ହମାସ ଆକ୍ରମଣ ପଛରେ ଇରାନ, ରୁଷ ଓ ଚୀନର ସହାୟତା… !

ନୂଆଦିଲ୍ଲୀ: ପାଲେଷ୍ଟାଇନ ସଙ୍ଗଠନ ହାମାସ ପକ୍ଷରୁ ଶନିବାର ଇସ୍ରାଏଲ ଉପରେ ହୋଇଥିବା ବଡ଼ ଧରଣର ଆକ୍ରମଣରେ ରୁଷିଆ, ଚୀନ ଓ ଇରାନ୍ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୋଲି କେତେକ ଗୁଇନ୍ଦା ରିପୋର୍ଟରୁ ଜଣାପଡ଼ିଛି । ଇରାନ ହାମାସକୁ ଖୋଲାଖୋଲି ପ୍ରଶିକ୍ଷଣ ଓ ରାଜନୈତିକ ସମର୍ଥନ ଦେଉଥିବା…

ଅପହରଣର ଦୁଇ ଦିନ ପରେ ଉଦ୍ଧାର ହେଲା ଦୀପୁ ପାତ୍ରଙ୍କ ମର ଶରୀର…

ବ୍ରହ୍ମପୁର: ଦୁଇ ଦିନ ଧରି ଅପହରଣର ଶିକାର ହେବା ପରେ ଦୀପୁ ପାତ୍ରଙ୍କ ମର ଶରୀର ଉଦ୍ଧାର ହୋଇଛି । କବିସୂର୍ଯ୍ୟନଗର ଥାନା ଅଧିନ କେ. ଖରିଡା ଗ୍ରାମର ଦୀପୁ ପାତ୍ରଙ୍କ ମର ଶରୀର କୋଦଳା ଥାନା ସାତନାଳ ପୋଖରୀ ନିକଟରୁ ଉଦ୍ଧାର ହୋଇଛି। ଘଟଣା ସ୍ଥଳରେ କୋଦଳା ପୁଲିସ ପହଂଚି ତଦନ୍ତ ଜାରି…

ମମିତା ମେହେରଙ୍କୁ ନ୍ୟାୟ ଦାବୀ ନେଇ କଳାପଟି ବାନ୍ଧି ଶାନ୍ତିପୂର୍ଣ୍ଣ ନିରବ ପ୍ରତିବାଦ ସଭା…

ବ୍ରହ୍ମପୁର : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାର ଆଜି ୨ ବର୍ଷ ପୂର୍ତ୍ତି ହେଉଛି । ଆଜି ପର୍ଯ୍ୟନ୍ତ ମମିତା ମେହେରଙ୍କୁ ନ୍ୟାୟ ଦେବାରେ ରାଜ୍ୟ ସରକାର,ପୁଲିସ ପ୍ରସାଶନ ବିଫଳ ହୋଇଛି । ତେଣୁ ଭାରତୀୟ ଜନତା ମହିଳା ମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ତରଫରୁ ଆଜି ତା.୮-୧୦-୨୦୨୩ ରିଖ

ରାସ୍ତାରୁ ଦୁଇ ନିର୍ବସ୍ତ୍ର ମହିଳା ଉଦ୍ଧାର ଘଟଣା : ମା’ ଓ ଝିଅଙ୍କୁ ଦୁଷ୍କର୍ମ ଅଭିଯୋଗ ପରେ ତଦନ୍ତ ଆରମ୍ଭ…

ସୁନ୍ଦରଗଡ଼ ; ରାସ୍ତାରୁ ଉଲଗ୍ନ ଅବସ୍ଥାରେ ଉଦ୍ଧାର ମା’, ଝିଅଙ୍କ ସହ ହୋଇଛି ଦୁଷ୍କର୍ମ । ସୁନ୍ଦରଗଡ଼ରୁ ଉଦ୍ଧାର ଦୁଇ ମହିଳାଙ୍କ ସମ୍ପର୍କରେ ଛାତି ଥରାଇ ଦେଲା ଭଳି ଘଟଣା ସାମ୍ନାକୁ ଆସିଛି । ଝିଅ ପାଟିରୁ କଥା ବାହାରୁ ନଥିବା ବେଳେ ଅଳ୍ପ କିଛି କଥା କହିଛନ୍ତି ମା’। ଏମାନଙ୍କ ଘର…

ଇସ୍ରାଏଲ-ହମାସ ଲଢ଼େଇ; ୫୦୦ ମୃତ, ୩୦୦୦ରୁ ଅଧିକ ଆହତ…

ପାଲେଷ୍ଟାଇନର ହମାସ ଆତଙ୍କବାଦୀ ଗୋଷ୍ଠୀ ଶନିବାର ଅଚାନକ ଇସ୍ରାଏଲ ଉପରେ ଭୟାନକ ଆକ୍ରମଣ କରିବା ପରେ ଯୁଦ୍ଧ ଘୋଷଣା କରିଛି ଇସ୍ରାଏଲ। ଗତକାଲିଠାରୁ ଆରମ୍ଭ ହୋଇଥିବା ଆକ୍ରମଣ ଓ ପାଲଟା ଆକ୍ରମଣରେ ଉଭୟ ପକ୍ଷରୁ ୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ହଜାରରୁ ଅଧିକ…

କଟକ ବାଦାମବାଡିରେ ହେବ ଅତ୍ୟାଧୁନିକ ଲାଇବ୍ରେରୀ…

କଟକ: ବିଶିଷ୍ଠ ସ୍ବାଧୀନତା ସଂଗ୍ରାମୀ ବିଶ୍ବନାଥ ପଣ୍ଡିତଙ୍କ ସ୍ମୃତିରେ କଟକ ବାଦାମବାଡ଼ିର ପୁରୀ -ଅନୁଗୁଳ ବସଷ୍ଟାଣ୍ଡରେ ହେବ ଅତ୍ୟାଧୁନିକ ପାଠାଗାର ଓ ପଠନାଗାର। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ୩୦କୋଟି  ୫୮ ଲକ୍ଷ ୩୧,୧୦୦ ଟଙ୍କା ଖର୍ଚ୍ଚ…

୨ବର୍ଷରେ ଦୁଇ ଥର ହେଲା ରାସ୍ତା ନିର୍ମାଣ : ‘କଂକ୍ରିଟ୍ ଉପରେ ପେଭର୍’ : ଠିକାଦାରଙ୍କୁ ପୋଷିବା ପାଇଁ…

ମାଲକାନଗିରି/ବାଲିମେଳା (୦୮/୧୦) : ମୁକ୍ତା ଯୋଜନା ବା ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଯୋଜନା, ସହରାଞ୍ଚଳରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଘୋଷଣା କରାଯାଇଥିବା ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ହୋଇଥିବା ଯୋଜନା । ସହରାଞ୍ଚଳରେ ବେକାର ରହୁଥିବା ଶ୍ରମିକ ମାନଙ୍କ ନିମନ୍ତେ ୫T ଅଧୀନରେ ଅନେକ

ଫୁଲବାଣୀରେ ସାଇବର ସଚେତନତା କାର୍ଯ୍ୟକ୍ରମ…

ଫୁଲବାଣୀ: ଫୁଲବାଣୀ ଠାରେ କନ୍ଧମାଳ ସାଂସଦ ଶ୍ରୀ ସାମନ୍ତ ସାଇବର ସଚେତନତା କାର୍ଯ୍ୟକ୍ରମକୁ ଉଦ୍‍ଘାଟନ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ସାଇକଲ ଶୋଭାଯାତ୍ରା ଓ ଗଣଦୌଡ଼କୁ ସାଂସଦ ଶ୍ରୀ ସାମନ୍ତ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର

ଫୁଲବାଣୀରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା…

ଫୁଲବାଣୀ, ୮। ୧୦: ସରକାରଙ୍କ ବିକାଶ ବାର୍ତ୍ତା ଲୋକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ବିଜୁ ଜନତା ଦଳ ପକ୍ଷରୁ ଅକ୍ଟୋବର ୨ ତାରିଖରୁ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ କରାଯାଇଛି। ଆଜି ଫୁଲବାଣୀରେ ସାଂସଦ ଅଚ୍ୟୁତ ସାମନ୍ତଙ୍କ ନେତୃତ୍ୱରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି

ଫୁଲବାଣୀରେ ‘ସାଂସଦ ସାମନ୍ତଙ୍କ ମେଗା ସ୍ୱାସ୍ଥ୍ୟ ଶିବିର’…

ଫୁଲବାଣୀ: ଫୁଲବାଣୀ ସର୍ତ୍ତାଗୁଡ଼ା ସମନ୍ୱିତ ଭିତ୍ତିଭୂମି ପରିସରରେ ଆଜି ‘ସାଂସଦ ସାମନ୍ତ ମେଗା ସ୍ୱାସ୍ଥ୍ୟ ଶିବିର’କୁ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଉଦଘାଟନ କରିଥିଲେ। ଶ୍ରୀ ସାମନ୍ତଙ୍କ ପ୍ରତିଷ୍ଠିତ ଭୁବନେଶ୍ୱର କିମସ ହସପିଟାଲ ଆନୁକୂଲ୍ୟରେ ଏହି ବିଶାଳ ସ୍ୱାସ୍ଥ୍ୟ ଶିବିରରେ କିମସର