ଶରଦ ପାୱାର୍‌ ବିଧାୟକଙ୍କ ବିରୋଧରେ ଅଯୋଗ୍ୟତା ପିଟିସନ୍‌ ଫାଇଲ୍‌ କଲେ ଅଜିତ ପାୱାର୍‌ ଗୋଷ୍ଠୀ…

ନୂଆଦିଲ୍ଲୀ: ‘ନ୍ୟାସ୍‌ନାଲିଷ୍ଟ୍‌ କଂଗ୍ରେସ ପାର୍ଟି’ର (ଏନ୍‌ସିପି) ଅଜିତ ପାୱାର୍‌ ଗୋଷ୍ଠୀ ମହାରାଷ୍ଟ୍ର ବିଧାନସଭା ବାଚସ୍ପତିଙ୍କ କାର୍ଯ୍ୟାଳୟରେ ଶରଦ ପାୱାର୍‌ ଗୋଷ୍ଠୀର ବିଧାୟକମାନଙ୍କ ବିରୋଧରେ ଅଯୋଗ୍ୟତା ପିଟିସନ୍‌ ଫାଇଲ୍‌ କରିଥିବା କଥା ବିଶେଷସୂତ୍ରରୁ…

ପ୍ରଥମ ମହିଳା ବାଚସ୍ପତି ହେଲେ ପ୍ରମିଳା ମଲ୍ଲିକ…

ଭୁବନେଶ୍ବର: ସାରା ଓଡିଶା ପାଇଁ ଆଜି ଏକ ଏୗତିହାସିକ ଦିନ । ଆଜି ଓଡିଶା ବିଧାନସଭା ପାଇଲା ପ୍ରଥମ ମହିଳା ବାଚସ୍ପତି । ପ୍ରମିଳା ମଲ୍ଲିକ ବାଚସ୍ପତି ଭାବେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି । ଉପବାଚସ୍ପତି ରଜନୀକାନ୍ତ ସିଂ ଏହା ଘୋଷଣା…

ଫତେପୁର ସିକ୍ରିରେ ଫଟୋ ଉଠାଉଥିଲେ ଫ୍ରେଞ୍ଚ ନାଗରିକ; ୯ ଫୁଟ ଉପରୁ ଖସି ପଡ଼ିଲେ

ଭାରତ ବୁଲି ଆସି ଆଖି ବୁଜିଲେ ଫ୍ରେଞ୍ଚ ନାଗରିବ । ଫତେପୁର ସିକ୍ରିଠାରେ ଫଟୋ ଉଠାଉଥିବା ବେଳେ ୯ ଫୁଟ ଉଚ୍ଚରୁ ଖସି ପଡ଼ି ଚାଲିଗଲା ମହିଳା ପର୍ଯ୍ୟଟକଙ୍କ ଜୀବନ । ଏକ କାଠ ପାହାଚରେ ଛିଡ଼ା ହୋଇ ଫଟୋ ଉଠାଉଥିବା ବେଳେ ରେଲିଂ ଭାଙ୍ଗି ଯିବାରୁ ଏପରି ଦୁର୍ଘଟଣା ଘଟିଛି।…

ମୌସୁମୀ ଅଧିବେଶନ: ଦିବଙ୍ଗତ ନେତାଙ୍କ ଉଦ୍ଦେଶ୍ୟରେ ଶୋକ…

ଭୁବନେଶ୍ୱର : ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ । ଦିବଙ୍ଗତ ନେତାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଗୃହରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।…

କାନାଡାକୁ ଟାର୍ଗେଟ କଲେ କଂଗ୍ରେସ ସାଂସଦ…

‘ମୋ’ ଜେଜେଙ୍କୁ ୧୯୯୫ ମସିହାରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଖଲିସ୍ତାନୀ ଆତଙ୍କବାଦୀମାନେ ତାଙ୍କୁ ହତ୍ୟା କରିଥିଲେ। ଆଉ ଉକ୍ତ ହତ୍ୟାକାରୀଙ୍କ ଖାସ୍‌ ଲୋକ ଥିଲେ ହରଦୀପ ସିଂ ନିଜ୍ଜାର। ’ ଏପରି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି କଂଗ୍ରେସ ରବନୀତ ସିଂ…

ନରସିଂହପୁର ଜଙ୍ଗଲରୁ ଦନ୍ତାହାତୀର ମୃତଦେହ ଉଦ୍ଧାର…

ଭୁବନେଶ୍ୱର: ନିକଟରେ କଟକ ଜିଲ୍ଲା ଆଠଗଡ଼ ଫରେଷ୍ଟ ଡିଭିଜନ ଅନ୍ତର୍ଗତ ନରସିଂହପୁର ଜଙ୍ଗଲରୁ ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର କରାଯାଇଛି। ହେଲେ ହାତୀର ମୃତ୍ୟୁ ପଛର କାରଣ ବନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। ଗତ ସେପ୍ଟେମ୍ବର ୧୮ ତାରିଖରେ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରୁଥିବା…

ଛତ୍ରପୁର ବ୍ଲକ୍ ଅଞ୍ଚଳର ପାରମ୍ପରିକ ଲୋକକଳା ଦଳଙ୍କୁ ପ୍ରଶିକ୍ଷଣ…

ଛତ୍ରପୁର ତା. ୨୨.୦୯.୨୦୨୩ ଛତ୍ରପୁର ବ୍ଲକ୍ ଅଞ୍ଚଳର ସମସ୍ତ ଗ୍ରାମାଞ୍ଚଳରେ ପାରମ୍ପରିକ ଲୋକକଳା ମାଧ୍ଯମରେ ସରକାରଙ୍କ ଜନହିତକର ଯୋଜନା ଗୁଡିକର ପ୍ରଚାର ପ୍ରସାର କରାଯିବ । ଏଥିନେଇ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ପରେ ବ୍ଲକ୍ ସ୍ତରୀୟ ପାରମ୍ପରିକ ଲୋକକଳା ଦଳ ଚୟନ ଓ ପଞ୍ଜିକରଣ ପରେ ଛତ୍ରପୁର

କେନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ… !

ହିଞ୍ଜିଳିକାଟୁ,: ତା ୨୨/୯: ଶୁକ୍ରବାର ସକାଳେ ହିଞ୍ଜିଳି ଥାନା ମୋହନାପଲ୍ଲୀ ଗ୍ରାମ ନିକଟସ୍ଥ ୯ ନମ୍ବର କେନାଳରୁ ଜଣେ ଯୁବକଙ୍କ ମୃତଦେହକୁ ହିଞ୍ଜିଳି ପୁଲିସ ଉଦ୍ଧାର କରିଛି । ମୃତକ ଜଣଙ୍କ ହେଲେ ହିଞ୍ଜିଳି ଥାନା ଦୁର୍ବନ୍ଧ ଗ୍ରାମ ବେଲପଡା ସାହିର କୃଷ୍ଣ ସାହୁ। ଏ ନେଇ ମୃତକଙ୍କ ଶଶୁର

ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍ ଗୃହୀତ ; ସପକ୍ଷରେ ୨୧୫, ବିରୋଧରେ ୦ ଭୋଟ

ନୂଆଦିଲ୍ଲୀ: ରାଜ୍ୟସଭାରେ ଗୃହୀତ ହୋଇଛି ମହିଳା ମାନଙ୍କୁ ସଂରକ୍ଷଣ ପ୍ରଦାନ କରୁଥିବା ‘ନାରୀଶକ୍ତି ବନ୍ଦନା ବିଲ୍ ୨୦୨୩’ । ବିଲର ସମର୍ଥନରେ ୨୧୫ଟି ଭୋଟ ପଡ଼ିଥିବାବେଳେ ବିପକ୍ଷରେ କୌଣସି ଭୋଟ ପଡ଼ିନଥିଲା ବୋଲି ଭୋଟିଂ ପରେ ରାଜ୍ୟସଭା ସଭାପତି ଜଗଦୀପ ଧନକର କହିଛନ୍ତି । ଏହି ବିଲ ଗତ କାଲି…