Sign in
Sign in
Recover your password.
A password will be e-mailed to you.
୩୫ ବର୍ଷୀୟ ଯୁବକଙ୍କୁ ହେଲା ୭୦ ବର୍ଷୀୟ ବୃଦ୍ଧାଙ୍କ ସହ ପ୍ରେମ…
ସୀମା ପାର ପ୍ରେମ କାହାଣୀ ଦିନକୁ ଦିନ ଦ୍ରୁତ ଗତିରେ ବଢିବାରେ ଲାଗିଛି । ସୀମା ହାଇଦର ଓ ମଞ୍ଜୁ ପରେ ଏବେ ଆଉ ଏକ ପ୍ରେମ କାହାଣୀ ସାମ୍ନାକୁ ଆସିଛି । ଏହି ପ୍ରେମୀଯୁଗଳ ବୟସର ଚିନ୍ତା ମଧ୍ୟ କରିନାହାନ୍ତି । ଜଣେ ୩୫ ବର୍ଷୀୟ ପାକିସ୍ତାନୀ ଯୁବକଙ୍କୁ ୭୦ ବର୍ଷୀୟ…
୩ୟ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଘଟଣା: ଅଭିଯୁକ୍ତ ପିଅନକୁ ଉଠାଇନେଲା ପୋଲିସ…
ରାୟଗଡା: ରାୟଗଡା ଜିଲ୍ଲା କାଶୀପୁର ବ୍ଳକ ଡଙ୍ଗାସିଲ ଗାଁରେ ୩ୟ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଘଟଣା । ଅଭିଯୁକ୍ତ ସ୍କୁଲ ପିଅନକୁ ଉଠାଇ ନେଇଛି ପୋଲିସ । ଘଟଣାଟି ପ୍ରଘଟ ହେବା ପରେ ଗାଁରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ପରିସ୍ଥିତି ଏତେ ଭୟାନକ ହୋଇଛି ଯେ ପୋଲିସ…
ଆଜିଠାରୁ ଏସୀୟ କ୍ରୀଡ଼ା ମହାକୁମ୍ଭ…
ନୂଆଦିଲ୍ଲୀ: ବିଶ୍ବର ଅନ୍ୟତମ ସର୍ବବୃହତ କ୍ରୀଡ଼ା ମହାକୁମ୍ଭ ଏସୀୟ କ୍ରୀଡ଼ାର ୧୯ତମ ସଂସ୍କରଣର ଉଦ୍ଘାଟନୀ ଉତ୍ସବ ବିଧିବଦ୍ଧ ଭାବେ ଚୀନର ହ୍ବାଙ୍ଗଝୋରେ ଶନିବାର ସନ୍ଧ୍ୟାରେ ଆୟୋଜିତ ହେବ। ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଉକ୍ତ ପ୍ରତିଯୋଗିତା ଉଦ୍ଘାଟିତ ହେବ। ଅକ୍ଟୋବର ୮…
ଅକ୍ଟୋବରରେ ମୁକ୍ତିଲାଭ କରିବ ପାଟଣାଗଡ଼ ପାର୍ସଲ ବୋମା ଘଟଣା ଉପରେ ଆଧାରିତ ସମ୍ବଲପୁରୀ ଚଳଚ୍ଚିତ୍ର ‘ମାଇଣ୍ଡ ଗେମ’
ସମ୍ବଲପୁର: ସାରା ରାଜ୍ୟରେ ୨୦୧୮ ମସିହାରେ ଚହଳ ସୃଷ୍ଟି କରିଥିବା ପାଟଣାଗଡ଼ ପାର୍ସଲ ବେମା ଘଟଣା ଉପରେ ପର୍ଯ୍ୟବେଷିତ ବହୁଭାଷୀ ଚଳଚ୍ଚିତ୍ର ‘ମାଇଣ୍ଡ ଗେମ’ ଆସନ୍ତା ଅକ୍ଟୋବରରେ ମୁକ୍ତିଲାଭ କରିବାକୁ ଯାଉଛି। ଏ ସମ୍ପର୍କରେ ସମ୍ବଲପୁରର ଅଇଁଠାପାଲି ସ୍ଥିତ ହୋଟେଲ ଡଲଫିନ ଠାରେ ଶୁକ୍ରବାର…
କାନାଡା-ଭାରତ ବିବାଦକୁ ‘ହାତୀ ସହିତ ପିମ୍ପୁଡି’ର ଲଢ଼େଇ ସଙ୍ଗେ ତୁଳନା କଲେ ପୂର୍ବତନ ପେଣ୍ଟାଗନ୍ ଅଧିକାରୀ
ଭାରତ-କାନାଡା ବିବାଦରେ ଭାରତ ଅପେକ୍ଷା କାନାଡା ପ୍ରତି ଅଧିକ ବିପଦ ଅଛି ଏବଂ ଏହା ହାତୀ ସହିତ ଲଢ଼େଇ କରିବା ଲାଗି ପିମ୍ପୁଡ଼ିର ଆହ୍ବାନ ଭଳି ମନେ ହେଉଛି ବୋଲି ପେଣ୍ଟାଗନ୍ର ପୂର୍ବତନ କର୍ମଚାରୀ ତଥା ‘ଆମେରିକାନ୍ ଏଣ୍ଟର୍ପ୍ରାଇଜ୍ ଇନ୍ଷ୍ଟିଚ୍ୟୁଟ୍’ର ବରିଷ୍ଠ…
ସନ୍ଧ୍ୟା ବେଳିଆ ଷ୍ଟ୍ରିଟ ଫୁଡ଼ ଉପରେ ଜୋରଦାର ଚଢ଼ାଉ
କଟକ: କଟକ ଗୌରୀଶଙ୍କର ପାର୍କ ଅଞ୍ଚଳରେ ପାର୍ବଣ ପୂର୍ବରୁ ଆକ୍ସନ ମୁଡ଼ରେ ସିଏମସି । ସନ୍ଧ୍ୟା ବେଳିଆ ଷ୍ଟ୍ରିଟ ଫୁଡ଼ ଉପରେ ଜୋରଦାର ଚଢ଼ାଉ। ଖାଦ୍ୟର ମାନ ଓ ଫୁଡ଼ ଲାଇସେନ୍ସ ତଦାରଖ କଲା ସିଏମସି ସ୍ୱାସ୍ଥ୍ୟ ବିଭାଗ। କଟକର ଗୌରୀ ଶଙ୍କର ପାର୍କ ନିକଟରେ ଥିବା ୫୦ରୁ…
ଯୁଦ୍ଧ ପ୍ରସ୍ତୁତି କରୁଛି ଚୀନ୍: ଆମେରିକା ରାଷ୍ଟ୍ରପତି ଆଶାୟୀ ନିକ୍କି ହେଲି…
ୱାସିଂଟନ୍: ଆମେରିକା ଓ ବିଶ୍ବ ପ୍ରତି ଚୀନ୍କୁ ଜୀବନ୍ତ ବିପଦ କହି ଭାରତୀୟ-ଆମେରିକୀୟ ତଥା ‘ରିପବ୍ଲିକାନ୍ ପାର୍ଟି’ର ରାଷ୍ଟ୍ରପତି ଆଶାୟୀ ନିକ୍କି ହେଲି ଦାବି କରିଛନ୍ତି ଯେ, ବେଜିଙ୍ଗ୍ ଯୁଦ୍ଧ କରିବା ଲାଗି ପ୍ରସ୍ତୁତି ଚଳାଇଛି। ଶୁକ୍ରବାର ଦିନ ଷ୍ଟେଟ୍ ଅଫ୍ ନିଉ…
ସୁନ୍ଦରଗଡ଼ରେ ପୁଣି ୧୦ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ, ମୋଟ୍ ସଂଖ୍ୟା ୨୨୧କୁ ବୃଦ୍ଧି…
ସୁନ୍ଦରଗଡ଼ : ସୁନ୍ଦରଗଡରେ ଥମୁନି ସ୍କ୍ରବ୍ ଟାଇଫସ୍ ଆତଙ୍କ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଛି । ଗତକାଲି ୫ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ପୁଣି ୧୦ ସ୍କ୍ରବ୍ ଟାଇଫସ୍ ରୋଗୀ ଚିହ୍ନଟ ହୋଇଛନ୍ତି । ଅର୍ଥାତ୍ ମୋଟ୍ ସଂଖ୍ୟା ବର୍ତ୍ତମାନ ୨୨୧କୁ ବୃଦ୍ଧି…
ଆତଙ୍କବାଦ ବନ୍ଦ କର, ପାକ୍ ଅଧିକୃତ କଶ୍ମୀର ଛାଡ଼: ଭାରତ
ନୂଆଦିଲ୍ଲୀ: ସୀମାପାରି ଆତଙ୍କବାଦ ବନ୍ଦ କର, ନିଜ ଦେଶରେ ଥିବା ଆତଙ୍କବାଦ ଭିତ୍ତିଭୂମି ହଟାଅ ଓ ବେଆଇ ଭାବେ ଦଖଲ କରିଥିବା ଭାରତୀୟ ଅଞ୍ଚଳ ଖାଲି କର ବୋଲି ଶୁକ୍ରବାର ଦିନ ଜାତିସଂଘରେ ଭାରତ ପାକିସ୍ତାନକୁ କଡ଼ା ଭାଷାରେ କହିଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।
ନ୍ୟୁୟର୍କରେ…
୨୪ରୁ ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ…
ସମ୍ବଲପୁର: ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପୁରୀ – ରାଉରକେଲା – ପୁରୀ ମଧ୍ୟରେ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ ହେବ। ଏ ସମ୍ପର୍କରେ ରେଳବାଇ ପକ୍ଷରୁ ଜାରି ସୂଚନାନୁଯାୟୀ, ପାର୍ବଣ ଅବସରରେ ଓଡ଼ିଶା ପାଇଁ ଏହା ଉତ୍ସବ ଭେଟି ଅଟେ।…