ବିହାରକୁ ବିଭାଜନ କରିବାରେ ଲାଗିପଡିଛନ୍ତି ନୀତୀଶ କୁମାର: ଆରସିପି ସିଂହ

ପାଟନା: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ଆରସିପି ସିଂ ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି | ସେ ଜାତି ଗଣନା ରିପୋର୍ଟକୁ ନେଇ ପ୍ରଶ୍ନ ଉଠାଇଥିଲେ। ଆରସିପି କହିଛନ୍ତି ଯେ ଜାତି ଗଣନା ରିପୋର୍ଟ ଠିକ ନୁହେଁ | ଆରସିପି ସିଂ କହିଛନ୍ତି ଯେ…

ଏସଡିଜେଏମ କୋର୍ଟରେ ହାଜର ହେଲେ ବର୍ଷା ଓ ଅନୁଭବ…

କଟକ: ଅଦାଲତରେ ହାଜର ହେଲେ ସେଲିବ୍ରିଟି କପଲ ବର୍ଷା – ଅନୁଭବ। ଏସଡିଜେଏମ କୋର୍ଟରେ ହାଜର ହେଲେ ବର୍ଷା ପ୍ରିୟଦର୍ଶିନୀ ଏବଂ ଅନୁଭବ ମହାନ୍ତି । ବର୍ଷାଙ୍କୁ ଜେରା କରିବେ ଅନୁଭବଙ୍କ ଓକିଲ । ଘରୋଇ ହିଂସା ନେଇ ଜେରାର ସମ୍ମୁଖୀନ ହେବେ ବର୍ଷା। ଗତ କିଛି ଦିନ ହେବ…

୧୬ଟି କଲେଜ୍‌ ଆଡ୍‌ମିସନ୍‌ ଦେଇ ନ ଥିବା ହାଇସ୍କୁଲ୍‌ ପାସ୍‌ ତରୁଣଙ୍କୁ ଚାକିରି ଦେଲା ‘ଗୁଗଲ୍‌’

ସାନ୍‌ଫ୍ରାନ୍‌ସିସ୍‌କୋ: ‘ମାସାଚ୍ୟୁସେଟ୍‌ସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି’, ‘କାର୍ଣ୍ଣିଜି ମେଲୋନ୍‌‘ ଓ ‘ଷ୍ଟାନ୍‌ଫୋର୍ଡ’ ସମେତ ୧୬ଟି କଲେଜ୍‌ ଆଡ୍‌ମିସନ୍‌ କରାଇ ଦେଇ ନ ଥିବା ଜଣେ ହାଇସ୍କୁଲ୍‌ ପାସ୍‌ ତରୁଣଙ୍କୁ ‘ଗୁଗଲ୍‌’ ଚାକିରି ଦେଇଥିବା କଥା…

ପୁଣି ଭୂମିକମ୍ପରେ ଥରିଲା ଆଫଗାନିସ୍ତାନ…

ପୁଣି ଭୂମିକମ୍ପରେ ଥରିଲା ଆଫଗାନିସ୍ତାନ। ଏହାର ପଶ୍ଚିମ ପ୍ରାନ୍ତରେ ପୁଣି ଥରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଏନେଇ ‘ଜର୍ମାନ୍‌ ରିସର୍ଚ ସେଣ୍ଟର୍‌ ଫର୍‌ ଜିଓସାଇନ୍‌ସେସ୍‌’ (ଜିଏଫ୍‌ଜେଡ୍‌) ସୂଚନା ଦେଇଛି। ଜିଏଫ୍‌ଜେଡ୍‌ର ରିପ‌ୋର୍ଟ ମୁତାବକ ରିକ୍ଟର୍‌…

ଗାଜାରେ ୨୨ ବର୍ଷୀୟ ଜର୍ମାନ ଯୁବତୀଙ୍କ ଅର୍ଦ୍ଧନଗ୍ନ ଶବ ପରିକ୍ରମା…

ଗାଜା: ଗତ ଶନିବାର ଦିନ ହମାସ୍‌ ଆତଙ୍କବାଦୀମାନେ ଖୋଲା ପିକ୍‌-ଅପ୍‌ ଭ୍ୟାନ୍‌ରେ ଶାନି ଲୌକ୍‌ ନାମ୍ନୀ ଯେଉଁ ଜର୍ମାନ୍‌ ତରୁଣୀଙ୍କର ଅର୍ଦ୍ଧନଗ୍ନା ଶବ ସହର ପରିକ୍ରମା କରାଇଥିଲେ, ସେ ମୃତା ନୁହନ୍ତି, ଜୀବିତା ବୋଲି ତାଙ୍କ ମାଆ କହିଛନ୍ତି। ମଙ୍ଗଳବାର ଦିନ ଜାରି କରିଥିବା ଭିଡିଓ…

ମହିଳାମାନଙ୍କ ପାଇଁ ସଂରକ୍ଷଣ ବିଲ୍ ପାରିତ ହୋଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା…

ବ୍ରହ୍ମପୁର, ୧୧/୧୦ : ସଂସଦ ଓ ସମସ୍ତ ବିଧାନସଭାରେ ୩୩ ପ୍ରତିଶତ ଆସନ ମହିଳାଙ୍କ ପାଇଁ ସଂରକ୍ଷଣ ବିଲ୍ ପାରିତ ହୋଇଥିବା ବେଳେ ଏହାକୁ ନେଇ ବିଭିନ୍ନ କ୍ଷେତ୍ରରେ ମହିଳା ମାନେ ଖୁସି ଜାହିର କରିଛନ୍ତି । ତେବେ କେନ୍ଦ୍ର ସରକାରଙ୍କ ଏହି ଯୁଗାନ୍ତକାରୀ ନିଷ୍ପତ୍ତିକୁ ନେଇ ବିଜେପି ମହିଳା

ରିଜର୍ଭ ବ୍ୟାଙ୍କ ସାମ୍ନାରେ ଟଙ୍କା ଉଡାଇଲେ ଗ୍ରାହକ…

ଭୁବନେଶ୍ବର: ଆଜି ରିଜର୍ଭ ବ୍ୟାଙ୍କ ସମ୍ମୁଖରେ ଦେଖିବାକୁ ମିଳିଛି ଅଭୁତପୂର୍ବ ଦୃଶ୍ୟ  । ରାସ୍ତାରେ ଉଡିଲା ଚିରାଫଟା ୫ଶହ , ୨ ଶହ ଓ ଶହେ ଟଙ୍କିଆ  । ଭୁବନେଶ୍ବର ସ୍ଥିତ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ  ଟଙ୍କା ବଦଳ ପାଇଁ ଆସିଥିବା କିଛି ଗ୍ରାହକ ଫାଟକ ସାମ୍ନାରେ ନୋଟ୍ ଉଡାଉଥିବା…

ଇସ୍ରାଏଲ୍‌କୁ ସହାୟତାର ହାତ ବଢ଼ାଇଲା ଆମେରିକା…

ଇସ୍ରାଏଲ୍-ପାଲେଷ୍ଟିନ୍ ଯୁଦ୍ଧ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ସ୍ଥିତି। ଗୋଟେପଟେ ମାଟିରେ ମିଶୁଛି ଗାଜା, ଅନ୍ୟପଟେ ହମାସର ଗୋଟିଏ ପରେ ଗୋଟିଏ ଠିକଣାକୁ ନିଜ ଅକ୍ତିଆରକୁ ନେଉଛି ଇସ୍ରାଏଲ। ଗାଜାର ସୀମାକୁ ପୁଣି ଥରେ ନିଜ ଅଧିନକୁ ଇସ୍ରାଏଲ୍ ନେଇଥିବା ଘୋଷଣା କରିଛି।…

ଡକାୟତି ଯୋଜନା ପଣ୍ଡ, ୫ ଜଣଙ୍କୁ ବାନ୍ଧିଲା ପୋଲିସ…

ଭୁବନେଶ୍ୱର: ଡକାୟତି ଯୋଜନା ପଣ୍ଡ। ଯାତ୍ରୀଙ୍କ ନିକଟରୁ ସଶସ୍ତ୍ର ଡକାୟତି କରିବା ନିମନ୍ତେ ଯୋଜନା କରୁଥିବା ବେଳେ ୫ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଜଟଣୀ ଥାନା ପୋଲିସ। ସୂଚନା ଅନୁସାରେ, ଜଟଣୀ ଥାନଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସମ୍ପୃକ୍ତ ଥାନାର…

ଅଭିନବ ଉପାୟରେ ଲୁଟୁଛି ନାବାଳକ ଗ୍ୟାଙ୍ଗ, ସମଲିଙ୍ଗୀ ଯୌନ ସମ୍ପର୍କ ରଖିବା ପରେ କରୁଛି ବ୍ଲାକମେଲିଂ…

ଭୁବନେଶ୍ୱର : ରାଜଧାନୀରେ ଅଭିନବ ଉପାୟରେ ଦୁଇ ଜଣ ଯୁବକଙ୍କୁ ଲୁଟିଛନ୍ତି ନାବାଳକ ଲୁଟେରା । ସମଲିଙ୍ଗୀ ଯୌନ ସମ୍ପର୍କ ରଖିବା ଓ ପରେ ଭିଡ଼ିଓ ଭାଇରାଲ କରିବାର ଧମକ ଦେଇ ଯୁବକଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଥିଲେ ଲୁଟେରା । ସମଲିଙ୍ଗି ସମ୍ପର୍କ ରଖୁଥିବା…