ଶ୍ରମଶକ୍ତି ମହାବିଦ୍ୟାଳୟରେ ନୂଆ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

add-all

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଶ୍ରମ ଶକ୍ତି ମହାବିଦ୍ୟାଳୟ ରେ ଓଡ଼ିଶା ସରକାରଙ୍କ ପକ୍ଷରୁ ନୂଆ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ! ସାଂସ୍କୃତିକ କାର୍ଯ୍ୟକ୍ରମର ପୁରସ୍କାର ବଣ୍ଟନ ହୋଇଥିଲା ! ମୁଖ୍ୟ ଅତିଥି ଭାବରେ ବୀରମିତ୍ରପୁର ମୁନିସିପାଲିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ସନ୍ଦୀପ ମିଶ୍ର, ଅତିଥି ରୂପରେ ଯୋଗଦାନ କରିଥିଲେ !ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀର ପୁର୍ବତନ ବିଧାୟକ ଶ୍ରୀଯୁକ୍ତ ନିହାର ସୁରିନ, ଜିଲ୍ଲା ପରିଷଦ ସଭ୍ୟ ନୂଆଗାଁ ବ୍ଲକ ସୁଶ୍ରୀ ଯୋତି ଟେଟେ ବୀରମିତ୍ରପୁର ମୁନିସିପାଲିଟି ଉପାଧ୍ୟକ୍ଷ ଶ୍ରୀମତି ନିବେଦିତା ବାଗେ, ମହାବିଦ୍ୟାଳୟ ର ପ୍ରିନ୍ସିପାଲ ମୁନିନ୍ଦ୍ର ମହାଳିକ, ବିଜୁ ଜନତା ଦଳର ବୀରମିତ୍ରପୁର ନଗର ସଭାପତି କୁନା ଦେଓ, ପୁର୍ବତନ ଛାତ୍ର ଚଇତନ ତିୱାରୀ, ମହମ୍ମଦ ଏଜାଜ ଆଲାମ, ସକିବ୍ ରଜା, ବୀରମିତ୍ରପୁର ମୁନିସିପାଲିଟି ର କାଉନ୍ସିଲର ଏବଂ ଶ୍ରମଶକ୍ତି ମହା ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ଯାପିକା, ଅଣଶିକ୍ଷକ କର୍ମଚାରୀ ଓ ଛାତ୍ର ଛାତ୍ରୀମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ !

ad-week
Leave A Reply

Your email address will not be published.