Sign in
Sign in
Recover your password.
A password will be e-mailed to you.
ହମାସ୍ ଆକ୍ରମଣକୁ ନିନ୍ଦା କରି କହିଲେ ଭାରତୀୟ-ଆମେରିକୀୟ ନିକ୍କି ହେଲି…
ୱାସିଂଟନ୍: ହମାସ୍ ଆତଙ୍କବାଦୀମାନଙ୍କୁ ନିପାତ କରିଦିଅ ବୋଲି ଇସ୍ରାଏଲ୍ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରି ଭାରତୀୟ-ଆମେରିକୀୟ ତଥା ରାଷ୍ଟ୍ରପତି ଆଶାୟୀ ‘ରିପବ୍ଲିକାନ୍’ ନେତ୍ରୀ ନିକ୍କି ହେଲି କହିଛନ୍ତି।
ରବିବାର ଦିନ ହେଲି ‘ଏନ୍ବିସି ନିଉଜ୍’କୁ କହିଛନ୍ତି, ହମାସ୍ ଓ…
ଏଆଇ ଗର୍ଲଫ୍ରେଣ୍ଡ ପ୍ରେମରେ ପାଗଳ ଆମେରିକା ଯୁବପିଢ଼ି, ସଂକ୍ରମଣ କରୁଛି ନିଃସଙ୍ଗତା!
ଦୈନନ୍ଦିନ କାର୍ଯ୍ୟରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ବ୍ୟବହାର ବୃଦ୍ଧି ପାଉଛି। ବିଜ୍ଞାନର ଏହି ଆବିଷ୍କାର ମାନବ କାର୍ଯ୍ୟଭାରକୁ ଅନେକାଂଶରେ ହ୍ରାସ କରିପାରିଛି। ଏହାରି ମଧ୍ୟରେ ଆମେରିକାରେ ଏଆଇ ବ୍ୟବହାରର ଆଉ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ରିପୋର୍ଟ…
ବିରାଟ କୋହଲିଙ୍କୁ ମିଳିଲା ‘ବେଷ୍ଟ ଫିଲ୍ଡର ଅଫ୍ ଦ ମ୍ୟାଚ୍’ ପଦକ…
ନୂଆଦିଲ୍ଲୀ : ଚଳିତ ଦିନିକିଆ କ୍ରିକେଟ ବିଶ୍ୱକପ୍ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଟିମ୍ ଇଣ୍ଡିଆ। ରବିବାର ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରି ଏହି ଅଭିଯାନ ଆରମ୍ଭ କରିଛି ଦଳ। ପ୍ରବଳ ଚାପ ମଧ୍ୟରେ ଭାରତକୁ ଏକ ଅଡ଼ୁଆ ପରିସ୍ଥିତିରୁ ମୁକୁଳାଇ ବିଜୟୀ କରାଇବାରେ ପ୍ରମୁଖ ଭୂମିକା…
ହମାସ ଦଖଲରେ ଥିବା ଅଞ୍ଚଳକୁ ପୁଣି ନିୟନ୍ତ୍ରଣକୁ ନେଲା ଇସ୍ରାଏଲ…
ଜେରୁଜେଲମ୍ : ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ କବଜାରେ ଥିବା ଅଞ୍ଚଳଗୁଡ଼ିକୁ ପୁଣିଥରେ ନିଜ ନିୟନ୍ତ୍ରଣକୁ ନେଇଛି ଇସ୍ରାଏଲ। ଅତିର୍କିତ ରକେଟ ଆଟାକ ପରେ ଗାଜା ଦେଇ ଇସ୍ରାଏଲର ଦକ୍ଷିଣ ପ୍ରାନ୍ତର ଅନେକ ସହରରେ ହମାସ ଆତଙ୍କବାଦୀମାନେ ପ୍ରବେଶ କରିଥିଲେ।
ସେମାନେ ଉକ୍ତ ଅଞ୍ଚଳଗୁଡ଼ିକରେ…
ଧର୍ମଗୁରୁ ଦଲାଇଲାମା ଅସୁସ୍ଥ ହେବା ଖବରକୁ ଏମ୍ସ ଖଣ୍ଡନ କରି ଦେଲା ଏଭଳି ପ୍ରତିକ୍ରିୟା…
ନୂଆଦିଲ୍ଲୀ: ତିବ୍ବତୀୟ ଧର୍ମଗୁରୁ ଦଲାଇଲାମା ଅସୁସ୍ଥ ହେବା ପରେ ତାଙ୍କୁ ନୂଆଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତି କରଯାଇଥିବା ସୂଚନା ମିଳିଥିଲା। ତେବେ ଏହି ଖବରକୁ ଏମ୍ସ ଖଣ୍ଡନ କରିଛି।ଏମ୍ସ ପକ୍ଷରୁ କୁହାଯାଇଛି କି, ଦଲାଇଲାମା ଅସୁସ୍ଥ ହେବା ଖବରର କୌଣସି ସତ୍ୟତା ନାହିଁ । ଗତଶନିବାର ଓ…
ଗତ ସପ୍ତାହରେ ବସିଥିଲା ବୈଠକ: ରିପୋର୍ଟ
ନୂଆଦିଲ୍ଲୀ: ଆକସ୍ମିକ ଭାବେ ଇସ୍ରାଏଲ୍ ଉପରେ ଆକ୍ରମଣ କରିବା ଯୋଜନାରେ ଇରାନ୍ ପାଲେଷ୍ଟେନୀୟ ଆତଙ୍କବାସୀ ସଙ୍ଗଠନ ହମାସ୍କୁ ସହାୟତା କରିଥିଲା ବୋଲି ‘ଦି ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍’ ରିପୋର୍ଟ କରିଛି।
ହମାସ୍ ଓ ଇରାନ୍ ସମର୍ଥିତ ଆଉ ଏକ ଆତଙ୍କବାଦୀ ସଙ୍ଗଠନ ହେଜ୍ବୋଲ୍ଲାର…
ବିଜେଡି ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ୍ଙ୍କ ୧୪୬ ତମ ଜୟନ୍ତୀ ପାଳନ…
ଫୁଲବାଣୀ : ପବିତ୍ର ଉତ୍କଳମଣି ଗୋପବନ୍ଧୁ ଦାସ୍ଙ୍କ ୧୪୬ ତମ ଜୟନ୍ତୀ ଅବସରରେ ଫୁଲବାଣୀର ନଗର ବିଜୁ ଜନତା ଦଳ ତରଫରୁ ନଗର ସଭାପତି ବିମଳ ପାଢୀଙ୍କ ନେତୃତ୍ବରେ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଛି। ସେବା ଓ ତ୍ୟାଗର ଅନନ୍ୟ ପ୍ରତୀକ ତଥା ଉତ୍କଳ ଗୌରବ ମହାନ ସ୍ୱାଧୀନତା ସଂଗ୍ରାମୀ ଉତ୍କଳମଣି!-->!-->!-->…
ଗୋପବନ୍ଧୁ ଜୟନ୍ତୀ ଓ ସ୍ମୃତିରେ ସ୍ମୁତିରେ ମନୋରଞ୍ଜନ…
ଫୁଲବାଣୀ - ପୁଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ 147ତମ ଜୟନ୍ତୀ ଓ ସାହିତ୍ୟିକ, ସାମ୍ବାଦିକ, ସଂଗଠକ, ଅଧିବକ୍ତା ମନୋରଞ୍ଜନ ନନ୍ଦ ଙ୍କ ନବମ ମାସିକ ଶ୍ରାଦ୍ଧସଭା ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଆୟୋଜିତ ହୋଇଯାଇଛି l ଜିଲ୍ଲା ଲେଖକ ସାମ୍ମୁଖ୍ୟ ଓ ଫୁଲବାଣୀ ସମ୍ବାଦ!-->!-->!-->…
ଗାଡିର ନଥିପତ୍ର ଯାଜ୍ଜ ଆଳରେ ବାବୁଙ୍କ ଆତଙ୍କ ରାଜ୍ ! ଟ୍ରକ ଡ୍ରାଇଭର କୁ ବଟି ମାଗି ବିଫଳ ଛତ୍ରପୁର ଥାନା ରେ ଅଭିଯୋଗ…
ବାବୁଙ୍କ ଲମ୍ବା ହାତ କାହାକୁ ଖାତିର ନାହିଁ...!
ଯୁବକଙ୍କ ଆତ୍ମହତ୍ୟା
ହିଞ୍ଜିଳିକାଟୁ, ୯/୧୦(): ହିଞ୍ଜିଳି ଥାନା ଗିରିଆ ଗ୍ରାମରେ ସୋମବାର ସକାଳେ ଜଣେ ଯୁବକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତକ ଜଣଙ୍କ ସେହି ଗ୍ରାମର ଶିବ ଦାସ (୨୫) । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି। ଏ ନେଇ ହିଞ୍ଜିଳି ଥାନାରେ କେସ ନମ୍ବର!-->…