ଆନ୍ଧ୍ର ପ୍ରଦେଶ ଓଡିଆ କଳାକାରମାନଙ୍କ କଳାକାର ହିତୈଷୀ ଦାବି…

ବ୍ରହ୍ମପୁର //ମଞ୍ଜୁଷା : ସ୍ଥାନୀୟ କଳାକାର ହିତୈଷୀ ପ୍ରତିଷ୍ଠାନ 'ଆନ୍ଧ୍ରପ୍ରଦେଶ ଓଡିଆ କଳାକାର ମହାସଂଘ' ପକ୍ଷରୁ ଆନ୍ଧ୍ର ଅନ୍ତର୍ଗତ ବିଛିନ୍ନାଞ୍ଚଳ ଓଡିଆ କଳାକାର ମାନଙ୍କ ହୀତ ଉଦ୍ଦେଶ୍ଯରେ କିଛି କଳାକାର ହିତୈଷୀ ଦାବି ମହାସଂଘ ଉପଦେଷ୍ଟା ସୁବାସ ଚନ୍ଦ୍ର ସାହୁ ରୋଶନ୍ ଙ୍କ ପ୍ରରୋଚନା

ଛତ୍ରପୁରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ୧୪୬ତମ ଜନ୍ମ ଜୟନ୍ତୀ ପାଳିତ…

ଛତ୍ରପୁର : ରାଧେଶ୍ୟାମ ଫାଉଣ୍ଡେସନ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଛତ୍ରପୁର ଠାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଦାସ ଙ୍କ ୧୪୬ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଛି l ଏହି ଅବସର ରେ ଟ୍ରଷ୍ଟ ର ସଭାପତି ତଥା ୧୦ ନଂ ୱାର୍ଡ଼ କାଉନସିଲର ଦେବାଶିଷ ମିଶ୍ର ଙ୍କ ତତ୍ୱବଧାନ ରେ ଛତ୍ରପୁର

ସିଏସପି ପ୍ଲସ ପ୍ରଦାନ କରିବା ସମେତ ୭ଦଫା ଦାବି ନେଇ, ଗଂଜାମ ଜିଲ୍ଲା ମୋ ସେବା ପରିଚାଳକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ…

ଛତ୍ରପୁର : ସରକାରଙ୍କ ବିଭିନ୍ନ କାର୍ଯ୍ୟକୁ ସମ୍ପାଦକ ନିମନ୍ତେ ଗ୍ରାମ ପଞ୍ଚାୟତ ସ୍ତରରେ ଥିବା ମୋ ସେବା କେନ୍ଦ୍ରକୁ ସରକାର ସମସ୍ତ ଯୋଜନାରେ ସାମିଲ କରିବା ଏବଂ ସରକାରଙ୍କ ଦ୍ୱାରା ନୂତନ ଭାବେ ଦିଆ ଯାଉଥିବା ସିଏସପି ପ୍ଲସ୍ କୁ ମୋ ସେବା କେନ୍ଦ୍ରକୁ ପ୍ରଦାନ କରିବା ସମେତ ୭ଦଫା ଦାବୀ ନେଇ

ମା’ ରାମଚଣ୍ଡିଙ୍କ ମନ୍ଦିରରେ ପ୍ରଥମ କରି ଷୋଡଶ ଦିବସ ପୂଜା…

ଛତ୍ରପୁର : ଛତ୍ରପୁର ନିକଟରେ ଥିବା ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡିଙ୍କ ମନ୍ଦିରରେ ପ୍ରଥମ କରି ଷୋଡଶ ଦିବସ ପୂଜା ଚାଲୁ ରହିଛି ହୋଇଛି । ଆଜି ମା ଇସାନୀ ବେଶରେ ଭକ୍ତ ଙ୍କୁ ଦର୍ଶନ ଦେଇଛନ୍ତି l l ଦୈନନ୍ଦିନ ଆଳତି, ଚଣ୍ଡି ପାଠ, ହୋମ ଏବଂ ମହାପୂଜା ସହ ସକାଳୁ ସୂର୍ଯ୍ୟପୂଜା,

ଜୁଆ ଆଡ୍ଡାରେ ଚଢ଼ଉ: ୩ ଗିରଫ,୫ ହଜାର ୨୪୦ ଟଙ୍କା ଓ ୩ ମୋବାଇଲ ଜବତ…

ହିଞ୍ଜିଳିକାଟୁ, ୯/୧୦(): ଆରମ୍ଭ ହେଲାଣି ପାର୍ବଣ ଋତୁ।ଏହା ପୂର୍ବରୁ ଗଞ୍ଜାମ ଜିଲ୍ଲାର ପାରମ୍ପରିକ ଜୁଆ ଖେଳ ଆରମ୍ଭ ହେବାର ପୂର୍ବାଭାସ ଦେଖିବାକୁ ମିଳିଛି। ସ୍ଥାନେ ସ୍ଥାନେ ମୁଣ୍ଡ ଟେକିଲାଣି ଜୁଆ ଆଡ୍ଡା। ପାରମ୍ପରିକ ଖେଳ ନାଁ ରେ ଏସବୁ ବେଆଇନ ଜୁଆ ଖେଳ ଜୁଆଡିଙ୍କୁ ସର୍ବସ୍ୱାନ୍ତ କରୁଥିବା

ଉର୍ମାଗଡ଼ ଜଳପ୍ରପାତରେ ଖସିପଡ଼ି ଦଶମ ଶ୍ରେଣୀ ଛାତ୍ର ନିଖୋଜ…

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା ଅନ୍ତର୍ଗତ ପର୍ଯ୍ୟଟନ ସ୍ଥଳୀ ଉର୍ମାଗଡ଼ ଜଳପ୍ରପାତରେ ଖସିପଡ଼ି ଜଣେ ଛାତ୍ର ନିଖୋଜ ହୋଇଯାଇଛନ୍ତି। ନିଖୋଜ ଛାତ୍ର ଜଣକ ହେଲେ କଟ୍ରିଙ୍ଗିଆ ପଞ୍ଚାୟତ ନାକଡ଼ିସରୁ ଗ୍ରାମର ଲିଙ୍ଗା ବେହେରାଙ୍କ ପୁଅ ରାଖଲ ବେହେରା (୧୫)। ସେ…

ଉଦିତନଗର ଥାନା ମହିଳା ASIଙ୍କ ମୃତ୍ୟୁର ଆସିଲା ପୋଷ୍ଟମର୍ଟମ ରିପୋର୍ଟ…

ରାଉରକେଲା : ରାଉରକେଲା ଉଦିତନଗର ଥାନା ମହିଳା ASIଙ୍କ ମୃତ୍ୟୁର ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ଗୋଷ୍ଠୀ ସଂଘର୍ଷକୁ ଆୟତ୍ତ କରିବାକୁ ଯାଇଥିବାବେଳେ ASI ଅଲିସା ଲୁଗୁନୁଙ୍କ ମୃତ୍ୟୁ ହୋଇଥିଲା। ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ମୃତ ଅଲିସାଙ୍କ ପରିବାର। ଏନେଇ ଉଦିତନଗର…

ଅକ୍ଟୋବର ୩୧ ଯାଏଁ ବସ୍ ଧର୍ମଘଟ ସ୍ଥଗିତ…

ଭୁବନେଶ୍ବର: ରାଜ୍ୟରେ ହେବନି ବସ୍ ଧର୍ମଘଟ  । ଅକ୍ଟୋବର ୩୧ ତାରିଖ ଯାଏଁ ବସ୍ ଧର୍ମଘଟ ସ୍ଥଗିତ ରଖିବାକୁ ବସ୍ ମାଲିକ ସଂଘ ନିଷ୍ପତ୍ତି ନେଇଛି  । ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ଏ ନେଇ ସୂଚନା ଦେଇଛନ୍ତି । ରାଜ୍ୟ ସରକାର ଲକ୍ଷ୍ମୀ ଯୋଜନାରେ ୧୬ ଶହ ବସ୍ ଚଳାଇବେ । ୧୬…

ମୃତଦେହ ସତ୍କାର ନେଇ ହୋଇନି ତାରିଖ ଧାର୍ଯ୍ୟ…

ଭୁବନେଶ୍ବର: ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣା  । ଚିହ୍ନଟ ହୋଇନଥିବା ୨୮ ମୃତଦେହର ସତ୍କାର ପ୍ରକ୍ରିୟା । ଏ ନେଇ ଭୁବନେଶ୍ବର ଏମ୍ସ ନିର୍ଦ୍ଦେଶକ ଆଶୁତୋଷ ବିଶ୍ବାସ ସୂଚନା ଦେଇଛନ୍ତି । ସତ୍କାର ପ୍ରକ୍ରିୟାରେ ସିବିଆଇ, ବିଏମସି, ଏମ୍ସ ଏବଂ ରାଜ୍ୟ ସରକାର ସାମିଲ ହେବେ । ଏଯାଏ…

ଜଙ୍ଗଲରୁ ଏକ ମାସର ଶିଶୁକନ୍ୟା ଉଦ୍ଧାର…

ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଚମ୍ପାଝର ପଞ୍ଚାୟତ ଗାଉଗାଢ଼ିଆ ନିକଟ ଜଙ୍ଗଲରୁ ଆଜି ଅପରାହ୍ନରେ ଏକ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ଶିଶୁକନ୍ୟାଟି ପ୍ରାୟ ମାସକର ହେବ। ସ୍ଥାନୀୟ କିଛି ମହିଳା ଜଙ୍ଗଲକୁ ପତ୍ର ତୋଳିବା ପାଇଁ ଯାଇଥିବା ବେଳେ ଶିଶୁକନ୍ୟାଟିର କାନ୍ଦ ଶୁଣିଥିଲେ।…