ବାଲିଗୁଡା ବନଖଣ୍ଡ କାର୍ଯ୍ୟାଳୟରେ ଗଣେଶ ପୂଜା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ…

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଖଣ୍ଡିୟ ବନାଧିକାରୀ ଙ୍କ କାର୍ଯ୍ୟଳୟ ପରିସର ମଧ୍ୟରେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଗଣେଶ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି l ଏହି ଅବସରରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ବାଲିଗୁଡା

ଫୁଲବାଣୀ ସ୍ଵଚ୍ଛାସେବୀ ମହାସଂଘର ସଦସ୍ୟ ଓ ସଦସ୍ୟାଙ୍କ ଯୋଜନା ଓ ସମନ୍ୱୟ ବୈଠକ…

ଫୁଲବାଣୀ : ଫୁଲବାଣୀ ସ୍ଵଚ୍ଛାସେବୀ ମହାସଂଘର ସମସ୍ତ ସଭ୍ୟ ଅନୁଷ୍ଠାନର ସାଧାରଣ ବୈଠକ ଶାନ୍ତି ମୈତ୍ରୀ, ବାଲିଗୁଡା ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ସାଧାରଣ ବୈଠକ କୁ ପି.ଏ.ଜି. ର ଅଧକ୍ଷ ରାମ ଚନ୍ଦ୍ର ଦାସ ପୌରହିତ କରିଥିବା ବେଳେ ଅନ୍ୟ ସଦସ୍ୟ ଅନୁଷ୍ଠାନ ମାନଙ୍କର ମୂଖ୍ୟ ଅଧିକାରୀ ଯଥା

ରାସ୍ତାରେ ହାତଲେଖା ମାଓବାଦୀ ପୋଷ୍ଟର…

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବେଲଘର ଅନ୍ତର୍ଗତ ଝିରିପାଣିଠାରୁ ରାୟଗଡା ଜିଲାର ଅମ୍ବାଦଳାକୁ ସଂଯୋଗ କରୁଥିବା ରାସ୍ତାର ବରଗୁଡ଼ା ଛକଠାରେ ଶୁକ୍ରବାର କିଛି ହାତଲେଖା ମାଓବାଦୀ ପୋଷ୍ଟର ପଡିଥିବା ଦେଖାଯାଇଛି। ସେଥ‌ିରେ ସେପ୍ଟେମ୍ବର ୨୧ରୁ ୨୭

ଟ୍ରକ ଦୁର୍ଘଟଣାରେ ଦୁଇ ଯୁବକଙ୍କ ମୃତ୍ୟୁ କ୍ଷତିପୂରଣ ଦାବିରେ ଅନଶନ…

ଉମରକୋଟ(୨୨/୯) : ଗତ ରାତ୍ର ପ୍ରାୟ ୧୦ ଘଟିକା ସମୟରେ ନବରଙ୍ଗପୁର ଜିଲ୍ଲାର ଉମରକୋଟ ସ୍ଥିତ ଆଦର୍ଶ୍ୱ ବିଦ୍ୟାଳୟ ନିକଟରେ ଚରେଇଗୁଡ଼ାର ଦୁଇ ଜଣ ଯୁବକ ମହେଶ୍ୱର ଗଣ୍ଡ, ବୟସ ୨୨ ବର୍ଷ, ଏବଂ ଅଜୟ ସୁନା , ବୟସ ୨୧ ବର୍ଷ,ଘରକୁ ଫେରୁ ଥିବାବେଳେ ଆଦର୍ଶ ବିଦ୍ୟାଳୟ ନିକଟରେ ନିଜ ମଟର ସାଇକେଲ ଧରି

ପର୍ତ୍ତମାହା ସେବାଶ୍ରମରେ ଅଭିଭାବକ ଓ ଆମର ଅଂଶୀଦାର ବୈଠକ ଅନୁଷ୍ଠିତ

ଦାରିଙ୍ଗବାଡ଼ି (୨୨/୯) : ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ ପର୍ତ୍ତମାହା ଅନୁସୂଚିତ ଜାତି ଓ ଜନଜାତି ସେବାଶ୍ରମରେ ଅଭିଭାବକ ଓ ଆମର ଅଂଶୀଦାର ବୈଠକ ପ୍ରଧାନ ଶିକ୍ଷକ ମହେଶ୍ବର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ବୈଠକରେ ମୁଖ୍ୟ ଅତିଥି ଭାବେ ବିଡିଓ ଗଦାଧର ପାତ୍ର ,ସମ୍ମାନିତ ଅତିଥି

୫୭୭ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ…

ନିମାପଡା : ଆଜି ନିମାପଡା ଟାଉନହଲ୍ ଠାରେ ନିମାପଡା ବ୍ଲକ ତରଫରୁ ମଧୁବାବୁ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି । ବିଧାୟକ ସମୀର ରଞ୍ଜନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାତୋଟି ପଞ୍ଚାୟତ ଶଗଡା, ବଡ଼ମାଚ୍ଛପୁର,ବାମନାଳ, ସଲଙ୍ଗ, ଅରିସଣ୍ଡ , ଧଳେଶ୍ଵର ଓ ତମ୍ପାଳ ର ୫୭୭ ଜଣ

କୁମ୍ଭୀର ପାଟିରେ ଵନମାଳିଙ୍କ ମୃତ୍ୟୁ ଲାଗି ଦୁଃଖଦ ପରିବାରଙ୍କୁ ସମବେଦନା…

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ରାଜପୁର ଗ୍ରାମରେ କୁମ୍ଭୀର ଆକ୍ରମଣରେ ପ୍ରାଣ ହରାଇଥିବା ବନମାଳୀ ପାତ୍ରଙ୍କ ମୃତ୍ୟୁ ଖବର ପାଇ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅଶୋକ କୁମାର ପ୍ରତିହାରୀ ଦୁଃଖ ପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି। ତାଙ୍କ ନିର୍ଦ୍ଦେଶ କ୍ରମେ

କୋମଳମତୀ ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ବଦଳରେ ଛତୁଆ ପ୍ରସ୍ତୁତକାରି ଯୋଗାଉଛି ଅଖାଦ୍ୟ, ଅଧିକାରିଣୀ ମାଲେମାଲ

ରାଜନଗର : ରାଜ୍ୟ ଓ କେନ୍ଦ୍ର ସରକାର ଉଭୟେ ଆଜିର ଶିଶୁ କାଲିର ଭଵିଷ୍ୟତକୁ ଲକ୍ଷ କରି ସେମାନଙ୍କର ପୁଷ୍ଟିକର ଖାଦ୍ୟ ସମେତ ଉତ୍ତମ ଶିକ୍ଷା ଓ ସ୍ଵାସ୍ଥ୍ୟ ସେବା ପାଇଁ ସରକାର ଶିଶୁବିକାଶ ଯୋଜନା ଵିଭାଗକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଚାଲିଛନ୍ତି। ହେଲେ ବିଭାଗ ଅଧୀନରେ ଥିବା ଅଙ୍ଗନୱାଡି

ଚିକିଟୀ ବିଜ୍ଞାପିତ ଅଞ୍ଚଳରେ ସ୍ୱଚ୍ଛତା ହିଁ ସେବା ଓ ସ୍ୱଚ୍ଛ ଚର୍ଚ୍ଚା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଚିକିଟୀ : ଗଞ୍ଜାମ ଜିଲ୍ଲା ଚିକିଟୀ ବିଜ୍ଞାପିତ ଅଞ୍ଚଳରେ କାର୍ଯ୍ୟନିର୍ବାହୀ ଅଧିକାରୀ କୁଲଦୀପ କୁମାର ଙ୍କ ଅଧ୍ୟକ୍ଷତାରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷା ଶ୍ରୀମତୀ ଦୀପା କୁମାରୀ ସାହୁ ଓ ସମ୍ମାନୀୟ ଅତିଥି

ବୟୋଜ୍ୟେଷ୍ଠ ସାମ୍ବାଦିକ ପ୍ରସନ୍ନ ସାହୁଙ୍କୁ ସହାୟତା ପାଇଁ ଜିଲ୍ଲାପାଳଙ୍କୁ ଭେଟିଲା ଏସୟୁଜେ ଗଞ୍ଜାମ ଜିଲ୍ଲା…

ରେଡ କ୍ରସ ପାଣ୍ଠିରୁ ତୁରନ୍ତ ୩୦ ହଜାର ଟଙ୍କା ମଞ୍ଜୁର କଲେ ଜିଲ୍ଲାପାଳ.. ଭଞ୍ଜନଗର // ବ୍ରହ୍ମପୁର //ବେଲଗୁଣ୍ଠା : ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ କାଦୁଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମର ବୟୋଜ୍ୟେଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ସାହୁ ସମ୍ପ୍ରତି