Sign in
Sign in
Recover your password.
A password will be e-mailed to you.
ଘର ଆଗରେ ଲହଡି ମାରୁଛି ପାଣି, ତୁରନ୍ତ ସମାଧାନ ପାଇଁ ଦାବି…
ଚାନ୍ଦବାଲି: ଘର ଆଗରେ ଲହଡି ମାରୁଛି ଆଣ୍ଠୁଏ ଉଚ୍ଚର ପାଣି । ଘରୁ ବାହାରକୁ ବାହାରିଲେ ପାଣିରେ ପଶି ଆସିବାକୁ ପଡୁଛି । ଗାଁ ରାସ୍ତାରେ ବି ଲହଡି ମାରୁଛି ପାଣି । ଏମିତିକି ଗାଁକୁ ଚାରିପାଖରୁ ଘେରି ରହିଛି ପାଣି । ଏ ହେଉଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ…
ଆଗାମୀ ପିଢ଼ି ପାଇଁ ସିଗାରେଟ୍ ନିଷିଦ୍ଧ କରିବେ ଋଷି ସୁନକ…
ଲଣ୍ଡନ: ବ୍ରିଟିସ୍ ପ୍ରଧାନମନ୍ତ୍ରୀ ଋଷି ସୁନକ ଏମିତି କିଛି କଟକଣା ଜାରି କରିବାକୁ ବିଚାର କରୁଛନ୍ତି ଯଦ୍ଦ୍ବାରା ଇଂଲଣ୍ଡ୍ର ଆଗାମୀ ପିଢ଼ି ଆଉ ସିଗାରେଟ୍ କିଣିବା ପାଇଁ ସମର୍ଥ ହେବେନାହିଁ ବୋଲି ସରକାରୀ ସୂତ୍ରରୁ ସୂଚନା ସଂଗ୍ରହ କରି ଶୁକ୍ରବାର ଦିନ ‘ଦି ଗାର୍ଡିଆନ୍’ ରିପୋର୍ଟ…
ଆଜି ପବିତ୍ର ରାଧାଷ୍ଟମୀ…
ପୁରୀ :ଆଜି ପବିତ୍ର ରାଧାଷ୍ଟମୀ, ଶ୍ରୀରାଧାଙ୍କ ଜନ୍ମ। ଭଗବାନ୍ ଶ୍ରୀକୃଷ୍ଣଙ୍କର ଦକ୍ଷିଣ ଅଂଶରୁ ଶ୍ରୀରାଧାଙ୍କର ଉତ୍ପତ୍ତି ବୋଲି କୁହାଯାଏ। ଶ୍ରୀକୃଷ୍ଣଙ୍କର ଜନ୍ମତିଥିକୁ ଯେପରି “ଜନ୍ମାଷ୍ଟମୀ” ଭାବରେ ପାଳନ କରାଯାଏ, ବୈଷ୍ଣବମାନେ ଶ୍ରୀରାଧାଙ୍କର ଜନ୍ମତିଥିକୁ ସେହିପରି “ରାଧାଷ୍ଟମୀ”…
ବ୍ୟବସାୟୀକ ପ୍ରତିଷ୍ଠାନ ଉପରେ ଜିଏସଟି ବିଭାଗର ଚଢାଉ…
କାମାକ୍ଷାନଗର: କାମାକ୍ଷାନଗର ସହରର ଏକ ବ୍ୟବସାୟୀକ ପ୍ରତିଷ୍ଠାନ ଉପରେ ଜିଏସଟି ବିଭାଗର ଚଢାଉ। କଟକ ଡିଭିଜନର ଏକ ୭ଜଣିଆ ଟିମ କାମାକ୍ଷାନଗର ସ୍ଥିତ ଓଝା ଟ୍ରେଡର୍ସ ନାମକ ଏକ ସିମେଣ୍ଟ, ରଡ ଦୋକାନ ଉପରେ ଚଢାଉ କରିଛି। ଜିଏସଟି ଫାଙ୍କି ଥିବାର ହେଡ ଅଫିସକୁ ଏକ ଅଭିଯୋଗ ହୋଇଥିଲା।…
ଗଣଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତା ପିଇଲା ବିଷ…
ବାଲେଶ୍ଵର:ବାଲେଶ୍ଵରରେ ଅଭାବନୀୟ ଘଟଣା। ଜଣେ ନାବାଳିକାକୁ ଗଣଦୁଷ୍କର୍ମ ଘଟଣାକୁ ନେଇ ଚାଞ୍ଚଲ୍ୟ ଦେଖିବାକୁ ମିଳିଛି । ଚାନ୍ଦିପୁର ଥାନା ଅଧୀନ ଗୋଲ୍ଡେନ ପ୍ଲାଜା ହୋଟେଲରେ ନାବାଳିକାକୁ ଦୁଷ୍କର୍ମ କରାଯାଇଛି । …
୫୦ ବର୍ଷରେ ସବୁଠୁ ବିଫଳ ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାର ହତ୍ୟା ମାମଲାରେ ଭାରତର ସମ୍ପୃକ୍ତି ଥିବା ଦାବି କରୁଥିବା କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଭୋଟରଙ୍କ ବିଶ୍ବାସ ହରାଇଛନ୍ତି। ଟ୍ରୁଡୋଙ୍କ ଲୋକପ୍ରିୟତା ଅତି ସାଂଘାତିକ ଭାବେ କମିଛି। ନିକଟରେ ହୋଇଥିବା ଏକ ଜନମତ…
ମହାପ୍ରଭୁଙ୍କ ଦର୍ଶନ କଲେ ପ୍ରଥମ ମହିଳା ବାଚସ୍ପତି ପ୍ରମିଳା ମଲ୍ଲିକ…
ପୁରୀ: ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କଲେ ପ୍ରଥମ ମହିଳା ବାଚସ୍ପତି ପ୍ରମିଳା ମଲ୍ଲିକ। ପ୍ରଥମ ମହିଳା ବାଚସ୍ପତି ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ପ୍ରମିଳା ମଲ୍ଲିକ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିର…
ସାପ କାମୁଡାରେ ଯୁବକଙ୍କ ମୃତ୍ୟୁ…
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକ କରୁକୁଡୁପା ଗ୍ରାମରେ ଘଟିଛି ଏକ ଦୁଃଖଦ ପୂର୍ଣ୍ଣ ଘଟଣା l ଉକ୍ତ ଗ୍ରାମର ସଙ୍କୀ ମାଝୀ ଙ୍କ ପୁଅ ସକତା ମାଝୀ (32) ଙ୍କୁ ସାପ କାମୁଡ଼ିବାରୁ ମୃତ୍ୟୁ ଘଟିଥିବା ଜଣାପଡିଛି l ପ୍ରକାଶ ଯେ, ପ୍ରତିଦିନ ଭଳି!-->…
ନବୋଦୟ ବିଦ୍ୟାଳୟ ପରିସରରେ କ୍ଲଷ୍ଟରସ୍ତରୀୟ କଳାଉତ୍ସବ ଉଦ୍ଘାଟିତ
ଫୁଲବାଣୀ: କନ୍ଧମାଳ ଜିଲ୍ଲା ତୁଡ଼ିପାଜୁ ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ ପରିସରରେ କଟକ କ୍ଲଷ୍ଟର ସ୍ତରୀୟ ୨ ଦିନିଆ କଳା ଉତ୍ସବ ଶୁକ୍ରବାର ଉଦ୍ଘାଟିତ ହୋଇଯାଇଛି । ଏହାକୁ କେନ୍ଦ୍ରିୟ ବିଦ୍ୟାଳୟର ଅଧ୍ୟକ୍ଷ ନାହାର ସିଂ ମୀନା ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦ୍ଘାଟନ କରିଥିବା ବେଳେ ନବୋଦୟ!-->…
ଆମେ ଜାଣିବା ଆମେ ଜିଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ…
ମାଲକାନଗିରି : , ୨୨/୦୯ : ମାଲକାନଗିରି ବ୍ଲକ ଅନ୍ତର୍ଗତ ଶିଖପଲ୍ଲି ଅନୁସୂଚିତ ଜନଜାତି ଉଚ୍ଚ ବାଳିକା ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ମନୋରମା ସ୍ୱାଇଁଙ୍କ ସଭାପତିତ୍ବରେ ଶୁକ୍ରବାର ଆମେ ଜାଣିବା ଆମେ ଜିଣିବା କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରୀ ଏବଂ ଅଭିଭାବକ ସହ ବିଦ୍ୟାଳୟର ସମସ୍ତ ଶିକ୍ଷକ!-->…