ସତର୍କ କରାଇଲେ ବାଚସ୍ପତି, ଦୁଃଖପ୍ରକାଶ କଲେ ରାଜନାଥ

ଗଣତନ୍ତ୍ରର ମନ୍ଦିର ଲୋକସଭାରେ ସବୁ ସୀମା ଟପି ଯାଇଛନ୍ତି ବିଜେପିର ଜଣେ ସାଂସଦ। ସେ ଲୋକସଭା ଭିତରେ ସାଂପ୍ରଦାୟିକ ଓ ଅତ୍ୟନ୍ତ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଛନ୍ତି। ଏଥିସହ ସେ ବିଏସ୍‌ପିର ଜଣେ ମୁସଲିମ ସାଂସଦଙ୍କୁ ଖୋଲାଖୋଲି ଧମକ ମଧ୍ୟ ଦେଇଛନ୍ତି। ଏହାକୁ ନେଇ…

ନାରୀ ଶକ୍ତି ବନ୍ଦନ ଅଧିନିୟମ ଏକ ସାମାନ୍ୟ ବିଲ୍‌ ନୁହେଁ, ଏହା ଭାରତର ନୂଆ ଲୋକତାନ୍ତ୍ରିକ ପ୍ରତିବଦ୍ଧତା :…

‘ନାରୀ ଶକ୍ତି ବନ୍ଦନ ଅଧିନିୟମ ଏକ ସାମାନ୍ୟ ବିଲ୍‌ ନୁହେଁ। ଏହା ଭାରତର ନୂଆ ଲୋକତାନ୍ତ୍ରିକ ପ୍ରତିବଦ୍ଧତା ଅଟେ। ଏହା ଅମୃତ କାଳରେ ବିକଶିତ ଭାରତ ନିର୍ମାଣ ଦିଗରେ ଏକ ବଡ଼ ପଦକ୍ଷେପ ଅଟେ। ତେଣୁ ଏହି ଅବସରରେ ଭାରତର ସମସ୍ତ ମା’, ଭଉଣୀଙ୍କୁ ଅଭିନନ୍ଦନ…

କଟକ ବ୍ୟବସାୟୀଙ୍କ ଠାରୁ ଡକାୟତି ଘଟଣାରେ ୭ ଗିରଫ…

କଟକ: କଟକରେ ବ୍ୟବସାୟୀଙ୍କ ଠାରୁ ଡକାୟତି ଘଟଣାରେ ୭ ଗିରଫ। ୬ଜଣ ଡକାୟତଙ୍କ ସହ ଲୁଟ ସାମଗ୍ରୀ କିଣିଥିବା ଜଣକୁ ଗିରଫ କରିଛି ମାଲଗୋଦାମ ଥାନା ପୋଲିସ। ସେମାନଙ୍କ ଠାରୁ ନଗଦ ଏକ ଲକ୍ଷ ୨୩ ହଜାର ଟଙ୍କା, ୧୨ ଗ୍ରାମ ସୁନା, ୬ ଟି ମୋବାଇଲ ଫୋନ ଏବଂ ତିନିଟି ଦୁଇ…

ପରିବାର ସାମନାରେ ୩ ମହିଳାଙ୍କୁ ଗଣବଳାତ୍କାର; ୪ ଅଭିଯୁକ୍ତ ଫେରାର…

ହରିୟାଣାର ପାନିପଥରେ ଗତ ରାତିରେ ଘଟିଛି ଅତ୍ୟନ୍ତ ଲଜ୍ଜାଜନକ ଘଟଣା। ପରିବାର ସଦସ୍ୟଙ୍କ ଆଗରେ ଘରର ୩ ମହିଳାଙ୍କୁ ଗଣବଳାତ୍କାର କଲେ ୪ ଦୁର୍ବୃତ୍ତ। ଏହି ସମୟରେ ସେମାନେ ଘରର ପୁରୁଷ ଲୋକଙ୍କୁ ରଶିରେ ବାନ୍ଧି ଦେଇଥିଲେ। ପ୍ରାୟ ଅଢେଇ ଘଣ୍ଟା କାଳ ଏପରି ଅମାନବୀୟ କାଣ୍ଡ…

ପ୍ରସିଦ୍ଧ ଭଜନ ଗାୟିକା ଶାନ୍ତିଲତା ବାରିକ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି…

ଭୁବନେଶ୍ଵର: ଜଣାଶୁଣା ଭଜନ ଗାୟିକା ଶାନ୍ତିଲତା ବାରିକ ଛୋଟରାୟ ଗୁରୁତର ଭାବେ ଅସୁସ୍ଥ ହୋଇଛନ୍ତି । ଗୁରୁତର ଅବସ୍ଥାରେ ଶାନ୍ତିଲତାଙ୍କୁ ଭୁବନେଶ୍ୱରର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ଗୁରୁତର ନେଇ ଶାନ୍ତିଲତାଙ୍କ ପରିବାର ପକ୍ଷରୁ ସୂଚନା ।…

ଅନ୍ଧ ବିଶ୍ୱାସ :୨୦ ଘଣ୍ଟାରୁ ଅଧିକ ସମୟ ଧରି ଶବକୁ ଘରେ ରଖି ବସିଛନ୍ତି ପରିବାର ଲୋକେ…

ରେଢାଖୋଲ: ଡାକ୍ତର ଜଣେ ଯୁବକଙ୍କୁ ମୃତ ଘୋଷଣା କରିବା ପରେ ବି ପରିବାର ଲୋକେ ମାନିବାକୁ ଅରାଜି । ଗୁଣି ଗାରେଡି ଯୋଗୁ ଅଚେତ୍ ହୋଇଯାଇଥିବା କଥାକୁ ବିଶ୍ୱାସ କରି ୨୦ ଘଣ୍ଟାରୁ ଅଧିକ ସମୟ ହେଲାଣି ଶବକୁ ଧରି ଘରେ ବସି ରହିଛନ୍ତି ପରିବାର ଲୋକେ । ଗତକାଲିଠାରୁ…

ଚଳନ୍ତା ଟ୍ରେନ୍‌ରେ ମହିଳା କନଷ୍ଟେବଳଙ୍କୁ ଅସଦାଚରଣ ଘଟଣା; ଏନକାଉଣ୍ଟରରେ ଟଳି ପଡ଼ିଲେ ଅଭିଯୁକ୍ତ…

ଗତ ୩୦ ତାରିଖରେ ମନକାପୁରରୁ ଅଯୋଧ୍ୟା ଅଭିମୁଖେ ଯାଉଥିବା ସରୟୁ ଏକ୍ସପ୍ରେସ୍‌ରେ ଜଣେ ମହିଳା କନଷ୍ଟେବଳଙ୍କୁ ଅସଦାଚରଣ ସହ ମରଣାତ୍ମକ ଆକ୍ରମଣ କରାଯାଇଥିଲା। ଏହି ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ପୁଲିସ୍‌ ବାନ୍ଧିଥିବା ବେଳେ ମୁଖ୍ୟ ଅଭିଯୁକ୍ତ…

ସୁନ୍ଦରଗଡ଼ରେ ପଜିଟିଭ ସଂଖ୍ୟା ୨୧୧କୁ ବୃଦ୍ଧି…

ସୁନ୍ଦରଗଡ଼: ରାଜ୍ୟରେ ଦିନକୁ ଦିନ ଭୟ ବଢାଉଛି ସ୍କ୍ରବ୍ ଟାଇଫସ୍ । ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ସ୍କ୍ରବ ଟାଇଫସ୍ ର ହବ୍ ପାଲଟିଛି ସୁନ୍ଦରଗଡ । ଆଜି ପୁଣି ସୁନ୍ଦରଗଡ଼ରୁ ୫ ଜଣ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏହାକୁ ମିଶାଇ ଜିଲ୍ଲାରେ ପଜିଟିଭ…

ପୁଣି ଆକ୍ଟିଭ ହେବ ଲ୍ୟାଣ୍ଡର ବ୍ରିକମ ଓ ରୋଭର ପ୍ରଜ୍ଞାନ…

ନୂଆଦିଲ୍ଲୀ : ଜହ୍ନରେ ଉଇଁଲା ସୂର୍ଯ୍ୟ । ଚନ୍ଦ୍ରର ଦକ୍ଷିଣମେରୁରେ ସୂର୍ଯ୍ୟକିରଣ ପଡିବା ଆରମ୍ଭ ହୋଇଛି । ରୋଭର ଓ ଲ୍ୟାଣ୍ଡର ଥିବା ଶିବଶକ୍ତି ପଏଣ୍ଟରେ ସୂର୍ଯ୍ୟ ଉଇଁ ସାରିଲାଣି। ସ୍ଲିପ ମୋଡରେ ଥିବା ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନର ସୋଲାର…

ରାଜଧାନୀ ଭୁବନେଶ୍ବରରେ ଅଙ୍ଗନବାଡ଼ି କର୍ମୀଙ୍କ ବିକ୍ଷୋଭ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ବରରେ ପୁଣି ଅଙ୍ଗନବାଡ଼ି କର୍ମୀଙ୍କ ବିକ୍ଷୋଭ । ୧୦ ଦଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶହ ଶହ ଅଙ୍ଗନବାଡ଼ି କର୍ମୀ । ଏଥିସହ ବିଧାନସଭା ଘେରାଉ କରିବାକୁ ଉଦ୍ୟମ କରିଛନ୍ତି । ସେମାନଙ୍କ ମୁଖ୍ୟ ଦାବି ଅଙ୍ଗନୱାଡି କର୍ମୀଙ୍କୁ…