୍ଷା ବ୍ୟବସ୍ଥା ରେ ଆଦିବାସୀ ଅଧୁଷିତ

ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ 5T ସଭା…

ଫୁଲବାଣୀ : ଚକାପାଦ ବ୍ଲକର ଶଙ୍କରାଖୋଲ ଠାରେ ଅବସ୍ଥିତ ଅଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅଧକ୍ଷ ଡଃ ସନ୍ତୋଷ କୁମାର ପ୍ରଧାନଙ୍କ ଅଧକ୍ଷତାରେ 5T ସଭା ଅନୁଷ୍ଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ହୃଦ ରଞ୍ଜନ ସାହୁ 5T

ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ : ସରକାରୀ ଯୋଜନାର ସଠିକ ରୂପାୟନ ପାଇଁ ବିଭାଗୀୟ ଅଧିକାରୀଙ୍କୁ…

ହିଞ୍ଜିଳିକାଟୁ (୭ା୧୦): ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଶନିବାର ହିଞ୍ଜିଳିକାଟୁ ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ନିର୍ମାଣଧିନ କାର୍ଯ୍ୟ ଗୁଡିକୁ ଶୀଘ୍ର ଶେଷ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । ଶନିବାର ଜିଲ୍ଲାପାଳ

ଜିଲା ମହିଳା କଂଗ୍ରେସ ସଭାନେତ୍ରୀଙ୍କ ଉପାନ୍ତ ଅଞ୍ଚଳର ଘରେ ଘରେ ପ୍ରଚାର

ଦାରିଙ୍ଗବାଡ଼ି,୭/୧୦ : କନ୍ଧମାଳ ଜିଲା ମହିଳା ସଭାନେତ୍ରୀ ରୁଦା ମଲିକ, ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଅଞ୍ଚଳର ଉପାନ୍ତ ଅଂଚଳରେ ଥିବା ଗାଁ ଗୁଡ଼ିକରେ ପହଁଚି କଂଗ୍ରେସର ଜନ ହିତକର ଯୋଜନା ସମ୍ପର୍କରେ ଅବଗତ କରୁଥିବା ଖବର ହସ୍ତଗତ ହୋଇଛି। ଜିଲା କଂଗ୍ରେସ ମହିଳା

ବାଲିଗୁଡାରେ ଶାରଦୀୟ ଦୁର୍ଗାପୂଜା ପାଳନ ନିମନ୍ତେ ଉପଖଣ୍ଡ ପ୍ରଶାସନ ତରଫରୁ ପ୍ରସ୍ତୁତି ବୈଠକ…

ବାଲିଗୁଡା : ଆଗାମୀ ଦୁର୍ଗାପୂଜା, ଲକ୍ଷ୍ମୀପୂଜା ଏବଂ କାଳୀପୂଜାକୁ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନିରାଡ଼ମ୍ବର ଭାବେ ଆନନ୍ଦ ଉଲ୍ଲାସ, ଶାନ୍ତିପୂର୍ଣ୍ଣ ଏବଂ ସୌହାର୍ଦପୂର୍ଣ୍ଣ ବାତାବରଣରେ ଅନୁଷ୍ଠିତ ହେବା ନିମନ୍ତେ ଶନିବାର ଦିନ ବାଲିଗୁଡା ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ

ମିଲେଟରୁ ପ୍ରସ୍ତୁତ ଉତ୍ପାଦରେ ଲାଗିବ ୫ପ୍ରତିଶତ ଜିଏସଟି…

ନୂଆଦିଲ୍ଲୀ,୭।୧୦: ଜିଏସଟି କାଉନସେଲିଂର ୫୨ତମ ବୈଠକ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯରାଇଛି। ସୁଷମା ସ୍ବରାଜ ଭବନରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ଅର୍ଥମନ୍ତ୍ରୀମାନେ ଯୋଗ ଦେଇଥିଲେ। ସାମଗ୍ରୀ ଓ ସେବା ଟିକସ କାଉନସେଲିଂ ବାଜରାରୁ ପ୍ରସ୍ତୁତ…