Sign in
Sign in
Recover your password.
A password will be e-mailed to you.
ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ରକ୍ତ ଦାନ ଶିବିର, ୮୦ ୟୁନିଟ ରକ୍ତ ସଂଗ୍ରହ…
ଦାରିଙ୍ଗବାଡି, ୨୨/୦୯ : କନ୍ଧମାଳ ଜିଲା, ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନ ପକ୍ଷରୁ ଆଜି ଋଷିମାଳ ମହା ବିଦ୍ୟାଳୟ ପରିସରରେ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିରର ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଋଷିମାଳ ମହାବିଦ୍ୟାଳୟ ଏନଏସଏସର ସହଭାଗିତା ମଧ୍ୟ ରହିଛି। ସ୍ୱେଚ୍ଛା!-->…
କଂଗ୍ରେସ ୧୦୦% ଅନୁତପ୍ତ ବୋଲି କହିଲେ ରାହୁଲ ଗାନ୍ଧି
କ୍ଷମତାରେ ଥିବା ବେଳେ ମହିଳା ସଂରକ୍ଷଣ ବିଲ୍ କଂଗ୍ରେସ ପାରିତ କରି ପାରି ନଥିଲା। ଏଥିସହ ଦଳ ଆଣିଥିବାର ମହିଳା ସଂରକ୍ଷଣ ବିଲ୍ରେ ଓବିସିଙ୍କ କୋଟାକୁ ସାମିଲ କରିପାରି ନଥିଲା। ଏଥିପାଇଁ ଏବେ ଦଳ ୧୦୦% ଅନୁତପ୍ତ ବୋଲି କହିଛନ୍ତି ରାହୁଲ ଗାନ୍ଧି। ଓବିସି…
ପ୍ରିନ୍ସପାଲଙ୍କ ବିରୁଦ୍ଧରେ ଭିଜିଲାନ୍ସର ଦ୍ୱାରସ୍ଥ ହେଲା ଜିଲ୍ଲା ଯୁବ କଂଗ୍ରେସ…
ପୁରୀ: ପୁରୀ ଗୋପବନ୍ଧୁ ଆୟୁର୍ବେଦ କଲେଜରେ ବଡଧରଣର କେଳେଙ୍କାରୀ । ବିନା ଯୋଗ୍ୟତାରେ ଡାକ୍ତରୀ ଡିଗ୍ରୀ ପାଇଁ କଲେଜରେ ଆଡମିଶନ ନେଇଛନ୍ତି ଛାତ୍ରଛାତ୍ରୀ । ଯାହାକୁ ନେଇ ପୂର୍ବରୁ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନ ନିଆଯିବାରୁ କଲେଜର ପ୍ରିନ୍ସପାଲ୍ ସୁଦର୍ଶନ…
ଦୁଃଖ ପାଲଟିଛି କୁଶଭଦ୍ରା ବ୍ରିଜ…
ନିମାପଡା (୨୨/୦୯) : ନିମାପଡା ପରିବା ବଜାର ରୁ କିଛି ଦୂରରେ କୁଶଭଦ୍ରା ବ୍ରିଜ ଅବସ୍ଥିତ | ବିଶେଷ କରି ସେଇ ବ୍ରିଜ ଦେଇ କୋଣାର୍କ ଆଉ କାକଟପୁର ଅସ୍ତରଙ୍ଗ ଯାତାୟାତ ପାଇଁ ସେଇ କୁଶଭଦ୍ରା ବ୍ରିଜ ହିଁ ନିର୍ଭରଶୀଳ | ସେହିପରି ଏହି ଅଞ୍ଚଳରେ ଲୋକମାନେ ଚିକତ୍ସା ଲାଗି ଚାରିଛକ ଆଉ ନିମାପଡା!-->…
ଖ୍ୟାତନାମା ବିଶ୍ବବିଦ୍ୟାଳୟରେ ପଢ଼ିବାକୁ ୪୦୦୦ କିଲୋମିଟର୍ ସାଇକେଲ୍ ଚଳାଇ ଗଲେ ଛାତ୍ର
ନୂଆଦିଲ୍ଲୀ: ଇଚ୍ଛା କରିଥିବା ବିଶ୍ବବିଦ୍ୟାଳୟ ‘ଅଲ-ଆଝାର୍ ଅଲ୍-ଶରିଫ୍’ରେ ପଢ଼ିବା ପାଇଁ ପଶ୍ଚିମ ଆଫ୍ରିକୀୟ ଦେଶ ଗିନିରୁ ଜଣେ ଛାତ୍ର ସାଇକେଲ୍ ଚଢ଼ି ପ୍ରାୟ ୪୦୦୦ କିଲୋମିଟର୍ ରାସ୍ତା ଅତିକ୍ରମ କରି ଇଜିପ୍ଟକୁ ଯାଇଥିବା କଥା ‘ବିବିସି’ ରିପୋର୍ଟ କରିଛି।
‘ସୁନି ଇସ୍ଲାମିକ୍…
ଲଗାଣ ବର୍ଷାରେ ୫ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ଗତ ଦୁଇ ଦିନ ଧରି ଲଗାଣ ବର୍ଷା ଜାରି ରହିଥିବା ବେଳେ ପାଙ୍ଗା ଉପର ସାହି ପଞ୍ଚାୟତ ବାଲିଗଟା ନିକଟ ଥିବା ଦଦଲି ପୋଲ ଧୋଇ ହୋଇଛି। ଫଳରେ ୫ ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ୬୦୦ରୁ ଉର୍ଦ୍ଧ୍ବ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ!-->…
ଖିଚିଂ ମନ୍ଦିରରୁ ଚୋରି, ୬ମାସ ମଧ୍ୟରେ ଏହା ଦ୍ଵିତୀୟ ଥର…
ବାରିପଦା: ମୟୁରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା କିଚେକେଶ୍ୱରୀ । ମା କିଚେକେଶ୍ୱରୀ ମନ୍ଦିର ଖିଚିଂ ଠାରେ ଅବସ୍ଥିତ । ଗତକାଲି ବିଳମ୍ବିତ ରାତ୍ରରେ ମା କିଚେକେଶ୍ୱରୀଙ୍କ ମୁଖ୍ୟ ଦାନ ହୁଣ୍ଡି ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ । ମନ୍ଦିର ସମୁଖରେ ଥିବା ୩ ଟି ହୁଣ୍ଡି କାଟି…
ହଦଗଡ଼ରେ ମା’ ବ୍ରାହ୍ମଣୀ ଦେବୀଙ୍କ ଜନ୍ତାଳ ପୂଜା ଓ ନୂଆ ଖାଇ ପର୍ବ
ଫୁଲବାଣୀ : ହଦଗଡ ଅଞ୍ଚଳର ପୁରୁଣାଗଡ ଓ କଟିଲାଗଡରେ ମାଁ ବ୍ରାହ୍ମଣୀଦେବିଙ୍କ ଜନ୍ତାଳ ପୂଜା ଅନୁଷ୍ଠିତ ହୋଇଯାଇଛି। ଗ୍ରାମର ପ୍ରଦିପ ବିଷୋୟୀ ଏବଂ ପ୍ରଫୁଲ ବିଷୋୟୀଙ୍କ ଘରୁ ମାଙ୍କ ପାଇଁ ବିଭିନ୍ନ ପୂଜା ସାମଗ୍ରୀଧରି, ବାଜା ବାଦ୍ୟ ସହିତ ଗ୍ରାମବାସି ଆଡ଼ମ୍ବରରେ ଜନ୍ତାଳ ପଟିକୁ ଯାଇଥବା!-->…
ଭାରତ ବନ୍ଦ କରିବ ସିନ୍ଧୁ ନଦୀ ଜଳ ଚୁକ୍ତି, ପାକିସ୍ତାନକୁ ମିଳିବନି ପାଣି…
ନୂଆଦିଲ୍ଲୀ : ଖାଦ୍ୟ ପାଇଁ ସଂଘର୍ଷ କରୁଥିବା ପାକିସ୍ତାନକୁ ଆଉ ମିଳିବନି ପାଣି । ଦୀର୍ଘ ଦିନ ହେବ ଆର୍ଥିକ ସମସ୍ୟା ଦେଇ ଗତି କରୁଛି ପାକିସ୍ତାନ । ଦିନକୁ ଦୁଇ ଓଳି ଖାଇବାକୁ ପାଉନାହାନ୍ତି ଏଠାକାର ଲୋକେ । ଖାଦ୍ୟ ପେଟ୍ରୋଲର ଅଭାବ ତ ଲାଗି ରହିଛି କିନ୍ତୁ ଏବେ ପାଣି ପାଇଁ ବି ସଂଘର୍ଷ…
ବିରୋଧୀଙ୍କୁ ଆମେ ସଠିକ ଭାବେ ମୁକାବିଲା କରିବୁ: ସରକାରୀ ଦଳ ମୁଖ୍ୟ ସଚେତକ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳ ବୈଠକ ପରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଇତିହାସ ସୃଷ୍ଟି ହୋଇଛି ପ୍ରଥମ ଥର ମହିଳା ବାଚସ୍ପତି ହୋଇଛନ୍ତି। ତେଣୁ ସମସ୍ତେ ମୁଖ୍ୟମନ୍ତ୍ରୀଙ୍କୁ…